ଏହି ୩ଟି ନାମ ବାଲା ଝିଅ ହୋଇଥାନ୍ତି ବହୁତ ଭାଗ୍ୟ ଶାଳୀ , ଯାହା ସହ ବିବାହ କରିଥାନ୍ତି ସେମାନଙ୍କ ଜୀବନ ସ୍ୱର୍ଗ ହେଇଯାଏ..
ବ୍ୟକ୍ତି ନିଜର ଜୀବନରେ ସଫଳତା ହାସିଲ୍ କରିବ କି ନାହିଁ ଏହା ତାର ରାଶିରୁ ଜଣା ପଡିଥାଏ , କିନ୍ତୁ ବ୍ୟକ୍ତିର ନାଁର ପ୍ରଥମ ଅକ୍ଷର ବି ବ୍ୟକ୍ତିର ବିଷୟରେ ବହୁତ କିଛି କହିଦେଇଥାଏ , ଯଦି ଆପଣ ନିଜ ଜୀବନସାଥୀର ନାଁ ନିଜ ଇଚ୍ଛା ଅନୁସାରେ ବାଛି ବାକୁ ଚାହୁଁଛନ୍ତି ତେବେ ଏହି ଅଭ୍ୟାସଗୁଡିକ ଜାଣିନିଅନ୍ତୁ , ଯାହା ଦ୍ୱାରା ଆପଣଙ୍କ ଆସୁଥିବା ଭବିଷ୍ୟତ ଭଲ ଭାବେ କଟିପାରିବ । ଶାସ୍ତ୍ରନୁସାରେ କିଛି ନାଁ ଲୋକେ ଭାଗ୍ୟଶାଳି ହୋଇଥାନ୍ତି , ଏମାନଙ୍କ ଜୀବନରେ ସୁନ୍ଦରତା ଆସିଯାଏ , କିନ୍ତୁ ଯେବେ ଏମାନଙ୍କ ବାହାଘର ହୋଇଥାଏ , ତେବେ ତାଙ୍କ ଜୀବନରେ ଖୁସିରେ ଭରିଯାଇଥାଏ , ଆସନ୍ତୁ ଆଜି ଆମେ ଆମ ଲେଖ ମାଧ୍ୟମରେ ସେହି ୩ ନାଁ ଥିବା ଝିଅଙ୍କ ବିଷୟରେ ସୁଚନା ଦେବୁ , ଯାହାଙ୍କର ଭାଗ୍ୟ ବଦଳିବାର ଅଛି ।
P ନାଁ ଥିଲା ବାଲା ଝିଅ : ଯେଉଁ ଝିଅ ମାନଙ୍କର ନାଁ P ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ବହୁତ ଜଲଦି ରାଗିଯାଆନ୍ତି , ବହୁତ ଜଲଦି ମାନି ବି ଯାଆନ୍ତି , ଏମାନଙ୍କ ମଧ୍ୟରୁ ବହୁତ ଜୀବନ ସାଥୀ ବହୁତ ଅସୁବିଧାରେ ମିଳନ୍ତି , ଏମାନଙ୍କ ଜୀବନ ସାଥୀ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି , ଏମାନଙ୍କ ମନୋବଳ ବହୁତ ମଜବୁତ ଥାଏ , ଓ ଏହି ନାଁର ଝିଅମାନେ ନିଜ ପରିବାର ସହ ଭଲ ଭାବେ ଧ୍ୟାନ ରଖନ୍ତି , ଓ ଥରେ ଯେଉଁ କଥାକୁ ସେ ନିଷ୍ପତ୍ତି ନେଇଯାଆନ୍ତି , ତେବେ ତାକୁ ନିଜ ପ୍ରାଣବଳେ ନିଭାଈଥାନ୍ତି , ଓ ସେ ନିଜ ଜୀବନସାଥୀଙ୍କୁ ଖୁସିରେ ରଖିବାପାଇଁ ଚେଷ୍ଟା କରନ୍ତି , ଭଲ ଖରାପ ଜିନିଷ ଉପରେ ଏମାନେ ଦାୟିତ୍ୱ ରଖନ୍ତି , ଏହି ନାଁ ବାଲା ଝିଅ ବାହା ହେବା ଏକ ଭାଗ୍ୟର କଥା ହୋଇଥାଏ ।
R ନାଁ ଥିଲା ବାଲା ଝିଅ : ଯେଉଁ ଝିଅମାନଙ୍କର ନାଁ R ନାଁରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ଭଲ ସ୍ୱଭାବର ଝିଅ ହୋଇଥାନ୍ତି , ସେମାନେ ନିଜ କଥାବାର୍ତ୍ତାରେ ଲୋକଙ୍କୁ ଆକର୍ଷୀତ କରିଦିଅନ୍ତି , ଏହି ନାଁ ବାଲା ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ସେମାନେ ନିଜ ଜୀବନ ସାଥିଙ୍କୁ ବହୁତ ଭଲ ପାଇଥାନ୍ତି । ଓ ତାଙ୍କର ଖୁସିପାଇଁ ସବୁ କିଛି କରିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତି ,
S ନାଁ ଥିଲା ବାଲା ଝିଅ : ଯେଉଁ ଝିଅମାନଙ୍କର ନାଁ S ଅକ୍ଷରରୁ ଆରମ୍ଭ ହୋଇଥାଏ , ସେମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ହୃଦୟ ପାଣି ଭଳି ସଫା ଓ ମନ ନିର୍ମଳ ହୋଇଥାଏ । ଏହି ଝିଅମାନଙ୍କର ସହ ଯେବେ କାହାର ବିବାହ ହୋଇଥାଏ । ସେମାନେ ଭାଗ୍ୟବାନ ପ୍ରମାଣିତ ହୋଇଥାନ୍ତି ସେମାନେ ନିଜ ଜୀବନ ସାଥୀଙ୍କ ପ୍ରତି ଇମାନଦାର୍ ହୋଇଥାନ୍ତି , ସେମାନେ ନିଜ ଜୀବନ ସାଥୀଙ୍କୁ କେବେ ଧୋକା ଦିଅନ୍ତି ନାହିଁ , ଓ ସବୁ କଥା ତାଙ୍କ ସହ ସେୟାର୍ କରିଥାନ୍ତି , ଯଦି ଆପଣଙ୍କ ଜୀବନରେ ଏମିତି ଝିଅ କେବେ ଆସନ୍ତି ତେବେ କେବେ ମନା କରିବେ ନାହିଁ ।