December 23, 2024

Odia Express

Leading Odia News Portal of Odisha

ବୁଦ୍ଧି ପରୀକ୍ଷା – ଫଟୋ ଦେଖି କୁହନ୍ତୁ ଏହି ପିଲାର ଅସଲି ମା କିଏ ? ୯୯ ପ୍ରତିଶତ ଲୋକ ଜବାବ ଦେବାରେ ଫେଲ ହେଇଯିବେ – ଦେଖନ୍ତୁ ସଠିକ ଉତ୍ତର…

ମା ଏପରି ଏକ ଶବ୍ଦ ଅଟେ ଯାହାକୁ ଶୁଣିଲେ ଜୀବନର ସବୁ ଅସୁବିଧା ବାଧାବିଘ୍ନ ଦୁର ହୋଇଯାଏ , ଏଥିରେ କୌଣସି ରାୟ ନାହିଁ କି ମା ତାର ଛୁଆର ସଂମ୍ପର୍କ ଦୁନିଆଁର ସବୁ ସଂମ୍ପର୍କ ଠାରୁ ଅଧିକା ମଜବୁତ୍ ହୋଇଥାଏ,  ସେ ତାର ଜନ୍ମରୁ ନେଇକରି ଅନ୍ତିମ ନିଶ୍ୱାସ ଯାଏଁ ଛୁଆର ସବୁ ଇଚ୍ଛା ପୁରଣ କରିଥାଏ । ନିଜ ଛୁଆକୁ ଖୁସିରେ ଦେଖିବା ଓ ତାକୁ ସୁରକ୍ଷା ଦେବାପାଇଁ ସେ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିପାରେ ,ଯଦି ଆପଣ ମାଙ୍କ ସହ ସଂମ୍ପର୍କ ବହୁତ ମଜବୁତ୍ ଅଛି କିମ୍ବା ଆପଣ ଜଣେ ମା ଅଟନ୍ତି ତେବେ ମାଙ୍କ ସ୍ୱଭାବ ବିଲକୁଲ୍ ଭଲରେ ଜାଣିଥିବେ ,

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ଏପରି ପହେଲି ବିଷୟରେ କହିବୁ , ଯାହା ସଂବନ୍ଧ ମା ଓଛୁଆର ଅଛି । ଏହି ପହେଲି ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି , ଏହି ଫଟୋରେ ଦୁଇଟି ମହିଳା ଗୋଟେ ରୁମରେ ଗୋଟେ ଚେୟାରରେ ବସିଛନ୍ତି , ଏହି ଦୁହେଁ ମହିଳାଙ୍କର ଗୋଟେ ଛୋଟ ଛୁଆ ଅଛି , ଯିଏକି ଖେଳନା ସହ ଖେଳୁଛି , ଏହି ଦୁହେଁ ମହିଳା ପ୍ରାୟ ଏକା ବୟସର ଅଟନ୍ତି  ଏମିତିରେ ଏହି ଫଟୋରେ ପ୍ରଶ୍ନ ଉଠୁଛି କି ଏହି ଫଟୋରେ ଦେଖାଯାଉଥିବା ଦୁହେଁ ମହିଳାଙ୍କ ଅସଲି ମା କିଏ ଅଛି ।

ଟିକିଏ ଏହି ଫଟୋକୁ ଧ୍ୟାନରେ ଦେଖନ୍ତୁ  ଫଟୋରେ ଦେଖିପାରିବେ କି ମହିଳାଙ୍କ ହାତରେ ଯେଉଁ ଛୁଆ ଅଛି ତାର ଅସଲି ମା କିଏ ବୋଲି , ସୋସିଆଲ୍ ମିଡିଆରେ ଯେବେ ଲୋକେ ଏହି ପହେଲିର ଜବାବ ଦେଲେ ତେବେ ଦେଖିବାକୁ ପାଇଲେ କି ୬୦-୭୦ ପ୍ରତିଶତ ଲୋକେ କହିଲେ କି ଦ୍ୱିତୀୟ ମହିଳା ହିଁ ଛୁଆର ମା ଅଟେ । କାରଣ ଦ୍ୱିତୀୟ ମହିଳା ପ୍ରଥମ ମହିଳା ଅପେକ୍ଷା ଅଧିକା ଶାନ୍ତ ଭଲ ଶାଳିନ ଲାଗୁଛନ୍ତି , ତାର ଚେହେରାର ହାବଭାବ ସ୍ଥିର ଅଛି , ଯଦି ଆପଣ ଦ୍ୱିତୀୟ ନମ୍ବର ମହିଳାର ଛୁଆର ଅସଲି ମା ଭାବୁଛନ୍ତି ତେବେ ଦୁଃର୍ଭାଗ୍ୟର ବିଷୟରେ କି ସେ ଜବାବ୍ ଭୁଲ୍ ଅଟେ ।

ଅସଲରେ ଦେଖାଯାଊଥିବା ମହିଳା ଯିଏକି ପ୍ରଥମ ଅଟନ୍ତି ସିଏ ହିଁ ଅସଲ ମା ଅଟନ୍ତି , ଏହାର ପ୍ରଥମ କାରଣ ସେ ଛୁଆର ଆଡକୁ ମୁହଁ କରି ବସିଛି , ଏହି ପରି ଛୁଆଙ୍କ ସବୁ ହରକତ ସହଜରେ ନଜର ଆସୁଛି , ଓ ସେହି ମହିଳା ଛୁଆ ଆଡକୁ ଟିକେ ଏଡେଇ ହୋଇ ବସିଛି , ଏହି କାରଣରୁ ମହିଳା କେଉଁ ଦୁର୍ଘଟଣାରୁ ସତର୍କ ରହିଛି , ଯଦି ଛୁଆଖେଳୁଥିବା ସମୟରେ କିଛି ବି ସମସ୍ୟା ହେବ , ତେବେ ସେ ତୁରନ୍ତ ଯାଇକରି ଛୁଆକୁ ବଞ୍ଚାଇନେବ । ଯଦି ଆପଣ ଆମ ପ୍ରଶ୍ନର ଉତ୍ତର ଭାବିଛନ୍ତି ତେବେ ଆପଣ ଚାଳାକ୍ ଅଟନ୍ତି ।

Leave a Reply

Your email address will not be published. Required fields are marked *