October 20, 2024

Odia Express

Leading Odia News Portal of Odisha

Samantha ଚୈତନ୍ୟଙ୍କ ବିବାହରେ ଖର୍ଚ୍ଚ ହୋଇଥିଲା ୧୦ କୋଟି ଟଙ୍କା, କିନ୍ତୁ ଛାଡପତ୍ର ପରେ ଅଭିନେତ୍ରୀଙ୍କୁ ମିଳିବ ଏତେ କୋଟି ଟଙ୍କା..

ସାଉଥ୍ ସୁପରଷ୍ଟାର୍ ନାଗାର୍ଜୁନାଙ୍କ ପୁଅ ନାଗା ଚୈତନ୍ୟ ଓ ସମଂଥା ଏହି ଦିନରେ ନିଜ ଛାଡପତ୍ରକୁ ନେଇକରି ଚର୍ଚ୍ଚାରେ ଅଛନ୍ତି, ଗତ ଦିନରୁ ସମଂଥା ନିଜ ଇନଷ୍ଟାଗ୍ରାମ ସହିତ ସବୁ ସୋସିଆଲ୍ ମିଡିଆରେ ନିଜ ସରନେମ୍ ଅକ୍କିନେନୀ ହଟାଇଦେଇଥିଲେ, ଏହାପରେ ଲୋକେ ସନ୍ଦେହ କରୁଛନ୍ତି କି ସମଂଥା ଓ ନାଗା ଚୈତନ୍ୟ ଜଣେ ଅନ୍ୟଙ୍କୁ ବହୁତ ଜଲଦି ଅଲଗା ହୋଈଯିବେ । କହିଦେବୁ କି ସମଂଥା ଓ ଚୈତନ୍ୟଙ୍କ ପ୍ରଥମ ସାକ୍ଷାତ ୨୦୦୯ ରେ ଫିଲ୍ମ ଏ ମାୟା ଚଷବେ ରୁ ହୋଇଥିଲା, ଏହି ଫିଲ୍ମରେ କାମ କରୁଥିବା ବେଳେ ଦୁହେଁ ଭଲ ପାଇବସିଲେ

ଏହାପରେ ସମଂଥା ଚୈତନ୍ୟଙ୍କ ସହ ୮ ବର୍ଷ ଡେଟ୍ କଲେ, ତାପରେ ୬ ଅକ୍ଟୋବର ୨୦୧୭ କୁ ଦୁହେଁ ବିବାହ କରିଦେଲେ । ଖାସ୍ କଥା ଏହା କି ଏହି କପଲଙ୍କ ବିବାହ ଦକ୍ଷିଣ ଭାରତୀୟ ଓ ତାପରେ ଇଶାଇ ରିତିନିତିରେ ହୋଇଥିଲା, କୁହାଯାଉଛି କି ସମଂଥା ଓ ଚୈତନ୍ୟ ଙ୍କ ବିବାହ ୨୦୧୭ ରେ ସବୁଠାରୁ ମହଙ୍ଗା ବାହାଘରରେ ଥିଲା , ଏକ ରିପୋର୍ଟରୁ ମାନିଲେ ଏହି ବାହାଘରରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବିବାହରେ ସ୍ପେଶାଲ୍ ଅତିଥି ଙ୍କୁ ନିମନ୍ତ୍ରଣ୍ କରାଇବା ପାଇଁ ଚାଟାର୍ଡ ଫ୍ଲାଇଟ୍ ର ବ୍ୟବସ୍ଥା କରାଯାଇଥିଲା

