October 18, 2024

Odia Express

Leading Odia News Portal of Odisha

ଘରେ ବସି ଭାଗ୍ୟ ଚମକିବ ଏହି ୪ ଟି ରାଶିଗୁଡିକ, ୧୭ ମାର୍ଚ୍ଚ ରୁ ପଲଟିବ ଏହି ରାଶିଗୁଡିକର ଭାଗ୍ୟ, ମିଳିବ Benifit ଆଉ ପ୍ରବଳ ପଇସା…

ବୈଦିକ ଜ୍ୟୋତିଷ୍ୟଶାସ୍ତ୍ରକୁ ମାନିଲେ ଯେବେ କେଉଁ ଗ୍ରହ ନିଜ ରାଶି ପରିବର୍ତ୍ତନ କରେ ତେବେ ଏହାର ପ୍ରଭାବ ସମୁଦାୟ ୧୨ ଟି ରାଶି ଉପରେ ପ୍ରଭାବ ଦେଖିବାକୁ ମିଳେ । ଏହି ମାସର ୧୭ ମାର୍ଚ୍ଚ କୁ ଶୁକ୍ର ଗ୍ରହ ନିଜ ମିତ୍ର ଶନି ରାଶି ମକରରେ ପ୍ରବେଶ କରିବେ, ଏହି ଶୁକ୍ର ଗୋଚରର କିଛି ବିଶେଷ ରାଶିର ଜାତକରେ ବହୁତ ଲାଭ ଯୋଗ ଦେଖାଯାଉଛି, ଶୁକ୍ରଙ୍କୁ ଧନ,ବୈଭବ, ସଂପଦାର କାରକ ବୋଲି ମାନାଯାଏ, ଏମିତିରେ ଏହି କ୍ଷେତ୍ରରେ ସବୁଠାରୁ ଅଧିକା ଫାଈଦା ହେବ ।

୧) ମେଷ ରାଶି- ଶୁକ୍ର ରାଶିର ପରିବର୍ତ୍ତନରୁ ମେଷ ରାଶିର ଜାତକରେ ସବୁଠାରୁ ଅଧିକା ଲାଭ ହେବ, ଏଥିରେ ଆପଣଙ୍କୁ ନୁଆ ଜବ୍ ଅଫର୍ ମିଳିପାରେ, ଧନର କୌଣସି ଅଭାବ ରହିବ ନାହିଁ, ଅଚାନକ ଧନ ପ୍ରାପ୍ତି ହୋଇପାରେ, ଆର୍ଥିକ ଅସୁବିଧା ସବୁଦିନ ପାଇଁ ଚାଲିଯିବ । ସେମିତି ବେପାରୀଙ୍କପାଇଁ ସମୟ ଭଲ ରହିବ, ବିଜନେସ୍ ରେ ମନମୁତାବିକ ଲାଭ ମିଳିବ, କେଉଁ ଶୁଭକାମରେ ଯାତ୍ରା ହୋଇପାରେ, ନିଜ ଲୋକଙ୍କ ସହଯୋଗ ମିଳିବ, ଜୀବନସାଥୀଙ୍କ ସହ ସଂବନ୍ଧ ମଧୁର ରହିବ । କେଉଁ ପୁରୁଣା ସାଙ୍ଗଙ୍କ ସହ ସାକ୍ଷାତ ଲାଭଦାୟକ ହେବ, ପଇସା ନିବେଶ କରିବାପାଇଁ ଉତ୍ତମ ସମୟ ଅଛି ।

୨) ବୃଷ ରାଶି- ଶୁକ୍ରଙ୍କ ରାଶି ପରିବର୍ତ୍ତନରୁ ବୃଷ ରାଶିର ଜାତକରେ ଭାଗ୍ୟ ଚମକି ଉଠିବ, ଏଥିରେ ଆପଣଙ୍କୁ ଚାକିରି ଓ ବିଜନେସ୍ ଉଭୟରେ ଲାଭ ହେବ, ମାଲିକ କାମକୁ ପ୍ରଶଂସା କରିବେ, ଚାକିରିରେ ପଦୋନ୍ନତି ହେବ, ବେପାର ବୃଦ୍ଧି ହେବ, ଧନ ବଢିବ, ଅଟକିଥିବା ଧନ ଫେରିପାରିବେ । ପ୍ରତିଯୋଗି ପରିକ୍ଷା ଦେଉଥିବା ଛାତ୍ରଙ୍କ ଭାଗ୍ୟ ସାଥ୍ ଦେବ, ଯାତ୍ରା ସୁଖଦ ରହିବ, ବିବାହର ବୟସରେ ଲୋକଙ୍କୁ ବାହାଘର ଯୋଗ ଖୋଲିଯିବ, ବେରୋଜଗାରଙ୍କୁ ରୋଜଗାର ମିଳିବ, ପୁରୁଣା ଅଟକିଥିବା କାମ ପୁରା ହେବ, ନିଜ ସଂମ୍ପର୍କ ସୁଦୃଢ ହେବ ।

୩) ଧନୁ ରାଶି- ଶୁକ୍ରଙ୍କ ଗୋଚରରୁ ଧନୁରାଶିର୍ ଜାତକରେ ଆର୍ଥିକ ଲାଭ ମିଳିବ, ଘରେ କେଉଁ ମାଙ୍ଗଳିକ କାର୍ଯ୍ୟ ହୋଇପାରେ, ଅଟକିଥିବା ଧନ ଫେରିପାରିବେ, ଉଧାର ପଇସା ଫେରିପାରିବେ, ଧନ କମାଇବାର ନୁଆ ନୁଆ ଅବସର ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ, ନିଜ ଲୋକଙ୍କ ସହ ପ୍ରେମ ଓ ସ୍ନେହ ବଢିବ, ପରିବାରରେ ଶାନ୍ତିର ମାହୋଲ୍ ରହିବ । ବିବାହ ଯୋଗ ହେଉଛି, ଭଗବାନଙ୍କ ପ୍ରତି ଭକ୍ତି ବଢିବ, ପରୀକ୍ଷାରେ ଭଲ ଫଳାଫଳ ପାଇବେ, ନିଜ ଲୋକଙ୍କର ପୁରା ସହଯୋଗ ପାଇପାରିବେ । ଯାହାଙ୍କୁ ଚାକିରି ମିଳୁନାହିଁ ତାଙ୍କୁ ଶୀଘ୍ର ଚାକିରି ମିଳିବ, ଆପଣ ଯେଉଁ କାମରେ ହାତ ଦେବେ ତାହା ବିନା କୌଣସି ବାଧାରେ ପୁରା ହୋଈଯିବ ।

୪)  ମୀନ ରାଶି- ଶୁକ୍ରଙ୍କ ରାଶି ପରିବର୍ତ୍ତନରେ ମୀନ ରାଶିର ଜାତକକୁ ଶୁଭ ପରିଣାମ ନେଇକରି ଆସିଛି, ଚାକିରିରେ ପଦୋନ୍ନତି ହେବ, କିଛି ସୁଖଦ ସମାଚାର ପାଇବେ, ନିଜ ଲୋକ୍ନଙ୍କ ପ୍ରତି ପ୍ରେମ ବଢିବ, ପରିବାରର ସବୁ ଅସୁବିଧାରେ ଠିଆ ରହିବେ, ସନ୍ତାନର ସୁଖ ମିଳିବ, ରୋଗ ଦୁର ହୋଇଜିବ , ସ୍ୱାସ୍ଥ୍ୟରେ ସୁଧାର ଆସିବ, ଅଟକିଥିବା ପଇସା ଫେରିପାରିବେ, ଧନ କମାଇବାର କିଛି ବିକଳ୍ପ ମିଳିବ, ଭାବିଚିନ୍ତି କରି ରାସ୍ତା ବାଛନ୍ତୁ ସଫଳତା ଆପଣଙ୍କ ପାଦ ଚୁମିବ, ଜୀବନସାଥୀଙ୍କ ସହ ଭଲ ସମୟ୍ ବ୍ୟତିତ କରିବେ, ସୁଖଦ ଯାତ୍ରା ହୋଇପାରେ ।

Leave a Reply

Your email address will not be published. Required fields are marked *