October 22, 2024

Odia Express

Leading Odia News Portal of Odisha

Family କୁ ମିଳିବ ମାଗଣା ସୁବିଧା, ଯଦି ଆପଣଙ୍କ ଘରେ ଅଛି ରୋଷେଇ ଗ୍ୟାସର କନେକସନ୍, ଜାଣନ୍ତୁ ଡିଟେଲ୍ସ

ଆଜିକାଲିର ସମୟରେ ଏଲପିଜି ଗ୍ୟାସର ଉପଯୋଗ ବହୁଳ ମାତ୍ରାରେ କରାଯାଉଛି, ଘରର ଗ୍ୟାସକୁ ନେଇକରି ବଡ ବଡ ଉଦ୍ୟୋଗରେ ଏଲପିଜି ଗ୍ୟାସର ଉପଯୋଗ୍ କରାଯାଉଛି, ଯେପରି ସମୟ ଆଗକୁ ବଢିବାରେ ଲାଗିଛି, ଏହା ସହ ଏଲପିଜି ଗ୍ୟାସର୍ ଉପଯୋଗ ଦୃତ୍ ଗତିରେ ବଢିବାରେ ଲାଗିଛି, କାରଣ ଏଲପିଜି ଗ୍ୟାସ ଗୁଣବତ୍ତା ରେ ସବୁଠାରୁ ଭଲ ହୋଇଥାଏ, ସେମିତି ଦେଖିବାକୁ ଗଲେ ଏଲପିଜି ଗ୍ୟାସର ବ୍ୟବହାର କରିଲେ ବହୁତ ପ୍ରକାରର ଲାଭ ହୋଇଥେ

ଏଲପିଜି ଉପଯୋଗରୁ ପର୍ଯ୍ୟାବରଣ ବି ସ୍ୱଚ୍ଚ୍ୟ ରହିଥାଏ, ଯଦି ଆମେ ରୋଷେଇ ଗ୍ୟାସ କନେକସନ୍ ନେବାର୍ କଥା କହିବା ତେବେ ଗୋଟେ ସମୟ ଥିଲା ଯେବେ ଗ୍ୟାସର କନେକସନ୍ ନେବା ବିଲକୁଲ୍ ସହଜ ନଥିଲା କିନ୍ତୁ ଏବେ ରୋଷେଇ ଗ୍ୟାସ କମ୍ପାନୀ ଙ୍କ ଦ୍ୱାରା ବହୁତ ସ୍କିମ୍ ଚଲାଯାଉଛି, ଏହା ସହ କନକେସନ୍ ଅନଲାଇନ୍ ଟ୍ରାନ୍ସଫର୍ ସୁବିଧା ଉପଲ୍ଲଧ ହୋଇଯାଇଛି । ଯଦି ଆପଣଙ୍କ ପରିବାରରେ କେଉଁ ସଦସ୍ୟଙ୍କ ପାଖରେ ଆଗରୁ କିଛି ଗ୍ୟାସ କନେକ୍ସନ୍ ଅଛି ତେବେ ତାହାର ଆଧାରରେ ଅନ୍ୟ କନେକ୍ସନ୍ ନେଇପାରିବେ

ହଁ ଆଜ୍ଞା ପରିବାରର ମହଜୁଦା କନେକ୍ସନ୍ ଆଧାରରେ ଅନ୍ୟ କନେକ୍ସନ୍ ଯଦି ନେବାକୁ ଚାହୁଁଛନ୍ତି ତେବେ ଏହାପାଇଁ ଆପଣଙ୍କୁ ନିଜ ଆଧାର୍ କାର୍ଡ ଓ କନେକ୍ସନ୍ ଦସ୍ତାବିଜ ଏକ କପି ଗ୍ୟାସ ଏଜେନ୍ସିକୁ ଦେବାକୁ ହେବ, ଯଦି ଇଣ୍ତିଆନ୍ ଅୟଲ୍ କର୍ପୋରେସନ୍ ର ଅନୁସାରେ ଦେଖିବାରେ ତେବେ ଆପଣ ଦେଶର ଯେଉଁ ଭାଗରେ ରୁହନ୍ତୁ କିନ୍ତୁ ନିଜ ପରିବାର ଏଲପିଜି କନେକ୍ସନ୍ ଆଧାରରେ ଦ୍ୱିତୀୟ କନେକ୍ସନ୍ ସହଜରେ ନେଇପାରିବେ

