September 19, 2024

Odia Express

Leading Odia News Portal of Odisha

୩୧ ଅଗଷ୍ଟ ୨୦୨୨ ବୁଧବାର ଆଜିର ରାଶିଫଳ,କେମିତି କାଟିବ ଆଜି ଆପଣଙ୍କ ଦିନ,ଆଜି Ganesh ପୂଜା ରେ ଏହି ରାଶି ଖୁସି ଖବର ପାଇ ପାରନ୍ତି

ତେବେ ଆଜି ହେଉଛି 31 ଅଗଷ୍ଟ ୨୦୨୨, ବୁଧବାର ଭାଦ୍ରବ ମାସ କୃଷ୍ଣପକ୍ଷ ସିଂହ ୧୩ ଦିନ। ତେବେ ଆମେ ବର୍ତ୍ତମାନ ଆଜିର ରାଶି ଫଳ ସମ୍ପର୍କରେ ଆଲୋଚନା କରିବା।

ମେଷ ରାଶି:- ଏବେ ଆଜି ଆପଣ ନିଜର ବନ୍ଧୁ ମାନଙ୍କ ସହାୟତା ପାଇଁ ଜନତା ଅଭାବ ଦୂର କରିବା ସହିତ ଅନେକ ଭାବରେ ଆର୍ଥିକ ସମସ୍ୟାର ସମାଧାନ କରି ପାରିବେ ଓ ଆପଣଙ୍କ ପାଇଁ ଦିନ ଅନେକ ଶୁଭ ରହିବ।ବୃଷ ରାଶି:- ଆପଣଙ୍କ କାମ ଅଟକି ଯାଇ ଥିବାରୁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ ଏହା ବ୍ୟତୀତ କର୍ମ କ୍ଷେତ୍ରରେ ମନଯୋଗର ଅଭାବ ଦେଖା ଯାଇ ପାରେ ବୋଲି ଅନୁମାନ କରାଯାଉଛି।

ମିଥୁନ ରାଶି:- ତେବେ ଆପଣଙ୍କ କାମ ବିଗିଡି ଯିବାର ସମ୍ଭାବନା ରହିଛି।ଏହା ବ୍ୟତୀତ ଆପଣ ଆଜି କାର୍ଯ୍ୟ କ୍ଷେତ୍ରରେ ଅନେକ ଭାବରେ ଆଳସ୍ୟ ହେବାର ସମ୍ଭାବନା ରହିଛି।ତେବେ ଆଳସ୍ୟ ନ ହୋଇ ନିଜ କାର୍ଯ୍ୟ କରନ୍ତୁ।କର୍କଟ ରାଶି:- ତେବେ ଆପଣ ଆଜି ଭୋଗ ବିଳାସରେ ସମୟ କାଟିବା ପାଇଁ ଆଗ୍ରହ ପ୍ରକାଶ କରିବେ ଏହା ବ୍ୟତୀତ ନିଜର କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଅନେକ ଭାବରେ ସଚେତନ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।ଆପଣଙ୍କ ପାଇଁ ଆଜିର ଦିନ କିଛି ମାତ୍ରାରେ ସମସ୍ୟା ଉତ୍ପନ୍ନ କରିପାରେ।

ସିଂହ ରାଶି:- ନିଜର ଜିଦରେ ଆପଣ ଅଟଳ ରହିବେ।କିନ୍ତୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଅସଫଳତା ହେବାର ସମ୍ଭାବନା ରହିଛି ଯାହା ଫଳରେ ଆପଣଙ୍କ ମାନସିକ ସ୍ଥିତି କିଛି ଭଲ ରହିବ ନାହିଁ।କନ୍ୟା ରାଶି:- ଆଜି ଆପଣ ନିଜର ବନ୍ଧୁଙ୍କୁ ମିଛ ପ୍ରତିଶ୍ରୁତି ଦେବାର ସମ୍ଭାବନା ରହିଛି ଏହା ବ୍ୟତୀତ ଆଜି ଆପଣ ଯଦି କୌଣସି କାର୍ଯ୍ୟ ଆରମ୍ଭ କରିବେ ତେବେ ନିଜର ପରିବାର ଲୋକଙ୍କ ବିରୋଧର ସମ୍ମୁଖୀନ ହେବେ।

