October 17, 2024

Odia Express

Leading Odia News Portal of Odisha

ବନ୍ୟା ବି ଅଟକାଇ ପାରିଲା ନାହିଁ ଏହି Jhia ର ପାଠପଢାର ନିଶା, ନିଜେ ଡଙ୍ଗାକୁ ଚଲାଇକରି School ଯାଇଥାଏ ଏହି ୧୫ ବର୍ଷୀୟ ଝିଅ

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଦେଶ ସାରା କୋରନା ମହାମାରୀ ବିପଦ ଏବେ ଯାଏଁ ବି ରହିଛି, ଯାହାକୁ ନେଇ ଲୋକଙ୍କୁ ନାନାଦି ଅସୁବିଧାର ସାମ୍ନା କରିବାକୁ ପଡୁଛି, ଲକ୍ ଡାଉନ୍ ସମୟରେ ଦେଶ ସାରା ଲୋକଙ୍କର ରୋଜଗାର ବି ଠପ୍ ହୋଇଯାଇଛି, ଏତିକି ନୁହେଁ ବରଂ ଛୁଆଙ୍କ ଶିକ୍ଷା ଉପରେ ଏହାର୍ ପ୍ରଭାବ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ଅନଲାଇନ୍ କ୍ଲାସ୍ ଆରମ୍ଭ କରାଯାଇଥିଲା, ସ୍ମାର୍ଟଫୋନ୍ ପରି ସୁବିଧା ଅଭାବରୁ ଏବେ ଏମିତି ବହୁତ ଲକ୍ଷାଧିକ ଛୁଆ ଅଛନ୍ତି ଯିଏ ଅନଲାଇନ୍ କ୍ଲାସରୁ ବଞ୍ଚିତ ହେଉଛନ୍ତି

ଏହି ମଧ୍ୟରେ ସ୍କୁଲ ଖୋଲିବାପରେ ଏହା ମାନାଯାଉଛି କି ସେହି ଛୁଆଙ୍କ ଶିକ୍ଷା ଫେରାଇକରି ଆଉଥରେ ଲାଇନ୍ ରେ ଅଣାଯାଇପାରିବ, ଏହି ମଧ୍ୟରେ ଉତ୍ତର୍ ପ୍ରଦେଶର ନାନାଦି ଜିଲ୍ଲାରେ ବହୁତ ବନ୍ୟା ଓ ବ୍ୟାତାପରି ଅସୁବିଧା ଦେଖାଦେଇଛି, ଏମିତିରେ ଏବେ ଛୁଆ ସ୍କୁଲ ଯାଏଁ ପହଞ୍ଚିବାରେ ଅସୁବିଧା ଦେଖାଦେଉଛି, କହିଦେବୁ କି ଗୋରଖପୁରର ଏକ ଝିଅ ବନ୍ୟା ପରି କଠିନ ପରିସ୍ଥିତିର ସାମ୍ନା କରି ନିଜ ପାଠପଢା ଜାରି କରିଛି, ପାଠପଢାକୁ ନେଇକରି ଏହି ଝିଅ ଏଇ ସାହାସକୁ ଲୋକେ ସଲାମ୍ କରୁଛନ୍ତି ।

ଆପଣଙ୍କୁ କହିଦେବୁ କି ଉତ୍ତର ପ୍ରଦେଶର ଏକ +୨ର କ୍ଲାସରେ ପଢୁଥିବା ଝିଅ ଏହା ପ୍ରମାଣିତ କରିଛନ୍ତି କି ଯଦି ପାଠପଢାରେ ଦୃଢ ନିଶ୍ଚୟ ଥିବ ତେବେ ସେ ନିଜ ରାସ୍ତା ନିଜେ ବାହାର କରିଦେବ, ୟୁପିର୍ ଗୋରଖପୁର ଜିଲ୍ଲାର ବହୁତ୍ ଇଲାକାରେ ଏହିଦିନ ବ୍ୟାତାର ପ୍ରଭାବ ବେଶୀ ଦେଖାଯାଇଛି, ଏମିତିରେ ଏଠାକାର ଏକ ଝିଅ ସବୁଦିନ ନିଜେ ଡଙ୍ଗା ଚଲାଇକରି ନିଜେ ସ୍କୁଲକୁ ପାଠପଢିବାକୁ ଯାଉଛି, ସୋସିଆଲ୍ ମିଡିଆରେ ଏହି ଝିଅର୍ ୟୁନିଫର୍ମ ପିନ୍ଧିଥିବା ଓ ଡଙ୍ଗା ଚଲାଇକରି ଯାଉଥିବାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ମିଳିଥିବା ସୁଚନା ଅନୁସାରେ ଏହି ଝିଅର ନାଁ ସଂନ୍ଧ୍ୟା ସାହାଣୀ ଅଟେ, ଯାହାର ବୟସ ୧୫ ବର୍ଷ ବୋଲି କୁହାଯାଉଛି, ସେ ଗୋରଖପୁରର ବହରାମପୁର ପାଖରେ ଏକ ଗାଁରେ ରହୁଛି, ଏହି ଦିନରେ ସେହି ଅଞ୍ଚଳରେ ବ୍ୟାତାର ଭୟାନକ ପରିସ୍ଥିତି ଦେଖାଦେଇଛି, ଯାହାଦ୍ୱାରା କି ଗାଁ ପୁରା ଭାବେ ପାଣିରେ ଭରିଯାଇଛି, ଏମିତି ହାଲତରେ ଘରୁ ବାହାରିବା ମୁସକିଲ୍ ହୋଇଯାଇଛି, ସଂନ୍ଧ୍ୟା ଡଙ୍ଗା ଚଲାଇକରି ସ୍କୁଲ ଯିବାର ଫଟୋ ସୋସିଆଲ୍ ମୀଡିଆରେ ପୁରା ଭାଇରାଲ୍ ହୋଈଯାଇଛି

ସଂନ୍ଧ୍ୟାଙ୍କ କହିବା କଥା କି ସେ ଡଙ୍ଗା ଚଲାଇବା ୬ ବର୍ଷ ପୁର୍ବରୁ ଶିଖିନେଇଥିଲା, କିନ୍ତୁ ଏବେ ତାର ବ୍ୟବହାର ସେ ସ୍କୁଲକୁ ଯିବାପାଇଁ କରୁଛି ।ଖବର ଅନୁସାରେ ଏମିତି କୁହାଯାଉଛି କି ସଂନ୍ଧ୍ୟା ଏଡି ରାଜକୀୟ କନ୍ୟା ଇଣ୍ଟର କଲେଜରେ +୨ ରେ ପଢୁଛି, ତାହାର କହିବା କଥା କି କୋରନା କାଳରେ ସ୍କୁଲ୍ ବନ୍ଦ ହୋଇଯାଇଥିଲା, ଯାହାର୍ କାରଣରୁ ତାର ପାଠପଢାରେ ପ୍ରଭାବ ପଡିଥିଲା

ଏମିତିରେ ତା ପାଖରେ ମୋବାଇଲ୍ ନହେବା ଯୋଗୁଁ ସେ ଅନଲାଇନ୍ କ୍ଲାସ ବି ଆଟେଣ୍ଟ୍ କରିପାରୁନଥିଲା, ଯେବେ ସରକାର ସ୍କୁଲ୍ ଖୋଲିବାର୍ ଫଇସଲା କରିନେଲେ ତେବେ ଗାଁର ଆଖପାଖ ବାତ୍ୟା ଆସିଗଲା, କିନ୍ତୁ ଏହି କଠିନ ପରିସ୍ଥିତିରେ ବି ସଂନ୍ଧ୍ୟା ହାର୍ ମାନିନଥିଲେ ଓ ଡଙ୍ଗା ଚଲାଇକରି ସ୍କୁଲ୍ ଯିବାର ନିର୍ଣ୍ଣୟ ନେଇଥିଲା , ଆପଣଙ୍କୁ କହିଦେବୁ କି ସଂନ୍ଧ୍ୟାଙ୍କ ବାପାଙ୍କ ନାଁ ଦିଲ୍ଲୀପ ସାହାଣୀ ଅଟେ

ଯିଏକି ଜଣେ କାର୍ ପେଣ୍ଟର୍ କାମ କରନ୍ତି, ଓ ତାଙ୍କର ଚାରୋଟି ଛୁଆ ଅଛନ୍ତି, ଦିଲ୍ଲୀପ କହନ୍ତି କି ସଂନ୍ଧ୍ୟା ପାଠପଢାରେ ବହୁତ ବୁଦ୍ଧିମାନ ଅଟେ ଓ ସେ ରେଲୱେ ରେ ଚାକିରି କରିବାକୁ ଚାହେଁ, ସବୁଦିନ ସଂନ୍ଧ୍ୟା ୨୦ ମିନିଟ୍ ପର୍ଯ୍ୟନ୍ତ ଡଙ୍ଗା ଚଲାଇକରି ସେ ସ୍କୁଲକୁ ଯାଇଥାଏ, ଏହି ଝିଅର କାହାଣୀ ଶୁଣିକରି ସମସ୍ତେ ତାର ସାହାସକୁ ସଲାମ କରୁଛନ୍ତି, ସୋସିଆଲ୍ ମିଡିଆରେ ସଂନ୍ଧ୍ୟାର ଫଟୋ ବହୁତ ଭାଇରାଲ୍ ହେଉଛି ।

Leave a Reply

Your email address will not be published. Required fields are marked *