ଏତିକି ନୁହେଁ ବରଂ ମହଜୁଦା ଗ୍ୟାସ କନେକ୍ସନ୍ ଉପରେ ଯେଉଁ ପ୍ରକାର ସବସିଡି ଲାଭ ମିଳୁଛି ସେହି ପ୍ରକାରର ଅନ୍ୟ କନେକ୍ସନ୍ ମିଳିପାରିବ । ଯେପରି ଆପଣ ଭଲ ଭାବରେ ଜାଣିଛନ୍ତି କି ଏବେକାର ସମୟରେ ଗ୍ୟାସ କନେକ୍ସନ୍ ଆଧାର ସହ ଯୋଡି ହୋଇଛି, ଏହି କାରଣରୁ କେଉଁ ପ୍ରକାରର୍ ଗଡବଡି ହୋଇଗଲେ ଏମିତିରେ ବିଲକୁଲ୍ ଭୁଲ୍ ହେବ ନାହିଁ ଏମିତିରେ ସରକାରଙ୍କ ଦ୍ୱାରା ଗୋଟେ ଠିକଣାରେ ବହୁତ ଗ୍ୟାସ କନେକ୍ସନ୍ ସୁବିଧା ଦିଆଯାଉଛି ।

ଏହା ଦ୍ୱାରା ଯଦି ଆପଣଙ୍କ ମା ବାପା ଭାଇ ଭଉଣୀଙ୍କ ନାଁ ପୁର୍ବରୁ କିଛି ଗ୍ୟାସ କନେକ୍ସନ୍ ଅଛି ତେବେ ଏହି ଆଡ୍ରେସରେ ଆଧାରରେ ଅନ୍ୟ କନେକ୍ସନ୍ ନିଆଯାଉଛି ଆପଣଙ୍କୁ କହିଦେବୁ କି ଆପଣଙ୍କ ମହଜୁଦା କନେକ୍ସନ୍ ବାଲା କମ୍ପାନୀର ଦସ୍ତାବିଜ ଜମା କରିବାକୁ ପଡୀବ, ଏହାପରେ କମ୍ପାନୀ ଦ୍ୱାରା ଠିକଣା ଭେରିଫିକେସନ୍ ହେବ, ଯେବେ ଏହି ପ୍ରକିୟା ପୁରା ହୋଇଯିବ

ତେବେ କମ୍ପାନି ଆପଣଙ୍କୁ ଗ୍ୟାସ କନେକ୍ସନ୍ ଦେବ । ଆପଣଙ୍କୁ କହିଦେବୁ କି ପ୍ରଧାନମନ୍ତ୍ରି ଉଜ୍ଜଲା ଯୋଜନା ଦ୍ୱାରା ଆପଣ ଏମିତି ଗ୍ୟାସ କନେକ୍ସନ୍ ସୁବିଧା ଦେଉଛି, ଅୟଲ୍ ମାର୍କେଟିଙ୍ଗ୍ କମ୍ପାନୀ ଦ୍ୱାରା ଏହାର ସୁବିଧା ଦିଆଯାଉଛି, ଏହାପାଇଁ ଆପଣଙ୍କୁ କେଉଁ ଠିକଣା ପ୍ରମାଣ ପତ୍ର ଦେବାକୁ ପଡିବ ନାହିଁ, ଆପଣଙ୍କୁ ଖାଲି ଏତିକି କରିବାକୁ ହେବ କି ଆପଣ ନୁଆ କନେକ୍ସନ୍ ପାଇଁ ଆବେଦନ କରିଦିଅନ୍ତୁ, ଯେବେ ଭେରିଫିକେସନ୍ ହୋଇଜିବ, ତେବେ ଆପଣଙ୍କୁ କନେକ୍ସନ୍ ଦିଆଯିବ ।

Leave a Reply

Your email address will not be published. Required fields are marked *