October 19, 2024

Odia Express

Leading Odia News Portal of Odisha

ସ୍ୱପ୍ନ (dream) ରେ ଦେଖାଗଲେ ଏହି ଜିନିଷ ତ ବୁଝିଯିବେ ମା ଲକ୍ଷ୍ମୀ ବୃଷ୍ଟି କରିବେ କୃପା , ଜାଣିନିଅନ୍ତୁ ଏହି ବିଷୟରେ

ଆପଣ ବହୁତଥର ନିଜ ବଡ ଗୁରୁଜନ କିମ୍ବା ବୟସ୍କ ଲୋକଙ୍କ ମୁହଁରୁ ଏହା କହୁଥିବାର ଶୁଣିଥିବେ କି ସ୍ୱପ୍ନ ତାହା ହୋଇନଥାଏ ଯାହା ଆଖି ବନ୍ଦ କରି ଦେଖାଯାଏ , ବରଂ ସ୍ୱପ୍ନ ତାହା ହୋଇଥାଏ ଯାହା ବ୍ୟକ୍ତିକୁ ଶୋଇବାକୁ ଦିଏନାହିଁ, ହଁ ଆଜ୍ଞା, ସେମିତି ଅନ୍ୟପଟେ ଶୋଇବା ସମୟରେ ସ୍ୱପ୍ନ ଆସିବା ବହୁତଥର ଭଲ ଅନୁଭବ ଦେଇଥାଏ ଓ କେବେ କେବେ ଭୟାନକ ହୋଇଥାଏ, କିନ୍ତୁ ଏହା ଉପରେ ଦିମାଗର କିଛି ଜୋର୍ ନଥାଏ, ଓ ବହୁତ ଗବେଷଣାରୁ ଜଣାଯାଏ କି ଆମେ ରାତିରେ ସେହି ସ୍ୱପ୍ନ ଦେଖିଥାଉ ଯାହା ଆମେ ପ୍ରକୃତରେ ନିଜ ଦିମାଗରେ କିଛି ନା କିଛି ଭାବିବସିଥାଉ, ଆସନ୍ତୁ ଜାଣିବା କିଛି ଏମିତି ଜିନିଷ ବିଷୟରେ ଯଦି ସେ ସ୍ୱପ୍ନରେ ଦେଖାଯାଏ ତେବେ ତାକୁ ଘରର ଲକ୍ଷ୍ମୀ ଆସିବାର ଶୁଭ ସଙ୍କେତ ବୋଲି ମାନିନେବା ଉଚିତ୍ ।

ସ୍ୱପ୍ନରେ ସାପ ଓ ତାର ଗାତ ଦେଖାଯିବା- କହିଦେବୁ କି ସ୍ୱପ୍ନରେ ସାପ ଦେଖାଯିବା ସାଧାରଣ କଥା ଅଟେ, କିନ୍ତୁ ସାପ ତାହାର ଗାତ ସହ ଦେଖାଯିବା ବହୁତ ଶୁଭ ହୋଇଥାଏ, ଓ ଏହା ଅଚାନକ ଅଧିକା ସାରା ପଇସା ମିଳିବା ବି ଭଲ ସଙ୍କେତ ହୋଇଥାଏ ।

ସ୍ୱପ୍ନରେ ସୁନା ଦେଖିବା- ଜଣେଇଦେବୁ କି ସ୍ୱପ୍ନରେ ସୁନା ଦେଖାଯିବା ତେବେ ସଫା କଥା କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ମେହେରବାନ୍ ଅଛନ୍ତି, ଓ ଜଲଦି ହିଁ ଧନଲାଭ କରାଇବାର୍ ଅଛନ୍ତି ।

ସ୍ୱପ୍ନରେ ମହୁମାଛିର ଫେଣା ଦେଖିବା- ସ୍ୱପ୍ନରେ ମହୁମାଛିର ଫେଣା ଦେଖିବା ବହୁତ ହିଁ ଶୁଭ ହୋଇଥାଏ, ଏମିତିରେ ଯଦି ସ୍ୱପ୍ନରେ ମହୁମାଛିର ଫେଣା ଦେଖାଯାଏ ତେବେ ଏହା ବହୁତ ହିଁ ଶୁଭ ହୋଇଥାଏ, ଓ ଏହା ପଇସା ଆସିବାର ଇଶାରା କରିଥାଏ ।

ସ୍ୱପ୍ନରେ ଦେବୀ ଦେବତା ଦେଖାଯିବା- ସ୍ୱପ୍ନରେ କେଉଁ ଭଗବାନ ଦେଖାଯିବା ବହୁତ ଶୁଭ ବୋଲି ମାନାଯାଏ, ହଁ ଆଜ୍ଞା, ଏହି ଜୀବନରେ ସଫଳତା ମିଳିବାର ଓ ବହୁତ ସାରା ପଇସା ମିଳିବାର ଇଶାରା କରିଥାଏ ।

ସ୍ୱପ୍ନରେ ଜଳୁଥିବା ଦିପ ଦେଖାଯିବା- ସ୍ୱପ୍ନରେ ଜଳୁଥିବା ଦୀପ ଦେଖାଯିବା ଜାତକକୁ ଅପାର ଧନ ଦୌଲତ ମିଲିବାର ପୁର୍ବ ସୁଚନା ଦେଇଥାଏ, ଏତିକି ନୁହେଁ କହନ୍ତି କି ଏହି ସ୍ୱପ୍ନ ବହୁତ ଶୁଭ ବୋଲି ମାନାଯାଏ ।

ସ୍ୱପ୍ନରେ ନିଜକୁ ମୁଦି ପିନ୍ଧିଥିବାର ଦେଖିବା- କହିଦେବୁ କି ଯଦି ଆପଣ ସ୍ୱପ୍ନରେ ନିଜକୁ ମୁଦି ପିନ୍ଧୁଥିବାର ଦେଖିବେ ତେବେ ଏହା ଜୀବନରେ ସମୃଦ୍ଧତା ଆସିବାର ସଙ୍କେତ ଅଟେ, ଓ ଯଦି ଝିଅ ଏମିତି ସ୍ୱପ୍ନ ଦେଖେ ତେବେ ତାର ଜଲଦି ବିବାହ ହୋଇଯାଏ ।

ସ୍ୱପ୍ନରେ ମୁଷା ଦେଖିବା- ଯଦି ସ୍ୱପ୍ନରେ ମୁଷା ଦେଖାଯାଏ ତେବେ ବୁଝିଯିବେ କି ଘର ଧନ ଧ୍ୟାନ୍ୟରେ ଭରିବାର ଅଛି ଓ ଆପଣଙ୍କ ଜୀବନରେ କେଉଁ ବି ଭୌତିକ ସୁଖର କମି ହେବନାହିଁ ।

Leave a Reply

Your email address will not be published. Required fields are marked *