September 20, 2024

Odia Express

Leading Odia News Portal of Odisha

୨୩ ଡିସେମ୍ବର ୨୦୧୯ ସୋମବାର,ଆଜିର ରାଶିଫଳ – ଭୋଳାବାବା ଙ୍କ କୃପାରୁ ଏହି ୫ ଟି ରାଶି ଲୋକଙ୍କୁ ମିଳିବ ବଡ ଖୁସି ଖବର – ପୁରୁଣା କଷ୍ଟ ଦୂର ହେବ

ମନୁଷ୍ୟ ଜୀବନରେ ବହୁତ ସମସ୍ୟା ଆସିଥାଏ , ଏହି ସବୁ ସମସ୍ୟାରୁ ବଞ୍ଚିବା ପାଇଁ ବହୁତ ଆଧ୍ୟାମ ଲୁଚି ରହିଛି , ଆଧ୍ୟାମ ଦ୍ୱାରା ଆମକୁ ଆସୁଥିବା ସମସ୍ୟାଗୁଡିକ ପୂର୍ବରୁ ବହୁତ ସୁଚନା ପ୍ରାପ୍ତ କରିପାରିବେ । ଆଜି ଆମେ ଆପଣଙ୍କୁ ରାଶି ଫଳର ବିଷୟରେ ସୁଚନା ଦେବୁ , ଯାହା ଦ୍ୱାର୍ ଆପଣ ଜାଣିପାରିବେ କି ଆପଣଙ୍କ ଦିନ କିପରି କଟିବ ।

ମେଷ ରାଶି : ଆଜିର ଦିନ ସଫଳତା ଭରା ରହିବ , ଆଜି ଟିକିଏ ପରିଶ୍ରମରୁ ଆପଣଙ୍କ ବଡ ଲାଭ ହେବ , ଘରେ ଛୁଆଙ୍କୁ ଉପହାର ଦେବାରେ ଖୁସି ହେବେ  ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ଆଜି ଆପଣ କିଛି କିଣିପାରିବେ , ଜୀବନ ସାଥିଙ୍କ ସହ ମନୋରଞକ ଟ୍ରିପ୍ ରେ ଯାଇପାରନ୍ତି ।

ବୃଷ ରାଶି : ଆଜି ଆପଣ ଉତ୍ସାହ ଭରା ରହିବେ , ଆଜି ଆପଣଙ୍କୁ କିଛି ବଡ ଡିଲ୍ ମିଳିବାର ଯୋଗ ରହୁଛି , ଅଫିସ୍ ରେ କାମରେ ଆପଣଙ୍କ ଭଲ ଅନୁଭବ ରହିବ , ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ଦେଖାଯିବ , କେଉଁ ବଡ ଫଇସଲା ନେବାକୁ ପଡିପାରେ , ଆପଣ ଜୀବନସାଥୀଙ୍କ ଉପଦେଶ ଉପରେ ଧ୍ୟାନ ଦେବାର ଅଛି ।

ମିଥୁନ ରାଶି : ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ , ଆଜି ଆପଣଙ୍କ ଅଟକିରହିଥିବା କାମ ପୁରା ହେବାର ଅଛି , ଅଫିସ୍ ରେ ସହକର୍ମିଙ୍କ ପ୍ରଶଂସା କରିବେ , ପରିବାର ସହ କେଉଁ ଧାର୍ମିକ ଯାତ୍ରାରେ ଯିବାକୁ ପ୍ଲାନ୍ କରିପାରନ୍ତି , ଧନ ଲାଭ ସହ ଯୋଡି ହୋଇଥିବା ସ୍ରୋତ ଆସିପାରେ,  ମୌସୁମ୍ ସକାଶେ ସ୍ୱାସ୍ଥ୍ୟ ଦୁର୍ବଳ ହେଇପାରେ ।

କର୍କଟ ରାଶି : ଆଜି ଆପଣଙ୍କ ଦିନ ମିଶାଳୀଆ ରହିବ , ଏହି ରାଶିର ଛାତ୍ରମାନେ ଅଧିକା ପରିଶ୍ରମ କରି ଆବଶ୍ୟକତା ପୁରଣ କରିବେ , ଅଫିସ୍ ରେ ଆପଣଙ୍କ ମାଲିକ ସହ କଥା ବାର୍ତ୍ତା ବୁଝାଈକରି କରିବାକୁ ହେବ , କେଉଁ ବଡ ଦାୟିତ୍ୱ ନେବାର ଅଛି , ଦାମ୍ପତ୍ୟ ଜୀବନରେ ସୁଖ ମିଳିପାରିବ ।

ସିଂହ ରାଶି : ଆଜି ଆପଣଙ୍କ ଦିନ ଖୁସିରେ ଭରି ରହିବ , ଛୁଆଙ୍କ ସହ ପିକନିକ୍ ରେ ଯାଇପାରନ୍ତି , କାରୋବାରୀଙ୍କ ସହ ଆଜିର ଦିନ ଫାଇଦାଦାୟକ ହେବ , କିଛି ବଡ ଲାଭ ହେବାର ଆଶଙ୍କା ଅଛି , ଚାକିରି କରୁଥିବା ପେଶାରେ ଅଫିସ୍ ରେ ଧୈର୍ଯ୍ୟର ପରିଚୟ ଦେବାକୁ ହେବ , ବିବାହିତ ଧାର୍ମିକ ସ୍ଥଳକୁ ଯାଇପାରନ୍ତି ,

