October 20, 2024

Odia Express

Leading Odia News Portal of Odisha

ଯେବେ Airhostessଙ୍କୁ ଭଲ ପାଇବସିଥିଲେ ସଞ୍ଜୟ ଦତ୍ତ ,ହେବାକୁ ଥିଲା ବାହାଘର କିନ୍ତୁ ଏହି କାରଣରୁ କରିଦେଇଥିଲେ ମନା

ବଲିଉଡ୍ ର ଦିଗଜ୍ ଅଭିନେତା ସଞ୍ଜୟ ଦତ୍ତ ନିଜ ଅଭିନୟର ଦକ୍ଷତାରୁ ଫିଲ୍ମ ଜଗତରେ ଏକ ଅଲଗା ପରିଚୟ ବନାଇଛନ୍ତି, ଅଭିନେତା ହିନ୍ଦୀ ସିନେମାରେ ନିଜ ବଢିଆ ଅଭିନୟ ପାଇଁ ଜଣାଯାଆନ୍ତି, ଲୋକେ ତାଙ୍କୁ ପ୍ରେମରେ ସଞ୍ଜୁ ବାବା, ମୁନ୍ନା ଭାଇ ଆଦି କହିକରି ସମ୍ବୋଧିତ କରନ୍ତି, ସଞ୍ଜୟ ଦତ୍ତ ବଲିଉଡ୍ ରେ ଏମିତି କଳାକାର ଅଟନ୍ତି ଯିଏକି ନିଜ ଫିଲ୍ମର ସହ ନିଜ ଜୀବନକୁ ନେଇ ଚର୍ଚ୍ଚିତ ରୁହନ୍ତି, ସଞ୍ଜୟଦତ୍ତଙ୍କ ନାଁ ବଲିଉଡ୍ ର ବହୁତ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି, ଯେଉଁଥିରେ ମାଧୁରୀ ଦିକ୍ଷିତଙ୍କ ଠାରୁ ନେଇକରି ବଲିଉଡ୍ ଅଭିନେତ୍ରୀଙ୍କ ବହୁତ ନାଁ ସାମିଲ୍ ହୋଇଛି ।

ସଞ୍ଜୟ ଦତ୍ତ ନିଜ ଫିଲ୍ମ କ୍ୟାରିୟରର ଆରମ୍ଭ ମୁଖ୍ୟ ଅଭିନେତା ହିସାବରେ ରକି ଫିଲ୍ମରୁ କରିଥିଲେ, ଏହି ଫିଲ୍ମ ସେହି ସମୟର ସୁପରହିଟ୍ ଫିଲ୍ମ ରହିଥିଲା, ଏହାପରେ ସେ ବହୁତ ସୁପରହିଟ୍ ଫିଲ୍ମ ଦେଇଥିଲେ, ଓ ସବୁ ଭଲ ଅଭିନେତାଙ୍କ ସହ କାମ କରିଥିଲେ, ସଞ୍ଜୟ ଦତ୍ତଙ୍କୁ ନିଜ ପ୍ରଥମ ଫିଲ୍ମରୁ ବହୁତ ଲୋକପ୍ରିୟତା ମିଳିଥିଲା, ଯେବେ ସଞ୍ଜୟ ଦତ୍ତଙ୍କ ଫିଲ୍ମ ନାମ୍ ର ଅଫର୍ ମିଳିଲା

ତେବେ ସେ ସୁଟିଙ୍ଗ୍ ପାଇଁ ଫିଲିଫିନ୍ସ ଯାଇଥିଲେ, ଏହି ସମୟରେ ସେ ଶ ନାମକ ଏକ ଝିଅକୁ ଭଲ ପାଇବସିଥିଲେ, ଯାହାପରେ ସଞ୍ଜୁ ବାବା ଶ ସହ ରିଲେସନସିପ୍ ରେ ଆସିଯାଇଥିଲେ । ଆପଣଙ୍କୁ କହିଦେବ୍ ଉକି ଶା ପେଶାରେ ଏକ ଏୟାରହୋଷ୍ଟେସ୍ ତିଲେ, ସେ ସଞ୍ଜୟ ଦତ୍ତଙ୍କୁ ଏତେ ପସନ୍ଦକରୁଥିଲେ କି ସେ ତାଙ୍କୁ ବାହାହେବାପାଇଁ ପ୍ରସ୍ତାବ ରଖିଦେଲେ, କିନ୍ତୁ ସଞ୍ଜୟ ଦତ୍ତ ବାହାହେବାପାଇଁ ଏକ ସର୍ତ୍ତ ରଖିଥିଲେ, ଯାହାର କାରଣରୁ ଶା ବାହାହେବାପାଈଁ ମନାକରିଦେଲେ, ସଞ୍ଜୟ ଦତ୍ତ ଏହି ଲୋକପ୍ରିୟ ପ୍ରେମ କାହାଣୀ ବିଷୟରେ ଅଭିନେତା ନିଜ ବହି ସଞ୍ଜୟ ଦତ୍ତ ଦି କ୍ରେଜୀ ଅନଟୋଲଡ୍ ଷ୍ଟୋରୀ ଅଫ୍ ବଲିଉଡ୍ ବ୍ୟାଡ୍ ବୟରେ କରାଯାଇଛି

