October 18, 2024

Odia Express

Leading Odia News Portal of Odisha

ଏହି ରାଶିର ଲୋକେ ହୋଇଥାନ୍ତି ସବୁଠାରୁ ଅଧିକା ବୁଦ୍ଧିମାନ , ଏମାନେ ଜୀବନରେ କେବେ ବି ଧୋକା ଖାଆନ୍ତି ନାହିଁ , ଜାଣନ୍ତୁ ଆପଣଙ୍କ ନିଜ ସ୍ଥିତି…

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ଅନୁସାରେ ଗ୍ରହ ଓ ନକ୍ଷତ୍ର ଗୋଚର ତାର ଜୀବନରେ ପ୍ରଭାବ ପକାଇଥାଏ । ଖାସ୍ କରି ତାର ଜନ୍ମ ରାଶି ସମ୍ବନ୍ଧିତ ଗ୍ରହ ତାର ଜୀବନରେ ଦଶା ଓ ଦିଶା ନିର୍ଦ୍ଧାରଣ କରନ୍ତି , ଗ୍ରହର ପ୍ରଭାବରୁ ହିଁ ତାଙ୍କ ସମ୍ବନ୍ଧିତ ରାଶିର ଜାତକରେ ସ୍ୱଭାବ ବ୍ୟବହାର , ଓ ଗୁଣର ନିର୍ଦ୍ଧାରଣ ହୋଇଥାଏ । ଏମିତିରେ ଜନ୍ମ ରାଶିରୁ ଲୋକଙ୍କ ଗୁଣ ଦୋଷର ପତା ଲଗାଇପାରିବେ । ଆଜି ଆମେ ଏହି ଆଧାରରେ ବ୍ୟକ୍ତିର ମେଷ ରାଶିରୁ ନେଇକରି ମୀନ ରାଶି ପର୍ଯ୍ୟନ୍ତ ସବୁ ୧୨ ଟି ରାଶିର ବୁଦ୍ଧି କ୍ଷମତା ବିଷୟରେ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

 

୧) କର୍କଟ ରାଶି : ଜ୍ୟୋତିଷ୍ୟ ବିଦ୍ୟା ଅନୁସାରେ କର୍କଟ ରାଶି ଜାତକରେ ମସ୍ତିଷ୍କ ମାମଲାରେ ସମସ୍ତଙ୍କ ଗୁରୁ ହୋଇଥାନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଏହି ରାଶିର ଲୋକେ ମସ୍ତିଷ୍କ ଘୋଡା ପରି ତିବ୍ର ହୋଇଥାଏ , ଏମାନଙ୍କ ମଧ୍ୟରେ ବୁଦ୍ଧିମତାର ସ୍ତର ବହୁତ ଅଧିକା ଅଟେ , ଏମିତିରେ ତାଙ୍କୁ ବୋକା ବନାଇବା ବହୁତ କଷ୍ଟକର ଅଟେ ।

 

୨)  କନ୍ୟା ରାଶି : ଏହି ରାଶିର ଲୋକଙ୍କର ସବୁଠାରୁ ବଡ ଖାସିୟତ୍ ଏହାକି ସେମାନେ ବୁଦ୍ଧିମତାର ହୋଇଥାନ୍ତି , କନ୍ୟା ରାଶିର ସ୍ୱାମୀ ଗ୍ରହ ବୁଧ ଅଟନ୍ତି ଯିଏ କି ବୁଦ୍ଧିର ଦେବତା ଅଟନ୍ତି , ଏମିତିରେ କନ୍ୟା ରାଶି ଜାତକ ପାଠ ପଢାରେ ତେଜ ହୋଇଥାଏ , ଶିକ୍ଷା ଜଗତରେ ଅଧ୍ୟୟନ କ୍ଷେତ୍ରରେ ଉନ୍ନତ ହୋଇଥାନ୍ତି ।

 

