October 22, 2024

Odia Express

Leading Odia News Portal of Odisha

Postal ର ଜବରଦସ୍ତ ସ୍କିମ୍ , ୧୦ ହଜାର ଟଙ୍କା ନିବେଶ କରି କମାଇପାରିବେ ୧୬ ଲକ୍ଷ ଟଙ୍କା, ଫଟାଫଟ ଜାଣନ୍ତୁ ପୁରା ବିବରଣୀ

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଆଜିକାଲି ସବୁ ଲୋକ ଅଧିକା ପଇସା କମାଇବା ପାଇଁ ଚାହିଁଥାନ୍ତି, ଲୋକେ ପଇସା କମାଇବାପାଇଁ ଦିନରାତି ପରିଶ୍ରମ ବି କରିଥାନ୍ତି । ସେମିତି କିଛି ଲୋକ ଅଛନ୍ତି ଯିଏକି ନିଜ ପରିଶ୍ରମରୁ କମାଇଥିବା ପଇସା କେଉଁଠି ନା କେଉଁଠି ନିବେଶ କରିବାକୁ ଚାହଁନ୍ତି କିନ୍ତୁ ଅଧିକାଂଶ ଲୋକେ ବିପଦପୁର୍ଣ୍ଣ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ, ସମସ୍ତେ ଏହା ଚାହଁନ୍ତି କି ସେ ଏପରି ଏକ ସୁରକ୍ଷିତ ନିବେଶ କରିବେ ଯେଉଁଠି ତାଙ୍କ ପରିଶ୍ରମରୁ କମାଇଥିବା ପଇସା ନିରାପଦ ରହୁ, ଏହା ସହ କମ୍ ବିପଦପୁର୍ଣ୍ଣରେ ଭଲ ରିଟର୍ଣ୍ଣ ମିଳିପାରୁ , ସେମିତି ଦେଖିବାକୁ ଗଲେ ନିବେଶ କରି ଲୋକେ ପଇସା ତ କମାଇବାକୁ ଚାହଁନ୍ତି

କିନ୍ତୁ ବିପଦକୁ ସାମ୍ନା କରିବାକୁ ସମସ୍ତଙ୍କ ପକ୍ଷେ କ୍ଷମତା ନଥାଏ, ଯଦି ଆମ ଦେଶରେ ସୁରକ୍ଷିତ ନିବେଶ କିମ୍ବା କମ୍ ବିପଦପୁର୍ଣ୍ଣ କଥା କହିବା ତେବେ ପୋଷ୍ଟ ଅଫିସ୍ ରେ ନିବେଶ କରିବା ସବୁଠାରୁ ସୁବିଧାଜନକ ବୋଲି ମାନାଯାଏ, ହଁ ଆଜ୍ଞା, ଯଦି ଆପଣ ଏମିତି ନିବେଶ କରିବାକୁ ଚାହୁଁଛନ୍ତି ଓ ସେଥିରେ ଲାଭ ବି ଥିବ ଓ ବିପଦ୍ ନଥିବ ତେବେ ଆପଣଙ୍କ ପାଇଁ ପୋଷ୍ଟ ଅଫିସ୍ ଏକ ଭଲ ବିକଳ୍ପ ଅଛି ନିବେଶ କରିବାପାଇଁ । ଆପଣଙ୍କୁ କହିଦେବୁ କି ପୋଷ୍ଟ ଅଫିସ୍ ରେ ଅଧିକାଂଶ ସବୁ ଯୋଜନାରେ ରିସ୍କ ନଥାଏ, ଏହା ସହ ପୋଷ୍ଟ ଅଫିସ୍ ରେ ବିଭିନ୍ନ ଯୋଜନା ଆଣିଥାଏ, ଏହି କାରଣରୁ ବିଶେଷଜ୍ଞ ଙ୍କ ଦ୍ୱାରା ପୋଷ୍ଟ ଅଫିସ୍ ର ଯୋଜନାକୁ ଏକ ଭଲ ବିକଳ୍ପ ବୋଲି ମନୋନିତ କରାଯାଏ

ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ କମ୍ ସମୟ ମଧ୍ୟରେ ଭଲ ଲାଭ ମିଳୁ ତେବେ ପୋଷ୍ଟ ଅଫିସ୍ ରେ RD Account ସ୍କିମ୍ କୁ ସବୁଠାରୁ ଭଲ ବୋଲି ମାନାଯାଏ, ଏହି ସ୍କିମ୍ ଦ୍ୱାରା କମ୍ ନିବେଶରେ ଭଲ ଲାଭ କମାଇପାରିବେ, ଆପଣଙ୍କୁ କେବଳ ସବୁ ମାସରେ ୧୦ ହଜାର ଟଙ୍କା ନିବେଶ କରିବାକୁ ହେବ, ଓ ମ୍ୟାଚୁରିଟି ସମୟରେ ଆପଣଙ୍କୁ ୧୬ ଲକ୍ଷ ଟଙ୍କାରୁ ଅଧିକା ଲାଭ ମିଳିବ । ଯଦି ଆପଣ ସେହି ଲୋକଙ୍କ ଭିତରୁ ଆସୁଛନ୍ତି ଯିଏକି ରିସ୍କ ନେବାକୁ ଚାହୁଁନାହାନ୍ତି ତେବେ ପୋଷ୍ଟ ଅଫିସ୍ ରେ ସଞ୍ଚୟ ଯୋଜନାଗୁଡିକ ଭଲ ବିକଳ୍ପ ହୋଇପାରେ, ପୋଷ୍ଟ ଅଫିସ୍ ରେ ଆରଡି ଡିପୋଜିଟ୍ ଏକ ଭଲ ସୁଧ ହାରରେ ଛୋଟ କିସ୍ତି ଜମା କରିବାର ସରକାରର ଏକ ଗ୍ୟାରେଣ୍ଟି ଯୋଜନା ଅଟେ

ଏଥିରେ ଆପଣ କେବଳ ୧୦୦ ଟଙ୍କାର ଛୋଟ ରାଶି ବି ନିବେଶ କରିପାରିବେ, ଅଧିକାଂଶ ସମୟରେ ଏହାର କୌଣସି ସୀମା ହୋଇନଥାଏ, ଆପଣ ଚାହିଁଲେ ବି ଏଥିରେ ପଇସା ପଇସା ପକାଇପାରିବେ , ଏବେ ଆପଣଙ୍କୁ କହିଦେବୁ କି ଏହି ସ୍କିମ୍ ପାଇଁ ଏକାଉଣ୍ଟରେ ୫ ବର୍ଷ ପାଇଁ ଖାତା ଖୋଲାଯାଏ ବ୍ୟାଙ୍କ୍ ୬ ମାସ, ୧ ବର୍ଷ, ୨ ବର୍ଷ , ୩ ବର୍ଷ ପାଇଁ ଆରଡି ଡିପୋଜିଟ୍ ସୁବିଧା ଦେଇଥାଏ, ଏଥିରେ ଜମା ହୋଇଥିବା ପଇସାର ସୁଧ କ୍ୟାଲକୁଲେସନ୍ ପ୍ରତି ତିନିମାସ ରେ ହୋଇଥାଏ,  ରିକ୍ୟୁରିଙ୍ଗ୍ ଡିପୋଜିଟ୍ ସ୍କିମ୍ ଏବେ ୫,୮ ପ୍ରତିଶତ ହାରରେ ସୁଧ ଦେଉଛି, ଏହା ନୁଆ ଦର ୧ ଅପ୍ରେଲ୍ ୨୦୨୦ ରୁ ଆରମ୍ଭ ହୋଇଛି ।

ଏହି ସ୍କିମ୍ ଦ୍ୱାରା ଆପଣଙ୍କ ଖାତାରେ ନିୟମିତ ରାଶି ଜମା ହେବା ଜରୁରୀ ଅଟେ ମାନିନିଅନ୍ତୁ ଯଦି ନିବେଶକ ଲଗାତାର ନିବେଶ କରିବାକୁ ଚାହୁଁନାହାନ୍ତି ତେବେ ଏମିତି ସ୍ଥିତିରେ ଏକ ପ୍ରତିଶତ ମାସିକ ଜୋରିମାନା ଲାଗିଯୀବ, ଏହା ଛଡା ମାନିନିଅନ୍ତୁ ଯଦି ଚାରୋଟି କିସ୍ତି ଜମା ହୋଇପାରିନାହିଁ ତେବେ ଆପଣଙ୍କ ଖାତା ବନ୍ଦ ହୋଇ ବି ପାରେ

ଯଦି ଆପଣ ସବୁ ମାସ ପୋଷ୍ଟ ଅଫିସ୍ ରେ ଆରଡି ସ୍କିମ୍ ରେ ୧୦ ହଜାର ଟଙ୍କା ୧୦ ବର୍ଷ ପାଇଁ ନିବେଶ କରୁଛନ୍ତି ତେବେ ୧୦ ବର୍ଷ ପରେ ୫,୮ ପ୍ରତିଶତ ସୁଧ ଦରରେ ୧୬ ଲକ୍ଷ ଟଙ୍କାରୁ ଅଧିକା ମିଳିବ, ବର୍ତ୍ତମାନ ସୁଧହାର ମୁତାବିକ ସବୁ ମାସ ୧୦ ହଜାର ଜମା କରିଲେ ୧୦ ବର୍ଷ ପରେ ଏହି ରାଶି ୧୬,୨୮,୯୬୩ ଟଙ୍କା ମିଳିବ, ସେମିତି ଆରଡି ଖାତାରେ ଛାଡ ପ୍ରାପ୍ତ କରିପାରିବେ, ଆରଡିରୁ ମିଳୁଥିବା ସୁଧରେ ଟ୍ୟାକ୍ସ ଲାଗିଥାଏ, କିନ୍ତୁ ମ୍ୟାଚୁରିଟି ରାଶି ଉପରେ ଟ୍ୟାକ୍ସ ଲାଗିବ ନାହିଁ ।

Leave a Reply

Your email address will not be published. Required fields are marked *