September 19, 2024

Odia Express

Leading Odia News Portal of Odisha

ରାନୁ ମଣ୍ତଳ ନିଜ ଆବାଜ୍ ରେ ଗାଇଲେ “ଜାନେ ମେରି ଜାନେ ମନ୍ bachapan kaa pyar ଗୀତ, ଇଣ୍ଟରନେଟ୍ ରେ ଧମାଲ୍ ମଚାଉଛି ଭିଡିଓ,ଲୋକ ଦେଖିବା ପରେ କହିଲେ ତମେ…

ସୋସିଆଲ୍ ମିଡିଆରେ କାହାକୁ ରାତାରାତି ଷ୍ଟାର୍ ବନାଇଦେଇପାରେ ତ କେବେ କାହାକୁ ରାସ୍ତା କଡର ଭିକାରି ବି ବନାଇଦେଇପାରେ, ସୋସିଆଲ୍ ମୀଡିଆରେ ବହୁତ ଲୋକ ରାତାରାତି ଷ୍ଟାର୍ ହୋଇଛନ୍ତି । ଆପଣ ସମସ୍ତଙ୍କୁ ରାଣୁ ମଣ୍ତଳଙ୍କ କଥା ମନେ ଥିବ, ହଁ ଆଜ୍ଞା, ରାନୁ ମଣ୍ତଳଙ୍କ କଥା କହୁଛୁ ଯିଏ କେବେ ରେଲୱେ ଷ୍ଟେସନରେ ଭିକ ମାଗିକରି ନିଜ ଗୁଜୁରାଣ ମେଣ୍ଟାଉଥିଲେ, କିନ୍ତୁ ସୋସିଆଲ୍ ମିଡିଆ ଦମ୍ ରେ ରାନୁମଣ୍ତଳ ରାତାରାତି ଷ୍ଟାର୍ ହୋଇଗଲେ ।

ଯେବେ ରାନୁ ମଣ୍ତଳଙ୍କ କିଛି ସେକେଣ୍ତର ଭିଡିଓ ସୋସିଆଲ୍ ମୀଡିଆରେ ଭାଇରାଲ୍ ହେଲା ତ ତାଙ୍କ ଭାଗ୍ୟ ପୁରା ବଦଳିଗଲା, ଏହି ଭିଡିଓ ଦେଖିକରି ସବୁ ଲୋକ ତାଙ୍କ ଆବାଜ୍ ର ପ୍ରଶଂସା କରିବାକୁ ଲାଗିଲେ, ତାଙ୍କ ପ୍ରଶଂସକଙ୍କ ସଂଖ୍ୟାରେ ବୃଦ୍ଧି ହେବାକୁ ଲାଗିଲା, ଏହି ମଧ୍ୟରେ ରାତାରାତି ଇଣ୍ଟରନେଟ୍ ସେନସେସନ୍ ହୋଇଥିବା ରାନୁ ମଣ୍ତଳଙ୍କ ଏବେ ଭାଇରାଲ୍ ଗୀତ ବଚପନ କା ପ୍ୟାର୍ ଗାଉଥିବାର ନଜର ଆସିଥିଲେ

ଏହି ଭିଡିଓ ଏବେ ଇଣ୍ଟରନେଟ୍ ରେ ଧମାଲ୍ ମଚାଉଛି । ଆପଣଙ୍କୁ କହିଦେବୁ କି ରାନୁ ମଣ୍ତଳ ଏହା ପୁର୍ବରୁ ଭାଇରାଲ୍ ଗୀତ ମାଣିକେ ମାଗେ ହିତେ କୁ ଗାଇକରି ଚର୍ଚ୍ଚାରେ ଆସିଥିଲେ, ରାନୁ ମଣ୍ତଳ ଏବେ ବଚପନ କା ପ୍ୟାର୍ ଗୀତ ଗାଉଛନ୍ତି, ସେମିତି ଏହି ଭିଡୀଓ କ୍ଲିପ୍ସ ୧୫ ସେକେଣ୍ତର ଅଟେ କିନ୍ତୁ ଇଣ୍ଟରନେଟ୍ ରେ ବହୁତ ଭାଇରାଲ୍ ହେଉଛି, ଏହି ଭିଡିଓ କୁ ଏବେ ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିସାରିଲେଣି, ୟୁଟ୍ୟୁବ୍ ରେ ଏହି ଭିଡିଓକୁ YouTuber Rondhon Porichoy ଚ୍ୟାନେଲରେ ସେୟାର୍ କରାଯାଇଛି ।

ଆପଣଙ୍କୁ କହିଦେବୁ କି ବଚ୍ଚପନ କା ପ୍ୟାର୍ ଟ୍ରେଣ୍ତିଙ୍ଗ୍ ଗୀତ ଅଟେ, ଏହି ଗୀତକୁ ଛତିଶଗଡର ସହଦେବ ଗାଇଥିଲେ, ଏହାପରେ ରାପର୍ ବାଦଶାହ୍ ଦ୍ୱାରା ସହଦେବଙ୍କ ବଚ୍ଚପନ କା ପ୍ୟାର୍ ଗୀତକୁ ରିମିକ୍ସ କରି ଲଞ୍ଚକରାଗଲା< ଯାହାକୁ ବହୁତ ପସନ୍ଦ କରାଗଲା, ଆପଣ ଭିଡୀଓରେ ଦେଖିପାରିବେ କି ରାନୁ ମଣ୍ତଲଙ୍କ ଏହି ଗୀତରେ ଲାଲ୍ ରଙ୍ଗର ଟି ସାର୍ଟ ଓ ସ୍କର୍ଟ ପିନ୍ଧିଥିବାର ଦେଖାଯାଇଛନ୍ତି ।

ଆପଣଙ୍କୁ କହିଦେବୁ କି ରାନୁ ମଣ୍ତଳ ୨୦୧୯ ରେ ଲାଇମ୍ ଲାଇଟ୍ ରେ ଆସିଥିଲେ, ପଶ୍ଚିମ ବଙ୍ଗଳାର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେସକରଜୀଙ୍କ ଲୋକପ୍ରିୟ ଗୀତ ଏକ ପ୍ୟାର୍ କା ନଗମା ହେ, ଗିତକୁ ଗାଇକରି ରାନୁ ମଣ୍ତଳଙ୍କ ଗୀତ ବହୁତ ଭାଇରାଲ୍ ହୋଇଥିଲା, ରାନୁ ମଣ୍ତଳ ଭିକ ମାଗିକରି ଗୀତ ଗାଇକରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି, କିନ୍ତୁ ଯେବେ ତାଙ୍କ ଗୀତ ଭାଇରାଲ୍ ହେଲା ତେବେ ସେ ବହୁତ ଲୋକପ୍ରିୟ ହୋଇଗଲେ ।

ରାନୁମଣ୍ତଳଙ୍କ ଗୀତକୁ ଗାଈକରି ତାଙ୍କ ଭିଡିଓ ଏକ ଯୁବା ଇଞ୍ଜିନିୟର ଅତିନ୍ଦ୍ର ଚକ୍ରବର୍ତ୍ତୀ ସୋସିଆଳ୍ ମିଡିଆରେ ସେୟାର୍ କରିଥିଲେ, ଯାହାପରେ ସିଙ୍ଗର୍ ହିମେଶ୍ ରେସମିଆଁ ଫିଲ୍ମ ହ୍ୟାପି ହାର୍ଡି ଆଣ୍ତ ହୀର୍ ପାଇଁ ତାଙ୍କୁ ଗାଈବାକୁ କୁହାଯାଇଥିଲା, ଏହି ଗୀତ ବହୁତ ହିଟ୍ ହେଲା, କିନ୍ତୁ ରାଣୁ ମଣ୍ତଳଙ୍କ ଲୋକପ୍ରିୟତା ବେଶୀଦିନ ରହିନଥିଲା

ଓ ସେ ପୁଣି ଆଉଥରେ ସେ ପୁରୁଣା ଦୁନିଆଁରେ ପହଞ୍ଚିଗଲେ, କିନ୍ତୁ ବହୁତଥର ରାନୁ ମଣ୍ତଳଙ୍କ ଭିଡିଓ ସୋସିଆଳ୍ ମିଡିଆରେ ଭାଇରାଲ୍ ହୋଇଥାଏ, ସେମିତି ଦେଖିବାକୁ ଗଲେ ରାନୁ ମଣ୍ତଳଙ୍କ ଜୀବନ ପୁର୍ବ ଅପେକ୍ଷା ଭଲରେ ଅଛି, ଓ ସେ ସୋସିଆଳ୍ ମୀଡିଆରେ ଚର୍ଚ୍ଚାର ଘେରରେ ରୁହନ୍ତି ।

Leave a Reply

Your email address will not be published. Required fields are marked *