September 19, 2024

Odia Express

Leading Odia News Portal of Odisha

ଆଜି ବି ବହୁତ ସୁନ୍ଦର ଦେଖାଯାଉଛନ୍ତି ମିଥୁନ ଚକ୍ରବର୍ତ୍ତିଙ୍କ ପ୍ରଥମ ସ୍ତ୍ରୀ , ଛାଡପତ୍ର ହେବାପରେ ପଇସାର ଅଭାବ କାରଣରୁ ଏବେ ଏଭଳି କାମ କରୁଛନ୍ତି…

ଫିଲ୍ମ ଇଣ୍ତଷ୍ଟ୍ରିର ୮୦ ଦଶକରେ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିବା ବଲିଉଡ୍ ର ଏକେଲା ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତି ପ୍ରଫେସନାଲ୍ ଯେତେ ଭଲ ଅଛି  , ତାଙ୍କର ପର୍ସନାଲ୍ ଲାଇଫ୍ ସେତେ ଅଡୁଆରେ ଅଛି , ଏହା ଆପଣଙ୍କୁ ଜଣାଥିବ କି ତାଙ୍କର ଦୁଇ ଦୁଇ ଥର ବିବାହ ହୋଇଛି , ପ୍ରଥମ ବାହାଘର ହେଲେନା ଲିଓକ ଓ ଦ୍ୱିତୀୟ ବିବାହ ୟୋଗିତା ବାଲିଙ୍କ ଶଅ , ପ୍ରଥମେ ମିଥୁନଙ୍କ ଆଫେୟାର୍ କେବେ ଶ୍ରୀଦେବୀ ଓ ସାରିକାଙ୍କ ସହ ହେଉଥିଲା,  ଆଜି ଆମେ କଥା ହେବା ତାଙ୍କ ପ୍ରଥମ ସ୍ତ୍ରୀ ହେଲେନାଙ୍କ ବିଷୟରେ , ଯିଏକି ଆଗକୁ ଏକ ଫ୍ୟାସନ୍ ମଡେଲର୍ ଥିଲେ,  ଆଜି ହେଲେନାଙ୍କ ଅବସ୍ଥା ଏପରି ହୋଇଯାଇଛି କି ସେ ପଇସା ପାଇଁ ଏମିତି କାମ କରିବାକୁ ପଡୁଛି , ଯାହା ବିଷୟରେ ଶୁଣିଲେ ମୁଣ୍ତରେ ହାତ ଦେଇଦେବେ ଆପଣ , ଆସନ୍ତୁ କହିବୁ ପୁରା କାହାଣୀ ବିସ୍ତାରରେ ।

ଶ୍ରୀଦେବୀଙ୍କ ପରେ ସେହି ଦିନରୁ ମିଥୁନଙ୍କ ଆଫେୟାର୍ ଏବେ ବର୍ତ୍ତମାନର ଅଭିନେତ୍ରୀ ସ୍ମୃତି ହାସନଙ୍କ ମା ସାରିକାଙ୍କ ସହ ହେଉଥିଲା , ବହୁତ ବର୍ଷରୁ ରିଲେସନସିପ୍ ରେ ରହିବା ପରେ ଧୀରେ ଧୀରେ କିଛି ଅସୁବିଧା ଆସିଲା , ଯାହାପରେ ଦୁହେଁଙ୍କର ବ୍ରେକ୍ ଅପ୍ ହୋଇଗଲା , ତାପରେ ତାଙ୍କ ସାକ୍ଷାତ ହେଲେନାଙ୍କ ସହ ହେଲା , ତାଙ୍କ ପ୍ରେମ ଏପରି ବଢିଗଲା କି ମିଥୁନ ଓ ହେଲେନା ୧୯୭୯ ରେ ବିବାହ କରିନେଲେ , ଏହାପରେ ବିବାହର କିଛି ବର୍ଷ ପରେ ମିଥୁନଙ୍କୁ ଆଉଜଣଙ୍କ ଶଅ ପ୍ରେମ ହୋଇଗଲା ୟୋଗିତା ବାଲିଙ୍କ ସହ , ୟୋଗିତା ବାଲି ଓ ମିଥୁନଙ୍କ ଆଫେୟାର୍ ଖବର ଯେପରି ହେଲେନାଙ୍କ ପାଖକୁ ପହଞ୍ଚିଲା , ସେ ଭାଙ୍ଗିପଡିଲେ , ଓ ମିଥୁନ ତାଙ୍କୁ ଗୋଟେ ମାସରେ ଛାଡପତ୍ର ଦେଇଥିଲେ ,

ମିଥୁନଙ୍କ ସହ ଛାଡପତ୍ର ପାଇବାପରେ ହେଲେନା ବହୁତ ଏକେଲା ହୋଇଯାଇଥିଲେ , ସେ ବଲିଉଡ୍ ଫିଲ୍ମରେ କାମ କରିବା ଆରମ୍ଭ କରିଦେଲେ,  ହେଲେନା ଅନିଲ୍ କାପୁର୍ ଓ ଶ୍ରୀଦେବୀଙ୍କ ଅଭିନିତ ଫିଲ୍ମ ଜୁଦାଇରେ କାମ କରିବାକୁ ମଉକା ମିଳିଲା , ହେଲେନା ସେମିତି ଏହି ଫିଲ୍ମରେ ଲିଡ୍ ଅଭିନେତ୍ରୀ ନଥିଲେ,  କିନ୍ତୁ ଏହି ଫିଲ୍ମ ଜରିଆରେ ଲୋକେ ତାଙ୍କୁ ନୋଟିସ୍ କଲେ ,

ହେଲେନା ଏହି ଫିଲ୍ମ ପରେ ଇଣ୍ତଷ୍ତ୍ରିରେ ବହୁତ ପରିଶ୍ରମ କରିଥିଲେ,  କିନ୍ତୁ ତାଙ୍କ ହାତକୁ ଆଉ କିଛି ଫିଲ୍ମ ଆସିଲା ନାହିଁ  ଫିଲ୍ମ କମ୍ ଆସିବା କାରଣରୁ ସେ ବହୁତ ଡିପ୍ରେସନ୍ କୁ ଆସିଗଲେ , ଓ ଧୀରେ ଧୀରେ ଲୋକଙ୍କୁ ଭୁଲି ଗଲେ , ଏହାପରେ ହେଲେନା ଇଣ୍ତିଆ ଛାଡିଦେଲେ , ଓ ନ୍ୟୁୟର୍କରେ ଯାଇ ରହିବାକୁ ଲାଗିଲେ , ନ୍ୟୁୟର୍କରେ ନିଜର ଜୀବନଯାପନ ପାଇଁ ହେଲେନା ଆଜି ସେଠାରେ ଡେଲଡା ଏୟାରଲାଇନ୍ସରେ ଏକ ଫ୍ଲାଇଟ୍ ଆଷିଷ୍ଟାଣ୍ତ ହିସାବରେ କାମ କରୁଛନ୍ତି , କେହି ଜଣେ ସତ କହିଥିଲେ, ଭାଗ୍ୟ କେବେ କାହାକୁ କେଉଁ ଆଡକୁ ନେଇଯାଏ କେହି କହିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *