October 19, 2024

Odia Express

Leading Odia News Portal of Odisha

୫ ଟି ଝିଅ ହେଇଥିବା ହେତୁ ଲୋକେ କରୁଥିଲେ କଟାକ୍ଷ, ଏବେ ଏକା ସାଙ୍ଗେ ୩ ଜଣ ଝିଅ ହୋଇଛନ୍ତି ଅଫିସର୍, ୨ ଟି ଝିଅଙ୍କ ପୁର୍ବରୁ ହୋଇସାରିଛି Selection

ବର୍ତ୍ତମାନ ଝିଅମାନେ ସବୁ କ୍ଷେତ୍ରରେ ପାଦ ବଢାଉଛନ୍ତି, ଓ ସଫଳତା ହାସିଲ୍ କରୁଛନ୍ତି, ପରିବାର ସମେତ ଦେଶର ନାଁ ଉଜ୍ଜଳ କରୁଛନ୍ତି, ସେମିତି ସମାଜ ସବୁବେଳେ ପୁଅଙ୍କୁ ଘରର ସାହାରା ବୁଝିଆସୁଛି କିନ୍ତୁ ଧୀରେ ଧିରେ ଏହି ଭାବନା ବଦଳିବାର ଲାଗିଛି,  ନା କେବଳ ପୁଅ ବରଂ ଝିଅ ବି ନିଜ କଡା ପରିଶ୍ରମ, ଲଗନ , ଓ ଦୃଢ ସଂକଳ୍ପ ଜରିଆରେ ନିଜ ପରିବାରର ସାହାରା ଦେଇପାରିବେ, ଏହାର ଜୀବନ୍ତ ଉଦାହରଣ ରାଜସ୍ଥାନର ହନୁମାନଗଢ ଜିଲ୍ଲାର ରାବତସର ତିନିଜଣ ଭଉଣୀ ଅଛନ୍ତି ଯିଏକି ରାଜସ୍ଥାନର୍ ପ୍ରଶାସନିକ ସେବା ଏକା ସାଙ୍ଗରେ ସଫଲତା ହାସିଲ୍ କରିଛନ୍ତି, ଆସନ୍ତୁ ଜାଣିବା ସେହି ଝିଅମାନଙ୍କର ସଫଳତାର କାହାଣି ବିଷୟରେ । କହିଦେବୁ କି ହନୁମାନଗଢ ଜିଲ୍ଲାର୍ ରାବତସର ତହସିଲ୍ କ୍ଷେତ୍ରର ଗାଁ ଭେରୁସରି ନିବାସୀ ଚାଷୀ ସହଦେବ ସହାରଣ ନିଜ ଝିଅଙ୍କୁ ପଢାଇବାରେ କୌଣସି ଉଣା କରିନଥିଲେ

ସେମିତି ଝିଅ ମାନେ କଡା ପରିଶ୍ରମ ରୁ ନିଜ ମା ବାପାଙ୍କ ସ୍ୱପ୍ନକୁ ପୁରା କରି ଦେଶକୁ ଗୌରବାନ୍ୱିତ କରିଥିଲେ, ସହେଦେବ ସହାରଣ ଙ୍କ ପାଞ୍ଚଟି ଝିଅ ଅଛନ୍ତି,  ଯେଉଁଥିରେ ଦୁଇଟି ଝିଅ ରୋମା ଓ ମଞ୍ଜୁ ପୁର୍ବରୁ ଆଇଏଏସ ପାଇଁ ଚୟନ ହୋଇସାରିଛନ୍ତି, ଏବେ ବାକି ତିନିଜଣ ଝିଅ ଅଂଶୁ, ସୁମନ, ଓ ରିତୁ ଙ୍କ ମଙ୍ଗଳବାରକୁ ଜାରି ହୋଇଥିବା ଆରଏଏସ୍ ୨୦୧୮ ର୍ ପରୀକ୍ଷା ଫଳାଫଳ ଏକା ସାଙ୍ଗରେ ଚୟନ ହୋଇଛି, ଯାହାକୁ ନେଇ ସହାରଣ ପରିବାର୍ ଖୁସିରେ ଅଛନ୍ତି ।

