October 19, 2024

Odia Express

Leading Odia News Portal of Odisha

ଦିପାବଳୀର ଉତ୍ସବ ପୁର୍ବରୁ ଆସିଲା ବଡ ଆଶ୍ୱସ୍ତିର ଖବର, ସୋରିଷ ଓ Refined ତେଲର ଦାମରେ ହୋଇଛି କମ୍

ଆଜିକାଲିର ସମୟରେ ମହଙ୍ଗାଇ ବହୁତ ବଢିଯାଇଛି, ଦିନକୁ ଦିନ ବସ୍ତୁଗୁଡିକ ଦାମ୍ ଆକାଶଛୁଆଁ ହେଉଛି, ଦେଶ ସାରା ମହଙ୍ଗାଇ ଏକ ବଡ ସମସ୍ୟା ହୋଇଛି, ଯଦି ମହଙ୍ଗାଇ ବଢୁଛି ତ ଏହା ମଧ୍ୟମ ବର୍ଗୀୟ ଓ ଗରିବ ତଳ ସ୍ତରର ଲୋକଙ୍କୁ ପ୍ରଭାବିତ କରିଥାଏ, ଦିନ ପରେ ଦିନ ବସ୍ତୁଗୁଡୀକ ଦାମରେ ବୃଦ୍ଧି ଏତେ ଅଧିକା ହେଉଛି କି ଲୋକେ ଏବେ ଚିନ୍ତିତ ହେଉଛନ୍ତି, ସେମିତି ସରକାର ମହଙ୍ଗା କମ୍ କରିବାର କଥା ଦେଉଛନ୍ତି, କିନ୍ତୁ ଏହାର ଓଲଟା ପ୍ରଭାବ ନଜର ଆସୁଛି । ଯେପରି ଆମେ ସମସ୍ତେ ଜାଣିଛନ୍ତି କି ଉତ୍ସବର ସିଜିନ୍ ଆରମ୍ଭ ହେଉଛି, ଓ ଦିପାବଳୀ ବହୁତ ପାଖେଇ ଆସୁଛି

ଯେବେ ବି ଉତ୍ସବର ସିଜିନ୍ ଆସିଥାଏ ତେବେ ମହଙ୍ଗାଇ ବଢିଥାଏ, ସବୁ ବସ୍ତୁଗୁଡିକର ଦାମ୍ ବଢିବାର ଦେଖାଯାଏ, ସେମିତି ବହୁତ ଲମ୍ବା ସମୟରୁ ସୋରିଷ ତେଲ ଓ ରିଫାଇନ୍ ତେଲର ଦାମ୍ ଅଧିକା ଥିଲା କିନ୍ତୁ ଏବେ ଆଶ୍ୱସ୍ତି ଖବର ବାହାରକି ଆସୁଛି, ହଁ ଆଜ୍ଞା, ଏବେ ଲମ୍ବା ସମୟ ପରେ ସୋରିଷ ତେଲ ଓ ରିଫାଇନ୍ ତେଲ ଦାମ୍ କମ୍ ହେବାରେ ଲାଗିଛି । ଆପଣଙ୍କୁ କହିଦେବୁ କି ସୋରିଷର ତେଲ ୧୯୦ ପ୍ରତି ଲିଟର ଭାବରେ ହୋଇସାରିଛି, କିନ୍ତୁ ଏବେ ୧୭୫ ଲିଟରରେ ବିକ୍ରି ହେଉଛି, ଏମିତି ମାନାଯାଉଛି କି ଥୋକ କିରାନା ମର୍ଚେଣ୍ଟ ଦାମରେ କମି ଆସିବା କାରାଣରୁ ଆୟାତ ଶୁଳ୍କରେ କଟୋତି କାରଣରୁ ଦାମ୍ କମ୍ ହୋଇଚି

ସେମିତି ଆମେ ରିଫାଇନ୍ କଥା କହିଲେ ତେବେ ପୁର୍ବରୁ ପ୍ରତି ୧୫୫ ପ୍ରତି ଲିଟରରେ ବିକ୍ରି ହେଉଛି, କିନ୍ତୁ ଏବେ ୧୫୦ ଟଙ୍କାରେ ବିକ୍ରି ହେଉଛି । ସେମିତି ବହୁତ ଲମ୍ବା ସମୟ ରୁ ସୋରିଷ ତେଲ ଦାମକୁ ନେଇକରି ଲୋକ ବହୁତ ଚିନ୍ତିତ ହୋଇଥିଲେ, କିନ୍ତୁ ଏବେ ଏଥିରେ କମି ଦେଖିବାକୁ ମିଳୁଛି, ସେମିତି ରିୟାଇନ୍ ଦାମରେ ବି କମି ଦେଖିବାକୁ ମିଳିଛି, ସୋରିଷ ତେଲ ୧୭୫ ପ୍ରତି ଲିଟର ପହଞ୍ଚିଛି, ଓ ରିଫାଇନ୍ ୧୫୦ ପ୍ରତି ଲିଟର ପହଞ୍ଚିଯାଈଛି, ସରକାରଙ୍କ ଦ୍ୱାରା ୧୫ କିଲୋ ଆୟତ ଡ୍ୟୁଟି କୁ କମ୍ କରିଦିଆଯାଇଛି, ଏହି ହିସାବରେ ଦେଖିବାକୁ ଗଲେ ୧୫ ଟଙ୍କା କମ୍ ହେବା ଦରକାର ଥିଲା,

କିନ୍ତୁ ବଡ ତେଲ କମ୍ପାନୀ ରିଫାଇନ୍ ଦାମରେ କେବଳ ୫ ରୁ ୬ ଟଙ୍କା କମ୍ କରିଛନ୍ତି ।ଉତ୍ସବ ସିଜିନ୍ ରେ ଦାମ୍ କମ୍ ହେବା କାରଣରୁ ଏଥିରେ ରୋଷେଇକୁ ବହୁତ ଆଶ୍ୱସ୍ତି ମିଳିବ, ଏହା ଛଡା ଅରହର ଡାଲି ସମେତ ବିଭିନ୍ନ ଡାଲିର ଦାମ ବି କମି ଆସିଛି, ଥୋକ କାରୋବାରୀ ରାକେଶ୍ ଗର୍ଗ ଏମିତି କହନ୍ତି କି ଡାଲିରେ ୪ ରୁ ୫ ଟଙ୍କା କିଲୋ ମାନ୍ଦା ଦର୍ଜ୍ କରାଯାଈଛି, ଏମିତିରେ ଉତ୍ସବର ସିଜିନ୍ ଡାଲି, ରିୟାଇନ୍, ଓ ଅନ୍ୟ ଖାଦ୍ୟ ତେଲ ଦାମ୍ କମ୍ ହେବା କାରଣରୁ ଲୋକଙ୍କ ପାଇଁ ଏହା ଆଶ୍ୱସ୍ତିର ଖବର ବାହାରକୁ ବାହାରିଛି । ଯଦି ଆମେ ମଣ୍ତିର ହାଲତ ଜାଣିବା ତେବେ ଖାଦ ତେଲ ଫରଚ୍ୟୁନ୍ ରିୟାଇନ୍ ୧୫୫ ଟଙ୍କା ପ୍ରତି ଲିଟର ପୁର୍ବରୁ ବିକ୍ରି ହେଉଥିଲା

ତେବେ ୧୪୫-୧୫୦ ଟଙ୍କାରେ ବିକ୍ରି ହେଉଛି, ସେମିତି ଅରହର ଡାଳ ଏକ ମାସ ପୁର୍ବରୁ ୧୦୦ ଟଙ୍କା କେଜି ବିକ୍ରି ହେଉଥିଲା, କିନ୍ତୁ ଏବେ ୯୫ ଟଙ୍କା କେଜି ବିକ୍ରି ହେଉଛି, ଚଣା ଡାଲି ପୁର୍ବରୁ ୭୫ କେଜି ପ୍ରତି କିଲୋ ଥିଲା କିନ୍ତୁ ଏବେ ୭୨ ପ୍ରତି କିଲୋଗ୍ରାମ ଅଛି, ମୁଗ ଡାଲି ୯୭ କେଜି ବିକ୍ରି ହେଉଥିଲା, ଏବେ ୯୫ ଟଙ୍କା ପ୍ରତି କିଲୋଗ୍ରାମ ଅଛି, ଓ ଛୋଲା ଅବଲ୍ ପୁର୍ବରୁ ୧୦୬ ଟଙ୍କା ପ୍ରତି କେଜି ବିକ୍ରି ହେଉଥିଲା, କିନ୍ତୁ ଏବେ ୧୦୫ ଟଙ୍କା ପ୍ରତି କିଲୋ ବିକ୍ରି ହେଉଛି ।ଏବେ ଆପଣ ଜାଣିନିଅନ୍ତୁ ତେଲ ମହଙ୍ଗା କଣ ପାଇଁ ହୋଇଛି, ସୋରିଷ ତେଲ ମହଙ୍ଗାଇ ପଛରେ

ଏହା କାରଣ ଥିଲା କି ସୋରିଷ ତେଲ ଫସଲକୁ ଚାଷି ମଣ୍ତିରେ ବିକ୍ରି କରିନଥିଲେ କାରଣ ସେଠାରେ ଏମଏସପି ଦାମ୍ ମିଳୁଥିଲା, ଯେବେ କି ବଜାରର ଭାଉ ସେଥିରେ ୨-୩ ଗୁଣା ଦେଉଛି, ଯାହାର କାରଣରୁ ଚାଷୀ ସିଧା ବଜାରରେ ସୋରିଷ ଫସଲ ବିକ୍ରି କରିଦେଲେ, ଏହି କାରଣାରୁ ସରକାରୀ କମ୍ପାନୀର ଫସଲ ମିଳିପାରୁନାହିଁ, ଯେବେ ବଜାରରେ ବେପାରୀ ଫସଲ କିଣିଥିଲେ ତେବେ ତେଲ ମହଙ୍ଗା ବଜାରରେ ପହଞ୍ଚିଥିଲା, ଏଥିରେ ଚାଷୀଙ୍କୁ ଫାଇଦା ମିଳିଥିଲା କିନ୍ତୁ ବଢୁଥିବା ମହଙ୍ଗାଇ କାରଣରୁ ଜନତାକୁ ବହୁତ ଚିନ୍ତିତ ହେବାକୁ ସାମ୍ନା କରିବାକୁ ପଡିଥିଲା ।

Leave a Reply

Your email address will not be published. Required fields are marked *