October 19, 2024

Odia Express

Leading Odia News Portal of Odisha

ବସ୍ ରେ ଟ୍ରାଭେଲ୍ , ଚାକିରି କରିବା ,ସାଧାରଣ ମଣିଷଙ୍କ ବଞ୍ଚନ୍ତି ବଡୋଦରାର Maharani, ବହୁତ ରୋଚକ ଅଟନ୍ତି ତାଙ୍କ କାହାଣୀ

ଭାରତରେ ଏମିତି ବହୁତ ଶାହୀ ପରିବାର ଅଛନ୍ତି, ଯିଏ ଆଜି ଆରାମଦାୟକ ଜୀବନ ବଞ୍ଚନ୍ତି, ଓ ସବୁବେଳେ ଚର୍ଚ୍ଚିତ ରୁହନ୍ତି, ଏହି ରାଜା ମହାରାଜାଙ୍କ ପାଖରେ ସଂମ୍ପତ୍ତିର କୌଣସି ଅଭାବ ହୋଇନଥାଏ , ଏମାନେ ନିଜ ଜୀବନ ବହୁତ ଆରାମରେ କଟାନ୍ତି, କିନ୍ତୁ ବଡୋଦରାର ମହାରାଣୀ ରାଧିକାରାଜେ ଗାୟକୱାଡ୍ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷକ ଅଟନ୍ତି , କିନ୍ତୁ ତାଙ୍କ ଚାଳିଚଳଣି ସାଧାରଣ ବ୍ୟକ୍ତିଙ୍କ ପରି ହୋଇଥାଏ, ଆସନ୍ତୁ ଜାଣିବା ରାଧିକାରାଜେ ଗାୟକୱାଡଙ୍କ ସହ ଜୀବନର ଯୋଡି ହୋଇଥିବା କିଛି କଥା ।

ରାଧିକାରାଜେଙ୍କ ଜନ୍ମ ବାଂକାନେର ଶାହୀ ପରିବାରରେ ହୋଇଥିଲା, ରାଧିକାଙ୍କ ବାପା ୟାନିକି ବାଂକାନେର ମହାରାଜ କୁମାର ଡାକ୍ତର ରଞ୍ଜିତ୍ ସିଂହ ଶାହୀ ପରିବାରରୁ ସଂମ୍ପର୍କ ରଖୁଥିବା ଏକମାତ୍ର ଏମିତି ବ୍ୟକ୍ତି ଅଟନ୍ତି ଯିଏକି ଶାହୀ ପରିବାରର ସୁଖ ଛାଡିକରି ଆଇଏଏସ୍ ଅଧିକାରୀହେବାର୍ ନିର୍ଣ୍ଣୟ ନେଲେ, ସେମିତି ତାଙ୍କ ଝିଅ ମାନେ ରାଧିକା ବି କହନ୍ତି କି ସେ ନିଜ ଶାହୀ ପରିବାର ଠାଣୀ ପରିବର୍ତ୍ତେ ଏକ ବାସ୍ତବିକ ଜୀବନ ବଞ୍ଚିବାକୁ ଚାହଁନ୍ତି, କହିଦେବୁ କି ଶାହୀ ପରିବାରରୁ ସଂମ୍ପର୍କ ରଖୁଥିବା ମହାରାଣୀ ରାଧିକା ୨୦୦୨ ରେ ବଡୋଦରା ମହାରାଜା ସମରଜିତ୍ ସିଂଙ୍କୁ ବିବାହ କରିଥିଲେ ।

ରାଧିକାରାଜେ ଙ୍କ କହିବା କଥା କି ୧୯୮୪ ରେ ଯେଉଁ ଭୋପାଳରେ ଗ୍ୟାସ ତ୍ରାସଦି ହେଲା, ତେବେ ଏହି ସମୟରେ ମୋର ବାପା ସେଠାରେ କମିଶନର୍ ରୁପେ ନିଯୁକ୍ତ ହୋଇଥିଲେ, ଏହି ସମୟରେ ମୋର୍ ବୟସ ମାତ୍ର ୬ ବର୍ଷର ଥିଲା କିନ୍ତୁ ମୋତେ ଏବେ ବି ମନେ ଅଛି କି ମୋର୍ ବାପା ନିଜ ଡ୍ୟୁଟିର ସହ ଲୋକଙ୍କ ସାହାଯ୍ୟ କରୁଥିଲେ, ସେହି ରାତିରେ ମୁଁ ପ୍ରଥମ ଜିନିଷ ସିଖିଲି କି ଆପଣ ବିନା ଆଙ୍ଗୁଠି ଉଠାଇ  ଜିନିଷକୁ ଠିକ୍ କରିବାର ଆଶା କରିପାରିବେ ନାହିଁ, ଏହା ଏକ ଏମିତି ଜିନିଷ ଅଟେ ଯାହା ମୁଁ ନିଜ ବାପାଙ୍କ ବଡ ହେବାର ସମୟରେ ଶିଖିଛି ।

ରାଧିକାରାଜେ କହନ୍ତି କି ଆମେ ଲୋକେ ବହୁତ ସାମାନ୍ୟ ଜୀବନ ବଞ୍ଚୁ, ଏଥିପାଇଁ ଯେବେ ବି ଖରା ଦିନର ଛୁଟି ସମୟରେ ବାଂକେନେର ଯାଏ ତେବେ ସେଠାରେ ଲୋକଙ୍କ ସହ ଦେଖା କରିବାର ଦ୍ୱାରା ଆଦର ସଂସ୍କାର ମୋତେ ବହୁତ ଭଲ ଲାଗେ, ମୋତେ ଆରମ୍ଭରୁ ହିଁ ନିଜ ଜୀବନ ନିଜ ତରିକାରେ ବଞ୍ଚିବା ପସନ୍ଦ ଥିଲା, ଏଥିପାଇଁ ଇତିହାସରେ ମୁଁ ଗ୍ରାଜୁଏସନ୍ କରିବାପରେ ମୁଁ ଚାକିରି ଖୋଜିବା ଆରମ୍ଭ କରିଦେଲି, ୨୦ ବର୍ଷ ବୟସରେ ମୋତେ ଇଣ୍ତିଆନ୍ ଏକ୍ସପ୍ରେସ୍ ରେ ଜଣେ ଲେଖିକା ଜବ୍ ମିଳିଗଲା, ଏହି ଜବ୍ ସହ ମୁଁ ନିଜ ମାଷ୍ଟର୍ ଡିଗ୍ରୀ ବି କମ୍ପ୍ଲିଟ୍ କଲି

ମୁଁ ନିଜ ପରିବାର ର୍ ଏମିତି ଏକ ମହିଳା ଥିଲି ଯିଏକି ବାହାର୍ ଚାକିରି କରିବାପାଇଁ ଯାଉଥିଲି ସେମିତି ଯେବେ ମୋତେ ଦାଦା ପୁଅ ଭାଇ ଙ୍କ ବାହାଘର ମାତ୍ର ୨୧ ବର୍ଷରେ ହୋଇଯାଇଥିଲା । ରାଧିକାରାଜେ କହିଲେ କି ତାଙ୍କୁ ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ପତ୍ରକାର ଜବ୍ ମିଳିଲା, ଏହାପରେ ତାଙ୍କ ବାପା ମା ତାଙ୍କ ବାହାଘର ପାଇଁ ପ୍ରସ୍ତୁତି କରିଦେଲେ, ରାଧିକାଙ୍କ କହିବା କଥା କି ବଡୋଦରାର ରାଜକୁମାର ସମରଜୀତ୍ ଙ୍କୁ ଦେଖା କରିବାର ପୁର୍ବରୁ କିଛି ପୁରୁଷଙ୍କୁ ଦେଖାକରିଥିଲି କିନ୍ତୁ ସମରଜିତ୍ ଙ୍କ ବିଚାର ବାକି ଲୋକଙ୍କ ଠାରୁ ଅଲଗା ଥିଲା, ଯେବେ ମୁଁ ତାଙ୍କୁ ଆଗକୁ ପଢିବାର କଥା କହିଲି ସେ ମୋର ସାଥ୍ ଦେଲେ

ମୋତେ ଆଗକୁ ପଢିବାକୁ ପ୍ରୋତ୍ସାହିତ କରାଇଲେ ।ରାଧିକାରାଜେ ଙ୍କ ମାନିବା କଥା କି ବିବାହ ପରେ ନିଜ ଅସଲ ପରିଚୟ ପାଇଲି, ଖବରରୁ ଜଣାଯାଏ କି ବିବାହ ପରେ ରାଧିକା ବଡୋଦରାର ଲକ୍ଷ୍ମୀ ବିଳାସ ପ୍ୟାଲେସରେ ରହନ୍ତି, ଏହି ସମୟରେ ସେ ପ୍ୟାଲେସର କାନ୍ଥରେ ଲାଗିଥିବା ପେଣ୍ଟିଙ୍ଗ୍ ରୁ ପ୍ରେରିତ ହୋଇକରି ନୁଆ କାମ ଆରମ୍ଭ କରିଦେଲେ, ରାଧିକାରାଜେ କହନ୍ତି କି ବଡୋଦା ମହଲର କାନ୍ଥରେ ପୁରୁଣା ଟେକନିକ୍ ର୍ ନୁଆ କରାଯାଇପାରିବ, ମୁଁ ଭାବିଲି କି କାହିଁକି ନା ଏହି ପେଣ୍ଟିଙ୍ଗ୍ ରୁ ପ୍ରେରିତ ହୋଇ ପୁରୁଣା ଟେକନିକ୍ ର ନୁଆ କାମ କରାଯାଉ

ଏହି ପରି ସ୍ଥାନୀୟ ବୁଣାକାରଙ୍କୁ ବି ଶଶକ୍ତ ବନାଇପାରିବି, ମୁଁ ନିଜ ଶାଶୁଙ୍କ ସହ ମିଶିକରି ଏହାର୍ ଆରମ୍ଭ  କଲି ଯାହାକି ସଫଳ ହେଲା< ଏତିକି ନୁହେଁ, ବରଂ ମୁମ୍ବାଇରେ ଆମର୍ ପ୍ରଥମ ପ୍ରଦର୍ଶନୀ ପୁରା ଭାବେ ବିକ୍ରି ହୋଇଯାଇଥିଲା । ଏହା ଛଡା ମହାରାଣୀ ରାଧିକାରାଜେ କହିଲେ କି ଲକ୍ ଡାଉନ୍ ସମୟରେ ସେ ସେହି ଲୋକଙ୍କର ସାହାଯ୍ୟ କଲେ ଯାହାଙ୍କ ପାଖରେ କମାଇର କିଛି ସାଧନ ନଥିଲା, ଏହି ସମୟରେ ସେ ନିଜ ଭଉଣୀଙ୍କ ସହ ମିଶିକରି ବହୁତ୍ ଗାଁକୁ ଗ୍ରସ୍ତ କଲେ ଓ ସୋସିଆଲ୍ ମିଡିଆରେ ଏହା ବିଷୟରେ ପୋଷ୍ଟ୍ କରିବା ଆରମ୍ଭ କରିଦେଲେ

ଦେଖୁ ଦେଖୁ ବଡ ସଂଖ୍ୟାରେ ଲୋକଙ୍କ ସାହାଯ୍ୟ ଦେଖାଇଲି, ଏହି ସମୟରେ ସେ ପ୍ରାୟ ୭୦୦ ରୁ ଅଧିକା ପରିବାରକୁ ସାହାଯ୍ୟ କରିଛନ୍ତି । ମହାରାଣୀ ରାଧିକାରାଜେ କହନ୍ତି କି କେବେ କେବେ ଲୋକଙ୍କୁ ନିଜର୍ ମାନି ନେଲେ ମହାରାଣୀ ହେବାର ମତଲବ୍ କେବଳ ମୁକୁଟ ପିନ୍ଧିକରି ରଖିବାର୍ ଅଛି, କିନ୍ତୁ ସତ୍ୟତା ରାଜକୀୟ ଢଙ୍ଗରୁ ଦୁରରେ ଅଛି, ମୁଁ ପାରମ୍ପାରିକ ରୁଢିକୁ ଭାଙ୍ଗିଲି  ଓ ନିଜ ସୀମା ନିଜେ ବନାଇଲି, ମୁଁ ସେମିତି କଲି ଯାହାର ଆଶା ଲୋକଙ୍କ ମୋ ପାଖରୁ ନଥିଲା, ଏହି ବିରାଶତ ମୁଁ ନିଜ ଝିଅଙ୍କୁ ଦେଉଛି, ଯାହାଦ୍ୱାରା ନିଜ ତରିକାରେ ନିଜ ଜୀବନ ବଞ୍ଚିପାରିବି, ଓ କେଉଁ ଜିନିଷର ବିଲକୁଲ୍ ପଛରେ ପଶ୍ଚାତାପ ନଥିବ ।

Leave a Reply

Your email address will not be published. Required fields are marked *