October 22, 2024

Odia Express

Leading Odia News Portal of Odisha

15 ଜାନୁୟାରୀ 2022 ର ରାଶିଫଳ : ଆଜି କୁମ୍ଭ ରାଶି ବାଲାଙ୍କୁ ଅଚାନକ ହୋଇପାରେ ଧନ ଲାଭ, ବାକି ରାଶିଙ୍କର ବିଷୟରେ ଜାଣିନିଅନ୍ତୁ

ଆଜି ଆମେ ଏହି ଲେଖ ମାଧ୍ୟମରେ  15 ଜାନୁୟାରୀ ୨୦୨୨ ର ରାଶିଫଳ ବିଷୟରେ କହିବୁ । ରାଶିଫଳର ସହାୟତାରୁ ବ୍ୟକ୍ତି ନିଜ ଭବିଷ୍ୟତ ସହ ଯୋଡି ହୋଇଥିବା ଉତଥାନ ପତନ ଭରା ପରିସ୍ଥିତି ପୁର୍ବରୁ ଅନୁମାନ ଲଗାଇପାରେ, ଯାହା ଦ୍ୱାରା ତାକୁ କେଉଁ ବି ପରିସ୍ଥିତିର ସାମ୍ନା କରିବାକୁ ସକ୍ଷମ ହୋଇପାରୁ, ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ୍ ଖଗୋଳିୟ ବିଶ୍ଲେଷଣ କରାଯାଏ, ଆଜି ଆପଣଙ୍କୁ କେଉଁ କେଉଁ ପରିସ୍ଥିତିରୁ କାଟିବାକୁ ପଡିପାରେ, ଏହା ବିଷୟରେ ନିଜ ରାଶିର ଅନୁସାରେ ଜାଣନ୍ତୁ ।

୧) ମେଷ ରାଶି-ଆଜି ଆପଣଙ୍କ ଦିନ ଭଲ ରହିବ । ପାରିବାରିକ ସଂମ୍ପର୍କରେ ମଜବୁତ୍ ରହିବ, ଆପଣ ଯେତେ ପରିଶ୍ରମ କରିବେ ତାହାର ଫଳ ତୁରନ୍ତ ପାଇପାରିବେ, ବେପାରରେ କେଉଁନୁଆ ଟେକନିକ୍ ର ବ୍ୟବହାର କରିବେ, ଯାହା ଭବିଷ୍ୟତରେ ଫାଇଦାଦେବ, ଆପଣଙ୍କ ଦିମାଗରେ ନୁଆ ନୁଆଆଇଡିଆ ଆସିପାରେ, ଯାହାକୁ ଯଦି ଲାଗୁ କରିବେ ଭଲ ଲାଭ ପାଇପାରିବେ, ଆପଣଙ୍କ ଦ୍ୱାରା ବନାଯାଇଥିବା ପୁରୁଣା ସଂମ୍ପର୍କରୁ ଭଲ ଲାଭ ମିଳିବ । କଳା ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ସମାଜରେ ପ୍ରଶଂସା ମିଳିବ ।

୨) ବୃଷ ରାଶି- ଆଜି ଆପଣଙ୍କ ମନ ପୁଜା ପାଠରେ ଅଧିକ ଲାଗିବ, ଘରେ ଧାର୍ମିକ ଅନୁଷ୍ଠାନ କରିବାର ମନ ବଳାଇପାରନ୍ତି, ପାରିବାରିକ ଜୀବନ ଖୁସିରେ ଭରିଯିବ, ବେପାରରେ ଯଦି କିଛି ଅସୁବିଧା ଚାଲୁଛି ତେବେ ସେ ଦୁର ହୋଇଯିବ, ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ, ପାରିବାରିକ ସଂମ୍ପର୍କରେ ମଜବୁତ୍ ଆସିବ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିପାରିବ ।

୩) ମିଥୁନ ରାଶି- ଆଜି ଆପଣଙ୍କ ଦିନ ଟିକିଏ କର୍ମବ୍ୟସ୍ତତାପୁର୍ଣ୍ଣ ରହିବ, ଜରୁରୀ କାମକୁ ନେଇକରି ଯାତ୍ରା କରିବାକୁ ପଡିପାରେ, ବାହାନ ଚଲାଇବାରେ ସାବଧନତା ରଖନ୍ତୁ, କେଉଁ ଅଜଣା ଲୋକଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ନହେଲେ ଧୋକା ମିଳିପାରେ, କେଉଁ ନୁଆ କାମ ଆରମ୍ଭ କରିବା ବେଳେ ଘର ପରିବାରର ସବୁ ସଦସ୍ୟ ଖୁସି ରହିବେ, ଦାମ୍ପତ୍ୟ ଜୀବନ ଖୁସି ରହିବ ।

