December 23, 2024

Odia Express

Leading Odia News Portal of Odisha

ଆପଣଙ୍କ ହୋଟେଲ ରୁମ କିମ୍ବା ଚେଞ୍ଜିଙ୍ଗ୍ ରୁମ ରେ ହିଡେନ୍ କ୍ୟାମେରା ଲାଗିଛି କି ନାହିଁ କିପରି ଜାଣିବେ – ଏହି ସହଜ ଉପାୟରେ ଜାଣିରଖନ୍ତୁ ଆପଣଙ୍କ ରୁମ ରେ ହିଡେନ୍ କ୍ୟାମେରା ଲାଗିଛି କି ନାହିଁ – ସେୟାର କରି ସମସ୍ତଙ୍କୁ ସଚେତନ କରିବେ..

ଆସିବା ଦିନରୁ ଟ୍ରାଏଲ୍ ରୁମ୍ କିମ୍ବା ପବ୍ଲିକ୍ ଟୟଲେଟ୍ ରେ ହିଡେନ୍ କ୍ୟାମେରା ମହିଳାଙ୍କର ଆପତ୍ତିଜନକ ଫଟୋ ଉଠାଇନେଇଥାଏ , ଯାହାର ପତ୍ତା ତାଙ୍କୁ ଜଣା ପଡିପାରେ ନାହିଂମ୍ , ଏମିତିରେ ଏହି ସୁଚନା ଜାଣିବା ବହୁତ ଅଧିକା ଜରୁରୀ ହୋଇଥାଏ କି ହିଡେନ୍ କ୍ୟାମେରା ର ପତ୍ତା କିପରି ଲଗାଇବେ , କ୍ୟାମେରାର ମାଇକ୍ରୋଫୋନ୍ ରେଡିଏସନ୍ ମିଳିବା ଦ୍ୱାରା ସିଧା ଦେଖାଯାଉଥିବା ଲାଇନ୍ ଜିଗ୍ ଜାଗ୍ କରିବାକୁ ଲାଗିଥାଏ ।ହିଡେନ୍ କ୍ୟାମେରା ଟିକିଏ ବଡ କିମ୍ବା ବଟନ୍ ପରି ହୋଇପାରେ,  ଏମିତିରେ ତାକୁ ଖୋଜିବାପାଇଁ ଆପଣଙ୍କୁ ଟୀକିଏ ଚେଷ୍ଟା କରିବାକୁ ପଡିପାରେ ,

ଏହାର ପତ୍ତା ଲଗାଇବାପାଇଁ ଆପଣଙ୍କୁ ମାଇକ୍ରୋଫୋନ୍ କିମ୍ବା କ୍ୟାମେରା ଡିଟେକ୍ଟର ନେଇକରି ଯିବାକୁ ପଡିବ ନାହିଁ , ବରଂ ମୋବାଇଲ୍ ରୁ ଏହି କାମ ସହଜରେ କରିପାରିବେ , ଏଥିପାଇଁ ଆପଣଙ୍କୁ ଫୋନ୍ ରେ ହିଡେନ୍ କ୍ୟାମେରା ଡିଟେକ୍ଟର ଆପ୍ ଡାଉନଲୋଡ୍ କରିବାକୁ ହେବ , ଏହାର ଉପଯୋଗ ବହୁତ ସହଜ ଅଟେ,  କହିଦେବୁ କି ହିଡେନ୍ କ୍ୟାମେରା ଖୋଜିବାପାଇଁ ଆଣ୍ତରଏଡ୍ ଉପରେ ବହୁତ ଆପ୍ ମହଜୁଦ୍ ଅଛି , ଏଥିରୁ ସବୁଠାରୁ ପପୁଲାର୍ ଆପ୍ ଇନଷ୍ଟଲ୍ କରନ୍ତୁ ।

ଯେବେ ଆପଣ ଏହାକୁ ଇନଷ୍ଟଲ୍ କରିବେ , ତେବେ କିଛି ଖାସ୍ ଆସେସ୍ ଦେବାକୁ ହେବ , ଆପଣଙ୍କୁ ଏହା ଓକେ କରି ଆଗକୁ ବଢିବାକୁ ହେବ , ଏହା ଡିଟେକ୍ଟ ଇନଫାରେଡ୍ କ୍ୟାମେରା, ଟୀପ୍ସ ଆଣ୍ତ ଟ୍ରିକ୍ସ ଓ ପେଡ୍ ଆପ୍ ବି ବିକଳ୍ପ ଦିଆଯାଇଛି , ଡିଟେକ୍ଟ କ୍ୟାମେରା ବାଇ ରେଡିଏସନ୍ ମିଟର୍ କ୍ଲିକ୍ କରିବା  ପରେ ଏହା କାମ କରିବା ଆରମ୍ଭ କରିଦେବ , ଏହି ସମୟରେ ଫୋନ୍ ସ୍କିନ୍ ରେ ସର୍କଲ୍ ଆସିବ , ସେମିତି ତଳେ ସିଧା ରଙ୍ଗିନ ଲାଇନ୍ ଦେଖାଦେବ  ଲାଇନ୍ ପଟିରେ ସୁଚନା ମିଲିବ କି ଆଖପାଖରେ କିଛି କ୍ୟାମେରା କିମ୍ବା ମାଇକ୍ରୋଫୋନ୍ ଅଛି କି ନାହିଁ , ଯେପରି ସିଗନାଲ୍ ମିଳିବ  ସେଠାକୁ ଫୋନ୍ ନେଇଯାଆନ୍ତୁ , ଓ ଆଖପାଖ ଜିନିଷକୁ ସ୍କାନ୍ କରନ୍ତୁ , ଯେପରି କ୍ୟାମେରା କିମ୍ବା ମାଇକ୍ରୋଫୋନ୍ ରେଡିଏସନ୍ ଏହାକୁ ମିଳିବ , ଏହା ସିଧା ଜିଗ୍ ଜାଗ୍ କରିବାକୁ ଲାଗିବ , ସେମିତି ଏହି କ୍ୟାମେରା ଡିଟେକ୍ଟ କରିବାର ଏହି ଲାଇନ୍ ରେଡ୍ ହୋଇଯିବ , ଓ ଡିଟେକ୍ଟ ଆଲାରାମ୍ ବାଜିବା ଆରମ୍ଭ ହୋଇଯିବ ।

