October 18, 2024

Odia Express

Leading Odia News Portal of Odisha

ତାରକ୍ ମେହେଟ୍ଟା କା ଉଲଟା ଚଷମା ର ଗାର୍ଲଫ୍ରେଣ୍ତ ବାବରୀ ସୁନ୍ଦରତାର ମାମଲାରେ Babita ଙ୍କୁ ଦେଇଥାନ୍ତି କଡା ଟକ୍କର, ଦେଖନ୍ତୁ ଅଭିନେତ୍ରୀଙ୍କର ବୋଲଡ୍ ଅବତାର୍

ଛୋଟ ପରଦାରେ ଲୋକପ୍ରିୟ କମେଡି ଶୋ ତାରକ୍ ମେହେଟ୍ଟା କା ଓଲଟା ଚଷମା ବହୁତ ଦିନରୁ ଦର୍ଶକଙ୍କୁ ଏଣ୍ଟରଟେଣ୍ଟ୍ କରି ଆସୁଛି, ଏହି ଶୋ ଟିଆରପି ମାମଲାରେ ସବୁଠାରେ ଆଗୁଆ ରହୁଛୁ, ଟିଭିରେ ତାରକ୍ ମେହେଟ୍ଟା କା ଉଲଟା ଚଷମା ୧୪ ବର୍ଷ ଧରି ପ୍ରସାରିତ ହେଉଛି, ଓ ଏତେ ବର୍ଷ ପରେ ବି ଏହି ଶୋର ପପୁଲାରିଟିରେ କିଛି ବି ଫରକ୍ ପଡିନାହିଁ, ଓ ଆଜି ବି ଲୋକେ ଏହାକୁ ଦେଖିବାକୁ ବହୁତ ପସନ୍ଦ କରୁଛନ୍ତି, ତାରକ୍ ମେହେଟ୍ଟା କା ଉଲଟା ଚଷମାରେ ସବୁ କଳାକାରମାନେ ନିଜ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇଛନ୍ତି, ଏହି ସବୁ କଳାକାର ଆଜି ଏହି ଶୋ ଦ୍ୱାରା ପପୁଲାରିଟି ହାସିଲ୍ କରିଛନ୍ତି, କିନ୍ତୁ ତାରକ୍ ମେହେଟ୍ଟା କା ଉଲଟା ଚଷମାରେ ଦେଖାଯାଊଥିବା ବାବରୀ ଭୁମିକାରେ ଅଭିନେତ୍ରୀ ମୋନିକା ଭଦୋରିଆ ରହିଛନ୍ତି । ଆଜି ଆମେ ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଟିଭି ଅଭିନେତ୍ରୀ ମୋନିକା ଭାଦୁରିଆଙ୍କ ବିଷୟରେ କିଛି ଖାସ୍ କଥା ଉପସ୍ଥାପନା କରିବୁ ।

ଆପଣଙ୍କୁ କହିଦେବୁ କି ମୋନିକା ଭଦୁରିଆଙ୍କ ଜୀବନଶୈଳୀ ଏକଦମ୍ ସାଧାରଣ ନଜର ଆସିଥାଏ, କିନ୍ତୁ ସେ ରିୟଲ୍ ଲାଇଫ୍ ରେ ବହୁତ ସୁନ୍ଦର ଓ ଗ୍ଲାମରର୍ସ ନଜର ଆସିଥାନ୍ତି, ଏହି ଦିନ ସୋସିଆଳ୍ ମିଡିଆରେ ମୋନିକା ଭଦୁରିଆଙ୍କ କିଛି ସୁନ୍ଦର ଫଟୋ ଭାଇରାଲ୍ ହେବାରେ ଲାଗିଛି, ଏହି ଫଟୋକୁ ଦେଖି ମୋନିକା ଏବେ ଚର୍ଚ୍ଚିତ ହୋଇଛନ୍ତି ।

ଆପଣଙ୍କୁ କହିଦେବୁ କି ମୋନିକା ଭଦୁରିଆ ତାରକ୍ ମେହେଟ୍ଟା କା ଉଲଟା ଚଷମାରେ ସେମିତି ଏକ ଛୋଟ ଭୁମିକାରେ ନଜର ଆସୁଛନ୍ତି, କିନ୍ତୁ ନିଜ ସୁନ୍ଦରତା ଓ ଅଭିନୟରୁ ମୋନିକା ସମସ୍ତଙ୍କୁ ନିଜ ଦିୱାନା ବନାଇଛନ୍ତି, ଓ ସେ ରିୟଲ୍ ଲାଇଫ୍ ରେ ସେମିତି ସୁନ୍ଦର ନଜର ଆସନ୍ତି । ତାରକ୍ ମେହେଟ୍ଟାରେ ବାଗାଙ୍କ ଗାର୍ଲଫ୍ରେଣ୍ତ ଭୁମିକା ନିଭାଇଥିବା ବେଳେ ସେମିତି ଏବେ ସେ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ନଜର ଆସନ୍ତି, ସେ ଆସିବା ଦିନରୁ ତାଙ୍କ ଏକାଉଣ୍ଟରେ କିଛି ନା କିଛି ଫଟୋ ଅପଲୋଡ୍ କରନ୍ତି ଯାହାକି ଦର୍ଶକଙ୍କୁ ବହୁତ ପସନ୍ଦ ଆସେ ।

ମୋନିକାଙ୍କ ଏବେ କିଛି ଲାଟେଷ୍ଟ ଫଟୋ ଆମ ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକେ ଚିହ୍ନିବାରେ ମୁସକିଲ୍ ହେଉଛି, କହିଦେବୁ କି ଏହି ଫଟୋରେ ମୋନିକା ବହୁତ ସୁନ୍ଦର ଲାଗୁଛନ୍ତି, ଓ ପ୍ରସଂଶକ ବହୁତ ପ୍ରଶଂସା କରୁଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କ ଫ୍ୟାନ୍ସ ଏହି ଫଟୋକୁ ଦେଖିବାପରେ ତାଙ୍କ ତୁଳନା ବବିତାଜୀଙ୍କ ସହ କରିବାକୁ ଲାଗିଲେଣି, କହିଦେବୁ କି ମୋନିକା ଭଦୁରିଆ ତାରକ୍ ମେହେଟ୍ଟା ଉଲଟା ଚଷମା ଶୋରେ କମ୍ ସମୟ ପାଇଁ ନଜର ଆସିଥାନ୍ତି ,କିନ୍ତୁ ନିଜ ଭଲ ଅଭିନୟ କାରଣରୁ ଆଜି ସେ ଦର୍ଶକଙ୍କ ଧ୍ୟାନର କେନ୍ଦ୍ରବିନ୍ଦୁ ପାଳଟି ଛନ୍ତି,

Leave a Reply

Your email address will not be published. Required fields are marked *