December 23, 2024

Odia Express

Leading Odia News Portal of Odisha

ସାବଧାନ – ଏହି ଲକ୍ଷଣ ସବୁ ଜଣାପଡେ , ତେବେ ବୁଝିଯିବେ କି ପେଟରେ ହୋଇସାରିଛି କ୍ୟାନ୍ସର୍ – ଦେଖନ୍ତୁ ପ୍ରରମ୍ଭିକ ଲକ୍ଷଣ ଗୁଡିକ…

ଏଥିରେ କୌଣସି ସନ୍ଦେହ ନାହିଁ କି ଯେବେ ଯେ କୌଣସି ବ୍ୟକ୍ତିକୁ କ୍ୟାନ୍ସର ବିଷୟରେ ଜାଣେ ତେବେ ସେ ଭୟଭୀତ ହୋଇଯାଏ । କ୍ୟାନ୍ସର ଏପରି ଏକ ରୋଗ ଅଟେ ଯାହାର ନାଁ ଶୁଣିଲେ ସମସ୍ତେ ଭୟଭୀତ ହୋଇଯିବେ , ଏହା ଏକ ଏପରି ରୋଗ ଅଟେ ଯାହା ଶରୀରର ଅଙ୍ଗରେ ହୋଇପାରିବେ , ଯେପରି ଲଙ୍ଗ୍ କ୍ୟାନ୍ସର କିମ୍ବା ପେଟ କ୍ୟାନ୍ସର କିମ୍ବା ଅନ୍ୟ ଅଙ୍ଗରେ କ୍ୟାନ୍ସର ହୋଇପାରେ , ଏବେ ଏମିତି କେଉଁ ଭଳି କ୍ୟାନ୍ଦର ହେବା ଶରୀର ପାଇଁ ବହୁତ ହାନିକାରକ ଅଟେ , କିନ୍ତୁ ଆଜି ଆମେ ଏହି ପୋଷ୍ଟରେ କ୍ୟାନ୍ସର ବିଷୟରେ କହିବାକୁ ଯାଊଛୁ , ଆଜିର ସମୟରେ ଲୋକେ ନିଜର ଦିନଚର୍ଚ୍ଚା କିଛି ଏପରି କରିଥାନ୍ତି ଯାହା ତାଙ୍କୁ ଛୋଟ ବୟସରେ ନାନାଦି ରୋଗ ଘେରି ନେଇଥାଏ ।

ଏମିତିରେ ବ୍ୟକ୍ତି କୁ କ୍ୟାନ୍ସର ହେବା ପଛରେ ତାର ଜୀବନଶୈଳୀର ବହୁତ ବଡ ହାତ ଥାଏ , ସେମିତି ଆପଣଙ୍କୁ କହିଦେବୁ କି ପେଟରେ କ୍ୟାନ୍ସର ହେଲେ ପ୍ରାରମ୍ଭିକ ଲକ୍ଷଣରୁ ସହଜରେ ପତ୍ତା ଲଗାଯାଇପାରିବ , ହଁ ଆଜ୍ଞା ଏକ ଅଧ୍ୟୟନ ଅନୁସାରେ କେଉଁ ବ୍ୟକ୍ତିକୁ ଛାତିରେ ଅଧିକା ଜ୍ୱଳନ ହେଉଥିଲେ କିମ୍ବା ଭୋଜନ ଗିଳିଲା ବେଳେ କଷ୍ଟ୍ ଅନୁଭବ ହେଲେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ଅଧିକାଂଶ ଲୋକେ ପେଟର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ଜାଣନ୍ତି ନାହିଁ , ଯାହାର କାରଣରୁ ପେଟରେ କ୍ୟାନ୍ସର ବଢିଯାଏ , ପେଟର କ୍ୟାନ୍ସର ଲକ୍ଷଣ ଯେତେ ଜଲଦି ଚିହ୍ନଟ କରିଦେବେ ତାହାର ଚିକିତ୍ସା କରିବା ବହୁତ ସହଜ ହୋଇଯାଏ ।