କନ୍ୟା ରାଶି : ଆଜିର ଦିନ ଶୁଭ ରହିବ , ଅଫିସ୍ ରେ ଉଚ୍ଚ ଅଧିକାରୀଙ୍କ ଭଲ ପ୍ରଦର୍ଶନ ରହିବ , ଆପଣଙ୍କ ମନ ନୁଆ କାମ ଆରମ୍ଭ କରିବାରେ ଲାଗିପାରେ , କେଉଁ ପୁରୁଣା ସାଙ୍ଗ ସହ ସାକ୍ଷାତ ହୋଇପାରେ , ଆପଣ ତାଙ୍କ ସହ ଡିନର୍ ରେ ଯାଇପାରନ୍ତି , ଦାମ୍ପତ୍ୟ ଜୀବନରେ ଖୁସି ଆସିବ ।

ତୁଳା ରାଶି ; ଆଜିର ଦିନ ଠିକ୍ ଠାକ୍ ରହିବ , ଆଜି କାରୋବାରୀଙ୍କର ସାବଧାନ ରହିବାର ଅଛି , କିଛି ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ , ଆପଣଙ୍କ ଅଟକିଥିବା କାମ ପ୍ରାପ୍ତି ହେବ , ବିଜନେସ୍ ରେ ନୁଆ ବୁଝାମଣା ଯୋଡି ପାରନ୍ତି , ଅଧିକା ପରିଶ୍ରମ କାରଣରୁ ଥକାପଣ ଅନୁଭବ କରିବେ ।

ବିଛା ରାଶି : ଆଜି ଆପଣଙ୍କ ଦିନ ଭଲ ରହିବ , ଚାକିରି ସନ୍ଧାନ କରୁଥିବା ଜାତକରେ ଚାକିରି ମିଳିବାର ସମ୍ଭାବନା ଅଛି  ଆଜି କେଉଁ କାମରେ ନିଜ ବନ୍ଧୁଙ୍କର ସାହାଯ୍ୟ ମିଳିପାରିବ , ଜୀବନସାଥୀଙ୍କ ସହ ଅଫିସିଆଲ୍ ପାର୍ଟିରେ ଯାଇପାରନ୍ତି , ମାତା ପିତାଙ୍କ ସହ ଧାର୍ମିକ ସ୍ଥଳକୁ ଯାତ୍ରା କରିବେ ।

ଧନୁ ରାଶି : ଆଜି ଆପଣଙ୍କ ଦିନ ଭଲ ଅଛି , ଆଜି ଆପଣ ନିଜ ଦିନ ବନ୍ଧୁମାନଙ୍କ ସହ କଟାଇପାରନ୍ତି , ମାର୍କେଟିଙ୍ଗ୍ ସହ ଯୋଡି ହୋଇଥିବା ଯାତକ ଜଲଦି ହିଁ ଉନ୍ନତି କରିବେ , ସନ୍ତାନରୁ କିଛି ଖୁସିଖବର ମିଳିପାରିବ , ଛାତ୍ରଙ୍କ ପାଇଁ ବଢିଆ ଦିନ ଅଛି , ଆଜି ଘରେ ବୟସ୍କ ଲୋକଙ୍କ ଉପଦେଶ ଶୁଣିବାର ଅଛି ।

ମକର ରାଶି : ଆଜି ଆପଣ ବ୍ୟସ୍ତ ରହିବେ , ଅଧିକା ବ୍ୟସ୍ତତା କୁ ନେଇ ଅନ୍ୟ କାମ ଛାଡିପାରନ୍ତି , ପରିବାର ଆୟୋଜନ ପାଇଁ ଡକରା ଆସିପାରେ , ଅଫିସ୍ କାମ କାରଣରୁ ଆପଣ ଚିନ୍ତାରେ ରହିପାରନ୍ତି , ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ , ସନ୍ତାନର ସହ ବସିକରି କିଛି ଜରୁରୀ କଥା ହୋଇପାରନ୍ତି ,

କୁମ୍ଭ ରାଶି : ଆଜି ଆପଣଙ୍କ ଦିନ ଶୁଭ ହେବାର ଅଛି , ଆଜି କେଉଁ ବନ୍ଧୁ ଆପଣଙ୍କ ଆର୍ଥିକ ସହାୟତା କରିବେ,  ଅଫିସ୍ରେ ଆପଣ ନିଜ କଥା ରଖିବାରେ ସକ୍ଷମ ହେବେ , ଆପଣଙ୍କ ବିଚାର ଦ୍ୱାରା ଅଧିକାରୀ ଖୁସି ହେବେ , ଆପଣଙ୍କ ଲମ୍ବା ସମୟରୁ ଅଟକିଥିବା କିଛି ସରକାରୀ କାମ ପୁରା ହେବ , ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିବ ।

ମୀନ ରାଶି : ଆଜି ଆପଣଙ୍କ ଦିନ ଭଲ ଯିବ , କିଛି ଜରୁରୀ କାମ ପୁରା ହେବାକୁ ଅଛି , ଯାହା ଦ୍ୱାରା ମନ ଖୁସି ରହିବ , ଅଫିସ୍ ରେ କାହା ସହ ମତଭେଦ ହୋଇପାରେ , ଆଜି ଆପଣ କିଛି ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ , ଆଜି ଛାତ୍ରଙ୍କ ଖୁସିଖବର ମିଳିପାରେ , ଦାମ୍ପତ୍ୟ ଜୀବନ ଠିକ୍ ରହିବ ।

Leave a Reply

Your email address will not be published. Required fields are marked *