December 23, 2024

Odia Express

Leading Odia News Portal of Odisha

ଯଦି ଆପଣ ନଖର ଚୋପା ବାହାରିବାର ଯୋଗୁଁ ଚିନ୍ତିତ ହୋଇଛନ୍ତି ତେବେ ନିଶ୍ଚିତ ପଢନ୍ତୁ ଏହି ଖବର ନଚେତ ଏହି ବଡ ରୋଗର ଆକ୍ରମଣ ହେଇପାରନ୍ତି…

ଆଜି କାଲିର କର୍ମବ୍ୟସ୍ତ ଜୀବନରେ ଲୋକ ବହୁତ ଚିନ୍ତିତ ରହୁଛନ୍ତି ଯାହାର କାରଣରୁ ଆଜିକାଲିର ଲୋକେ ବହୁତ ରୋଗାଗ୍ରସ୍ତ ହେବାରେ ଲାଗିଛନ୍ତି , ଯାହାର ସମୟ ଜଣାପଡେନି , ସେମିତି କିଛି ରୋଗ ଏପରି ହୋଇଥାଏ କି ଯାହାକୁ ନେଇ ଲୋକେ ଚିନ୍ତିତ ହେବାରେ ଲାଗନ୍ତି , ଓ ସେମାନେ ଜାଣିପାରନ୍ତି ନାହିଁ କି କିପରି ଚିକିତ୍ସା କରିବେ , ଆଜି ଆମେ ସେହି ରୋଗ ଗୁଡିକ ବିଷୟରେ କହିବୁ, ଯାହା ଦ୍ୱାରା ଅଧିକାଂଶ ଲୋକ ଚିନ୍ତିତ ରୁହନ୍ତି , ଆମେ କଥା ହେବା ନଖରୁ ଚମ ବାହାରିବା ରୋଗ ଯାହାକି ଆମେ ଗମ୍ଭୀରତାର ସହ ନିଅନ୍ତି ନାହିଁ , କିନ୍ତୁ ଏହା ବହୁତ ବିପଦ ସୃଷ୍ଟିକରିଥାଏ । ହ୍ୟାଙ୍ଗନେଲ୍ ମାନେ ନଖର ପାଖରେ ଛାଲ ବାହାରିବା , ଯାହାକୁ କ୍ୟୁଟିକଲ୍ସ କୁହାଯାଏ ,

ଏହି ରୋଗଗୁଡିକ ବେଶୀ ଶୀତ ଦିନରେ ହୋଇଥାଏ , ଯଦି ଏହାକୁ ସଠିକ୍ ସମୟରେ ଉପଚାର କରାନଯାଏ ତେବେ ଏହା ଗମ୍ଭୀର ରୋଗର ସାମ୍ନା କରିବାକୁ ପଡିଥାଏ , କିନ୍ତୁ ଯଦି ଧ୍ୟାନ ଦେବେ ଏହା ବହୁତ କଷ୍ଟକାରୀ ହୋଈଯାଏ , ଏହି ରୋଗକୁ ଅଧିକା ଧ୍ୟାନ ଦେଉନାହେଁ କିନ୍ତୁ ଆମେ ଏହାକୁ ସହଜରେ ଦୁର କରିପାରିବା । ଅଲିଭ୍ ଅୟେଲ୍ ବ୍ୟବହାର କରିବାର ହ୍ୟାଙ୍ଗନେଲ୍ ସମସ୍ୟାରୁ ମୁକ୍ତି ପାଇପାରିବେ  ଏହା ପାଇଁ ଅଲିଭ୍ ଅୟେଲ୍ ହାଲକା ଗର୍ମ କରି ନିଜ ନଖ ପାଖପାଖି ଜାଗାରେ ଲଗାନ୍ତୁ , ଓ ହାଲକା ହାତରେ ମସାଜ୍ କରନ୍ତୁ , ଓ ଏହି ତେଲରୁ ନଖର ପୋଷଣ ମିଳିଥାଏ । ୩ ଟେବୁଲ୍ ସ୍ପୁନ୍ ବି ବ୍ୟାକ୍ସ ବାମ୍ ରେ ୨ ଟେବୁଲ୍ ସ୍ପୁନ୍ ନଡିଆ ତେଲ , ୨ ଟେବୁଲ୍ ସ୍ପୁନ୍ ବାଦାମ ତେଲ ଓ ୩ ଟେବୁଲସ୍ପୁନ୍ ମହୁ ମିଶାଇକରି ହାତରେ ପାଦରେ ମସାଜ୍ କରନ୍ତି  ଏଥିରେ ମହଜୁଦ୍ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ଆପଣଙ୍କ ସମସ୍ୟା ଦୂର କରିପାରିବେ ।

ହ୍ୟାଙ୍ଗନେଲ୍ ରୋଗର ପାଇଁ ଜୈତୁନ ତେଲ ରାମାବାଣ ପ୍ରମାଣିତ ହେବ , ଏଥିପାଇଁ ଆପଣଙ୍କୁ ସବୁଦିନ ଶୋଇବା ପୂର୍ବରୁ ଜେତୁନ ତେଲ ହାଲକା ଗର୍ମ କରି ନଖରେ ଓ ତାର ପାଖାପାଖି ଜାଗାରେ ଲଗାଇଲେ କିଛିଦିନରେ ସମସ୍ୟା ଦୂର ହୋଇଯିବ । ହ୍ୟାଙ୍ଗନେଲ୍ ପରି ସମସ୍ୟା ଦୁର୍ କରିବାପାଇଁ ଏଲୋବେରା ଜେଲ୍ କମ୍ ସେ କମ୍ ୫-୮ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ ,

ସବୁଦିନ ଏମିତି କରିଲେ ଆପଣଙ୍କୁ ଚିନ୍ତାରୁ ମୁକ୍ତି ମିଳିଯିବ  ହ୍ୟାଙ୍ଗନେଲ୍ ରୋଗ ଦୁର କରିବାପାଇଁ ଏବୋକୋଡା ମେଶ କରି ଏଥିରେ ନଡିଆ ତେଲ ମିକ୍ସ କରନ୍ତୁ , ଏହାପରେ ରାତିରେ ଶୋଇବା ପୁର୍ବରୁ ୫ ମିନିଟ୍ ହାତ ଓ ଗୋଡରେ ମସାଜ୍ କରନ୍ତୁ , ଓ ସକାଳୁ ଉଠିକରି ଏହାକୁ ସଫା କରିଦିଅନ୍ତୁ , ଏହିପରି ସପ୍ତାହରେ ୩ ଥର ଏହାର ପ୍ରୟୋଗ କରିଲେ ସମସ୍ୟାରୁ ମୁକ୍ତି ମିଳିପାରିବ । ମହୁ ହ୍ୟାଙ୍ଗନେଲ୍ ରେ ୧୦ ମିନିଟ୍ ପାଇଁ ଲଗାଇକରି ପାଣିରେ ସଫା କରିଦିଅନ୍ତୁ , ଏମିତି ସବୁଦିନ କରିଲେ ହ୍ୟାଙ୍ଗନେଲ୍ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *