September 12, 2024

Odia Express

Leading Odia News Portal of Odisha

ଜମି ବିକା କିଣା ରେ ଠକାମୀ ର ଶିକାର ହୋଇ ଛନ୍ତି ଓକିଲ

ଜମି କିଣିବାକୁ ଯାଇ ଠକାମୀ ର ଶିକାର ହୋଇଛନ୍ତି Odisha High Court ର ଆଇନଜିବି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ତରାଇ, ଚୌଦ୍ଵାର ଥାନା ଅନ୍ତର୍ଗତ ଜେମାଦେଇପୁର ର ବାସିନ୍ଦା ।ଦ୍ୱିତୀୟ ପକ୍ଷ୍ୟ ସିରାଜ୍ ଉଦ୍ଦିନ୍ ଖାନ ଜେମାଦେଇପୁର, ପୋଷ୍ଟ ଡାଳିଜୋଡା ବ୍ରହ୍ମପୁର, ଥାନା ଚୌଦ୍ଵାର, ଯେ ଜମି ବିକ୍ରୟ ପାଇଁ ଅଗ୍ରିମ ଆକାର ରେ 2 ଲକ୍ଷ୍ଯ 58 ହଜାରେ ଟଙ୍କା ନେଇଥିଲେ

ଯାହାକି ଜମିର ମୂଲ୍ୟ 4 ଲକ୍ଷ୍ଯ 50 ହଜାରେ ଟଙ୍କା ସ୍ଥିର କରାଯାଇ ଥିବା ବେଳେ ବକେୟା ଅର୍ଥ ଜମି registri ବେଳେ ଦିଆ ଯାଇ ଥାନ୍ତା । କିନ୍ତୁ ସେ ଏବେ (ସିରାଜ୍ ଉଦ୍ଦିନ୍ ଖାନ) ଟଙ୍କା ନେଇଥିବା ଫାଙ୍କୁଛନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି, ଏଭଳି ସ୍ଥିତି ରେ ମାନସିକ ସ୍ତରରେ ଶିକାର ହୋଇ ଶ୍ରୀ କୃଷ୍ଣ ଚନ୍ଦ୍ର ତରାଇ (ଆଇନ ଜିବି) ଚୌଦ୍ଵାର ଥାନା ର ଦ୍ଵାରସ୍ତ ହୋଇଛନ୍ତି !କଟକ ରୁ ବିଶ୍ୱରଂଜନ ଦାସ ଙ୍କ ରିପୋର୍ଟ ଓଡ଼ିଆ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *