December 22, 2024

Odia Express

Leading Odia News Portal of Odisha

ବ୍ଲେଡ୍ ମଧ୍ୟରେ କଣ ପାଈଁ ହୋଇଥାଏ ଏହି ଖାସ୍ ଡିଜାଇନ୍ , ୯୯ % ଲୋକ ଙ୍କୁ ଏହି ବିଷୟରେ ଜଣା ନାହିଁ , ଆଜି ହିଁ ଜାଣିନିଅନ୍ତୁ …

ଆଜି ଆମେ ଆପଣଙ୍କୁ ବ୍ଲେଡ୍ ମଧ୍ୟରେ ଥିବା ଡିଜାଇନ୍ ବିଷୟରେ କହିବାକୁ ଯାଉଛୁ , ଯାହା କେବଳ ୧ ପ୍ରତିଶତ ଲୋକଙ୍କୁ ବୋଧେ ଜଣା ଥିବ , ଆପଣ ଗୋଟେ କାମ କରନ୍ତୁ ଏହି ବ୍ଲେଡ୍ ମଧ୍ୟରେ ଡିଜାଇନ୍ ବିଷୟରେ ଆଖପାଖ ଲୋକଙ୍କୁ ପଚାରିନିଅନ୍ତୁ , ଯଦି ସେ ଜବାବ୍ ଦେଇଦିଅନ୍ତି ତେବେ ମାନିବାକୁ ପଡିବ ତାଙ୍କର ବୁଦ୍ଧିକୁ , ଅଧିକାଂଶ ଲୋକଙ୍କ ଘରେ ବ୍ଲେଡ୍ ରେ ସେଭିଙ୍ଗ୍ କରୁଥିବେ , କିମ୍ବା କେଉଁ ନା କେଉଁ କାରଣରୁ ଘରେ ବ୍ଲେଡ୍ ଥିବ , ଯଦି ବ୍ଲେଡ୍ ନାହୀଁ , ତେବେ କେଉଁ ବି କମ୍ପାନୀର ବ୍ଲେଡ୍ କିଣିନିଅନ୍ତୁ , ତା ମଧ୍ୟରେ ଏହି ଡିଜାଇନ୍ ମିଳିବ , କେବେ ଭାବିଛନ୍ତି କି ଏହି ଡିଜାଇନ୍ କଣ ପାଇଁ ଅଛି ।

କହିଦେବୁ କି ସବୁଠାରୁ ପ୍ରଥମେ ଜିଲେଟ୍ ବ୍ଲୁ ଜିଲେଟ୍ ବ୍ଲେଡ୍ ନାଁରେ ଜିଲେଟ୍ ବ୍ଲେଡ୍ ଉତ୍ପାଦନ କରିଥିଲେ,  ଯାହା ପୁରୁଷଙ୍କ ପାଇଁ ତାଙ୍କ ସେଭ୍ କରିବାପାଇଁ ଏକ ଚିକିତ୍ସା ହେଉଥିଲା,  କୁହାଯାଏ କି ବ୍ଲେଡ୍ ର ଆବିଷ୍କାର ପଛରେ ଏକ ବଡ ରୋଚକ କାହାଣୀ ଅଛି , ୧୯୦୧ ରେ ଜିଲେଟ୍ କମ୍ପାନୀର ସ୍ଂସ୍ଥାପକ କିଙ୍ଗ୍ କ୍ୟାମ୍ପ୍ ଜିଲେଟ୍ ନିଜ ସହଯୋଗୀ ୱିଲିଙ୍ଗମ୍ସ ନିକର୍ଷନ୍ ସହ ମିଶିକରି ବ୍ଲେଡ୍ ର ଏହି ଖାସ୍ ଡିଜାଇନ୍ କରିଥିଲେ , ଏହି ବର୍ଷ ବ୍ଲେଡ୍ ଡିଜାଇନ୍ ପେଟେଣ୍ଟ କରାଯାଇଥିଲା,  ୧୯୦୪ ରେ ଜିଲେଟ୍ ପ୍ରଥମଥର ୧୬୫ ବ୍ଲେଡ୍ କରିଥିଲେ ,

ସେହି ସମୟରେ ଜିଲେଟ୍ ବ୍ଲେଡ୍ ସେଭିଙ୍ଗ୍ କରିବାପାଇଁ ତିଆରି ହେଉଥିଲା,  ତାଙ୍କର ଡିଜାଇନ୍ ଏହି ପରି ହେଉଥିଲା ଯାହା ସେଭିଙ୍ଗ୍ କରୁଥିବା ଲୋକ ଜିଲେଟ୍ ରେ ବୋଲଟ୍ ସହ ଫିଟ୍ କରାଯାଇପାରିବ , ଏଥିପାଇଁ ଖାଲି ସେପ୍ ଛାଡିଦିଆଯାଉଥିଲା,  ଯାହା ଦ୍ୱାରା କ୍ୟାପ୍ ରେ ସଠିକ୍ ଫିଟିଙ୍ଗ୍ ହେଇପାରୁ , ଓ ବ୍ୟବହାର କରୁଥିବା ଲୋକ ସବୁ କମ୍ପାନୀର ବ୍ଲେଡ୍ ସହ ତାହାର କଭର୍ କିଣିବାକୁ ନ ପଡୁ ।ତେବେ ସେ କରିବାର ମୁଖ୍ୟ କାରଣ ଥିଲା ଯେପରି କେବଳ ତାଙ୍କ ରେଜର ବିକ୍ରି ହେଉ | ତେବେ ପରବର୍ତୀ ସମୟରେ ସମସ୍ତ ବ୍ଲେଡ କମ୍ପାନୀ ଏହି ଡିଜାଇନ କୁ କପି କରିଥିଲେ ସେଥିପାଇଁ ସମସ୍ତେ ବ୍ଲେଡ ସେହି ଗୋଟିଏ ଡ଼ିଜାଇନ ରେ ତିଆରି ହେଇଚି

Leave a Reply

Your email address will not be published. Required fields are marked *