୩) ମେଷ ରାଶି : ଏମାନଙ୍କ ଜାତକ ବୁଦ୍ଧିମତାରେ ଦ୍ୱୀତୀୟ ନମ୍ବରରେ ଆସନ୍ତି , ଜ୍ୟୋତିଷ୍ୟ ଶାସ୍ତ୍ରକୁ ଦେଖିଲେ ଏହି ରାଶିର ଲୋକେ ଆଖି ଓ କାନ ସବୁବେଳେ ଖୋଲା ରହିଥାଏ । ମାନେ ସବୁବେଳେ ସଚେତ ରହିଥାନ୍ତି , ଓ ସବୁ ସମୟରେ କିଛି ନୁଆ କରିବାକୁ ଭାବିଥାନ୍ତି । ଏମାନଙ୍କ ଭାବନାରେ ଜୁନନ୍ ଥାଏ , ଯିଏ ସକରାତ୍ମକ ଫଇସଲା ସହ ଆଗକୁ ଯାଇଥାନ୍ତି ।

 

୪) ସିଂହ ରାଶି : ଏହି ରାଶିର ଜାତକରେ ଚତୁରାଇ ସହ କାମ କରିଥାନ୍ତି , ଏମାନଙ୍କର ନିର୍ଣ୍ଣୟ ନେବା କ୍ଷମତା ଅଧିକା ହୋଇଥାଏ । ଏମାନଙ୍କ ଶରୀରରେ ଚପଳତା ଓ ବାହାଦୁରୀ ଥାଏ , ଏମାନଙ୍କ ଆଖପାଖର ଜିନିଷର ଅବଲୋକନ କରିବା ବଢିଆ କ୍ଷମତା ଥାଏ ।

୫) ଧନୁରାଶି : ଧନୁରାଶିର ଲୋକ ବିଲକ୍ଷଣ ବୁଦ୍ଧିମତା ମିଳିଥାଏ , ଅଧିକା ବୁଦ୍ଧି ସହ ସକରାତ୍ମଅକ୍ ଭାବନା ବି ହୋଇଥାନ୍ତି , ଏମିତିରେ କ୍ୟାରିୟରରେ ଜଲଦି ହିଁ ସଫଳ ହୋଇଥାନ୍ତି ।

 

୬) ବୃଷ ରାଶି : ଏହି ରାଶିର ଲୋକେ କାମୁକ ଓ ଚଞ୍ଚଳ ହୋଇଥାନ୍ତି , ସେମିତି ଯଦି ଆପଣ ଏମାନଙ୍କ ସହ୍ ସମୟ କଟାନ୍ତି , ତେବେ ଏମାନଙ୍କ ଭିତର କଥା ବୁଝିବାରେ କ୍ଷମତା ଅସୀଯାଏ ।

 

୭) ମକର ର୍ରାଶି  ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି , ଓ ସେମାନେ ନିଜ ପରିଶ୍ରମର ସହ ଭଲ ଭାବେ ମସ୍ତିଷ୍କ ଉପଯୋଗ କରିପାରନ୍ତି ।

 

ସେମିତି ବୁଦ୍ଧିମତା ମାମଲାରେ ମିଥୁନ, ତୁଳା, କୁମ୍ବ ରାଶି ଅଛନ୍ତି ଯେଉଁମାନେ ସବୁ ଜିନିଷକୁ ନାନାଦି ଭାବେ ଦେଖିପାରନ୍ତି ,

ସେମିତି କର୍କ, ମୀନ ରାଶି , ଭାବୁକ ରାଶି କୁହାଯାଏ , ମାନେ ମସ୍ତିଷ୍କରୁ ଅଧିକ ହୃଦୟରୁ କାମ କରିନିଅନ୍ତି , ଏମାନଙ୍କ ବିଚାର ଉପରେ ବି ଭାବନାର ଅସଲ ଦେଖିବାକୁ ମିଳେ ।

Leave a Reply

Your email address will not be published. Required fields are marked *