ଯେଉଁଥିରେ ଚିରଞ୍ଜିବି, ଆଲୁ ଅର୍ଜୁନ, ରାମଚରଣ, ଓ ମହେଶ ବାବୁ ପରି ସୁପରଷ୍ଟାର୍ ସାମିଲ୍ ଥିଲେ, ସମଂଥା ଓ ଚୈତନ୍ୟଙ୍କ ବାହାଘର ଓ ସାଉଥ୍ ଇଣ୍ତଷ୍ଟ୍ରିର ସବୁ କଳାକାରଙ୍କୁ ମିଶାଇ ପ୍ରାୟ ୧୫୦ ଲୋକ ସାମିଲ୍ ହୋଇଥିଲେ, ସମଂଥା  ଓ ଚୈତନ୍ୟ ଅଲଗା ହେବାର ଏବେ କିଛି ଖାସ୍ କାରଣ ଆସିନାହିଁ, କିନ୍ତୁ କୁହାଯାଉଛି କି ସମଂଥା ଙ୍କ ସିନେମା ସହ ପ୍ରେମ ତାଙ୍କ ସଂମ୍ପର୍କ ପାଇଁ କାରଣ ହୋଇଛି ।

ବିବାହ ପରେ ସମଂଥା ନିଜ ଗ୍ଲାମରର୍ସ ଅନ୍ଦାଜରେ ରହିବାକୁ ପସନ୍ଦ୍ କରୁଛନ୍ତି ଯାହାକି ତାଙ୍କୁ ସିନେମାରେ ବୋଲଡ୍ ସିନ୍ ଦେବାରେ କୌଣସି ଅସୁବିଧା ହେଉଛି, ଯେବେ କି ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ଓ ଶଶୁର ନାଗାର୍ଜୁନା ସମଂଥା ଙ୍କ ଏହି ହରକତ୍ ପାଇଁ ପସନ୍ଦ୍ କରୁନାହାନ୍ତି, ଏତିକି ନୁହେଁ ସମଂଥା ଙ୍କ ଶାଶୁ ମା ଅମଲା ବି ସମଂଥା ଙ୍କ ଦ୍ୱାରା ସ୍କ୍ରିନରେ ଏହିପରି ସିନ୍ ନଦେବାପାଇଁ ବୁଝାଇଥିଲେ, ଓ ତାଙ୍କ ମନକୁ ବଦଳାଇବାକୁ ଚେଷ୍ଟା କରିଥିଲେ

କିନ୍ତୁ ସମଂଥା ନିଜ ଜୀବନକୁ ନିଜ ତରିକାରେ ବଞ୍ଚିବାକୁ ଚାହଁନ୍ତି । କହିଦେବୁ କି ସମଂଥା ୱେବସିରିଜ୍ ଫ୍ୟାମିଲି ମ୍ୟାନ -୨ ରେ ନଜର ଆସିଥିଲେ, ଏହି ୱେବସିରିଜ୍ ରେ ନିଭାଈଥିବା ସବୁ ଭୁମିକାକୁ ବହୁତ ପସନ୍ଦ କରାଯାଇଥିଲା, କିନ୍ତୁ ଅକ୍କିନେନି ପରିବାର ସଦସ୍ୟ ସଂମଥାଙ୍କ ଏହି ଫଇସଲାକୁ ପସନ୍ଦ କଲେ ନାହିଁ, ସମଂଥା ଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଲା, ଏମିତିରେ କୁହାଯାଉଛି କି ଏହି କାରଣରୁ ସେ ନାଗା ଚୈତନ୍ୟଙ୍କୁ ସଂମ୍ପର୍କ ଭାଙ୍ଗିବାର ଅଛନ୍ତି । ଖବରରୁ ଜଣାଯାଏ କି ସମଂଥା ଛାଡପତ୍ର ପାଇଁ ଗୁଜୁରାଣ ଭର୍ତ୍ତା ଭାବେ ପ୍ରାୟ ୫୦ କୋଟି ଟଙ୍କା ରାଶି ପାଇପାରନି ଯେଉଁଥିରେ ଅଚଳ ସଂମ୍ପତ୍ତି ଓ ବର୍ତ୍ତମାନ ସଂମ୍ପତ୍ତି ବି ସାମିଲ୍ ହେବ ।

Leave a Reply

Your email address will not be published. Required fields are marked *