୨୭ ଡିସେମ୍ବର ୨୦୧୯ ଶୁକ୍ରବାର – ଆଜିର ରାଶିଫଳ – ଆଜି ଏହି ୩ ଟି ରାଶିର ଜାତକରେ ରହିବେ ସାବଧାନ , ହୋଇପାରେ ବଡ ଦୁର୍ଘଟଣା , ଅତି ଉତ୍ସାହ ହେବାରୁ ବଞ୍ଚନ୍ତୁ
ମେଷ ରାଶି : ଆଜି କେହି ଭଲ ଉପଦେଶ ଦେବେ , ଯାହା ଦ୍ୱାରା ଭରପୁର୍ ଲାଭ ହେବ , ସମୟର ସଦୁପଯୋଗ କରନ୍ତୁ , ଆତ୍ମବିଶ୍ୱାସର ଫାଇଦା ଉଠାନ୍ତୁ , ବାହାରକୁ ଯାଇ କିଛି ନୁଆ ବନ୍ଧୁ ବନାନ୍ତୁ , ଆଜି କେଉଁ କଥାକୁ ନେଇ ଖୋଲିକରି ହସିବେ , କେଉଁ ଧାର୍ମିକ ଅନୁଷ୍ଠାନରେ ଭାଗ ନେବାର ଅବସର ପ୍ରାପ୍ତି ହେବ , କୋର୍ଟ କଚେରି ମାମଲାରେ ସରକାରୀ କାର୍ଯ୍ୟଳୟରେ ଅଟକିଥିବା କାମ ପୁର୍ଣ୍ଣ ହେବେ ଜାଗା ଏବଂ ବାହାନ କିଣିବାରେ ଯୋଗ ରହୁଛି ।
ବୃଷ ରାଶି : ଆଜି କିଛି କାମ କରନ୍ତୁ ନାହିଁ । କ୍ଷତି ହୋଇପାରେ , ଏହି କଥାକୁ ସାବଧନତା ରଖନ୍ତୁ କି କାହା ସହ ଆର୍ଥିକ ମାମଲାରେ ଲେଣ ଦେଣ କରନ୍ତୁ ନାହିଁ , ଆପଣଙ୍କ ଦିନ ଚର୍ଚ୍ଚାରେ ପରିବର୍ତ୍ତନ ଆସିବ , ଆସୁଥିବା ସମୟରେ ଆପଣଙ୍କ ଲାଇଫ୍ ଚେଞ୍ଜିଙ୍ଗ୍ ରହିବ , ଘର ବାହାର ପ୍ରସନ୍ନତାର ବାତାବରଣ ନିର୍ମିତ ହୋଇପାରିବ ଶତ୍ରୁ ପରାସ୍ତ ହେବେ , ପରିବାର ସହ ଯାତ୍ରା କାର୍ଯ୍ୟକ୍ରମ ହୋଇପାରେ , ଅନିୟୋଜିତ ଖର୍ଚ୍ଚରୁ ବୃଦ୍ଧି ହେବ ।
ମିଥୁନ ରାଶି : ଆଜି ଆର୍ଥିକ ସଂଙ୍କଟରୁ ରକ୍ଷା ପାଇବାକୁ ହେଲେ ତୟ କରିଥିବା ବଜେଟ୍ ରୁ ଦୁରରେ ରୁହନ୍ତୁ , ଆପଣ କିଛି ମହତ୍ତ୍ୱପୂର୍ଣ୍ଣ ଲୋକଙ୍କର ସହ ସଂମ୍ପର୍କ ସ୍ଥାପନ କରିପାରିବେ , ପ୍ରେମ ସଂମ୍ପର୍କ ମାମଲାରେ ଭାଗ୍ୟଶାଳି ରହିବେ , ବାଦ ବିବାଦ କରିବାକୁ ବଞ୍ଚନ୍ତୁ , ସ୍ୱାସ୍ଥ୍ୟ ମାମଲାରେ ଜୋସ୍ ଓ ଉତ୍ସାହ ରହିବ ,
କର୍କଟ ରାଶି : ଆଜି ମହିଳାଙ୍କୁ ଚାକିରିରେ ପ୍ରମୋଶନ ମିଳିବ , ପରିବାର ସଦସ୍ୟଙ୍କ ସହ ମନୋରଞ୍ଜନ ପାଇଁ କେଉଁ ଆଡେ ବୁଲିଯାଈପାରନ୍ତି । ନିଜ ପରିବାରକୁ ବିଶେଷ ଧ୍ୟାନ ଦିଅନ୍ତୁ , ମାନସିକ ରୁପେ ସୁସ୍ଥ୍ୟ ଅନୁଭବ କରିବେ , ଆପଣଙ୍କୁ ଶୁଭ ସମାଚାର ମିଳିବ ।
