October 19, 2024

Odia Express

Leading Odia News Portal of Odisha

ଘରେ Gas ସିଲିଣ୍ତର ଅଚାନକ ଶେଷ ହେବାପରେ ଛାଡିଦିଅନ୍ତୁ ଏବେ ଚିନ୍ତା, ଓଦା କପଡାରୁ ଜାଣନ୍ତୁ ଆପଣଙ୍କ ଗ୍ୟାସ cylinder ରେ କେତେ ଗ୍ୟାସ ଅଛି ବଳକା

ଗୋଟେ ସମୟ ଥିଲା ଯେବେ ମହିଳାଙ୍କ ଅଧିକାଂଶ ସମୟ ଚୁଲ୍ଲିରେ ରୋଷେଇ କରିବାରେ ସମୟ କଟିଯାଉଥିଲା, କାରଣ ତେବେ ସେ ଘରେ ଖାଇବା ତିଆରି କରିବାପାଇଁ ଚୁଲ୍ଲି କିମ୍ବା କିରୋସିନ୍ ଷ୍ଟୋଭର ବ୍ୟବହାର ଅଧିକା କରୁଥିଲେ, କିନ୍ତୁ ଏବେ ସମୟ ବଦଳିସାରିଛି ଓ ସବୁ ଘରେ ଗ୍ୟାସର ସିଲିଣ୍ତର୍ ଆବଶ୍ୟକତା ବଢିଯାଈଛି, ସେମିତି ଦେଖିବାକୁ ଗଲେ ଏହାର ଫାଇଦା ବହୁତ ଅଧିକା ଅଛି, ଗ୍ୟାସ ସିଲିଣ୍ତରରୁ ଖାଇବା ତିଆରି କରିବା ବେଶୀ ସହଜକର ହୋଇଥାଏ, ଓ ଏହା ଆମର ସମୟ ବର୍ବାଦୀ କରିନଥାଏ

ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଘରେ ରଖିଥିବା ସିଲିଣ୍ତରରେ ଗ୍ୟାସ ଶେଷ ହେବାପରେ ଅନ୍ଦାଜା ଏହି କଥାରୁ ଲଗାଇଥାନ୍ତି କି ତାର ଓଜନ କେତେ ଅଛି, କିମ୍ବା କିଛି ଲୋକ ତାକୁ ଫ୍ଲେମର ରଙ୍ଗ ବଦଳିଲେ ଗ୍ୟାସ ଶେଷ ହେବାକୁ ଯାଉଛି ବୋଲି ଭାବିନିଅନ୍ତି, ବହୁତଥର ଏହି ଅନ୍ଦାଜା ବି ଭୁଲ୍ ପ୍ରମାଣିତ୍ ହୋଇଯାଏ । ଗ୍ୟାସ ଶେଷ ହୋଇଗଲେ ଏହା ରୋଷେଇ କରିବା ସମୟରେ ଏକ ଚିନ୍ତାର ବିଷୟ ହୋଇଯାଉଥିଲା, ମାନି ନିଅନ୍ତୁ କି ଆପଣଙ୍କ ଘରେ ବହୁତ ସାରା ଅତିଥି ଆସିଛନ୍ତି ଓ ଆପଣଙ୍କୁ ତାଙ୍କୁ ଖାଦ୍ୟ ତିଆରି କରି ଦେବାର ଅଛି ତେବେ ଅଚାନକ ଆପଣଙ୍କ ଗ୍ୟାସ ସିଲିଣ୍ତରରୁ ଗ୍ୟାସ ଶେଷ ହୋଇ ଗଲେ ଆପଣଙ୍କ ମୁଣ୍ତ୍ କାମ କରିବା ବନ୍ଦ କରିଦିଏ

ଏମିତିରେ ଗ୍ୟାସ ଶେଷ ହେବାର ଅନ୍ଦାଜା ଲଗାଇବା ବହୁତ ଆବଶ୍ୟକ ହୋଇଥାଏ, ଆଜି ଏହି ସ୍ପେଶାଲ ପୋଷ୍ଟରେ ଆମେ ଆପଣଙ୍କୁ ଘରୋଇ ଗ୍ୟାସକୁ ବିନା କେଉଁ ଖର୍ଚ୍ଚ ବାଲା ସହଜ ଟ୍ରିକ୍ ମାଧ୍ୟମରେ ଜଣାଇବୁ କି ଆପଣଙ୍କ ଗ୍ୟାସ ସିଲିଣ୍ତରରେ କେତେ ଗ୍ୟାସ ଆଉ ବଳକା ଅଛି, ଏଥିପାଇଁ ଆପଣଙ୍କୁ ବଜାରରୁ କେଉଁ ବସ୍ତୁ କିଣିବାକୁ ପଡିବ ନାହିଁ କାରଣ ଆପଣ ଏହା ନିଜ ଘରେ ରଖିଥିବା କେଉଁ ଓଦା କନା ମାଧ୍ୟମରେ ଅନୁମାନ ଲଗାଇପାରିବେ ।

