September 12, 2024

Odia Express

Leading Odia News Portal of Odisha

୧୯ ଏପ୍ରିଲ ୨୦୨୩ ବୁଧବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ୫ଟି ରାଶି ପାଇବେ ବଡ ଖୁସି ଖବର

ମେଷ ରାଶି:- ଅଳସୁଆ ଓ ଅସାମଞ୍ଜସ୍ୟ ସ୍ଥିତି ଆପଣଙ୍କ କାର୍ଯ୍ୟରେ ଅବରୋଧ ଉତ୍ପନ କରିପାରେ। ପାରିବାରିକ ଜୀବନରେ ପାରିବାରିକ ଖର୍ଚ୍ଚ ବୃଦ୍ଧି ପାଇପାରେ। ଭାଇ ଓ ଭଉଣୀଙ୍କ ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିବ। ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହିବା ଆବଶ୍ୟକ ଅଟେ।

ବୃଷ ରାଶି:- ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ପୂର୍ବରୁ କରା ଯାଇଥିବା କିଛି ପରିବର୍ତ୍ତନର ସକାରାତ୍ମକ ପ୍ରଭାବ ମିଳିବ। ଆପଣଙ୍କ ସାମାଜିକ ପ୍ରଭାବ ବଢିବ। ପରିବାରରେ କୌଣସି ଖୁସି ଖବର ମିଳିବା କାରଣରୁ ମନ ଖୁସି ରହିବ। ଜୀବନ ସାଥିଙ୍କ ସହିତ ସମ୍ପର୍କ ଦୃଢ଼ ହେବ।

ମିଥୁନ ରାଶି:- ପାରିବାରିକ ଜୀବନରେ ପିତାଙ୍କ ମାର୍ଗ ଦର୍ଶନରେ କରାଯାଇଥିବା କାର୍ଯ୍ୟ ଆପଣଙ୍କୁ ବିଶେଷ ସଫଳତା ମିଳିବ।ଜୀବନସାଥିଙ୍କ ସମ୍ବନ୍ଧରେ ଦୃଢ଼ତା ଆସିବ। ଆର୍ଥିକ ସ୍ଥିତି ଦୃଢ଼ ହେବାକୁ ଲାଗିବ। ଆଖିରେ ଉତ୍ତେଜନା କିମ୍ବା ମୁଣ୍ଡବିନ୍ଧା ଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ।

କର୍କଟ ରାଶି:- ଅନେକ ସମସ୍ୟା ସ୍ଵୟଂ ଭାବରେ ଦୂର ହୋଇଯିବ।ଆପଣଙ୍କ କାର୍ଯ୍ୟ କ୍ଷେତ୍ର ଓ ପାରିବାରିକ ଜୀବନରେ ସମସ୍ତ ଦାୟିତ୍ଵ ଭଲ ଭାବରେ ନିର୍ବାହ କରିବେ। ପିତା ମାତାଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ।

ସିଂହ ରାଶି:- ଆପଣଙ୍କ ମାନସିକ ଶାନ୍ତିକୁ ବିଚଳିତ କରିବ। ସେହି କାରଣରୁ ସମସ୍ୟାକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ।କାର୍ଯ୍ୟ କ୍ଷେତ୍ରରେ ସହକର୍ମୀଙ୍କ ସହିତ ମତଭେଦ ଲାଗି ରହିବ।ଜୀବନସାଥିଙ୍କ ବ୍ୟବହାର ଆପଣଙ୍କୁ ମାନସିକ ସ୍ତରରେ ଯନ୍ତ୍ରଣା ଦେଇପାରେ।

କନ୍ୟା ରାଶି:- ଆପଣ କୌଣସି କଥାକୁ ନେଇ ସାମାନ୍ୟ ମାନସିକ ଚିନ୍ତିତ ରହିବେ। କାହା ସମ୍ମୁଖରେ ନିଜର ଦୁର୍ବଳତା ସମ୍ପର୍କରେ କୁହନ୍ତୁ ନାହିଁ।

ତୁଳା ରାଶି:- ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ।ପିତାମାତାଙ୍କ ଆଶୀର୍ବାଦ ଓ ସାହାଯ୍ୟ ଦ୍ଵାରା ଆପଣ ଉପକୃତ ହେବେ।

ବିଛା ରାଶି:- କାର୍ଯ୍ୟ କ୍ଷେତ୍ରରେ ବିବିଧତା ଆସିବ। ବିଦ୍ୟାର୍ଥୀ, ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ପାଇବେ ଓ ସନ୍ତାନମାନଙ୍କ ପାଖରୁ ଖୁସି ଖବର ମିଳିବ।

ଧନୁ ରାଶି:- କିଛି ଅନାବଶ୍ୟକ ସମସ୍ୟା ସ୍ଵତଃ ଭାବରେ ଦେଖାଯାଇପାରେ। କର୍ମ କ୍ଷେତ୍ରରେ କେହି ନିଜ ଲୋକ ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରି ପାରନ୍ତି।

ମକର ରାଶି:- ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆପଣଙ୍କ ରୁଚି ବଢିବ। ପିତାଙ୍କ ସହଯୋଗ କାରଣରୁ ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ।

କୁମ୍ଭ ରାଶି:- ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। ଏହା ସହିତ ଆପଣଙ୍କୁ ନିଜର ଉଦ୍ୟମର ସକାରାତ୍ମକ ପରିଣାମ ପ୍ରାପ୍ତି ହେବ।

ମୀନ ରାଶି:- ପାରିବାରିକ ଜୀବନରେ ପରିବାର ଓ ଭାଇଭଉଣୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ଆପଣଙ୍କ ଉପରେ ଲାଗି ରହିବ। ସମସ୍ତ କାର୍ଯ୍ୟ ଭଲରେ ସମ୍ପନ୍ନ ହେବ।

ଆପଣଙ୍କର ଯେଉଁବି ରାଶି ହୁଅନ୍ତୁ, ମନେରଖନ୍ତୁ ସବୁବେଳେ ସତ କର୍ମ କରନ୍ତୁ, ନ୍ୟାୟରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ଜୀବନରେ ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *