December 23, 2024

Odia Express

Leading Odia News Portal of Odisha

ମା ବାପାଙ୍କର ମୃତ୍ୟୁ ପରେ ସଂମ୍ପର୍କିୟ ମାନେ ମଧ୍ୟ ହାତ ଛାଡିଦେଲେ – ଏହି ୧୦ ବର୍ଷର ଛୋଟ ପିଲା ଏବେ ଏଭଳି କାମ କରି ଜୀବନ ବଞ୍ଚୁଛି – ପଢିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

୧୦ ବର୍ଷର ଡ୍ୟାଙ୍ଗ୍ ବାନ୍ ଖୁଏନ୍ ଭିଏତନାମ୍ ର ଏକ ଗାଁର ବାସିନ୍ଦା ଅଟେ , ଖୁଏନ୍ ତ ମାତା ପିତା ନାହାନ୍ତି କି ଭାଇ ଭଉଣୀ , ଜେଜେ ମା ତାଙ୍କୁ ନିଜ ସାଥିରେ ରଖିବାକୁ ମନା କରିଦେଲେ , ଡ୍ୟାଙ୍ଗ୍ ଘର ସମ୍ଭାଳିଥାଏ ଓ ସବୁଦିନ ବିଲରେ ଯାଇ କାମ କରିଥାଏ , ସେ ସବୁ ଦିନ ସ୍କୁଲ୍ ଯାଇଥାଏ , ଓ ନିଜ ଦାୟିତ୍ୱ ନିଜେ ନିଭାଇଥାଏ , ବହୁତ ପରିବାର ଲୋକେ ତାକୁ କୋଳାଇନେବା ପାଇଁ ଇଚ୍ଛା ପ୍ରକାଶ କଲେ , କିନ୍ତୁ ଡ୍ୟାଙ୍ଗ୍ ମନାକରିଦେଲେ ଓ ନିଜକୁ ସେ ଏବେ ଏକେଲା ରହିବାକୁ ଠିକ୍ ଭାବିଲା । ଡେଙ୍ଗ୍ ଛୋଟ ଛୁଆ ଥିଲା ଯେବେ ତା ମା ଚାଲିଗଲେ ,

ବାପା ତାକୁ ଜେଜେମାଙ୍କ ପାଖରେ ଛାଡି ସହର ଚାଳିଗଲେ , ତାଙ୍କ ବାପା ଏକ କମ୍ପାନୀରେ କାମ କରୁଥିଲେ,  କିନ୍ତୁ ତାଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା , ସେ ବାପାଙ୍କ ଯିବାପରେ ଜେଜେମାଙ୍କ ପାଖରେ ରହୁଥିଲେ,  କିନ୍ତୁ ସେ ଅନ୍ୟ ଏକ ଜାଗାରେ ବାହା ହୋଇଗଲେ , ଓ ଡ୍ୟାଙ୍ଗ୍ ଏକେଲା ହୋଇଗଲେ , ଡାଙ୍ଗଙ୍କ ବାପା ଯେବେ ବଞ୍ଚିଥିଲେ ତେବେ ସେ ତାର ଦରକାରିତା ପୁରା କରିବାପାଇଁ କିଛି ପଇସା ପଠାଉଥିଲେ , କିନ୍ତୁ ଦୁହେଁ ଯିବାପରେ ତାଙ୍କ ପାଖରେ ପଇସା ନଥିଲା , ନା କିଛି ଖାଇବାକୁ ଥିଲା,  ନିଜ ଦରକାରିତା ପୁରା କରିବାପାଇଁ ସେ ନିଜେ ପଇସା କମାଈବାକୁ ପଡିଥିଲା ,

ଡାଙ୍ଗ ନିଜ ଘର ଆଖପାଖରେ ପରିବା ବିକ୍ରି କରୁଥିଲେ,  ଚୁଲ୍ଲା ଜଳାଇବା ପାଇଁ ସେ ବାଉଁଶ କାଟୀକରି ବିଲରେ କାମ କଲେ , ଓ ନିଜର ଏକ ଚାଳ ଘରେ ରହୁଥିଲା,  ବାପା ମା ଚାଲିଗଲା ପରେ ତାପାଖରେ ଦାହ ସଂସ୍କାର କରିବାକୁ ପଇସା ନଥିଲା  ସେହି ସମୟରେ ଡାଙ୍ଗଙ୍କ ଶିକ୍ଷକମାନେ ପଇସା ଏକାଠିକରି ତାର ଅନ୍ତିମ ସଂସ୍କାର କରିଲେ , ସ୍ଥାନୀୟ ଅଧିକାରୀମାନେ ତାହାର ହାଲତ ବିଷୟରେ ସରକାରଙ୍କୁ ଜଣାଇଥିଲେ , ଏତେ ଅସୁବିଧାର ପରେ ବି ସେ ଚାହୁଁନଥିଲା କି କେହି ବି ଚାହୁଁନଥିଲେ କି ତାକୁ କିଏ କୋଳାଇନେଉ , ଡାଙ୍ଗ  କହନ୍ତି କି ସେ କେଉଁ ପରିବାରର ସଦସ୍ୟ ହେବାପାଇଁ ମନାକରିଥିଲେ,  ସେ ନିଜେ ତାର ଯତ୍ନ ନେଇପାରିବ ।

Leave a Reply

Your email address will not be published. Required fields are marked *