ଖବରରୁ ମାନିଲେ ସହାରଣ ପରିବାରର ଦୁଇଟି ଝିଅ ଏକ ସହକାରିକା ବିଭାଗରେ ଅଛନ୍ତି ତେବେ ଦ୍ୱିତୀୟ ବିଡିଓ ଅଛନ୍ତି, ଏବେ ତିନି ଜଣ ଝିଅ ଅଂଶୁ, ସୁମନ ଓ ରିତୁ ଙ୍କ ସିଲେକ୍ସନ୍ ହୋଇଚି, ଏହି ତିନି ଭଉଣୀ ଙ୍କ କହିବା କଥା କି ପୁର୍ବରୁ ଦୁଇ ଭଉଣୀ ଆରଏଏସ୍ ରେ ଚୟନିତ୍ ହୋଇସାରିଛନ୍ତି, ସେହି ଭଉଣୀଙ୍କୁ ବି ଆମେ ପ୍ରେରଣା ପାଇଛୁ, ଓ ଆମେ କଡା ପରିଶ୍ରମରେ ଏହି ସଫଲତା ହାସିଲ୍ କଲୁ ।

ସହଦେବ ସହାରାଣ ବଡ ଝିଅ ରୋମା କହନ୍ତି କି ବାପା ବହୁତଥର୍ ଏହା ଭାବିକରି ଡରୁଥିଲେ କି ସେ ନିଜ ଝିଅଙ୍କୁ ଏତେ ପଢାଉଛନ୍ତି, ଯଦି ଝିଅମାନେ ଅସଫଳ ହେଲେ ତେବେ ଲୋକେ ତାଙ୍କୁ କମେଣ୍ଟ୍କ୍ କରିବେ, ସେମିତି ମୋର୍ ବାପା ମୋର ସ୍ୱପ୍ନକୁ ପୁରା କରିବାରେ କିଛି ଇ ଉଣାକରିନାହାନ୍ତି ।ମୋର୍ ଭଉଣୀ ବି ଏହି ୧୦ ରୁ ୧୨ ବର୍ଷ ପ୍ରଚେଷ୍ଟା କରିଛନ୍ତି, ସେ କଡା ପରିଶ୍ରମ ଓ ଦ୍ୱିତୀୟ ଝିଅଙ୍କୁ ବି କହିବା ଚାହଁନ୍ତି କି  ଆମେ ନିଜ୍ ଲକ୍ଷ୍ୟକୁ ବନାଇରଖିବା ଓ ତାହାପାଇଁ କଡା ପରିଶ୍ରମ କରିବା ପରିଣାମର ଚିନ୍ତା ନ କରିବା, କାରଣ ଯାହା କଡା ପରିଶ୍ରମ କରିବ ତାହାର ଫଳାଫଲ ନିଶ୍ଚିତ ଭାବେ ଦେଖାଯିବ ।

ରୋମାକହନ୍ତି କି ଏହା ସବୁ ତାଙ୍କ ବାପା ଓ ମାଙ୍କ ପରିଶ୍ରମର ଫଳ ଅଛି ଆଜି ତାଙ୍କ ଝିଅ ଏହି ସଫଲତାରେ ପହଞ୍ଚିସାରିଛନ୍ତି କି ଆରମ୍ଭରୁ ମା ବାପାଙ୍କୁ ବି ସମାଜ ବହୁତ ତାନା ମାରୁଥିଲା, ଝିଅ ଏତେ ପଢିଲେଖିକରି କଣ କରିବେ , କିନ୍ତୁ ଆମର ମା ବାପା ଏହି କଥାକୁ ଚିନ୍ତା କଲେ ନାହିଁ, ସେ ଆମକୁ କଡା ପରିଶ୍ରମରେ ପାଠପଢାରେ ସାହାଯ୍ୟ କଲେ, ଏମିତିରେ ଆମେ ତାଙ୍କ ସ୍ୱପ୍ନକୁ ସାକାର କରିବାରେ କିଛି ବି ଉଣା କରିନାହୁଁ, ଓ ଆଜି ଆମେ ସଫଳତାର ଶିଖରରେ ପହଞ୍ଚିସାରିଛୁ ।

Leave a Reply

Your email address will not be published. Required fields are marked *