ତୁଳା ରାଶି:- ଆପଣଙ୍କର ଦୁଶ୍ଚିନ୍ତା ବଢିବାର ସମ୍ଭାବନା ରହିଛି।ଏହା ବ୍ୟତୀତ ସମସ୍ତ କାର୍ଯ୍ୟ ଭଲରେ ଭଲରେ ପୂର୍ଣ୍ଣ ହୋଇଯିବ ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଆପଣ ଅନେକ ଭାବରେ ସଫଳତା ପ୍ରାପ୍ତ କରିବେ।ବିଛା ରାଶି:- ଆପଣ ବ୍ୟବସାୟ କ୍ଷେତ୍ରରେ ଅନେକ ଲାଭ କରିବେ।ଏହା ବ୍ୟତୀତ କୌଣସି ଯୁବକ ଆପଣଙ୍କୁ ଅନେକ ଭାବରେ ସହାୟତା କରିବେ ଏହା ବ୍ୟତୀତ ଆଜିର ଦିନ ଆପଣଙ୍କ ପାଇଁ ଅନେକ ଭାବରେ ସୁଖମୟ ହେବା ସହିତ ଆପଣଙ୍କ ପାଇଁ ଅନେକ ଶୁଭ କାର୍ଯ୍ୟ କରିବାର ସମୟ ହୋଇ ପାରେ।

ଧନୁ ରାଶି:- ଆପଣ ଆଜି ଜମିଜମା ବିବାଦରେ ଫସି ରହିବେ।ଆପଣ ସତର୍କ ହୋଇ ରହିବା ଆବଶ୍ୟକ ଅଟେ।ମକର ରାଶି:- ଆପଣଙ୍କ ଅଟକି ରହି ଥିବା ଟଙ୍କା ଫେରି ଆସିବ ଏହା ବ୍ୟତୀତ ଆପଣ ଆଜି ନିଜର ବନ୍ଧୁ ମାନଙ୍କ ସହାୟତା ନେଇ ନିଜର କାର୍ଯ୍ୟ ପୂର୍ଣ୍ଣ କରିବେ।

କୁମ୍ଭ ରାଶି:- ଏହା ବ୍ୟତୀତ ଆପଣ ଆଜି କୌଣସି କଥାକୁ ହାଲୁକା ଭାବରେ ଗ୍ରହଣ କରିବା ଫଳରେ ନିଶ୍ଚୟ ଭାବରେ ଅସୁବିଧାର ସମ୍ମୁଖୀନ ହେବେ।ଏହା ବ୍ୟତୀତ ରହିଥିବା ଅର୍ଥ ଫେରି ପାଇବା ଫଳରେ ଆପଣଙ୍କ ଆର୍ଥିକ ସ୍ଥିତି କିଛି ମାତ୍ରାରେ ଭଲ ହୋଇଯିବ।

ମୀନ ରାଶି:- ଏହି ରାଶିର ଲୋକମାନେ କାହାକୁ ନିଜର ଗୋପନ କଥା କୁହନ୍ତୁ ନାହିଁ କାରଣ ଆଜି ସେହି ବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇ ପାରନ୍ତି।ଏହା ବ୍ୟତୀତ ପରିବାରର ଭୁଲ ବୁଝାମଣା କାରଣରୁ ଅଶାନ୍ତି ସୃଷ୍ଟି ହେବାର ଅନେକ ସମ୍ଭାବନା ରହିଛି।ତେଣୁ ଆପଣ ସତର୍କ ହୋଇ ରହିବା ଆବଶ୍ୟକ।

ତେବେ ଆପଣଙ୍କର ଯେଉଁ ରାଶି ବି ହେଉ ଭଗବାନଙ୍କ ନାମ ଜପ କର ଜୀବନର ସବୁ ଦୁଃଖ ହେବ ଦୂର।ଯଦି କିଛି ଭଲ ତଥା ମହତ ଆଶା ପାଇଁ କାର୍ଯ୍ୟ କରୁଛନ୍ତି ତେବେ ଭଗବାନଙ୍କ ନାମ ନେଇ କରନ୍ତୁ ସଫଳତା ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *