December 22, 2024

Odia Express

Leading Odia News Portal of Odisha

ସକାଳୁ ଉଠିକରି କାହାକୁ କିଛି ନକହି ଚୁପ୍ ଚାପ୍ ଛାତ ଉପରେ ପକାଇଦିଅନ୍ତୁ ଏହି ଜିନିଷ , ସବୁଦିନ ପାଇଁ ଶେଷ ହୋଇଯିବ ଦାରିଦ୍ରତା…

ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ବହୁତ ପରିଶ୍ରମ କରନ୍ତି , ଯାହାର ବଦଳରେ ଆପଣଙ୍କୁ ଭଲ ପଇସା ମିଳିଥାଏ , କିନ୍ତୁ ତାପରେ ଆପଣଙ୍କ ଘରେ କେଉଁ ନା କେଉଁ ଜିନିଷର ଅଭାବ ଦେଖା ଦିଏ ଯଦି ଆପଣଙ୍କ ସହ ଏପରି ହେଉଛି , ତେବେ ବୁଝିଯିବେ କି ଆପଣଙ୍କ ଘରେ ଦାରିଦ୍ରତାର ବାସ ଅଛି  ଯାହାର କାରଣରୁ ପଇସା ଆସୁଛି କିନ୍ତୁ ଅଟକୁନାହିଁ , କହିଦେବୁ କି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ଆପଣଙ୍କ ଘରେ ଥିବା ଦାରିଦ୍ରତା ଦୁର ହୋଇଯିବ ।ଶାସ୍ତ୍ରନୁସାରେ କୁହାଯାଇଛି କି ସଂନ୍ଧ୍ୟା ସମୟରେ ଏକ ମୁଠା କଳା ରାଶି ନେଇକରି ପୁରା ଘର ସାରା ବୁଲାନ୍ତୁ , ଓ ତାହାକୁ ଆଗାମୀ ଦିନ ସକାଳ ସୂର୍ଯୋଦୟ ହେବାପରେ ଛାତରେ ଫିଙ୍ଗିଦିଅନ୍ତୁ

ଛାତରେ ପକାଇଥିବା କଳା ରାଶିକୁ ପକ୍ଷୀ ଯେପରି ଖାଇବେ , ଏହା ଦ୍ୱାରା ଆପଣଙ୍କ ଘରୁ ଦାରିଦ୍ରତା ଦୂର ହୋଇପାରିବ , ମଙ୍ଗଳବାର କିମ୍ବା ଶନିବାର ଦିନ ଏହାର ଆରମ୍ଭ କରିପାରିବେ , ଏହା ଦ୍ୱାରା ଅଧିକା ଲାଭ ହେବ , ଏମିତି କୁହାଯାଏ କି ହୋମରେ ପ୍ରୟୋଗ ହେଉଥିବା ନଡିଆ ୭ ଥର କଳା ସୁତା ଗୁଡାଇଦିଅନ୍ତୁ , ଓ ତାକୁ ପୁଜା ଘରେ ରଖିଦିଅନ୍ତୁ , ଏମିତିରେ ସେହି ନଡିଆକୁ ଛାତରେ ନେଇ ରଖିଦିଅନ୍ତୁ , ଏହି ପରି କରିଲେ ଘରେ ଥିବା ସବୁ ନକରାତ୍ମକ ଶକ୍ତି ଜଲଦି ହିଁ ସମାପ୍ତ ହୋଇଯୀବ , ଏହି ଉପାୟ ଆପଣଙ୍କୁ ଲଗାତାର ୪୦ ଦିନ ଯାଏଁ କରିବାର ଅଛି ।

ଆପଣଙ୍କୁ କହିଦେବୁ କି ଧନ ଲାଭ ହେବା କିମ୍ବା ନହେବା ଆପଣଙ୍କ ପରିଶ୍ରମ ଉପରେ ନିର୍ଭର କରିଥାଏ,  ଏଥିପାଇଁ କେଉଁ ପ୍ରକାରର ବିଧି କିମ୍ବା ଉପାୟ ନାହିଁ , ଆପଣ କୁହାଯାଇଥିବା ଉପାୟ ଘରର ନକରାତ୍ମକ ଉର୍ଜାକୁ ବାହାର କରିଦେବ , କୁହାଯାଏ କି ଯେଉଁ ଘରେ ନକରାତ୍ମକ ନ ଥିବ ସେହି ଘରେ ଲକ୍ଷ୍ମୀ ସହ ଅଲଗା ଦେବାଦେବୀ ବାସ କରନ୍ତି , ଯେବେ ଘରେ ଦେବୀ ଦେବତାଙ୍କ ବାସ ହୋଇଥାଏ ତେବେ ସବୁ ବିଗଡିଯାଈଥିବା କାମ ହେବାକୁ ଲାଗେ,  ସେ ପଇସା ସଂବନ୍ଧିତ ହେଉ କିମା କେଉଁ ଦ୍ୱିତୀୟ ଜିନିଷ ହେଉ ।

Leave a Reply

Your email address will not be published. Required fields are marked *