୪) କର୍କଟ ରାଶି- ଆଜି ଆପଣଙ୍କ ଦିନ ମିଳାମିଶା ରହିବ, କେଉଁ କାମକୁ ପୁରା କରିବାରେ ଟିକିଏ ସମୟ ମିଳିପାରିବ, ଚାକିରି କ୍ଷେତ୍ରରେ ସହକର୍ମୀଙ୍କର ପୁରା ସାହାଯ୍ୟ ମିଳିପାରିବ, କାମର ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି, ଘରୋଇ ଖର୍ଚ୍ଚ ବୃଦ୍ଧି ହେବାର ସଂମ୍ଭାବନା ଅଛି, ବିଦ୍ୟାର୍ଥୀଙ୍କ ମନ ପାଠପଢାରେ ଲାଗିବ,

୫) ସିଂହ ରାଶି- ଆଜି ଆପଣଙ୍କ ଦିନ ଅନୁକୁଳ ରହିବ କେଉଁ ବଡ କାମ କରିଲେ ଭଲ ଫାଇଦା ପାଇପାରିବେ, ଭାଇ ଭଉଣୀଙ୍କ ସହ ଚାଲୁଥିବା ମତଭେଦ ଦୁର ହୋଇଯିବ, ବିବାହିତ ଜୀବନରେ ଖୁସି ରହିବ, ପରିବାର ଲୋକଙ୍କ ସହ କେଉଁ ଭଲ ଜାଗା ବୁଲିବାର ଯୋଜନା କରିପାରନ୍ତି, ଅବିବାହିତ ବ୍ୟକ୍ତିଙ୍କୁ ଭଲ ସଂମ୍ପର୍କ ମିଳିବ, ପ୍ରେମ ଜୀବନରେ ସୁଧାର ଆସିବ, ଓ ଜଲଦି ପ୍ରେମ ବିବାହ ହୋଇପାରେ ।

୬) କନ୍ୟା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଅଚାନକ ଧନ ଲାଭ ହେବାର ଆଶା ଅଛି । କେଉଁ ପୁରୁଣା ସାଙ୍ଗଙ୍କ ସାକ୍ଷାତ କରିଲେ ମନ ପ୍ରସନ୍ନ ରହିବ, ପ୍ରେମ ଜୀବନ ବ୍ୟତିତ କରୁଥିବା ବ୍ୟକ୍ତିଙ୍କ ଦିନ ବହୁତ ସ୍ମରଣୀୟ ରହିବ, କେଉଁ ଜରୁରୀ କାମକୁ ନେଇକରି ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସଫଳ ହେବ ।  ଛାତ୍ରଙ୍କ କଠିନ ବିଷୟରେ ଧ୍ୟାନ ଦେବାର ଆବଶ୍ୟକତା ଅଛି ।

୭) ତୁଳା ରାଶି- ଆଜି ଆପଣଙ୍କ ଦିନ ଠିକ୍ ଠାକ୍ ନଜର ଆସୁଛି ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ୍ ରଖିବାକୁ ହେବ, ନହେଲେ କାହା ସହ ବାଦବିବାଦ ହୋଇପାରେ, ଆପଣଙ୍କ ଜରୁରୀକାମକୁ ଫୋକସ୍ କରନ୍ତୁ, ଭାଗ୍ୟରୁ ଅଧିକା ଆପଣଙ୍କୁ ନିଜ ପରିଶ୍ରମ ଉପରେ ଭରସା କରିବାର ଆବଶ୍ୟକତା ଅଛି, ଯଦି ଆପଣ ମନ ଲଗାଇକରି ପରିଶ୍ରମ କରିବେ ତେବେ ଭଲ ଲାଭ ପାଇପାରିବେ, ଯେଉଁ ବ୍ୟକ୍ତି ଲମ୍ବା ସମୟରୁ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ କମ୍ପାନୀରୁ ଚାକିରି ମିଳିପାରିବ

୮) ବିଛା ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ଘରୋଇ ଅସୁବିଧାର ସମାଧାନ ହୋଇପାରିବ, ଜୀବନସାଥୀଙ୍କ ପୁରା ସହାୟତା ମିଳିପାରିବ, ବିଦ୍ୟାର୍ଥୀଙ୍କୁ ନିଜ ପରିଶ୍ରମର ଉଚିତ୍ ପରିଣାମ ମିଳିବ, କେଉଁ ପ୍ରତିଯୋଗିତା ପରିକ୍ଷାରେ ଭଲ ରେଜଲ୍ଟ ଆସିପାରେ, ଅଟକିଥିବା କାର୍ଯ୍ୟ ପୁରା ହେବ, ବଡ ଅଧିକାରୀ ପୁରା ସହଯୋଗ କରିବେ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ଆପଣ ଆଗେଇ ଆସିବେ, ସାମାଜିକ ମାନ ପ୍ରତିଷ୍ଠା ବୃଦ୍ଧି ପାରିବ  ।

