ନୂଆ ବର୍ଷରେ ଏହି ରାଶିଗୁଡିକ ଉପରେ ହେବାକୁ ଅଛି ଧନର ବର୍ଷା , ଜାଣନ୍ତୁ ଆପଣଙ୍କ ପାଇଁ କିପରି ରହିବ ୨୦୨୦ ବର୍ଷ ….
ନୂଆ ବର୍ଷ ଆସିବାର ଆଉ କିଛି ଦିନ ବାକି ରହିଯାଇଛି , ହଁ ଆଜ୍ଞା , ନୁଆ ବର୍ଷର ଉତ୍ସବ ପୁରା ଦୁନିଆଁ ମନାଇବାର ଅଛି ଏହି ମଧ୍ୟରେ ଲୋକଙ୍କର ଏହା ଚିନ୍ତା ରହିଥାଏ କି ତାଙ୍କ ପାଇଁ ଆସୁଥିବ ସମୟ କିପରି କଟିବ , ଆର୍ଥିକ ଅସୁବିଧାରୁ ମୁକ୍ତି ମିଳିବ କିମ୍ବା ସମସ୍ୟାରେ ବୁଡି ରହିବେ , କଣ ଆପଣ ଏହି ପ୍ରଶ୍ନଗୁଡିକର ଉତ୍ତର ଖୋଜୁଛନ୍ତି , ତେବେ ଆସନ୍ତୁ ଆପଣଙ୍କୁ ଏହାର ଉତ୍ତର ଦେଇଦେବୁ , ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।
୧)ମେଷ ରାଶି : ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ନବବର୍ଷ ଟିକିଏ ଅସୁବିଧାର ସମୟ ନେଇ ଆସୁଛି , ଖର୍ଚ୍ଚର ପରିମାଣ ବଢିବ , ଓ ସେମିତି ପ୍ରାରମ୍ଭିକ ମାସରେ ଆର୍ଥିକ ଲାଭ ହେବାର ସଂମ୍ଭାବନା ବି ବଢିଯିବ , ମେଷ ରାଶିର ଜାତକରେ ୨୦୨୦ ରେ ପଇସା ସଂବନ୍ଧିତ ନିବେଶ ଓ ଖର୍ଚ୍ଚ ବହୁତ ହୋଇପାରେ , ତେବେ ସେଥି ପ୍ରତି ସଜାଗ ରହିବେ , କହିବାକୁ ଗଲେ ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ , କିନ୍ତୁ ପଇସାର ଅସୁବିଧା ଆପଣଙ୍କୁ ଚିନ୍ତାରେ ପକାଇପାରେ ।
୨) ବୃଷ ରାଶି : ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନୁଆ ବର୍ଷ ସୁଖ ଓ ଦୁଃଖର ସହ ମିଶିକରି ରହିବ , ଏମାନଙ୍କୁ ଲାଭ ତ ହେବ କିନ୍ତୁ କ୍ଷତି ବି ସହିବାକୁ ହେବ , ଏହି ରାଶିର ଜାତକରେ ପଇସା ସଂବନ୍ଧିତ ଫଇସଲ ବହୁତ ଭାବିଚିନ୍ତି ନେବା ଉଚିତ୍ , ଆର୍ଥିକ ଅସୁବିଧା ଭୋଗିବାକୁ ପଡିବ , କହିଦେବୁ କି ଅପ୍ରେଲ୍ ଓ ଜୁନ୍ ମାସରେ ଧନର ଆର୍ଥିକ ଲାଭ ହେବାର ସଂମ୍ଭାବନା ରହୁଛି ।
୩) ମିଥୁନ ରାଶି :ଏହି ନୁଆ ବର୍ଷରେ ଏହି ରାଶିର ଭାଗ୍ୟରେ ଖୁସି ଭରିଆସିବ , ଧନର ମାମଲାରେ ଏହି ବର୍ଷ ତାଙ୍କ ପାଇଁ ଉତ୍ତମ ରହିବ , ଏହି ବର୍ଷ ଏହି ରାଶିର ଜାତକରେ ଧନ ବହୁତ କମାଇବେ , ଓ ପଇସା ବି ଖୁବ୍ ବଞ୍ଚାଇବେ , ଏହି ରାଶିର ଜାତକରେ କାରୋବାରରେ ପରିବର୍ତ୍ତନ ଯୋଗ ହେଉଛି , ଯେଉଁଥିରେ ଅଧିକା ଫାଈଦା ହୋଇପାରେ , ଖାଲି ଆପଣଙ୍କୁ ଦେଖିକରି ଚଳିବାର ଅଛି ।
୪) କର୍କଟ ରାଶି : କର୍କଟ ରାଶିର ଜାତକରେ ନୁଆ ବର୍ଷ କିଛି ଖାସ୍ ରହିବାର ଦେଖାଯାଉନି , କାରଣ ଏମାନଙ୍କୁ ପ୍ରାରମ୍ଭିକ ମାସରେ ଝଟକା ଲାଗିବାର ସମ୍ଭାବନା ଅଧିକା ରହୁଛି , ମାର୍ଚ୍ଚ,ଏପ୍ରେଲ୍ , ଓ ମେ ମାସରେ ଧନ ଲାଭ ହୋଇପାରେ , କିନ୍ତୁ ଜାନୁୟାରୀ , ଓ ଫେବୃୟାରୀରେ ଏମାନଙ୍କୁ ବହୁତ କ୍ଷତି ସହିବାକୁ ପଡିପାରେ , ଏହି ସମୟରେ ତାଙ୍କୁ ଧନ ସଂବନ୍ଧିତ କିଛି ବଡ ଫଇସଲା ନେବାରୁ ବଞ୍ଚିବାକୁ ପଡିବ ।
୫) ସିଂହ ରାଶି : ଏହି ରାଶି ପାଇଁ ୨୦୨୦ ଆରମ୍ଭର ମାସରୁ ଭଲ ରହିବ , କିନ୍ତୁ ଫେବୃୟାରୀ, ମାର୍ଚ୍ଚ, ଓ ଅପ୍ରେଲ୍ ମାସରେ ଆର୍ଥିକ ଅସୁବିଧା ସହ ଲାଗିରହିବ , ଏହାପରେ ତାଙ୍କୁ ଆର୍ଥିକ ସ୍ଥିତି ପୂର୍ବରୁ ବୃଦ୍ଧି ହେବ , କହିଦେବୁ କି ସିଂହ ରାଶିର ଜାତକରେ ଜୁନ୍ , ସେପ୍ଟେମ୍ବର ଓ ଡିସେମ୍ବର ରେ ଆର୍ଥିକ ଲାଭ ହେବ , ଓ ପଇସାର ସଞ୍ଚୟ ହୋଇପାରେ ।
୬) କନ୍ୟା ରାଶି : ଏହି ରାଶିର ଜାତକର ବର୍ଷର ଆରମ୍ଭରେ ଆୟର ସାଧନ ଦେଖାଦେଉଛି , କିନ୍ତୁ ବର୍ଷର ଶେଷରେ ଆର୍ଥିକ ଅସୁବିଧା ଭୋଗିବାକୁ ପଡିବ , ଏହି ଲୋକ ଅଧିକା ଚାଲାକ୍ ଅଛନ୍ତି , ଏଥିପାଇଁ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିପାରିବେ , କହିଦେବୁ କି ଜୁନ୍ ଓ ଅକ୍ଟୋବର ମାସରେ ଅଧିକା ଧନ ଲାଭ ହେବ ।
୭) ତୁଳା ରାଶି : ହଁ ଆଜ୍ଞା ଏହି ରାଶିର ଜାତକରେ ପ୍ରଥମ ମାସରେ ଧନ ଲାଭ ଯୋଗ ରହୁଛି , ଧନର ମାମଲାରେ ୨୦୧୯ ଏମାନଙ୍କ ସାଥିରେ ଅଛି , ଏହି ବର୍ଷରେ ତାଙ୍କର ଭାଗ୍ୟଦୋୟ ହେବ , ଏତିକି ନୁହେଁ ନଭେମ୍ବରରେ ଏମାନଙ୍କ ଧନରେ କେଉଁ ଜରୁରୀ କାମ ଖର୍ଚ୍ଚ ହୋଇପାରେ , କିନ୍ତୁ ଏତିକି ଆର୍ଥିକ ସ୍ଥିତିରେ କିଛି ପ୍ରଭାବ ପଡିବ ନାହିଁ ।
୮) ବିଛା ରାଶି : ଏହି ରାଶିପାଇଁ ନୁଆ ବର୍ଷ ଭଲ ରହିବ ନାହିଁ , କାରଣ ନୁଆ ବର୍ଷର ଆରମ୍ଭରେ ତାଙ୍କ ଜୀବନରେ ଅସୁବିଧା ଦେଖିବାକୁ ମିଳିପାରେ , ଧନର ମାମଲାରେ କ୍ଷତି ସହିବାକୁ ପଡିପାରେ , କିନ୍ତୁ ଅପ୍ରେଲ୍ ରେ ଏମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ , କହିଦେବୁ କି ୨୦୧୯ ରେ ଏମାନଙ୍କୁ ଲେଣଦେଣରେ ବଞ୍ଚିବାର ଅଛି , ଭାଗ୍ୟ ଏମାନଙ୍କର ସହ ସାଥ୍ ଦେଉନାହିଁ ।
୯) ଧନୁ ରାଶି : ଏହି ରାଶିର ଜାତକରେ ନୁଆ ବର୍ଷ ଶୁଭ ହେବାର ଅଛି , ଆର୍ଥିକ ସ୍ଥିତି ମଜବୁତ୍ ହେବ , ଆପଣ ଯାନବାହାନ କିଣିବାରେ ସଫଳ ହେବେ । ଆପଣଙ୍କ ଆୟର ସ୍ରୋତ ଦେଖାଦେଉଛି , କିନ୍ତୁ କିଛି ଖର୍ଚ୍ଚ ବଢିବ , ଏମିତି ଆପଣଙ୍କ ଭାଗ୍ୟ ପୁରା ସାଥ୍ ଦେଉଛି , କିନ୍ତୁ କିଛି ବି ମହତ୍ତ୍ୱପୂର୍ଣ୍ଣ ଫଇସଲା ନେବାପଇଁ କେଉଁ ଏକ୍ସପର୍ଟର ସହାୟତା ନେଇପାରିବେ ।
୧୦) ମକର ରାଶି : ଏହି ରାଶିର ଜାତକରେ କିଛି ନୁଆ ରାସ୍ତା ଖୋଲିବାର ଅଛି , ଏମାନଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଏହି ବର୍ଷରେ ଆପଣ କିଛି ବଡ ଫଇସଲା ନେବାରୁ ଭାବିଚିନ୍ତି ବିଚାର କରନ୍ତୁ । ନହେଲେ ଅସୁବିଧା ହୋଇପାରେ , ତାହା ସହ ଆଗାମୀ ବର୍ଷ ଘର କିଣିବାର ଯୋଜନା ରହୁଛି ।
୧୧) କୁମ୍ଭ ରାଶି : ଏହି ରାଶିର ଜାତକରେ ନୁଆ ବର୍ଷ ଶୁଭ ରହିବାର ଅଛି । ବର୍ଷର ଆରମ୍ଭରେ ଏମାନକୁ ଧନ ଲାଭ ହେବ ପୁରା ବର୍ଷ ଆର୍ଥିକ ସ୍ଥିତି ମଜବୁତ୍ ହେବ , ମାର୍ଚ୍ଚରେ ଏମାନଙ୍କ ଭାଗ୍ୟ ଜୋର୍ ଅଛି , ଆୟର ସାଧନ ଖୋଲିବ , ସ୍ୟାଲେରିରେ ବୃଦ୍ଧି ଘଟିବ , କହିଦେବୁ କି ଜାନୁୟାରି, ମାର୍ଚ୍ଚ,ଏପ୍ରେଲ୍ , ନଭେମ୍ବରଓ ଡିସେମ୍ବର ରେ ଆପଣଙ୍କ ପାଇଁ ଶୁଭ ହେବ , ଏହି ମାସରେ ଆପଣ ଖୁବ୍ ସାରା ପଇସା ବଞ୍ଚାଇପାରିବେ ।
ମୀନ ରାଶି : ଏହି ରାଶିର ଜାତକରେ ନୁଆ ବର୍ଷ ନୁଆ ଚୁନୋତିସହ ଭରି ରହିବ , ପଇସା ମାମଲାରେ କାହା ଉପରେ ଭରସା କରନ୍ତୁ ନାହିଂମ୍ ତାହା ସହ ଫେବୃୟାରୀରେ ଭଲ ସ୍ତରରେ ଧନ ଲାଭ ହେବ , କିନ୍ତୁ ଅଗଷ୍ଟ ଓ ନଭେମ୍ବରରେ ଭାରି କ୍ଷତି ସହିବାକୁ ପଡୀପାରେ , ପୁରା ବର୍ଷ ଖର୍ଚ୍ଚ ଭାବିଚିନ୍ତି କରନ୍ତୁ ଯାହା ଦ୍ୱାରା ଆପଣଙ୍କୁ ଲାଭ ହେବ ।