ସେମିତି ପେଟରେ ଆରମ୍ଭ ହେଉଥିବା କ୍ୟାନ୍ସର ବିଷୟରେ ଜାଣିବା ବହୁତ ସହଜ ହୋଇଥାଏ , ଯେପରି ତିନି ସପ୍ତାହରୁ ପେଟରେ ଅପଚ ହେବା , ଖାଦ୍ୟ ଖାଊଥିବା ବେଳେ କଷ୍ଟ ଅନୁଭବ କରିବା , ବିନା କେଉଁ କାରଣରୁ ଓଜନ କମ୍ ହେବା , ଅଧିକା ହାକୁଟି ଆସିବା , ଖାଦ୍ୟ କମ୍ ଖାଇଲେ ପେଟ ଭର୍ତ୍ତି ହୋଇଯିବା , ବାନ୍ତି ଆସିବା ପେଟର ଉପର ଅଂଶରେ ପୀଡା ହେବା , ଆଦି ପେଟର କ୍ୟାନ୍ସର ହେବାର ଲକ୍ଷଣ ହୋଇଥାଏ,  ଏହା ଛଡା ଏକ ଶୋଧ ଅନୁସାରେ ଏହା ବି ଜଣାପଡିଛି କି ଲୋକଙ୍କ ପେଟ କ୍ୟାନ୍ସର ପ୍ରାରମ୍ଭିକ ଲକ୍ଷଣ ଉପରେ ଶେଷରେ ଧ୍ୟାନ କଣ ପାଇଁ ଦିଅନ୍ତି ନାହିଁ , କିଛି ଲୋକ କ୍ୟାନ୍ସର ପୃଷ୍ଟି କରିବାକୁ ଭୟ କରନ୍ତି , ଯାହାର କାରଣରୁ ସେ ଏହି ଲକ୍ଷଣକୁ ଧ୍ୟାନ ଦିଅନ୍ତି ନାହିଁ ।

ଏହା ଛଡା କିଛି ଲୋକ ଏପରି ହୋଇଥାନ୍ତି ଯିଏ ନିଜ ସ୍ୱାସ୍ଥ୍ୟ ସଂବନ୍ଧି ଅସୁବିଧା ଉପରେ କାହା ସହ କଥାବାର୍ତ୍ତା କରନ୍ତି ନାହିଁ , ସେମିତି କିଛି ଲୋକଙ୍କର କହିବା କଥା କି ବଢୁଥିବା ବୟସର କାରଣ ଏପରି ସମସ୍ୟା ହୋଇଥାଏ , ଆମେ ଆଶା କରୁଛୁ କି ଏହି ସୁଚନା ପଢିବାପରେ ପେଟର କ୍ୟାନ୍ସର କୁ ନେଇକରି ଅବିଳମ୍ବତାରୁ ବଞ୍ଚିବେ , ଓ ନିଜର ଚିକିତ୍ସା ସଠିକ୍ ଭାବେ କରିବେ , ସେମିତି ପେଟର କ୍ୟାନ୍ସର ବିପଦପୁର୍ଣ୍ଣ ହୋଇଥାଏ,  ଏମିତିରେ ଜରୁରୀ ହୋଇଥାଏ କି ଆପଣ ସାବଧନତା ଅବଲମ୍ବନ କରନ୍ତୁ , ଏହାର ପ୍ରାରମ୍ଭିକ ଲକ୍ଷଣକୁ ଗମ୍ଭୀରତା ସହ ନେବା ଉଚିତ୍ , ଆମେ ଆଶା କରୁଛୁ କି ଆପଣଙ୍କୁ ଏମିତି କେଉଁ ସାଂଘାତିକ ରୋଗ ନ ହେଉ ଯାହା ଦ୍ୱାରା ଜୀବନ ଚାଲିଯାଉ ।

Leave a Reply

Your email address will not be published. Required fields are marked *