October 18, 2024

Odia Express

Leading Odia News Portal of Odisha

ଟୟଲେଟ୍ Room ରୁ ଆସୁଥିଲା ଭୟାନକ ଶବ୍ଦ, ସ୍ୱାମୀ କମୋଡ୍ ଖୋଲିଲା ତ ଜଣା ପଡିଲା ବିଶ୍ୱାସ ନହେଲା ଭଳି ସତ…

ଆଜିର ଜମାନାରେ ଏମିତି କେଉଁ ବ୍ୟକ୍ତି ନଥିବ ଯିଏ ମୋବାଇଲ୍ ଫୋନ୍ କେଉଁଠି ନେବାକୁ ଭୁଲିଯାଈଥିବା । ଆମେ ଯେଉଁଠିକୁ ବି ଯାଉ ନିଜ ମୋବାଇଲ୍ କୁ ପାଖରେ ରଖିଥାଉ, ଯେପରି କେଉଁ ବସ୍ତୁ ନା ଥାଇ ଆମର ପାଖରେ ଥାଉ, ଏମିତିରେ ଆଜିକାଲି ଲୋ ଟୟଲେଟ୍ ରେ ବି ମୋବାଇଲ୍ କୁ ନିଜ ପାଖରୁ ଦୁରେଇ ରଖନ୍ତି ନାହିଁ ।ଟୟଲେଟ୍ କୁ ଗଲେ ବି ଲୋକେ ନିଜ ସହ ମୋବାଇଲ୍ କୁ ନେଇଯାଆନ୍ତି, କିନ୍ତୁ ଏଠାରେ ତାଙ୍କ ମୋବାଇଲ୍ କୁ ବହୁତଥର କ୍ଷତି ପହଞ୍ଚାଇଛି, ଏହା ସହଲୋକେ ଟୟଲେଟ୍ ରେ ବି ମୋବାଇଲ୍ ନେଇଯିବାକୁ କେବେ ଭୁଲନ୍ତି ନାହିଁ, ବହୁତ ଲୋକ ମୋବାଇଲ୍ ଟୟଲେଟ୍ ରେ ପଡିଯାଏ, ଏବେ ମୋବାଇଲ୍ ପଡିବାପରେ କେବେ ତ ଆପଣଙ୍କୁ ମୋବାଇଲ୍ ମିଳିଯାଏ ଯେବେ କି ବହୁତଥର ଆପଣଙ୍କୁ ନିଜ ମୋବାଇଲ୍ ମିଳିବା ଅସଂମ୍ଭବପ୍ରାୟ ହୋଇଯାଏ ।

ଏମିତିରେ ଯଦି ଆପଣଙ୍କୁ ଟୟଲେଟ୍ ରେ ପଡିଥିବା ମୋବାଇଲ୍ ୧୦ ବର୍ଷ ପରେ ମିଳେ ତେବେ ଆପଣଙ୍କୁ କେମିତି ଲାଗିବ, କିଛି ଏମିତି ଜଣେ ବ୍ୟକ୍ତିଙ୍କସହ ହୋଇଥିଲା, ଯେଉଁଠି ତାଙ୍କ ସ୍ତ୍ରୀର ମୋବାଇଲ୍ ଟୟଲେଟ୍ ରେପଡିଯାଈଥିଲା, ଯାହାକି ୧୦ ବର୍ଷ ପରେ ଫେରିପାରିଲେ, ଅସଲରେ ଏହି ବ୍ୟକ୍ତି କହିଲେ କି ବହୁତ ଦିନରୁ ଏହି ଟୟଲେଟ୍ ରୁ ଅଜବଧରଣର ଆବାଜ୍ ଆସୁଥିଲା ।

ସେହି ସମୟରେ ତାଙ୍କ ଘର ରିଇନୋଭେସନ୍ କାମ ଚାଲୁଥିଲା, ଯାହାର କାରଣରୁ ଏହି ବ୍ୟକ୍ତି ଏହାକୁ ଅଣଦେଖା କରିଦେଲେ, କିନ୍ତୁ ଘର ନିର୍ମାଣ ସରିବାପରେ ବ୍ୟକ୍ତି କିଛି ଏମିତି ଆବାଜ୍ ଶୁଣିଲା ଯାହାକି ସେ ଆଚମ୍ବିତ ହୋଇଗଲା, ଆପଣଙ୍କୁ କହିଦେବୁ କି ଏଠାରେ ଏମିତି ଅଜବଧରଣର ମାମଲା ଆମେରିକାର ମେରିଲ୍ୟାଣ୍ତରେ ଘଟିଛି ଏଠାରେ ରହୁଥିବା ବେକି ବ୍ୟାକମ୍ୟାନ୍ ନାମକ ମହିଳା ନିଜ ମୋବାଇଲ୍ ଫୋନ୍ ୨୦୧୨ ହରାଇ ବସିଥିଲେ । ବେକି କହିଲେ କି ଦଶ ବର୍ଷ ପୁର୍ବରୁ ତାଙ୍କ ଘର ହେଲିବିନ୍ ପାର୍ଟି ଥିଲା, ଯେଉଁ ସମୟରେ ତାଙ୍କ ଆଇଫୋନ୍ ହଜିଯାଇଥିଲା, ଏହି ସମୟରେ ସେ ନିଜ ମୋବାଇଲ୍ କୁ ଟାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଫୋନ୍ ମିଳିନଥିଲା, ଏମିତିରେ ସେ ଆଉ ସେ ଫୋନ୍ ପାଇବାର ଆଶା ହରାଇ ବସିଥିଲେ ।

ନିଜ ମୋବାଇଲ୍ ହଜିବାର କାହାଣୀ ବେକି ନିଜ ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କୁ କହିଲେ, ସେ ନିଜ ଫେସବୁକ୍ ରେ ମୋବାଇଲ୍ ଫୋନ୍ ର ଫଟୋ ସହ ଲେଖିଥିଲେ କି ଏହା ଏକ ରହସ୍ୟମୟୀ ଥିଲା, କିନ୍ତୁ ଯାଇଥିଲା, କିନ୍ତୁ ଏବେ ୧୦ ବର୍ଷ୍ ପରେ ଏହି ସପ୍ତାହରେ ଟୟଲେଟ୍ ରେ ହୋଇଥିବା ଏକ ସମସ୍ୟାରୁ ତାଙ୍କ ୧୦ ବର୍ଷ ତଳୁ ହଜିଥିବା ଫୋନ୍ ପାଇଛନ୍ତି ।

ବେକି କହିଲେ କି ବହୁତଦିନରୁ ସେ ଟୟଲେଟ୍ ରୁ ଅଜବଧରଣର ଆବାଜ୍ ଶୁଣିବାକୁ ପାଉଥିଲେ, କିନ୍ତୁ ସେ ନିଜ ଟୟଲେଟ୍ ପୁରୁଣା ହୋଇଯିବାର କାରଣରୁ ଆବାଜ୍ କୁ ଇଗ୍ନୋର୍ କରିଥିଲେ । କିନ୍ତୁ ରିଇନୋଭେସନ୍ ପରେ ଯେବେ ଏପରି ଆବାଜ୍ ଆସୁଥିଲା ତେବେ ତାଙ୍କ ସ୍ୱାମୀଙ୍କୁ ଲାଗିଲା କି କମୋଡ୍ ରେ କିଛି ଫସିକରି ଅଛି, ଏମିତିରେ ସେ ଟୟଲେଟ୍ ରେ ଫସିରହିଥିବା ଜିନିଷକୁ ବାହାର୍ କରିବାକୁ ଚେଷ୍ଟା କଲେ ।

ଟୟଲେଟ୍ ରୁ ବାହାର୍ କରିବାପରେ ତାଙ୍କ ଦଶବର୍ଷ ପୁର୍ବରୁ ହରାଇଥିବା ମୋବାଇଲ୍ ଫେରିପାରିଲେ, ଯାହାକୁ ଦେଖିକରି ସେ ଚକିତ ହୋଇଗଲେ, ଦଶ ବର୍ଷ ପୁର୍ବରୁ ହରାଇଥିବା ଏହି ମୋବାଇଲ୍ ର ହାଲତ ସେମିତି ବିଗିଡିଯାଇଥିଲା, କିନ୍ତୁ ଯେବେ ବେକି ମୋବାଇଲ୍ କୁ ଦେଖିଲେ ତେବେ ସେ ବହୁତ ଖୁସି ହୋଇଯାଇଥିଲେ, ବେକି କହିଲେ କି ମୋବାଇଲ୍ ପଛ ପଟୁ ପୁରା ଖୋଲିଯାଈଥିଲା, କିନ୍ତୁ ବର୍ଷରୁ ସେ ପାଇପ୍ ରେ ଫସିରହିଥିଲା ।

Leave a Reply

Your email address will not be published. Required fields are marked *