ଗ୍ୟାସ ସିଲିଣ୍ତରରେ କେତେ ଗ୍ୟାସ୍ ଅଛି ତାହା ଜାଣିବାପାଇଁ ଏକ କପଡା ନିଅନ୍ତୁ ଓ ତାକୁ ଓଦା କରି ପୁରା ସିଲିଣ୍ତର ଚାରିପଟେ ଗୁଡାଇଦିଅନ୍ତୁ, ଯେବେ ସେ ସିଲିଣ୍ତର ଓଦା ହୋଇଯିବ ତେବେ କପଡାକୁ ହଟାଇଦିଅନ୍ତୁ, ଏବେ ଆପଣ ଧ୍ୟାନରେ ଦେଖିବେ କି ସିଲିଣ୍ତରର କିଛି ଭାଗ ଓଦା ଅଛି ଯେବେ କି କିଛି ଭାଗ ସୁଖିଲା ଅଛି, ଯେଉଁ ଭାଗ ସୁଖିଲା ଅଛି ତେବେ ସେଥିରେ ଗ୍ୟାସ ନଥାଏ

ଯେବେ ଯେଉଁ ଭାଅ ଓଦା ଅଛି ତେବେ ସେଥିରେ ଗ୍ୟାସ ଅଛି, ଏହି ତରିକାରୁ ଆପଣଙ୍କୁ ବୁଝାପଡିଯୀବ କି ଆପଣଙ୍କ ସିଲିଣ୍ତରରେ ଏବେ କେତେ ପରିମାଣର ଗ୍ୟାସ ମହଜୁଦ୍ ଅଛି, ଆପଣଙ୍କୁ ସିଲିଣ୍ତର ବୁକ୍ କରାଇବା ପାଇଁ ଚିନ୍ତା କରିବାକୁ ପଡିବ ନାହିଁ, ବରଂ ଆପଣ ଏହି ଟ୍ରିକ୍ ଜରିଆରେ ଆପଣ ଏହାର ପରିମାଣର୍ ପତ୍ତା ଲଗାଇପାରିବେ, ଓ ତାହାପରେ ଆପଣ ସମୟ ଦେଖି ପରବର୍ତ୍ତୀ ସିଲିଣ୍ତର ବୁକ୍ କରାଇପାରିବେ ।କହିଦେବୁ କି ଅପେକ୍ଷାକୃତ ଭରି ରହିଥିବା ଲିକ୍ୱିଡ୍ ଗ୍ୟାସ ତୁଳନାରେ ଖାଲି ଭାଗ ଅଧିକା ଗରମ ହୋଇଥାଏ

ଏମିତିରେ ଯେବେ ଆମେ ସେହି ଜାଗାରେ ଓଦା କପଡା ରଖନ୍ତି ତେବେ ତାହାର ଉଷ୍ମତା କାରଣରୁ ତାହା ଜଲଦି ସୁଖିଯାଏ, ଏକ ସମସ୍ୟା ଏହା ବି ଆସେ କି ଯେବେ ସିଲିଣ୍ତର ଉପରେ ସଫା ଦେଖାଯାଏ ତେବେ ସୁଖିଲାପରେ ବି ଓଦା ଅଛି, ତେବେ ଏହି ତରିକାରେ ଆପଣ ନିଜ ଘରେ ଥିବା ସିଲିଣ୍ତରରେ ଭରି ରହିଥିବା ଗ୍ୟାସର ମାତ୍ରା ସହଜରେ ପତ୍ତା ଲଗାଇପାରିବେ, ଏହା ଆପଣଙ୍କୁ ଆପଣଙ୍କ ଅତିଥିଙ୍କ ସାମ୍ନାରେ କେବେ ଲଜ୍ଜିତ କରାଇବ ନାହିଁ, ବିଶ୍ୱାସ ଆସୁନାହିଁ ଯଦି ଏହି ଟ୍ରିକ୍ ଥରେ କରିକି ଦେଖିନିଅନ୍ତୁ ।

Leave a Reply

Your email address will not be published. Required fields are marked *