୯) ଧନୁ ରାଶି- ଆଜି ଆପଣଙ୍କ ଦିନ ବହୁତ ଉତଥାନ ପତନ ଦେଇ ଗତିକରିବ, ଆର୍ଥିକ ସ୍ଥିତି ଭଲ ରହିବ, ବିଦ୍ୟାର୍ଥୀଙ୍କୁ ନିଜ ପାଠପଢାରେ ଧ୍ୟାନ ଦେବାକୁ ହେବ, ବିଦ୍ୟାର୍ଥୀଙ୍କୁ ନିଜ କ୍ୟାରିୟରରେ ଆଗକୁ ବଢିବାରେ ନୁଆ ଅବସର ମିଳିବ, ସନ୍ତାନଙ୍କ ତରଫରୁ ସୁଖ ପ୍ରାପ୍ତି ହେବ, ଯେଉଁ କାମକୁ ଆପଣ ବହୁତ ଦିନରୁ ଅପେକ୍ଷାକରିଛନ୍ତି, ତାହ ଜଲଦି ପୁରା ହେବ ।

୧୦) ମକର ରାଶି- ଆଜି ଆପଣଙ୍କ ଦିନ ଭଲ ରହିବ, ସାମାଜିକ କାର୍ଯ୍ୟରେ ଆପଣଙ୍କ ସକ୍ରିୟତା ବୃଦ୍ଧି ହେବ, ଜାହାଦ୍ୱାରା ସମାଜରେ ମାନ ସମ୍ମାନ ବୃଦ୍ଧି ହେବ, ଆଜି କେଉଁ ବଡ ସଫଲତା ମିଳିବାର ଯୋଗ ଅଛି, ଘର ପରିବାରର ଚିନ୍ତା ଦୁର ହେବ, ମା ବାପାଙ୍କର ସ୍ୱାସ୍ଥ୍ୟରେ ସୁଧାର ରହିବ, ଆପଣ ନିଜ ପରିଶ୍ରମରୁ କଠିନରୁ କଠିନ କାର୍ଯ୍ୟ ପୁରା ହୋଇପାରେ, ଦାମ୍ପତ୍ୟ୍ ଜୀବନରେ ସୁଖ ମିଳିବ ।

୧୧) ଆଜି ଆପଣଙ୍କ ଦିନ ଭଲ ରହିବ, ଆପଣ ନିଜକୁ ଉର୍ଜାବାନ୍ ଅନୁଭବ କରିବେ, ଅଚାନକ ଧନ ଲାଭ କରିବାର ଯୋଗ ଅଛି, ଛାତ୍ରଙ୍କର ମନ ପାଠପଢାରେ ଲାଗିବ, ଆପଣ ଯେଉଁ କାମକୁ ପୁରା କରିବାକୁ ଚାହୁଁଛନ୍ତି ତାହା ପୁରା କରିନେବେ, ସ୍ୱାମୀ ସ୍ତ୍ରୀଙ୍କ ଆପସିକ ତାଲମେଳ ଭଲ ରହିବ, ପାରିବାରିକ ମାହୋଲ ଖୁସିମୟ ରହିବ,

୧୨) ମୀନ ରାଶି- ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ  । କେଉଁ ଧାର୍ମିକ କାର୍ଯ୍ୟକ୍ରମରେ ସମ୍ମିଳିତ ହେବାର ମଉକା ମିଳିବ, ଭାଇ ଭଉଣୀଙ୍କ ସହ କେଉଁ କଥାକୁ ନେଇକରି ଯୁକ୍ତିତର୍କ ହୋଇପାରେ, ଆପଣଙ୍କୁ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଯଦି ଆପଣ କେଉଁ ବଡ ନିବେଶ କରିବାକୁ ଯାଉଛନ୍ତି ତେବେ ଭାବିଚିନ୍ତି ନିର୍ଣ୍ଣୟ ନିଅନ୍ତୁ, ଆପଣ ନିଜ ଆମଦାନୀ ଅନୁସାରେ ଘରୋଇ ଖର୍ଚ୍ଚକୁ ନିୟନ୍ତ୍ରଣ କରି ଚଲନ୍ତୁ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *