October 17, 2024

Odia Express

Leading Odia News Portal of Odisha

ଏହି ଫଟୋରେ ଲୁଚି Hidden ରହିଛି ଏକ ଝିଅର ନାଁ, ବୁଦ୍ଧିମାନ ଲୋକ ବି ଦେଇପାରିନାହାନ୍ତି ଏହାର ଜବାବ୍, ଆପଣ କୁହନ୍ତୁ ତେବେ ଆମେ ଜାଣିବୁ…

ସୋସିଆଲ୍ ମିଡିଆରେ ଆସିବା ଦିନରୁ କିଛି ନା କିଛି ଫଟୋ ଓ ଭିଡିଓ ଭାଇରାଲ୍ ହୋଇଥାଏ, ଯାହାକୁ ଲୋକେ ଦେଖିବାକୁ ପସନ୍ଦ କରନ୍ତି, ଯାହାକି ସାମ୍ନାରେ ଆସିବାପରେ ବହୁତ ଭାଇରାଲ୍ ହୋଇଯାଏ । ଓ ଲୋକେ ତା ଉପରେ ବହୁତ ପ୍ରତିକ୍ରିୟା ଦେଇଥାନ୍ତି, ସେମିତି ଦେଖିବାକୁ ଗଲେ ଏହି ଦିନରେ ବହୁତ ଫଟୋ ଭାଇରାଲ୍ ହେଉଛି, ଯେଉଁଠି ଲୋକଙ୍କୁ ପହେଲି ପଚାରାଯାଉଛି।, ସମସ୍ତେ ଆଜିକାଲି ନିଜକୁ ବୁଦ୍ଧିମାନ ଭାବନ୍ତି, କିନ୍ତୁ ବହୁତଥର ଲୋକେ କିଛି ପହେଲିର ଉତ୍ତର ଦେଇପାରନ୍ତି ନାହିଁ, ତାଙ୍କ ଜବାବ୍ ଦେବା ସହଜ ହୋଇଥାଏ, କିନ୍ତୁ ଏହା କେତେ ସହଜ ହୋଇଥାଏ ସେତିକି ଲୋକଙ୍କ ଦିମାଗ ଘୁମାଇଦିଏ

ଯଦି କେଉଁ ପହେଲିର ଜବାବ୍ ଦେବାର ଅଛି ଟିକିଏ ଦିମାଗରେ ଜୋର୍ ଦେବାକୁ ହେବ, ଆମେ ସମସ୍ତେ ଛୁଆବେଳରୁ ପହେଲି ଶୁଣିକରି ଆସିଛେ, ଅଧିକାଂଶ ଲୋକ ଏହା ମାନନ୍ତି କି ସେ ପହେଲିକୁ ସହଜରେ ସେ ସମାଧାନ କରିନେବେ, କିନ୍ତୁ ସହଜ ପହେଲି ବୁଝାଇବା ଲୋକଙ୍କ ଦିମାଗ ବୁଲିଯାଏ, ଏହି ମଧ୍ୟରେ ସୋସିଆଲ୍ ମିଡିଆରେ ଏକ ଫଟୋ ବହୁତ ଭାଇରାଲ୍ ହେଉଛି, ଯାହାର ଉତ୍ତର ଦେବାରେ ଭଲ ଭଲ ଲୋକ ହାର୍ ମାନିଯାଇଛନ୍ତି, ଅଧିକାଂଶ ଲୋକ ଏହି ଫଟୋରେ ପଚାରାଯାଇଥିବା ପହେଲିର ଜବାବ୍ ଭୁଲ୍ ଦେଇଛନ୍ତି ।

