December 21, 2024

Odia Express

Leading Odia News Portal of Odisha

୩ ବର୍ଷ ପର୍ଯ୍ୟନ୍ତ ସବୁଦିନ ଏକାଠି କରୁଥିଲେ ଏକ ଟଙ୍କିଆ ମୁଦ୍ରା , ଓ ତାପରେ ବ୍ୟକ୍ତି ଜଣଙ୍କ ପହଞ୍ଚିଗଲେ ନିଜ dream ବାଇକ୍ ନେବାପାଇଁ ଜାଣନ୍ତୁ ତାପରେ କଣ ହେଲା…

ଆପଣ ସମସ୍ତେ ଗୋଟେ ଲୋକକଥା ତ ଶୁଣିଥିବେ କି ଯଦି ଛୋଟ ଛୋଟ ପ୍ରୟାସ କରାଯାଏ ଓ ସାହାସ ନ ହାରିବା ତେବେ ସଫଳତା ସହଜରେ ହାସିଲ୍ କରିପାରିବା । ସେମିତି ଭାଗ୍ୟର କିଛି ବି ଠିକଣା ରହିନଥାଏ ସେ ରାଜାକୁ ବି ଭିକାରୀ କରିଦେଇପାରେ, କିନ୍ତୁ କହନ୍ତି ନା ଯଦି ବୁନ୍ଦା ବୁନ୍ଦା ଏକାଠି କରାଯାଏ ତେବେ ସେ ଦିନେ ସାଗର ହୋଇଯାଏ, ତାମିଲନାଡୁର ଜଣେ ବ୍ୟକ୍ତି ଏହି ଲୋକକଥାକୁ ସତ ପ୍ରମାଣିତ କରିଦେଖାଇଛନ୍ତି, ବ୍ୟକ୍ତି ଜଣଙ୍କ ୩ ବର୍ଷ ପର୍ଯ୍ୟନ୍ତ ଏକ ଏକ ଟଙ୍କା ଏକାଠି କରି ନିଜ ସ୍ୱପ୍ନର ବାଇକ୍ କିଣିନେଲା ।

ସୁଚନା ପାଇଁ କହିଦେବୁ କି ଏହି ବ୍ୟକ୍ତି ତାମିଲନାଡୁର ସ୍ଲେମ୍ ଜିଲ୍ଲାର ବାସିନ୍ଦା ଅଟେ । ଯିଏ ନିଜ ପଇସା ବଞ୍ଚାଇକରି ନିଜ ପରିଶ୍ରମର ଦମ୍ ରେ ୨,୬ ଲକ୍ଷର ବାଇକ୍ କିଣିଦେଖାଇଛନ୍ତି । କହିଦେବୁ କି ଏହି ପଇସା ସଂଖ୍ୟା ଏତେ ଅଧିକା ଥିଲା କି ଗଣିବା ପାଇଁ ଶୋରୁମ୍ ର ପୁରା କର୍ମଚାରୀ ପୁରା ୧୦ ଘଣ୍ଟା ସମୟ ଲଗାଇଲେ । ବିଏସଏ ରୁ ଗ୍ରାଜୁଏସନ୍ ଡିଗ୍ରୀ ଏହି ଯୁବକ କରିଛନ୍ତି । ଏହି ଯୁବକଙ୍କ ନାଁ ବୁପଥୀ ଅଟେ ।  ଏହା ସହ ସେ ୩ ବର୍ଷ ପର୍ଯ୍ୟନ୍ତ କମ୍ପ୍ୟୁଟର୍ ଇଞ୍ଜିନିୟରିଙ୍ଗ୍ କରିଛନ୍ତି ।

କହିଦେବୁ କି ବୁପଥୀଙ୍କୁ ୩ ବର୍ଷ ପୁର୍ବରୁ ଶୋରୁମ୍ ରେ ଏକ ବାଇକ୍ ପସନ୍ଦ ଆସିଯାଇଥିଲା, କିନ୍ତୁ ତାଙ୍କ ପାଖରେ ସେତେବେଳେ ସେତିକି ପଇସା ନଥିଲା । ସେହି ସମୟରେ ବାଇକ୍ ଦାମ୍ ୩ ଲକ୍ଷ ଟଙ୍କା ଥିଲା,  ସେହି ଦିନରୁ ସେ ଫଇସଲା କରିସାରିଥିଲା କି ସେ ପଇସା ଜମା କରି ସେ ନିଜ ଡ୍ରିମ୍ ବାଇକ୍ କୁ କିଣିନେବ,  ବୁପଥୀ ଏହି ମାମଲାରେ କହନ୍ତି କି ଗତ ୩ ବର୍ଷରୁ ସବୁ ମନ୍ଦିର, ଚାହାର ଦୋକାନ ଓ ହୋଟେଲ୍ ରେ ଯାଇକରି ନୋଟ୍ ରୁ ପଇସା ଏକ୍ସଚେଞ୍ଜ କରିଆସୁଛି ।

ଏହି ସମୟରେ ଯେବେ ଏହି କମ୍ପ୍ୟୁଟର୍ ଇଞ୍ଜିନିୟର୍ ନିଜ ସ୍ୱପ୍ନର ବାଇକ୍ କିଣିବାକୁ ପହଞ୍ଚିଲେ  ତେବେ ତାଙ୍କୁ ପଇସା ଦେବା ପାଇଁ କୁହାଗଲା ତେବେ ସେ ନିଜ ପାଖରେ ଏକ ବ୍ୟାଗ୍ ବାହାର କଲେ, ଏହି ବ୍ୟାଗ୍ କୁ ଦେଖିବାପରେ ଶୋରୁମ୍ ଷ୍ଟାଫ୍ ପୁରା ଚକିତ ହୋଇଯାଇଥିଲେ , ଏହି ବାଇକ୍  ପେମେଣ୍ଟ୍ ପାଇଁ ବୁପଥୀ ଟଙ୍କିକିଆ ଆଣିଥିଲେ, ଏହି ପଇସା ୨,୬ ଲକ୍ଷର ଥିଲା, ଏହି ପୁରା ପଇସା ବିଷୟରେ ଶୋରୁମ୍ ମ୍ୟାନେଜର୍ ମହାବିକ୍ରାନ୍ତ କହନ୍ତି କି ସେ

ପୁର୍ବରୁ ଏହି ପଇସା ନେବାକୁ ମନା କରିଥିଲେ କିନ୍ତୁ ସେ ଏମିତି କରି ବୁପଥୀଙ୍କୁ ନିରାଶ କରିବାକୁ ଚାହୁଁନଥିଲେ,  ଓ ସେ ପଛରେ ହଁ କରିଦେଇଥିଲେ,  ଆଗକୁ ସେ ଏହି କଥାର ଖୁଲାସା କରିଥିଲେ କି ଏହି ପଇସାକୁ ବ୍ୟାଙ୍କ୍ ରେ ଜମା କରିବା ଉପରେ ୧ ଲକ୍ଷ ଟଙ୍କାରେ ୧୪୦ ଟଙ୍କା ଫିସ୍ ଚାର୍ଜ କରିବ, ତାହା ସହ ମ୍ୟାନେଜର୍ ଏହା ବି କହିଥିଲେ କି ଏହି ପଇସାକୁ ଗଣିବାକୁ ତାଙ୍କ କର୍ମଚାରୀଙ୍କୁ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥିଲା, ଯେପରି ଗଣିବା ଶେଷ ହୋଇଥିଲା ବୁପଥୀଙ୍କୁ ତାଙ୍କ ବାଇକ୍ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *