October 18, 2024

Odia Express

Leading Odia News Portal of Odisha

ଅଲ୍ଲୁ ଅର୍ଜୁନ ଅଟନ୍ତି ସତରେ Icon ଷ୍ଟାର୍, କହିଲେ ମୋର ଝିଅ ଓ ସ୍ତ୍ରୀ ଯେପରି ଫିଲ୍ମ ଦେଖିହେବନାହିଁ ସେମିତି ଫିଲ୍ମ କରିବି ନାହିଁ କାରଣ…

ଏହି ଦିନରେ ଅଲ୍ଲୁ ଅର୍ଜୁନ୍ ନିଜ ଫିଲ୍ମ ପୁଷ୍ପାର ଜରିଆରେ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇବାରେ ସଫଳ ହୋଇଛନ୍ତି, ପୁଷ୍ପା ସୁପରହିଟ୍ ଫିଲ୍ମ ପ୍ରମାଣିତ ହୋଇଛି, ପୁଷ୍ପା ଫିଲ୍ମରେ କରାଯାଇଥିବା ଅଲୁ ଅର୍ଜୁନଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି, ସାଊଥ୍ ସୁପରଷ୍ଟାର୍ ଆଲୁ ଅର୍ଜୁନ ଙ୍କ ପାଇଁ ଲୋକପ୍ରିୟତା ଓ ସଫଳତା କିଛି ନୁଆ କଥା ନୁହେଁ ଏହା ପୁର୍ବରୁ ସେ ବହୁତ ସୁପରହିଟ୍ ଫିଲ୍ମ କରିସାରିଛନ୍ତି, ଅଲ୍ଲୁ ଅର୍ଜୁନ ସାଊଥ୍ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ଅଟନ୍ତି, ତାଙ୍କୁ କେବଳ ସାଉଥ୍ ଗୋଟେ ଭାଷାର ଲୋକେ ପସନ୍ଦ କରନ୍ତି ନାହିଁ ବରଂ ମାଲାୟଲମ୍, ତାମିଲ୍ ଓ ତେଲେଗୁ ପରି ସବୁ ଫିଲ୍ମରେ ସେ ରାଜ୍ କରନ୍ତି ।

ସେ ଏତେ ଲୋକପ୍ରିୟ କି ସେ ନିଜ ଫ୍ୟାନ୍ସ ଓ ଦର୍ଶକଙ୍କ ପ୍ରତି ସେତିକି ବିନମ୍ର ଅଟନ୍ତି, ତାଙ୍କ ବିନମ୍ରତାକୁ ଦେଖିକରି ଫ୍ୟାନ୍ସ ଅନ୍ୟ ଅଭିନେତାଙ୍କୁ ତାଙ୍କ ପରି ବ୍ୟବହାର କରିବାକୁ ଚାହୁଁଛନ୍ତି, ଏହି ଅଭିନେତା ଙ୍କ ଏକ ଝଲକ ଏବେ ଦିଆଯାଇଥିବା ଇଣ୍ଟରଭ୍ୟୁରେ ଦେଖିବାକୁ ମିଳିଥିଲା, ମିଡିଆକୁ ଦେଇଥିବା ଏହି ଇଣ୍ଟରଭ୍ୟୁରେ ସାଉଥ୍ ସୁପରଷ୍ଟାର୍ ଅଲୁ ଅର୍ଜୁନଙ୍କୁ ପ୍ରଶ୍ନ କରାଗଲା କି ସେ ଦର୍ଶକ ଓ ଏକ ଅଭିନେତାର ମଧ୍ୟରେ ସଂମ୍ପର୍କକୁ କିପରି ପ୍ରଭାବିତ୍ କରିବେ

ଏହାର ଜବାବ୍ ରେ ସେ କହିଥିଲେ କି ଦର୍ଶକ ଓ ଅଭିନେତା ଏକ ପ୍ରକାରର ଏବେ ପରିବାରରେ ପରିବର୍ତ୍ତନ ହୋଇସାରିଛି, ଏଠାରେ ଅଭିନେତା ହେବା ସହ ଏକ ଦାୟିତ୍ୱ ବି ଆସିଯାଏ, ଆମେ ଦର୍ଶକଙ୍କ ଭାବନାକୁ ଓ ଖୁସିକୁ ଧ୍ୟାନ ରଖୁନାହୁଁ ତେବେ ଆମକୁ ଆଘାତ ଦେଲାଭଳି କଥାଗୁଡିକ ଆମକୁ ଦାୟୀ ବନାଇଥାଏ ।

ଅଲୁ ଅର୍ଜୁନ୍ କହିଲେ କି ଦର୍ଶକଙ୍କ ସହ କିଛି ଭୁଲ୍ ନହେଉ ଏହାର ପୁରା ଦାୟିତ୍ୱ ଆମ ଉପରେ ଆସିଥାଏ, ଆଂଏ ଏହାର ଉତ୍ତରଦାୟୀ ରହୁ, ବହୁତଥର ପଇସାରେ ଓ ବହୁତଥର ଅନ୍ୟ ମାଧ୍ୟମରେ ଆମେ ତାଙ୍କର ସାହାଯ୍ୟ କରିବା ଉଚିତ୍, ଯାହା ଆମକୁ ଏତେ କିଛି ଦେଇଛନ୍ତି, ତାଙ୍କୁ କିଛି ଦେବାରେ ଆମର କୌଣସି ଅସୁବିଧା ନାହିଁ

ଏହା ସହ ଅଲୁ ଅର୍ଜୁନ ନିଜ ଫିଲ୍ମ ସହ ଯୋଡି ହୋଇଥିବା ଏକ କଥା କହିଲେ କି ସେ ନିଜ ଫିଲ୍ମ ବନାଇବା ସମୟରେ ଏହି କଥାକୁ ପୁରା ଧ୍ୟାନ ରଖନ୍ତି କି ତାଙ୍କ ଫିଲ୍ମ ଦେଖିବା ସମୟରେ ଛୁଆ ଓ ସିନେମାଘରେ ବସିଥିବା ମହିଳା ଅସହଜ ଅନୁଭବ ନକରନ୍ତୁ ଆଗକୁ ଅଭିନେତା କହିଲେ କି ସେ କେବେ ବି ଏମିତି ଫିଲ୍ମରେ କାମ କରିବେ ନାହିଁ ଯାହାକୁ ନିଜ ସ୍ତ୍ରି ଓ ଛୁଆଙ୍କ ସହ ବସିକରି ଦେଖିହେବନାହିଁ

ସେ କହିଲେ ଯେଉଁ ଫିଲ୍ମକୁ ସେ ପରିବାର ସହ ଦେଖିବାରେ କମଫର୍ଟ ଅନୁଭବ୍ କରୁନାହାନ୍ତି ସେ ଫିଲ୍ମରେ କାମ କରିବେ ନାହିଁ । ସାଉଥ୍ ଅଭିନେତା ଆଗକୁ ଇଣ୍ଟରଭ୍ୟୁରେ କହିଲେ କି ଏବେ ସାଉଥ୍ ନୁହେଁ ବରଂ ଭାରତିୟ ସିନେମା ସମୟ ଆସିଯାଇଛି, ଗୋଟେ ସମୟ ଏମିତି ଥିଲା କି ଯେବେ ହିନ୍ଦୀ ସିନେମାଜଗତରେ ଆସୁଥିବା ଲୋକଙ୍କୁ ଅଲ୍ଲୁ ଅର୍ଜୁନ ପଛୁଆ କରିଦେଉଥିଲେ

ଏହାକରି ସେ ମନା କରିଦେଉଥିଲେ କି ଏବେ ସେ ଏହି ଜିନିଷ ପାଇଁ ପ୍ରସ୍ତୁତ ନାହାନ୍ତି, କିନ୍ତୁ ଏବେ ନିଜ ଇଣ୍ଟରଭ୍ୟୁରେ ସେ ପ୍ରମାଣିତ କରିଦେଲେ କି ଏବେ ହିନ୍ଦୀ ସିନେମା ଜଗତରେ ଫିଲ୍ମରେ କାମ୍ କରିବାକୁ ସେ ପ୍ରସ୍ତୁତ ହୋଇଛନ୍ତି, କିନ୍ତୁ ଏବେ ସେ ଖୁଲାସା କରିନାହାନ୍ତି  କି ଏବେ ସେ ପୁଷ୍ପାର ଦ୍ୱିତୀୟ ପାର୍ଟ ଉପରେ ଧ୍ୟାନ କେନ୍ଦ୍ରିତ୍ କରିବାକୁ ଚାହୁଁଛନ୍ତି, କିନ୍ତୁ ଯଦି ଭବିଷ୍ୟତରେ ହିନ୍ଦୀ ସିନେମା ଜଗତରୁ ଭଲ ହୋଇପାରିବ ତେବେ ସେ ବଲିଉଡ୍ ଫିଲ୍ମରେ ଅଭିନୟ କରୁଥିବାର ଦେଖାଯିବେ ।

Leave a Reply

Your email address will not be published. Required fields are marked *