October 18, 2024

Odia Express

Leading Odia News Portal of Odisha

ଆଜି Sudas Brata ଗୁରୁବାର ଦିନ ଏହି କାମ କରନ୍ତୁ,ଗରିବ ଦୂରେଇ ଯିବ,କାଲିକି ମିଳିବ ଖୁସି ଖବର

ଗୁରୁବାର ହେଉଛି ଦେବ ଗୁରୁ ବୃହସ୍ପତିଙ୍କର ଦିନ।ଏହି ଦିନ ଦେବ ଗୁରୁଙ୍କୁ ମନେଇବା ପାଇଁ ବହୁତ ପ୍ରୟାସ କରାଯାଏ।ଆଜି ମୁଁ ଆପଣଙ୍କୁ ହଳଦୀର ପ୍ରୟୋଗ ବିଷୟରେ କହିବି ଯାହା ଆପଣଙ୍କୁ ଜୀବନର ସବୁ ଅସୁବିଧାରୁ ବାହାରକୁ ବାହାର କରିବ।କାହିଁକି ନା ହଳଦୀର ସମ୍ବନ୍ଧ ଦେବଗୁରୁ ବୃହସ୍ପତିଙ୍କ ସହ ରହିଛି।ଦେବଗୁରୁ ବୃହସ୍ପତିଙ୍କ ଯେତେବେଳେ ପୂଜା କରୁଛନ୍ତି ସେତେବେଳେ ଏକ ଛୋଟ ପ୍ରୟୋଗ କରନ୍ତୁ।ସର୍ବ ପ୍ରଥମେ ଯେତେବେଳେ ସକାଳେ ଉଠୁଛନ୍ତି ନିଜ ଘରର ମୁଖ୍ୟ ଦ୍ଵାରରେ ଗଙ୍ଗାଜଳ କିଛି ପକାନ୍ତୁ।

ଏହି ପାଣିକୁ ରାତିରୁ ଆପଣ କବାଟ ପାଖରେ ରଖି ନିଅନ୍ତୁ।ଗୁରୁବାର ଦିନ ଘରେ ପୋଛା ଲଗେଇବା ଉଚିତ ନୁହେଁ।ଝାଡୁ ଲଗେଇବା ପରେ ପାଣିରେ କିଛି ହଳଦୀ ପକେଇ ତାକୁ ଚାରିଆଡ଼େ ଛିଞ୍ଚି ଦିଅନ୍ତୁ।ଏହା କରିବା ପୂର୍ବରୁ ଭଗଵାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ।ଆଉ ଯଦି ସେଥିରେ କିଛି ହଳଦୀ ମିଶାଇବେ ତାହେଲେ ଏହା ଶୁଭ ହେବ ଏହା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହେବ।ଘରର ମୁଖ୍ୟ ଦ୍ଵାରରେ ହଳଦୀ ଦ୍ଵାରା ସ୍ଵସ୍ତିକ ଚିହ୍ନ ବନାନ୍ତୁ।

ସବୁ ଗୁରୁବାର ଏହାକୁ ବନାନ୍ତୁ।ସ୍ଵସ୍ତିକ ନ ହେଲେ ଓଁ ଚିହ୍ନ ବନାନ୍ତୁ।ଏହି ଶୁଭ ଚିହ୍ନ ଆପଣଙ୍କ ଜୀବନର ନକାରାତ୍ମକ ଶକ୍ତିକୁ ନଷ୍ଟ କରିଦେବ।ଏହା ଦ୍ଵାରା ଆପଣ ସୁରକ୍ଷିତ ରହିବେ ଧନବାନ ରହିବେ।ଯେତେବେଳେ ପୂଜା କରନ୍ତି ମା ଲକ୍ଷ୍ମୀ ଓ ଭଗବାନ ଶ୍ରୀ ହରୀଙ୍କର ମଧ୍ୟ ପୂଜା କରନ୍ତୁ।ଯାହା ଦ୍ଵାରା ଆପଣଙ୍କୁ ପୂଜାର ପୁରା ଫଳ ମିଳିବ।ଆଉ ଯଦି ଗୋଟିଏ ବେଲ ପତ୍ର ଆପଣ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି ତାହେଲେ ଆପଣଙ୍କ ଜୀବନରେ କିଛି ବି କମି ରହିବ ନାହିଁ।

ଚାରି ଦିଗରେ ଆପଣଙ୍କ ଖ୍ୟାତି ବଢିବ।ସମସ୍ତେ ଜୀବନରେ ଚାହାନ୍ତି ଧନର ଅଭାବ ନ ରହୁ।ଯେତେବେଳେ ଘର ସଯାଡୁଛନ୍ତି ସେତେବେଳେ ଘରର ମୁଖ୍ୟ ଦ୍ଵାରର ଡାହାଣ ପାଖରେ ଏକ ବାସନରେ ପାଣି ରଖନ୍ତୁ।ସବୁ ଦିନ ତାକୁ ପରିବର୍ତ୍ତନ କରନ୍ତୁ ଓ ସେହି ପୁରୁଣା ପାଣିକୁ ଗଛରେ ଦେଇ ଦିଅନ୍ତୁ ଓ ନୂଆ ପାଣି ରଖନ୍ତୁ।ଆପଣ ଆପଣଙ୍କ ଠାକୁର ଘରେ କିଛି ହଳଦୀ ଏକ ଡିବାରେ ରଖନ୍ତୁ।ଆପଣ ଆପଣଙ୍କ ଆଙ୍ଗୁଠିରେ କିଛି ହଳଦୀ ଲଗାଇ ଠାକୁରଙ୍କୁ ତିଳକ ଲଗାନ୍ତୁ।ଆପଣ ଏହାଦ୍ବାରା ଧନବାନ ହେବେ।ଆପଣ ତୁଳସୀ ପତ୍ରରେ ହଳଦୀ ଲଗାଇ ଶ୍ରିହରୀଙ୍କ ଚରଣରେ ଅର୍ପଣ କରନ୍ତୁ।

ଏପରି କରିବା ଦ୍ବାରା ଆପଣଙ୍କ ବିବାହ ସମସ୍ୟା ଦୂର ହେବ।ଗୁରୁବାର ଦିନ କେବେ ବି କାହାକୁ ଋଣ ଦିଅନ୍ତୁ ନାହିଁ।ଆପଣ ହଳଦିକୁ ଆପଣଙ୍କ ପିନ୍ଧିଥିବା କପଡ଼ାରେ ଟିକେ ଲଗାଇ ଦିଅନ୍ତୁ।ଏହା ଶୁଭ ସଙ୍କେତ ହୋଇଥାଏ।ଆପଣ କିଛି ଚାଉଳ ଭିଯାଇ କରି ତାକୁ ପେଷ୍ଟ କରି ସେଥିରେ କିଛି ହଳଦୀ ମିଶାଇ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ବନାନ୍ତୁ।ଏହାଦ୍ବାରା ଆପଣଙ୍କ ଘରର ସୁଖଶାନ୍ତି ବଜାୟ ରହିବ।

Leave a Reply

Your email address will not be published. Required fields are marked *