ଆଜି ଆମେ ଆପଣଙ୍କୁ ଏକ ସରଳ ପହେଲି ବିଷୟରେ କହିବୁ, ଏହି ପହେଲି ଏକ ଫଟୋ ସହ ଯୋଡି ହୋଇଛି, ଏଥିରେ ଗୋଟେ ଝିଅର ନାଁ ଲୁଚି ରହିଛି, ଏହି ପହେଲି ଏହି ଦିନ ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଲ୍ ହେଉଛି, ଏହି ଫଟୋରେ ଏକ ଏମିତି ଝିଅର ନାଁ ଲୁଚି ରହିଛି, ଯାହା ବହୁତ କମନ୍ ନାଁ ଅଟେ, ଆପଣଙ୍କୁ ଖାଲି ଏହି ଫଟୋକୁ ଧ୍ୟାନରେ ଦେଖିବାର ଅଛି, ତେବେ ଯାଇ ଆପଣ ଏହି ଫଟୋରେ ଲୁଚି ରହିଥିବା ଝିଅର ନାଁ କହିପାରିବେ , ଯଦି ଆପଣଙ୍କୁ ଲାଗୁଛି କି ଆପଣ ବୁଦ୍ଧିମାନ ବୋଲି , ତେବେ ଏହି ଫଟୋରେ ଲୁଚି ରହିଥିବା ଝିଅର ନାଁ କୁହନ୍ତୁ, ଆପଣଙ୍କୁ କହିଦେବୁ କି ଏହାର ଉତ୍ତର ଦେବାରେ ଅଧିକାଂଶ ଲୋକଙ୍କର ମୁଣ୍ତରୁ ଝାଳ ବାହାରିଯାଇଛି, ଆପଣ ସବୁ ଲୋକ ଏହି ଫଟୋକୁ ଦେଖିପାରିବେ, ଏଥିରେ ଗୋଟେ ନୋଟ୍ ଦେଖାଯାଉଛି, ଏହା ଛଡା ଫଟୋରେ ଏକ ନଳର ଚିତ୍ର ଦେଖାଯାଉଛି, ଏହି ଦୁହେଁ ଜିନିଷରେ ଆପଣଙ୍କୁ ଝିଅର ନାଁ ଖୋଜିବାର ଅଛି,

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫଟୋକୁ ବହୁତ ସାରା ଲୋକ ଧ୍ୟାନ ପୁର୍ବକ ଦେଖୁଛନ୍ତି, କିନ୍ତୁ ଏହା ପରେ ବି ସେ ଝିଅର ନାଁ କହିପାରୁନାହାନ୍ତି, ଯଦି ଆପଣ ଏହି ଫଟୋକୁ ଧ୍ୟାନରେ ଦେଖିବେ ତେବେ ୧୦ ସେକେଣ୍ତରେ ଆପଣ ଝିଅର ନାଁ ଜାଣିପାରିବେ, ଯଦି ଆପଣଙ୍କୁ ଜଣାପଡିଯାଇଛି ତେବେ ଆପଣ କମେଣ୍ଟ କରି କୁହନ୍ତୁ, କିନ୍ତୁ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହେବ କି ଏହି ଚ୍ୟାଲେଞ୍ଜ ଜିତିବାର ଅଛି, ଓ ୧୦ ସେକେଣ୍ତ ଭିତରେ ଜବାବ୍ ଦେବାର ଅଛି, ଯଦି ଏହାପରେ ଆପଣ ଝିଅର ନାଁ କହିଦେବେ ତେବେ ଆପଣ ହାରିଯିବେ ।

ଯଦି ଆପଣ ଏହି ଫଟୋକୁ ଭଲରେ ଦେଖିବେ ତେବେ ସଠିକ୍ ଜବାବ୍ ମିଳିଯୀବ, ଯଦି ଆପଣ ଏହାର ଜବାବ୍ ଖୋଜିପାରିନାହାନ୍ତି, ତେବେ ଆସନ୍ତୁ ଆପଣଙ୍କୁ କହିଦେବୁ, ଆପଣଙ୍କୁ ୧୦୦ ଟଙ୍କିଆ ନୋଟରେ ଶୋ ବାହାର କରିବାର ଅଛି ଓ ନଳରୁ ନଳ ବାହାର କରନ୍ତୁ, ଏବେ ଦୁହେଁଙ୍କୁ ଯୋଡିବାପରେ ପୁରା ନାଁ ସୋନଲ୍ ହେବ, ଏହି ପରି ସାଧାରଣ ପ୍ରଶ୍ନର ଉତ୍ତର ଅଟେ ।

Leave a Reply

Your email address will not be published. Required fields are marked *