December 23, 2024

Odia Express

Leading Odia News Portal of Odisha

୬୦୦୦ ରନ୍ ଓ ୩୦୦ ୱିକେଟ୍ ନେଇଥିବା ଏହି ଭାରତୀୟ ଖେଳାଳୀଙ୍କୁ ଆଜି ପର୍ଯ୍ୟନ୍ତ ମିଳିଲା IPL ରେ ଖେଳିବାର ମଉକା ମିଳିନାହିଁ – ଦେଖନ୍ତୁ କିଏ ସେ ଖେଳାଳି…

ଭାରତୀୟ କ୍ରିକେଟ୍ ଟିମ୍ ପକ୍ଷରୁ ଖେଳିବା ସବୁ ଖେଳାଳୀର ଏକ ସ୍ୱପ୍ନ ହୋଇଥାଏ , ଏଥିପାଇଁ ସବୁ ଖେଳାଳୀ କଡା ପରିଶ୍ରମ ବି କରେ , କ୍ରିକେଟ୍ ଖେଳିବା ସବୁ ଖେଳାଳୀକୁ ଲାଗିଥାଏ କି ଭାରତ ପାଇଁ ସେ ଖେଳିବ , ନିଜ ଦେଶକୁ ପ୍ରତିନିଧିତ୍ୱ କରିବ , କିନ୍ତୁ ଭାରତୀୟ ଟିମ୍ ପାଇଁ କେବଲ ୧୧ ଟି ଖେଳାଳୀ ଗୋଟେ ସମୟରେ ଖେଳିପାରିବେ , ଏମିତିରେ ପ୍ରତିଭାଶାଳୀ ଖେଳାଳୀ ଗୋଟେ ମ୍ୟାଚ୍ ବି ଖେଳିପାରନ୍ତି ନାହିଁ , ଓ ବାଧ୍ୟ ହୋଇ ସେମାନେ ସନ୍ୟାସ ନେବାର ଘୋଷଣା ଜାରି କରନ୍ତି , ଏମିତି ସଚିନ୍ ତେନ୍ଦୁଲଙ୍କର ସମକକ୍ଷ ଜଣାଶୁଣା ବୋରିଆ ମଜମୁଦାରଙ୍କ ସହ ହୋଇଥିଲା ବୋରିଆ ମଜମୁଦାର ପରେ ଆଉ ଏକ ଖେଳାଳୀ ଏମିତି ଅଛନ୍ତି , ଯିଏକି ୧୪ ବର୍ଷରୁ ନିଜକୁ ପ୍ରମାଣିତ କରିଛନ୍ତି କି ଆଜି ସେ ଭାରତ ପାଇଁ ଏକ ମ୍ୟାଚ୍ ଖେଳିବାକୁ ମଉକା ମିଳିନାହିଁ , ଏହି ଖେଳାଳୀ ଏବେ ପର୍ଯ୍ୟନ୍ତ ୬୦୦୦ ରୁ ଅଧିକା ରନ୍ କରିଛନ୍ତି , ଓ ୩୦୦ ୱିକେଟ୍ ବି ନେଇଛନ୍ତି , ଓ ଜଣେ ଅଲରାଉଣ୍ତର ହିସାବରେ ଜଣା ବି ଯାଆନ୍ତି ।

ଘରୋଇ ସ୍ତରରେ ନିଜକୁ ପ୍ରମାଣିତ କରିଥିବା ଜଲଜ ସକସେନା ୨୦୧୭-୧୮ ରେ ବିସିସିଆଇ ବେଷ୍ଟ ଅଲରାଉଣ୍ତର ଭାବେ ଜଣାଯାଇଥିଲେ,  ଭାରତର ଏହି ଖେଳାଳୀ ସବୁ ବେଳେ ନିଜକୁ ପ୍ରମାଣିତ୍ କରିଆସିଛନ୍ତି , କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଖେଳାଳୀଙ୍କ ନାଁ ଟିମ୍ ଇଣ୍ତିଆରେ ନିଆଯାଇନାହିଁ ।ଗୋଟେ ପଟେ ଜଲଜ ସକସେନା ଲଗାତାର ନଜରଅନ୍ଦାଜ କରାଯାଈଛି , ସେପଟେ ହାର୍ଦ୍ଧିକ ପାଣ୍ତିଆ, ଶିବମ୍ ଦୁବେ, ଓ ବିଜୟ ଶଙ୍କର ପରି ଯୁବା ଖେଳାଳୀଙ୍କୁ ଅଲରାଉଣ୍ତର ବନାଯାଈଛି  ଯେମିତି କି ସମସ୍ତେ ଜାଣିଛନ୍ତି କି କିଛି ବି ଗଣନା ଭୁଲ୍ ହୁଏ ନାହିଁ , କିନ୍ତୁ ଜଲଜ ସକସେନାଙ୍କୁ ଏପର୍ଯ୍ୟନ୍ତ ଆଇପିଏଲ୍ ରେ ଡେବ୍ୟୁ କରିବାକୁ ସୁଯୋଗ ମିଳିଲା ନାହିଁ ,

ଆପଣଙ୍କୁ କହିଦେବୁ କି ଜଲଜ ପ୍ରଥମ ଭାରତୀୟ ଓ ଦୁନିଆଁର ଷଷ୍ଠ ଖେଳାଳୀ ଅଟନ୍ତି , ଯିଏକି ଦୁଇଥର ଫାଷ୍ଟ କ୍ଲାସ୍ ମ୍ୟାଚରେ ଶତକ ପରେ ୮ ଟି ୱିକେଟ୍ ନେବାର କାରନାମା କରିଥିଲେ,  ଏହି ଭାରତୀୟ ଖେଳାଳୀ ଉପରେ ଆଜି ପର୍ଯ୍ୟନ୍ତ କୌଣସି ଟିମ୍ ନଜର ପକାଇନାହିଁ , ଦିଲ୍ଲୀ କ୍ୟାପିଟାଲ୍ସର ଏହି ଖେଳାଳୀ ଯିଏକି ଗତ ବର୍ଷ ୨୦ ଲକ୍ଷ ବେସ୍ ପ୍ରାଇସ୍ ରେ ନିଜ ଟିମ୍ ରେ ସାମିଲ୍ କରିଥିଲା କିନ୍ତୁ ଗୋଟିଏ ମ୍ୟାଚ୍ ତାଙ୍କୁ ଖେଳିବାର ସୁଯୋଗ ପାଇଲେ ନାହିଁ ।

Leave a Reply

Your email address will not be published. Required fields are marked *