ଏହାର ଖାସିୟତ୍ ଏହି ପରି ଆପ୍ ମୋବାଇଲ୍ , କମ୍ୟୁଟର୍ ,ଓ ସିସିଟିଭି କ୍ୟାମେରାର ସୁଚନା ଦେଇଥାଏ , ହଁ ଯଦି ରେଡିଏସନ୍ ଅଧିକା ଅଛି , ତେବେ ପୁରା ଲାଇନ୍ କଳା ହୋଇଯିବ , ଓ ତଳ ଲାଇନ୍ ସ୍କିନ୍ ଉପରକୁ ମୁଭ୍ କରିବାକୁ ଲାଗିବ , ଏହା ଦ୍ୱାରା ଆପଣ ବୁଝିପାରିବେ କି କିଛି ଗଡବଡ ଅଛି , ଓ ଆପଣଙ୍କୁ କପଡା ବଦଳାଇବାର ନାହିଁ , ଏହା ଛଡା ଏହି ଆପ୍ ଇନଫ୍ରାରେଡ୍ କ୍ୟାମେରା ଫିଚର୍ ବି ଭଲ କାମ କରିଥାଏ , ଏହା କମ୍ ରଶ୍ମୀରେ ବି କହିଦେଇଥାଏ କି ହିଡେନ୍ କ୍ୟାମେରା ଅଛି କି ନାହୀଁ , ଏହାର ପେଡ୍ ଭର୍ସନ ଅଧିକା ମହଙ୍ଗା ନାହିଁ , ତାହା ସହ ଆଉ କିଛି ନୁଆ ବିକଳ୍ପ ଅଛି ।

ମୋବାଇଲ ରୁ ଜାଣିରଖନ୍ତୁ – ଯଦି ଆପଣ ଟ୍ରାଏଲ ରୁମ ଭିତରକୁ ଯିବା ପରେ ମୋବାଇଲ ର ନେଟୱାର୍କ ଚାଲି ଯାଉଛି ତେବେ ତେବେ ହୁଏତ ସେଠାରେ ହିଡେନ୍ କ୍ୟାମେରା ଲଗାଯାଇଛି |ଏହି କ୍ଷେତ୍ରରେ ସେ ଜାଗାରେ ନେଟୱାର୍କ ଦେଖନ୍ତୁ ଓ ପଟ ଲଗାନ୍ତୁ କେଉଁ ଜାଗାରେ ଏହି କ୍ୟାମେରା ଥାଏ ପାରେ

କାଚ କୁ ଚେକ କରନ୍ତୁ – ଆଜି କଲି ବଜାର ରେ ଦୁଇ ସିଦ୍ଧେ ରେ ଦେଖା ଯାଉଥିବା କାଚ ଆସିଲାଣି | ତେବେ ଯଦି ଆପଣଙ୍କ କିଛି ସନ୍ଦେଶ ହେଉଛି ତେବେ ଏହି କାଚ କୁ ଛୁଇଁ କି ଦେଖନ୍ତୁ | ଯେପରି ଆମେ ତଳେ ଫୋଟୋ ରେ ଦେଇଚୁ |ଆପଣ କାଚ ରେ ଅଙ୍ଗୁଟି ଦେବା ପାରେ ଯଦି ଅଙ୍ଗୁଟି ମିଶୁଛି ତେବେ କିଛି ଡରିବାର ନାହିଁ କାରଣ ସେଠାରେ କ୍ୟାମେରା ଲାଗିନି ଓ ଏହା ଠିକ କାଚ | ଯଦି ଏହା ଭିତରେ କିଛି ଗ୍ୟାପ ରହୁଛି ଆପଣଙ୍କ ନଖ ମଝିରେ ତେବେ ସେଠାରେ ନିଶ୍ଚୟ କିଛି ଗଡବଡ ଅଛି

କାଚ କୁ ଲାଇଟ ମାରନ୍ତୁ – ଯଦି ଆପଣଙ୍କ ଲାଇଟ କଂଚା କୁ ଯାଏ ପୁଣି ଫେରୁଛି ତେବେ ଡରିବାର ନାହିଁ କିନ୍ତୁ ଯଦି କାଚ ଭିତରେ କିଛି ଦେଖା ଯାଉଛି ତେବେ ସାବଧାନ ହେଇ ଜନ୍ତୁ ସେଠାରେ କିଛି ଅସୁବିଧା ହେଇପାରେ | ତେବେ ଯଦି ଆପଣଙ୍କୁ ଏହି କଥା ଟି କିଛି ଗୁରୁତ୍ୱ ଜ୍ଞାନ ଦେଇଛି ଓ ସଚେତନ କରିଛି ତେବେ ନିଶ୍ଚୟ ଭାବରେ ନିଜ ସାଥି ପରିଜନକ ପାଖେ ସେୟାର କରି ସମସ୍ତଙ୍କୁ ସଚେତନ କରନ୍ତୁ ଯେପରି କେହି ଅସୁବିଧାରେ ପଡିବେ ନାହିଁ

Leave a Reply

Your email address will not be published. Required fields are marked *