October 19, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ପଡୋଶୀ- ଭଉଣୀ ଟିକେ ତୁମର ବେଲଣ କାଠି ଦେବ, ମୋର ସ୍ୱାମୀ ଏବେ ଘରକୁ ଫେରିଛନ୍ତି, ଦ୍ୱିତୀୟ ପଡୋଶୀ- ନେଇଯାଅ ଭଉଣୀ କିନ୍ତୁ Use କରିବା ଆଗରୁ

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଦୁଇ ସାଙ୍ଗ ପରସ୍ପର ସହ କଥା ହେଉଥିଲେ । ବବଲୁ- ଜଣାଅଛି, ଆମର ଏଠି ନୁଆ ଟୁଥପେଷ୍ଟ କେବେ ପର୍ଯ୍ୟନ୍ତ ଖୋଲାହୁଏନାହିଁ ? ଡବଲୁ- କେବେ ଯାଏଁ ? ବବଲୁ- ଯେବେ ପର୍ଯ୍ୟନ୍ତ ପୁରୁଣା ବାଲା କହିଦେବନି କି ମାଲିକ ଦୁଇ ଖଣ୍ତ କରି ଦେଖିନିଅ ଏବେ କିଛି ନାହିଁ ଆଉ ।

୨) ସ୍ତ୍ରୀ- ଜାନୁ କଣ ମୁଁ ତୁମ ସ୍ୱପ୍ନରେ ଆସେ କି ? ସ୍ୱାମୀ- ନା ତ, ସ୍ତ୍ରୀ-କଣପାଇଁ ? ସ୍ୱାମୀ-କାଇଁକି ନା ହନୁମାନ ଚାଳିଶା ପଢିକି ଶୋଉଛି ।

୩) ନର୍ସ- ଶୁଭେଚ୍ଛା ତୁମ ଘରେ ପୁଅ ଜନ୍ମ ନେଇଛି, ସାନ୍ତା- ଗଜବ ଟେକ୍ନୋଲୋଜି ନର୍ସ-କଣ ? ସାନ୍ତା- ସ୍ତ୍ରୀ ମେଡିକାଲରେ ଓ ପୁଅ ଘରେ ଜନ୍ମ ହେଇଛି ।

୪) ମା- ତୁ ବହୁତ ମଜାଳିଆ ଦେଖିବାକୁ ମାଙ୍କଡ ପରି ଲାଗୁଛୁ । ପୁଅ- କିନ୍ତୁ ମା ପଡୋଶୀ ବାଲା ମାଉସି କହନ୍ତି କି ତୁ ବିଲକୁଲ୍ ତୋର ବାପ ପରି ଲାଗୁଛୁ ।

୫) ବାପା- ପୁଅ, ଆମେରିକାରେ ୧୫ ବର୍ଷର ଛୁଆ ବି ନିଜ ପାଦରେ ଠିଆ ହୋଇଯାଉଛନ୍ତି, ପପୁ-କିନ୍ତୁ ବାପା, ଭାରତରେ ତ ଗୋଟେ ବର୍ଷର ଛୁଆ ବି ଦୌଡିବାକୁ ଲାଗେ ।

୬) ଶିକ୍ଷକ- ପୁଅ ଯଦି ସଚ୍ଚା ମନରେ ପ୍ରାର୍ଥନା କରାଯାଏ, ତେବେ ନିଶ୍ଚିତ ସଫଳ ହୋଇଥାଏ, ସୋନୁ- ରହିବାକୁ ଦିଅନ୍ତୁ ସାର୍, ଯଦି ଏମିତି ହୋଇଥାନ୍ତା ତେବେ ଆପଣ ମୋର ସାର୍ ନୁହେଁ ମୋର ଶଶୁର ହୋଇଥାନ୍ତେ, ତାପରେ କଣ, ସୋନୁ ର ଜୋରଦାର୍ ପ୍ରହାର ପିଠିରେ ।

୭) ଇଂରେଜଙ୍କୁ ମଶା କାମୁଡୁଥିଲେ, ସେ ସବୁ ଲାଇଟ୍ ବନ୍ଦ କରିଦେଲେ, ତେବେ ରୁମରେ ଜୁଗୁନୁ ଆସିଗଲା, ଇଂରେଜ- ଓହଃ ମାଇଁ ଗଡ୍, ଇଣ୍ତିଆର ମଶା କେତେ ଆଡଭାନ୍ସ, ଟର୍ଚ୍ଚ ନେଇକରି ଖୋଜୁଛି ।

୮) ସ୍ତ୍ରୀ- ଯଦି ତୁମକୁ ମୁଁ ଛାଡିକି ଚାଲିଗଲି ତେବେ ତୁମେ କଣ କରିବ ? ସ୍ୱାମୀ-ମୁଁ ତ ପାଗଳ ହୋଇଯିବି, ସ୍ତ୍ରୀ-ତାମାନେ ଦ୍ୱିତୀୟ ବିବାହ କରିବନି ତ, ସ୍ୱାମୀ- ଆରେ ପାଗଳ କିଛି ବି କରିପାରେ ।

୯) ବାପା- ମୁର୍ଖ ତୁ ଫେଲ୍ ହୋଇଗଲୁ, ଆଜିଠାରୁ ମୋତେ ଆଉ ବାପା ଡାକିବୁନି, ପୁଅ- ଓହଃ କମନ୍ ଡ୍ୟାଡ୍, ସ୍କୁଲ୍ ଟେଷ୍ଟ ହେଉଥିଲା, କେଉଁ ଡିଏନଏ ଟେଷ୍ଟ ହେଉ ଥିଲା ନା କଣ ?

୧୦) ପଡୋଶୀ- ଟିକିଏ ତୁମର ବେଲଣ କାଠି ଟା ଦେବ, ମୋର ସ୍ୱାମୀ ଏବେ ଘରକୁ ଫେରିଛନ୍ତି, ଦ୍ୱିତୀୟ ପଡୋଶୀ- ନେଇ ଯାଅ ଭଉଣୀ ଜଲଦି ଫେରାଇଦେବ, ମୋର ସ୍ୱାମୀ ବି ଆସିବାର ଅଛନ୍ତି, ଏହି ଦୁହେଁ ମହିଳା ନିଜ ସ୍ୱାମୀଙ୍କୁ ସବୁଦିନ ତାଜା ଓ ଗରମ ରୁଟି ଖୁଆଇଥାନ୍ତି, ଭାବନା ବଦଳାଅ, ତେବେ ଯାଇ ଦେଶ ବଦଳିବ

Leave a Reply

Your email address will not be published. Required fields are marked *