October 19, 2024

Odia Express

Leading Odia News Portal of Odisha

Himesh Reshamiya ଙ୍କ ପୁରୁଣା ଫଟୋ ଆସିଲା ସାମ୍ନାକୁ, ଫ୍ୟାନ୍ସ କହିଲେ ଇଏ ତ ସମୟର ସହ ଆହୁରି ବି ୟଙ୍ଗ୍ ଦେଖାଯାଉଛନ୍ତି

ଆପଣଙ୍କୁ କହିଦେବୁ କି ବଲିଉଡ୍ ର ବେଷ୍ଟ ସିଙ୍ଗର୍ ଲିଷ୍ଟରେ ହିମେଶ ରେଶମିଆଁଙ୍କ ନାଁ ସାମିଲ୍ କରିସାରିଛନ୍ତି, ସେ ନିଜ ଅନୋଖା ଅନ୍ଦାଜ, ଗାଇବାର ଷ୍ଟାଇଲ୍ ଓ ଗଜବ କମେଣ୍ଟସ୍ କାରଣରୁ ଚର୍ଚ୍ଚାରେ ରୁହନ୍ତି, ହିମେଶ ରେଶମିଆଁ ଙ୍କ ନୁଆ ଗୀତ ସୁରୁର୍ ୨୦୨୧ ଚାର୍ଟ ବିଟ୍ ଉପରେ ଟ୍ରେଣ୍ତ କରୁଥିଲା, ଗୀତକୁ ଏବେ ପର୍ଯ୍ୟନ୍ତ ୩୩ ମିଲିୟନ୍ ରୁ ଅଧିକା ଭିୟୁ ମିଳିସାରିଛି ।

ହିମେଶ ରେଶମିୟା ଗତ କିଛି ବର୍ଷରୁ ନିଜକୁ ଯେଉଁ ଭଳି ଷ୍ଟାଇଲିଷ୍ଟ ଟ୍ରାନ୍ସଫରମେସନ୍ କରିଛନ୍ତି ସେ ଲୋକଙ୍କ ପାଇଁ ପ୍ରେରଣା ଦେଇଛନ୍ତି, ସେମିତି ସେ ୪୭ ବର୍ଷୀୟ ହୋଇସାରିଛନ୍ତି କିନ୍ତୁ ତାଙ୍କ ପୁରୁଣା ଫଟୋଗୁଡିକ ବହୁତ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସେମିତି ତାଙ୍କର କ୍ୟାରିୟରର ଆରମ୍ଭର ଦିନର ଏକ ଫଟୋ ନଜର ଆସିଛି ଯେଉଁଠି ସେ ବହୁତ ହେଲଦି ନଜର ଆସୁଛନ୍ତି, ତାଙ୍କ ଚେକ୍ ବାଲା ସାର୍ଟ ଓ ଟ୍ରାଉଜର୍ ପିନ୍ଧିଥିବାର ନଜର ଆସୁଛନ୍ତି, ତେବେ ଓ ଏବେ କାର ମଧ୍ୟରେ ବହୁତ ପରିବର୍ତ୍ତନ ହୋଇଚି ଯାହା ଜଣାପଡୁଛି ।

ଏହି ଫଟୋ ପ୍ରାୟ ୨୦୦୬ ମସିହାର ଅଟେ ଯାହାକି ୧୫ ବର୍ଷ ତଳର ଅଟେ ଯେଉଁଠି ସେ ଅଲକା ୟାଗନିକ୍ ଙ୍କ ସହ ଦେଖାଯାଉଛନ୍ତି, ହିମେଶ ଟିଭି ଶୋ ଜିନା ଇସିକା ନାମ୍ ହେ ରେ ପହଞ୍ଚିଥିଲେ, ଦୁହେଁ ପରେ ଇଣ୍ତିଆନ୍ ଆଇଡଲ୍ ସମେତ ଅନେକ ଶୋରେ ନଜର ଆସିଥିଲେ, ମ୍ୟୁଜିକ୍ କମ୍ପୋଜର୍ ଙ୍କ ଏହି ଫଟୋ ଦେଖିବାପରେ ଫ୍ୟାନ୍ସଙ୍କୁ ଲାଗୁଛି କି ହିମେଶଙ୍କ ବୟସ ବଢିବାପରିବର୍ତେ କମିବାରେ ଲାଗିଛି, ଏବେ ୧୫ ବର୍ଷ ପୁରୁଣା ଫଟୋ ହେବାର ମତଲବ ସେହି ସମୟରେ ହିମେଶ ୩୨ ବର୍ଷୀୟ ଥିଲେ, ଓ ଏବେ ବହୁତ ଚେଞ୍ଜ ଆସିଯାଈଛି ।

ଜଣେ ୟୁଜର୍ କମେଣ୍ଟ କରିଥିଲେ କି ଟାଇମ୍ ସହ ବୟସ ତାଙ୍କର କମ୍ ହେବାରେ ଲାଗିଛି, ଆଉଜଣେ ବ୍ୟକ୍ତି କହିଲେ କି ବୟସ ଓ ଆମର ଲେଜେଣ୍ତାରୀ ଏଚଆର୍ କମ୍ପୋଜିସେନ୍ ଲେବୁଲ୍ , ଦୁହେଁ ବରାବର୍ ଅଛି, ବହୁତ ସୋସିଆଲ୍ ମିଡିଆରେ ୟୁଜର୍ସ ଏମିତି କମେଣ୍ଟ ମଜାପାଇଁ କହିଛନ୍ତି, ଉଦାହରଣ ପାଇଁ ଏକ ୟୁଜର୍ ଲେଖିଥିଲେ କି ମୋତେ  ଇଏ ତାରକ୍ ମେହେଟା କା ଉଲଟା ଚଷମାର ଭିଣ୍ତେ ପରି ଲାଗୁଛନ୍ତି  ।ଆଉଜଣେ ଲେଖିଥିଲେ କି ଭାଇ ଏଥିରେ ସେ ଡନ୍ ପରି ଲାଗୁଛି, କିଛି ୟୁଜର୍ସ ହିମେଶଙ୍କ ନୁଆ ଆଲବମ୍ ରେ ବିଏଫଏକ୍ସ ବିଷୟରେ ଖରାପ ଟିପଣୀ ଓ କହିଥିଲେ ଏବେ ପ୍ରଥମ ବାଲା ଯାଦୁନାହିଁ ।

ୱାର୍କ ଫ୍ରଣ୍ତ୍ କଥା କହିଲେ ହିମେଶ ରେଶମିଆ ଏହି ଦିନ ସିଙ୍ଗିଙ୍ଗ୍ ରିୟାଲିଟି ଶୋ ଇଣ୍ତିଆନ୍ ଆଇଡଲ୍ ରେ ଜଣେ ଜର୍ଜ ଭାବେ ନଜର ଆସୁଛନ୍ତି, ଏହାପୁର୍ବରୁ ସେ ମ୍ୟୁଜିକ୍ ରିୟାଲିଟି ଶୋ ସାରେ ଗାମାପା ଚ୍ୟାଲେଞ୍ଜ, ଦି ଭଏସ୍ ଅଫ୍ ଇଣ୍ତିଆ, ଓ ସୁପରଷ୍ଟାର୍ ସିଙ୍ଗର୍ ରେ ଜର୍ଜ ହୋଇଥିଲେ, ସେ ବହୁତ ଫିଲ୍ମରେ କାମ କରିସାରିଛନ୍ତି, ଏଥିରେ କର୍ଜ, ରେଡିଓ, ଦି ଏକ୍ସପୋଜ୍, ସାମିଲ୍ ଅଛି

କିଛି ସମୟ ପୁର୍ବରୁ ହିମେଶଙ୍କ ଗୀତ ସୁରୁର୍ ୨୦୨୧ ରିଲିଜ୍ ହେଇଛି, ଏଥିରେ ପୁରୁଣା ଅନ୍ଦାଜରେ ନଜର ଆସୁଛନ୍ତି, ଏହି ଗୀତ ହିମେଶ ପୁରୁଣା ଷ୍ଟାଇଲ୍ ରେ ଟୋପି ଲଗାଈଥିବାର ନଜର ଆସିଛନ୍ତି, ଭିଡିଓ ୟୁଟ୍ୟୁବରେ ୩୩ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିସାରିଛି, ଫ୍ୟାନ୍ସ ଏହି ଗିତକୁ ବହୁତ ପସନ୍ଦ କରୁଛନ୍ତି, ଲୋକେ ଏହାକୁ ମିଳାମିଶା ରିଆକ୍ସନ୍ ଦେଉଛନ୍ତି, କିଛି ଏହାକୁ ପସନ୍ଦ କରୁଛନ୍ତି ଆଉ କିଏ ଏହାକୁ ନେଇ କ୍ରିଟିସାଇଜ୍ କରୁଛନ୍ତି ।

Leave a Reply

Your email address will not be published. Required fields are marked *