ଏଥିରେ କୁହାଯାଇଛି କି ସଞ୍ଜୟ ଦତ୍ତ ଶା କୁ ବିବାହ କରିବାକୁ ପ୍ରପୋଜ୍ କରିଥିଲେ, କିନ୍ତୁ ସର୍ତ୍ତ ମୁତାବିକ ସଞ୍ଜୟ ଦତ୍ତ ଶାଙ୍କୁ କହିଥିଲେ କି ନିଜ କ୍ୟାରିୟର ସେ ଛାଡିଦେବେ ଓ ଘର ସଂମ୍ଭାଳିବେ । ସଞ୍ଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ବହିରେ କୁହାଯାଇଛି କି ସଞ୍ଜୟ ଦତ୍ତଙ୍କ ଦ୍ୱାରା କୁହାଯାଇଥିବା ଏହି କଥା ତାଙ୍କ ପ୍ରେମିକା ଶାଙ୍କୁ ବିଲକୁଲ୍ ପସନ୍ଦ ଆସିନଥିଲା, ଓ ସେ ସଞ୍ଜୟ ଦତ୍ତଙ୍କ ଠାରୁ ଅଲଗା ହୋଇଗଲେ, ଏହି ବହିରେ ଏହି କଥାରଖୁଲାସା ହେଲା କି ସଞ୍ଜୟ ଦତ୍ତଙ୍କ ଇଚ୍ଛା ଥିଲା କି ସେ ତାଙ୍କୁ ନିଜ କ୍ୟାରିୟର ଛାଡି ତାଙ୍କୁ ବାହା ହୋଇଯାଆନ୍ତୁ

କିନ୍ତୁ ଶା ଏହା ଯେପରି ବୁଝିପରିଲେ କି ସଞ୍ଜୟ ଦତ୍ତଙ୍କ ସହ ତାଙ୍କର କିଛି ଭବିଷ୍ୟତ ନାହୀଁ ତେବେ ସେ ଅଲଗା ହେବାର ନିଷ୍ପତି ନେଲେ ।ଆପଣଙ୍କୁ କହିଦେବୁ କି ରିଚା ଶର୍ମା ବି ସଞ୍ଜୟ ଦତ୍ତଙ୍କ ସହ ଆଫେୟାର୍ ଚାଲିଥିଲା, ରିଚା ଶର୍ମା ଆମେରିକାରେ ରହୁଥିଲେ, ଓ ସେ ଭାରତୀୟ ଫିଲ୍ମରେ କାମ କରିବାକୁ ଆସିଥିଲେ, ସେ ଫିଲ୍ମରେ କାମ ବି କଲେ, ରିଚା ଓ ସଞ୍ଜୟ ଦତ୍ତଙ୍କ ସାକ୍ଷାତ ଗୋଟେ ଫିଲ୍ମ ମୁହୁରତ୍ ରେ ହୋଇଥିଲା, ଯେପରି ସଞ୍ଜୟ ଦତ୍ତ ରିଚା ଶର୍ମାଙ୍କୁ ଦେଖିଲେ ପ୍ରଥମ ନଜରରେ ଭଲ ପାଇବସିଲେ, ସେମିତି ରିଚା ବି ସଞ୍ଜୟ ଦତ୍ତଙ୍କୁ ଭଲ ପାଇବସିଲେ

କିନ୍ତୁ ସଞ୍ଜୟ ଦତ୍ତ ସେହି ପୁରୁଣା ସର୍ତ୍ତ ଅନୁସାରେ ରିଚାଙ୍କୁ କହିଲେ କି ନିଜ କ୍ୟାରିୟର ଛାଡିବେ , ଏଥିରେ ବି ରିଚା ରାଜି ହୋଇଗଲେ । ସଞ୍ଜୟ ଦତ୍ତ ଓ ରିଚା ଶର୍ମା ୧୯୮୭ ରେ ବିବାହ କରିନେଲେ କିନ୍ତୁ ୧୯୯୬ ରେ ରୋଗାଗ୍ରସ୍ତ ହେବାକୁ ନେଇ ତାଙ୍କର ନିଧନ ହୋଇଗଲା, ଯାହାପରେସଞ୍ଜୟ ଦତ୍ତ ରିୟା ପିଲ୍ଲାଇଙ୍କୁ ବିବାହ କଲେ କିନ୍ତୁ ଏହି ବାହାଘର ଏତେ ଦିନ ଯାଏଁ ଚାଳିନଥିଲା, ରିୟା ପିଲ୍ଲାଇ ଅଲଗା ହେବାପରେ ସଞ୍ଜୟ ଦତ୍ତ ୨୦୦୮ ରେ ମାନ୍ୟତା ଦତ୍ତଙ୍କୁ ଲୁଚିକରି ବିବାହ କରିନେଇଥିଲେ ।

Leave a Reply

Your email address will not be published. Required fields are marked *