September 19, 2024

Odia Express

Leading Odia News Portal of Odisha

୨ November ୨୦୨୨ ବୁଧବାର କାର୍ତ୍ତିକ ମାସ,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିବା ବଡ଼ ଖୁସି ଖବର…

ମେଷ ରାଶି: ଆଶା କରିଥିବା ଜିନିଷ ପାଇଁ ପରିଶ୍ରମ ସ୍ୱୀକାର କରିବାକୁ ପଡ଼ିବ। ଆନୁଷ୍ଠାନିକ କାର୍ଯ୍ୟ ପାଇଁ ସଂଗଠନର କାର୍ଯ୍ୟକୁ ତ୍ୱରାନ୍ୱିତ କରି ପାରିବେ।ପାରିବାରିକ ସ୍ଥିତି ପାଇଁ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ମାନସିକ ସମସ୍ୟା ଧୀରେ ଧୀରେ ଦୂରେଇ ଯିବ।

ଏବେ ଚାଲନ୍ତୁ ଜାଣିବା ବୃଷ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଦିନଟି କିପରି ଯିବ।ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଯୋଗୁଁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ ଆଉ ଆପଣ ଆଶା କରୁଥିବା ଜିନିଷ ପାଇବାରେ କୌଣସି ଅବହେଳା ରହିବ ନାହିଁ। ଆପଣ ନିଶ୍ଚିନ୍ତ ଭାବରେ ସେହି ଜିନିଷ ପାଇବେ।

ଏହା ପରେ ଚାଲନ୍ତୁ ଜାଣିବା,ମିଥୁନ ରାଶି ବିଷୟରେ, ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସବୁବେଳେ ଝଗଡା ପାଇଁ ଚିନ୍ତା ଲାଗି ରହିବ ଆଉ ସରକାରୀ ସ୍ତରରେ ସବୁ କିଛି ଜାଣି ମଧ୍ୟ କିଛି କରି ପାରିବେ ନାହିଁ ବାସ ଚୁପ ରହିଥିବେ।

ଏହା ପରେ ଚାଲନ୍ତୁ ଜାଣିବା,କର୍କଟ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, କର୍କଟ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସବୁ ବେଳେ ଶତ୍ରୁତା ଆଉ ମିଥ୍ୟା କଥାକୁ ନେଇ ଦୁଃଖରେ ରହି ପାରନ୍ତି, ସରକାରୀ କ୍ଷେତ୍ରରୁ ଋଣ ପାଇଁ ଅର୍ଥ ଲାଭ କରିବେ।ସବୁ ଆଡୁ ପ୍ରଶଂସା ସାଉଁଟିବେ।

ଏହା ପରେ ଚାଲନ୍ତୁ ଜାଣିବା, ସିଂହ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ,ସିଂହ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଆପଣଙ୍କର ସବୁ ସମସ୍ୟା ଦୂର ହେବାକୁ ଯାଉଛି ଆଉ ଆପଣ ଭଲ କଥା କହିଲେ ମଧ୍ୟ ଆପଣଙ୍କର ସାଙ୍ଗ ଆପଣଙ୍କୁ ଭୁଲ ବୁଝିବେ। ତେଣୁ ଆପଣ ଆପଣଙ୍କ ସାଙ୍ଗକୁ କୌଣସି ଉପଦେଶ ନଦେବା ପାଇଁ ଚେଷ୍ଟା କରନ୍ତୁ।

ଏହା ପରେ ଚାଲନ୍ତୁ ଜାଣିବା, କନ୍ୟା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, କନ୍ୟା ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଆର୍ଥିକ ସ୍ଥିତି ପୂର୍ବ ପରି ରହିବାରୁ ଆପଣ ଖୁସି ଅନୁଭବ କରିବେ, ନିଜକୁ ପରିବେଶ ସହିତେ ଖାପ ଖୁଆଇ ଚାଲିବାକୁ ବାଧ୍ୟ ହେବେ।

ଏହା ପରେ ଚାଲନ୍ତୁ ଜାଣିବା, ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, ତୁଳା ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଯାହା କହିବେ ତାଙ୍କର ସବୁ କଥା ରହିବ। ସରକାରୀ କାମରୁ ଆପଣ ଉପକୃତ ହେବେ।

ଏହା ପରେ ଚାଲନ୍ତୁ ଜାଣିବା, ବିଛା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, ବିଛା ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଯଦି ପରିବେଶକୁ ଲକ୍ଷ୍ୟରେ ନ ରଖି କୌଣସି ବି କାମ କରିବେ ତାହେଲେ ଅସୁବିଧାର ସମ୍ମୁଖୀନ ହେବେ।

ଏହା ପରେ ଚାଲନ୍ତୁ ଜାଣିବା,ଧନୁ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, ଧନୁ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି, ଆଉ କିଛି କିଛି ଜାଗାରେ ସମ୍ମାନହାନି ମଧ୍ୟ ହେଇପାରେ।

ଏହା ପରେ ଚାଲନ୍ତୁ ଜାଣିବା, ମକର ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, ମକର ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ କର୍ମ କ୍ଷେତ୍ରରେ ବିବାଦ ହେବାରୁ କୌଣସି ଠିକ ନିଷ୍ପତି ନେଇ ପାରିବେ ନାହିଁ।

ଏହା ପରେ ଚାଲନ୍ତୁ ଜାଣିବା,କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଅନ୍ୟ ମାନଙ୍କ ପାଇଁ ଆପଣ ଦୁଃଖ ଅନୁଭବ କରିବେ,ମନ ବଳ ହ୍ରାସ ପାଇପାରେ।

ଏହା ପରେ ଚାଲନ୍ତୁ ଜାଣିବା, ମୀନ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିଷୟରେ, ମୀନ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବାଣିଜ୍ୟ କ୍ଷେତ୍ରରେ ଲାଭ ହୋଇପାରେ ଏବଂ ଆପଣ ସବୁବେଳେ ମଜା କରିବେ।ତେବେ ଆପଣଙ୍କର ଯେଉଁ ବି ରାଶି ହେଉ ଭକ୍ତିର ସହ ଭଗବାନଙ୍କ ନାମ ଜପ କର, ସତ କର୍ମ କର, ନ୍ୟାୟରେ ରୁହ, ପ୍ରଭୁଙ୍କ କୃପା ପ୍ରାପ୍ତି ହେବ, ପାଇବେ ସୁଖ ଓ ଶାନ୍ତି।

Leave a Reply

Your email address will not be published. Required fields are marked *