ସିଂହ ରାଶି ; ଆଜି ନୁଆ କାର୍ଯ୍ୟ ଆରମ୍ଭ କରୁଥିଲେ ସଫଳ ହୋଇପାରିବେ ନାହିଁ , ପ୍ରେମ ସଂମ୍ପର୍କପାଇଁ ଆଜିର ଦିନ ଶୁଭ ଅଛି , କିନ୍ତୁ ନିଜ ସନ୍ତାନ କିମ୍ବା ଶିକ୍ଷାକୁ ନେଇକରି ଚିନ୍ତିତ ରହିପାରନ୍ତି , ବିଦେଶ୍ ଯିବାର ପ୍ରୟାସରେ ଓ ଧାର୍ମିକ କାର୍ଯ୍ୟରେ ସଫଲତା ପାଇବେ , ଜୀବନସାଥୀଙ୍କ ସହ ସଂମ୍ପର୍କକୁ ନେଇ ଭାବୁକ ହୋଇପାରନ୍ତି । କେଉଁ ଅଜ୍ଞାତ ଭୟରୁ ଚିନ୍ତିତ ହୋଇପାରନ୍ତି । ଚାକିରିରେ ମତଭେଦ ଦେଖାଦେଇପାରେ ।
କନ୍ୟା ରାଶି : ଚାରି ଆଡୁ ଧନ ଲାଭର ଯୋଗ ହେଉଛି , ବୁଝାମଣା କରିବାକୁ ପଡିପାରେ , ଭାଇ ଭଉଣୀଙ୍କୁ ଅଚାନକ ସାମାଜିକ ଅପ୍ରତ୍ୟାଶିତ ଓ ଅଚାନକ ବୃଦ୍ଧି ଘଟିବ । କେଉଁ ପରିଚିତ ଙ୍କ ସାମ୍ନର୍ ଜୀବନ ସାଥିଙ୍କୁ କଠିନ ପରିସ୍ଥିତିରେ ଯିବାକୁ ହେବ , ଆପଣଙ୍କୁ ଆଇନଗତ ମାମଲାରେ କିଛି ଖାସ୍ ସାହାଯ୍ୟ ମିଳିପାରେ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା ହୋଇପାରେ
ତୁଳା ରାଶି : ଆଜି ଅଚାନକ ନୁଆ କାର୍ଯ୍ୟ ହାତରେ ଲାଗିବ , କଠିନ ସାମ୍ନାରେ ବୌଦ୍ଧିକ ବଳ ସହ କରିବାକୁ ହେବ , ଆଳସ୍ୟ ପ୍ରତି ପ୍ରଗତିରେ ବାଧ୍ୟ ରହିବ , ଆଜି ବ୍ୟବସାୟିକ ଓ ବେପାରିକରେ ସବୁ ଗତିବିଧି ପ୍ରତି ପ୍ରଗତି ହେବାର ସମ୍ଭାବନା ଅଛି , ଆସ୍ଥାଓ ଆଧ୍ୟାତ୍ମିକତା ରୁଚି ରହିବ , ଧାର୍ମିକ ଯାତ୍ରାରେ ଯାଇପାରନ୍ତି , ଉନ୍ନତିର ନୁଆ ରାସ୍ତା ଖୋଲିଯିବ ।
ବିଛା ରାଶି : ଆଜି ନୁଆଲୋକଙ୍କର ସହ ସାକ୍ଷାତ ହେବ , ପାରିବାରିକ ସଦସ୍ୟଙ୍କ ଅସହମତି କାରଣରୁ ଅନିଶ୍ଚିତତା ଓ ଅବାଞ୍ଚିତ ଚିନ୍ତାରେ ଭରା ରହିବେ , ଏମିତି ବିବାଦସ୍ପଦ ମୁଦ୍ଧାରେ ଯୁକ୍ତି କରନ୍ତୁ ନାହିଁ , ଯାହା ଆପଣଙ୍କ ପ୍ରିୟଜନ ମଧ୍ୟରେ ଗରିରୋଧ ସୃଷ୍ଟି କରୁଛି , ଆଜି ବଡ ବୟସ୍କ ଲୋକଙ୍କର ଉପଦେଶ ଫାଇଦାଦାୟକ ରହିବ , ଲକ୍ଷ୍ମୀଙ୍କ ଆଗରେ ଘିଅର ଦିପ ଲଗାନ୍ତୁ , ଆପଣଙ୍କ ସହ ଭଲ ହେବ , ନିଜ ଉର୍ଜାର ସଠିକ୍ ଦିଗରେ ପ୍ରୟୋଗ କରନ୍ତୁ ।
ଧନୁ ରାଶି : ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ଓ ଖୁସିମୟ ରହିବ , ଆପଣଙ୍କ ଜୀବନସାଥୀ ଓ ଛୁଆଙ୍କ ପ୍ରତି ବହୁତ ସ୍ନେହି ହେବେ ପ୍ରେମର ନଜରିଆରେ ଆଜିର ଦିନ ଖୁସିମୟ ହେବ , ଉତ୍ସାହ ଓ ପ୍ରସନ୍ନତାରେ ରହିବେ , କେଉଁ ଜରୁରୀ କାମରେ ଜୀବନସାଥୀଙ୍କ ଉପଦେଶ ନେଇପାରନ୍ତି । ସାହିତିକ ଜଗତରେ ସାଧନ ମିଳିବ ।
ମକର ରାଶି : ଆଜି ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଦେଖାଦେବ , ଆପଣ ଯଦି କେଉଁ ପ୍ରତିଯୋଗୀ ପରୀକ୍ଷାରେ ଭାଗ ନେବାକୁ ଯାଉଛନ୍ତି ତେବେ ସଂଘର୍ଷ ସହ ସଫଳତା ପ୍ରାପ୍ତି ହେବ , ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାରେ ଅନ୍ୟ ଉପରେ ନିର୍ଭର କରିବା ଆପଣଙ୍କୁ ଚିନ୍ତାରେ ପକାଇପାରେ , କେଉଁ ଅନାବଶ୍ୟକ ବାଦ ବିବାଦରୁ ଦୁରେଇ ରୁହନ୍ତୁ , ଆପଣଙ୍କ କେଉଁ ବ୍ୟକ୍ତିଙ୍କ ବ୍ୟବହରାରେ ସ୍ୱାଭିମାନକୁ ଆଘାତ୍ ଆସିପାରେ , ଧନ ପ୍ରାପ୍ତି ହେବାର ସୁଗମ ଅଛି ।
କୁମ୍ଭ ରାଶି : ଆଜି ଆପଣଙ୍କ ଅଟକିଥିବା କାମ ଜଲଦି ପୁରା ହେବ , ଚାକିରିରେ ଉଚ୍ଚଅଧିକାରୀଙ୍କ ଦ୍ୱାରା ପ୍ରସନ୍ନ ରହିବେ , ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ , ଆର୍ଥିକ ଲାଭର ଅବସର ମିଳିପାରେ , ଆପଣ ଯାହା ବି କାମ ଆରମ୍ଭ କରିବେ , ଆପଣଙ୍କୁ ସଫଲତା ନିଶ୍ଚିତ ମିଳିବ , ନେଗେଟିଭ୍ ଭାବନା ନ ରଖି ପଜେଟିଭ୍ ଭାବନା ବହୁତ ଭଲ ରହିବ , ବିଜନେସ୍ ରେ ବିରୋଧୀଙ୍କ ଠାରୁ ଦୂରେଇ ରହିବା ଉଚିତ୍ ହେବ , ନିଜକୁ ଫିଟ୍ ରଖିବାପାଇଁ ଯୋଗ ଓ ଏକ୍ସରସାଇଜ୍ କରିବା ଭଲ ହେବ ,
ମୀନ ରାଶି : ଆଜି ଆପଣଙ୍କ ଚାକିରିର ଖୋଜା ପୁରା ହେବ , ଧନ ସହ ଯୋଡି ହୋଇଥିବା ସମସ୍ୟାରୁ ମୁକ୍ତି ମିଳିବ , ଆର୍ଥିକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ , ଆପଣଙ୍କ ସୁଖ ସୁବିଧାରେ ଆଜି ବୃଦ୍ଧି ହେବ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ମହିଳା ନିଜ ଛୁଆଙ୍କୁ ସହ ସପିଙ୍ଗ୍ କରିବାକୁ ଯାଇପାରନ୍ତି , ଅନ୍ୟ ଅପେକ୍ଷା ଅଧିକା ରହିବ , ଭାବନାରେ ବହିକରି କିଛି ନିର୍ଣ୍ଣୟ ନିଅନ୍ତୁ ନାହିଁ । ସରକାରୀ ଚାକିରି ମିଳିବାର ଯୋଗ ରହୁଛି , ଇଚ୍ଛାଗୁଡିକ ପୁରା ହେବାର ସମୟ ଚାଲୁଛି ।