December 22, 2024

Odia Express

Leading Odia News Portal of Odisha

ଶହୀଦ ଭାଇ ଭଉଣୀର ବାହାଘରରେ ପହଞ୍ଚିଲେ ଭାରତୀୟ Army ଜବାନ୍ ,କହିଲେ ଆମେ ଭାଇର ଦାୟିତ୍ୱ ନିଭାଇବୁ

ଭାରତୀୟ ସେନାର ଜବାନ୍ ନିଜ ଜୀବନକୁ ଚିନ୍ତା ନକରି ଦିନ ରାତି ଭାରତ ମାର ସୀମାରେ ସେବା କରିଥାନ୍ତି । ଏହା ଭାରତ ମା ପାଇଁ ନିଜ ଜୀବନର ବାଜି ଲଗାଇଦିଅନ୍ତି, ସୀମାରେ ନିଯୁକ୍ତ ହେବାପରେ ଏହି ଜବାନଙ୍କ ନିଜ ଘର୍ ପରିବାରରେ ହେଉଥିବା ନକରାତ୍ମକ ପ୍ରଭାବର୍ କିଛି ବି ଚିନ୍ତା ରୁହେନାହିଁ, ସେମାନେ ପୁରା ତନ,ମନ,ଧନରୁ ଭାରତ ମାର ସେବାରେ ତତ୍ପର କରନ୍ତି, କିନ୍ତୁ ଏକ ଜବାନର ପରିବାର ପାଇଁ ସନ୍ତାନରୁ ନେଇକରି ପୁରା ଦେଶ ଏକତା ହୋଇକରି ତାଙ୍କ ପରିବାର ସହ ରହିବା ଏତିକି ହିଁ ନୁହେଁ ବରଂ ଫୌଜିର ହାତରେ ସେନାରେ କାମ କରୁଥିବା ଜବାନ୍ ତାଙ୍କ ପରିବାର ପାଇଁ ସଂବେଦନା ବ୍ୟକ୍ତ କରିବାରେ ତତ୍ପର ରୁହନ୍ତି ।

ଏହା ଆମେ ଏଥିପାଇଁ କହୁଛୁ କାରଣ ଏହି ଦିନ ସୋସିଆଲ୍ ମିଡିଆରେ କିଛି ଫଟୋଗୁଡିକ ଲଗାତାର ଭାଇରାଲ୍ ହେବାରେ ଲାଗିଛି, ଏହି ଫଟୋରେ ଭାରତୀୟ ସେନାର କିଛି ଜବାନ୍ ଏକ କନ୍ୟାର ଚୁନ୍ନିକୁ ନେଇକରି ମଣ୍ତପଯାଏଁ ନେବାର ଦେଖାଯାଇଛି, କଥା କିଛି ଏପରି ଥିଲା କି ଏହି କନ୍ୟା ରୁପରେ ଦେଖାଯାଉଥିବା ମହିଳା ସିଆରଏଫରେ ନିଯୁକ୍ତ ଶୈଳନ୍ଦ୍ର ପ୍ରତାପ ସିଂଙ୍କ ଭଉଣୀ ଅଟନ୍ତି ଯିଏକି ଗତ ବର୍ଷ ପୁଲବାମା ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିଲେ, ଶୈଳନ୍ଦ୍ର ପ୍ରତାପ ସିଂ ଶହୀଦ ହେବାର ଖବର ଶୁଣିକରି ପୁରା ପରିବାର ଭାଙ୍ଗିପଡିଥିଲେ, ସୁଚନାପାଇଁ କହିଦେବୁ କି ଶହୀଦ ଶୈଳନ୍ଦ୍ର ପ୍ରତାପ ସିଂଙ୍କ ଭଉଣୀଙ୍କ ବାହାଘର ଗତ ସୋମବାରକୁ ହୋଇଥିଲା ।

ସହିଦ ଜବାନଙ୍କ ଭଉଣୀଣ୍କୁ ନିଜ ଭାଇର କମି ଅନୁଭବ ନହେଉ ଏଥିପାଇଁ ସିଆରଏସ୍ ର କିଛି ଜବାନ୍ ତାଙ୍କ ବାହାଘରରେ ସାମିଲ୍ ହେବାପାଇଁ ଆସିଥିଲେ, ସୁଚନାପାଇଁ କହିଦେବୁ କି ସିଆରଏସ୍ ଜବାନ୍ କନେଷ୍ଟବଳ ଶୈଳନ୍ଦ୍ର ପ୍ରତାପ ସିଂ  ସା ଡ୍ୟୁଟି କରୁଥିଲେ, କିମ୍ବା କେବଳ ଜ୍ୟୋତିଙ୍କ ବାହାଘରରେ ସାମିଲ୍ ହୋଇନଥିଲେ ବରଂ ସେ ଏକ ଭାଇ ହେବାର ବହୁତ ଦାୟିତ୍ୱ ନିଭାଇଲେ, ଓ ବହୁତ ଦେଶରେ ବି ମିଶିକରି ଭାଗ ନେଇଥିଲେ, ଯାହାର ଫଟୋ ସୋସିଆଲ୍ ମୀଡିଆରେ ଭାଇରାଲ୍ ହେଉଛି, ଓ ଏହି ଘଟଣା ଉତ୍ତର ପ୍ରଦେଶର ରାୟବରେଲିରୁ ସାମ୍ନାରେ ଆସିଛି, ଏହି ଭିଡିଓ ଦେଖିକରି ଲୋକଙ୍କ ଆଖିରୁ ଲୁହ ଚାଲି ଆସିଛି, ଏହି ଜବାନ୍ ବାହାଘରରେ ଭାଗ ନେବାପାଇଁ ସେନାର ବର୍ଦୀ ପିନ୍ଧି ପହଞ୍ଚିଥିଲେ ।

ଜ୍ୟୋତିଙ୍କ ବାହାଘର ସମୟରେ ଭାଇ ହେବାର ଦାୟିତ୍ୱ ନିଭାଇ ଏହି ଜବାନମାନେ ସହୀଦ ଜବାନର ଭଉଣୀକୁ ମଣ୍ତପ ପର୍ଯ୍ୟନ୍ତ ଆଣିବାପାଇଁ ତାଙ୍କ ମୁଣ୍ତ ଉପରେ ଲାଲ ରଙ୍ଗର ଚୁନ୍ନି ଧରିଥିବାର ଦେଖାଯାଇଥିଲା, ଏହି ନଜାରା ଦେଖିକରି ମଣ୍ତପରେ ମହଜୁଦ୍ ସବୁ ଲୋକ ବହୁତ ଭାବୁକ ହୋଇଗଲେ, ଓ ସବୁ ଲୋକଙ୍କ ଆଖିରୁ ଲୁହ ଚାଲି ଆସିଥିଲା, ଜ୍ୟୋତି ବି ନିଜ ସହୀଦ ଭାଇ କୁ ବହୁତ ଅଧିକା ମନେ ପକାଉଥିଲେ, ସେ ଅଧିକା ଭାବୁକ ହୋଇଗଲେ, ଏକ ସହିଦ ଜବାନର୍ ଭଉଣୀ ପାଇଁ ଏତେ ଭଲ ପାଇବା ଓ ସମ୍ମାନ ଦେଖିକରି ସମସ୍ତଙ୍କ ହୃଦୟରେ ଆର୍ମୀର ଏହି ଜବାନଙ୍କ ପାଇଁ ଗର୍ବର ଭାବନା ଜାଗୃତ ହେଲା, ଇଣ୍ତିଆନ୍ ଆର୍ମୀର ଜବାନ୍ ନା କେବଳ ଦେଶଭକ୍ତି ଭାବନାରେ ଆଗୁଆ ଅଛନ୍ତି ବରଂ ଏକ ଶହୀଦ ଜବାନ୍ ପରିବାର ପ୍ରତି ତାଙ୍କ ହୃଦୟରେ ବହୁତ ସମ୍ମାନ ଅଛି ।

Leave a Reply

Your email address will not be published. Required fields are marked *