September 19, 2024

Odia Express

Leading Odia News Portal of Odisha

୪ ସେପ୍ଟେମ୍ବର ୨୦୨୨ Sunday,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ,ଏହି ୫ ଟି ରାଶି ପାଇଁ ବଡ ଖୁସି ଖବର…

ତେବେ ଏହି ରାଶିଫଳ ଟି ହେଉଛି 4 ସେପ୍ଟେମ୍ବର ୨୦୨୨ ର।ତେବେ ଆପଣଙ୍କର ଯେଉଁ ରାଶି ବି ହେଉ ନା କାହିଁକି ସତ କର୍ମ କର ,ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ଦୂର ହେବ।ଖୁସିରେ ରହିବାକୁ ହେଲେ ସତ୍ୟରେ ରୁହ, ନ୍ୟାୟରେ ଭଗବାନଙ୍କ ଦୟା ପ୍ରାପ୍ତ ହେବ।ଭଗବାନଙ୍କ ଦୟାରୁ ଆପଣ ଭଲରେ ରହିବେ।ଭଗବାନଙ୍କ କୃପା ପାଇଁ ଦରକାରୀ ଲୋକଙ୍କର ସାହାଯ୍ୟ କର, ସତ କର୍ମ କର, ଫଳକୁ ଆଶା ରଖ ନାହିଁ, ଫଳ ଭଗବାନ ଦେବେ।ଭଗବାନଙ୍କ କୃପା ପ୍ରାପ୍ତି ହେଲେ ସବୁ ସମ୍ଭବ।ଭଗବାନଙ୍କ ନାମ ଜପ କର ଖୁସିରେ ରହିବେ।

ମେଷ ରାଶି:- ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ପାଇବେ।ଏହା ବ୍ୟତୀତ ଆପଣଙ୍କ ପାଇଁ ଆଜି ଅନେକ ନୂତନ ଜିନିଷର ଆରମ୍ଭ ହେବ।ବ୍ୟବସାୟରେ ଅନେକ ଭାବରେ ସଫଳତା ପ୍ରାପ୍ତ ହେବ।ବୃଷ ରାଶି:- ସାହିତ୍ୟ,ସଙ୍ଗୀତ, କଳା ଓ କ୍ରୀଡା କ୍ଷେତ୍ରରେ ଆପଣ ଆଜି ସୁନାମ ଅର୍ଜନ କରିବେ ତେବେ ପ୍ରେମ ଜୀବନ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଅନେକ ଭାବରେ ଶୁଭମୟ ରହିବ।

ମିଥୁନ ରାଶି:- ଆପଣ ଆଜି ନୂତନ ଲୋକଙ୍କ ସହିତ ପରିଚିତ ହୋଇ ପାରନ୍ତି।ଆପଣ ଆଜି ନୂତନ ଲୋକଙ୍କ ସହିତ ମିଶିବେ ଓ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଆପଣଙ୍କୁ ଆଜି ସୁଯୋଗ ମିଳିବ।ଏହା ବ୍ୟତୀତ ଆପଣଙ୍କ ବୈବାହିକ ଜୀବନ ଆପଣଙ୍କ ପାଇଁ ମଧ୍ୟ ଶୁଭ ରହିବ।କର୍କଟ ରାଶି:- ଯେଉଁ ଲୋକ ମାନଙ୍କର ପୂଜା ବ୍ୟବସାୟ ରହିଛି ସେମାନେ ବହୁତ ଅଧିକ ଲାଭ କରିବେ।ଆପଣ ନିଜର ବନ୍ଧୁ ମାନଙ୍କର ମଧ୍ୟ ଆଜି ସହାୟତା ପ୍ରାପ୍ତ କରିବେ।

ସିଂହ ରାଶି:- ଆଜି ଆପଣ ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣ ଆଜି ପୂର୍ଣ୍ଣ ଭାବରେ ସଫଳତା ପ୍ରାପ୍ତ କରିବେ।ଆପଣଙ୍କୁ ଆଜି ଅନେକ କ୍ଷେତ୍ରରେ ସଫଳତା ମିଳିବ ଏହା ବ୍ୟତୀତ ଆପଣଙ୍କ ପାଇଁ ବିଶେଷ ଭାବରେ ଶୁଭ ସମୟ ଆଜି ଆରମ୍ଭ ହେବାକୁ ଯାଉଛି।କନ୍ୟା ରାଶି:- ପିଲା ମାନଙ୍କର ଲେଖା ପଢା ପାଇଁ ଆଗ୍ରହ ବଢିବ।ଆପଣଙ୍କ କୌଣସି କାର୍ଯ୍ୟ ଅଧା ରହି ଯିବାର ମଧ୍ୟ ସମ୍ଭାବନା ରହିଛି।ସତର୍କତା ଅବଲମ୍ବନ କରିବେ।ଭଗବାନଙ୍କ ନାମ ନେଇ ସତ କର୍ମ କର ଉଚିତ ଫଳ ପ୍ରାପ୍ତ ହେବ।

ତୁଳା ରାଶି:- ପାରିବାରିକ ଶୃଙ୍ଖଳା ରକ୍ଷା କରିବା ପାଇଁ ଯାଇ ଆପଣଙ୍କୁ କିଛି କଷ୍ଟ ସହିବାକୁ ପଡ଼ିପାରେ ଏହା ବ୍ୟତୀତ ଆପଣଙ୍କ ପାଇଁ ଆଜି ଦିନ ମଧ୍ୟମ ଫଳ ପ୍ରଦାନ କରିବାକୁ ଯାଉଚି।ବିଛା ରାଶି:- ଆଜି ଦିନ ଆପଣଙ୍କ ପାଇଁ ଶୁଭ ରହିବ ଆଜି ଆପଣ ଯେଉଁ କାର୍ଯ୍ୟ ମଧ୍ୟ ହାତକୁ ନେବେ ସେହି ସମସ୍ତ କାର୍ଯ୍ୟରେ ଆପଣ ନିଶ୍ଚୟ ଭାବରେ ସଫଳତା ପାଇବେ ଏହା ବ୍ୟତୀତ ଆପଣଙ୍କ ଦିନ ଆଜି ବିଶେଷ ଭାବରେ ଭଲ।

ଧନୁ ରାଶି:- ଆଜି ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି ଏହା ବ୍ୟତୀତ ସକାଳୁ ସକାଳୁ ବନ୍ଧୁଙ୍କ ଦର୍ଶନ ପାଇବା ଫଳରେ ଆପଣ ଅନେକ ଭାବରେ ଉପକୃତ ମଧ୍ୟ ହୋଇ ପାରନ୍ତି।

ମକର ରାଶି:- ଆପଣ ଆଜି ନିଜର ଛୋଟ ରୋଗକୁ ନେଇ ମଧ୍ୟ ଯତ୍ନବାନ ରହିବାର ଆବଶ୍ୟକତା ରହିଛି ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।ତେଣୁ ଆପଣ ଆଜି ସତର୍କ ହୋଇ ରହିବା ଆବଶ୍ୟକ ଅଟେ।

କୁମ୍ଭ ରାଶି:- ଏହି ରାଶିର ଲୋକ ମାନଙ୍କୁ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ।ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ଦୂର ହେବ।

ମୀନ ରାଶି:- ଆପଣ ଆଜି ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।ସାହିତ୍ୟ ,ସଙ୍ଗୀତ , କଳା ଓ କ୍ରୀଡା କ୍ଷେତ୍ରରେ ଆପଣ ଆଜି ସୁନାମ ଅର୍ଜନ କରିବେ ଓ ଯେଉଁ କାର୍ଯ୍ୟ ହାତକୁ ନେବେ ତାହାକୁ ଆପଣ ନିଶ୍ଚୟ ଭାବରେ ପୂର୍ଣ୍ଣ କରିବେ।

Leave a Reply

Your email address will not be published. Required fields are marked *