October 20, 2024

Odia Express

Leading Odia News Portal of Odisha

କଣ ଆପଣ ଭାବିଛନ୍ତି , AC କୁ କାନ୍ଥର ଉପର Top ରେ କଣ ପାଇଁ ଲଗାଯାଏ, ଜାଣନ୍ତୁ ଏହାର ପଛରେ ମୁଖ୍ୟ କାରଣ

ଆଜିକାଲିର ସମୟରେ ଏସି ବହୁତ ଆବଶ୍ୟକ ହୋଇସାରିଛି, ଗରମ ଦିନରେ ଏତେ ଅଧିକା ଗରମ ହୁଏ କି ସାଧାରଣ ପଙ୍ଖା, କୁଲର ବି କାମ କରିବା ବନ୍ଦ କରିଦିଏ, ଯାହାକୁ ନେଇ ଧିରେ ଧିରେ ଏୟାର କଣ୍ତିସନର୍ ବ୍ୟବହାର ଲୋକେ ଅଧିକା କରିବାକୁ ଲାଗିଲେଣି, ଆଜିକାଲି ସବୁ ବ୍ୟକ୍ତି ନିଜ ଘରେ ଏସି ଲଗାଇବାକୁ ଚାହେଁ, ଏମିତିରେ ବିଜୁଳି ରେ ଚାଲୁଥିବା ଏମିତି ଏକ ଉପକରଣ ଅଛି ଯାହା ଗରମ ପବନକୁ ବାହାରକରି ଥଣ୍ତା ପବନରେ ବଦଳାଇଦିଏ, ଓ ଆମର ରୁମର ତାପମାନ କମ୍ କରିଦିଏ, ଯେଉଁଥିରେ ଗରମରୁ ତୁରନ୍ତ ଆଶ୍ୱସ୍ତି ମିଳେ ।

ଆଜିକାଲି ଗରମ ଏତେ ଅଧିକା ହୋଇଯାଇଛି କି ଲୋକେ ନିଜ ଘରେ ଏସି ଲଗାଉଛନ୍ତି, ଓ ଏସିର ବିକ୍ରି ଅଧିକା ବଢିବାକୁ ଲାଗୁଛି, ଯେବେ ଆମେ ବାହାରେ ଗର୍ମରେ ଝାଳରୁ ତରବର ହୋଇକରି ଏସି ରୁମ୍ ରେ ପସିଯାଉ ତେବେ ଆମକୁ ବହୁତ ଆରାମ ଲାଗେ, ସେମିତି ଆପଣ ଲୋକେ କେବେ ଏହି ବିଷୟରେ ଭାବିଛନ୍ତି କି ଏସି କଣପାଇଁ କାନ୍ଥରେ ଲଗା ହୋଇଥାଏ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଏହାର ପଛରେ କାରଣ ବିଷୟରେ କହିବୁ । ଆପଣଙ୍କୁ କହିଦେବୁ କି ଏସି ଉପର ତରଫକୁ ଲଗାଇବାର ଏକ ସାଇଣ୍ଟିଫିକ୍ କାରଣ ଅଛି

ଏସି ଉପରେ ଏଥିପାଇଁ ଲଗାଯାଏ ଯାହାଦ୍ୱାରା ରୁମ ଭିତର ଏକଦମ୍ ଥଣ୍ତା ରହୁ, ଏହି କଥାଉ ଧ୍ୟାନରେ ରଖି ଇଞ୍ଜିନିୟର୍ ଏସି ଉପ କାନ୍ଥରେ ଲଗାଇଥାନ୍ତି, ଏୟାର କଣ୍ତିସନର୍ ଭିତରୁ ଥଣ୍ତା ପବନ ବାହାରିଥାଏ, ଯାହା ସବୁବେଳେ ତଳକୁ ବାହାରିଥାଏ, ଏହି ଜିନିଷକୁ ଧ୍ୟାନରେ ରଖି ଆଜି ଏୟାର କଣ୍ତିସନର୍  ଉପରେ ଲଗାଯାଏ, ହିଟ ସବୁବେଳେ ତଳେ ଲଗାଯାଏ । ଏୟାର କଣ୍ତିସନର୍ ଉପର ପଟକୁ ଲଗାଇବାର ଆଉ ଏକ କାରଣ ବି ଅଛି ଯାହାଦ୍ୱାରା ଗରମ ପବନ ହାଲକା ହୋଇପାରୁ

ଓ ହାଲକା ହେବା କାରଣରୁ ଏହା ସବୁବେଳେ ଉପରେ ରହିଥାଏ, ହୋଇପାରେ ଆପଣ ସବୁ ଲୋକ କେବେ ଏହି କଥାକୁ ଧ୍ୟାନ ଦେଇନଥିବେ ଯେବେ ଘର ଭିତରେ ଏୟାର୍ କଣ୍ତିସନର୍ ଚାଲୁ କରାଯାଏ ତେବେ ସେହି ସମୟରେ ଥଣ୍ତା ପବନ ତଳକୁ ଚାଲିଆସେ, ଓ ଗରମ ପବନ ଉପର ଆଡକୁ ଉଠିବାକୁ ଲାଗେ, ଏହାର୍ ପୁରା ପ୍ରୋସେସ୍ ହେବାପାଇଁ ସଂବହନ ନାଁରେ ଜଣାଯାଏ, ଏଥିରେ ଗରମ ପବନ ଉପରକୁ ଚାଲିଯାଏ, ଯାହା ଏସି ବାହାର କରିଦିଏ, ଓ ରୁମ୍ ଥଣ୍ତା ରୁହେ ।

ଆପଣଙ୍କୁ କହିଦେବୁ କି ଏୟାର କଣ୍ତିସନର୍ ଉପର ଭାଗରେ ଯେଉଁ ଗରମ ପବନ ହୋଇଥାଏ ନା ତାହା ତଳକୁ ବାହାର କରିବାରେ କାମ କରିଥାଏ, ଏୟାର କଣ୍ତିସନର୍, ଏହି କାରଣରୁ ତାହାର ଆଉଟର୍ ଭାଗରେ ଗରମ ଅଧିକା ହୋଇଥାଏ, ମାନିନିଅନ୍ତୁ ଯଦି ଏସିକୁ ଭୁଲରେ ବି ତଳକୁ ଲଗାଇଦେଲେ, ତେବେ ଏମିତି ସ୍ଥିତିରେ ଥଣ୍ତା ପବନ ତଳ ଚଟାଣରେ ରହିଯିବ, ଯାହାର କାରଣରୁ ପୁରା ରୁମ୍ ଥଣ୍ତା ହେବ ନାହିଁ, ଏବେ ଆପଣମାନେ ବୁଝିପାରୁଥିବେ କି ଏସି କାନ୍ଥର ଉପରେ କଣପାଇଁ ଲଗାଯାଏ,  ।

Leave a Reply

Your email address will not be published. Required fields are marked *