October 19, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ଏକ ସୁନ୍ଦର ଝିଅ ପରଫ୍ୟୁମ୍ ଲଗାଇକରି Lift ରେ ଚଢିଲା ଓ ପପୁ ଆଡକୁ ଦେଖିକରି କହିଲା- Cobra ପରଫ୍ୟୁମ୍ କାରଣ ଜାଣିଲେ ହସି ହସି ଗାଡିବେ ଆପଣ

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ରାତି ପପୁ ନିଜ ସ୍ତ୍ରୀ ସହ ଘରେ ଶୋଇଥିଲା, ତେବେ ଅଧା ରାତିରେ ତାର ସ୍ତ୍ରୀ ଗୋଟିଏ ସ୍ୱପ୍ନ ଦେଖିଲା । ଓ ସେ ଚିଲ୍ଲାଇଲା ଜଲଦି ପଳାଅ ମୋର ସ୍ୱାମୀ ଆସିଗଲେ, ଏତିକି ଶୁଣିକି ପପୁ ଉଠିଲା, ଓ ଝରକା ବାହାରକୁ ଡେଇଁପଡିଲା, ଗତ ୨ ସପ୍ତାହରୁ ଚିଣ୍ଟୁ ନିଜ ସ୍ତ୍ରୀ ସହ ଝଗଡା କରୁଛି ।

୨) ଗୋଟେ ସ୍ପେଲିଙ୍ଗ୍ ମିଷ୍ଟେକ୍ ହେବା କାରଣରୁ ଗୋଟେ ବହିର ୧୦ ଲକ୍ଷ କପି ଦୁଇଦିନରେ ବିକ୍ରି ହୋଇଗଲା, ଏହି ଭୁଲ୍ ସେହି ବହିର ଟାଇଟଲ୍ ରେ ହୋଇଯାଇଥିଲା, ବହିର ନାଁ ଥିଲା ଗୋଟେ ଆଇଡିଆ ଯାହା ବଦଳାଇଦିଏ ଆପଣଙ୍କ ଜୀବନ, ଓ ଭୁଲ୍ ହୋଇଗଲା ଗୋଟେ ଆଇଡିଆ ଯାହା ବଦଳାଇଦିଏ ଆପଣଙ୍କ ସ୍ତ୍ରୀ ।

୩) ଚାରିଜଣ ମଦୁଆ ଏକ ମୁର୍ଦାରକୁ ଉଠାଇ ଜଲଦି ଜଲଦି ମଶାଣୀ ଉପରେ ଯାଉଥିଲେ, ଏହା ଦେଖିକରି ସେଠାରେ ଏକ ଯାଉଥିବା ଏକ ଲୋକ କହିଲା ଆରେ କିଛି ତ ଲାଜ କର ତଳେ ଶବ ଅଛି, ମଦୁଆ- ତେବେ ଉପରେ ଆମେ କେଉଁ ୱାର୍ଲଡ୍ କପ୍ ଉଠାଇଛୁ କି ?

୪) ସ୍ତ୍ରୀ ରାଗରେ- ମୁଁ ଘର ଛାଡିଯାଉଛି , ସ୍ୱାମୀ ରାଗରେ- ହଁ ଜାନ୍ ଛାଡିଦିଅ ଏବେ , ସ୍ତ୍ରୀ- ଖାଳି ତୁମର ଏହି ଜାନ୍ କହିବା ଅଭ୍ୟାସ ଯୋଗୁଁ ମୋତେ ସବୁବେଳେ ଅଟକାଇଦେଉଛି ।

୫) ପପୁ କୁ ୨୦ ବର୍ଷ ପରେ ଫାଶୀ ହେବାର ଥିଲା ପୋଲିସ୍- ତୁମକୁ କାଲି ସକାଳ ୫ ଟା ବେଳେ ଫାଶି ଦିଆଯିବ, ଏହା ଶୁଣିକରି ପପୁ ହସିବାକୁ ଲାଗିଲା, ପୋଲିସ୍- କଣପାଇଁ ହସୁଛୁ ? ପପୁ- ମୁଁ ତ ସକାଳ ୮ ଟା ଯାଏଁ ଶୋଉଛି ନା ।

୬) ଶିକ୍ଷକ- ଏତେ ଦିନ କେଉଁଠି ଥିଲୁ ? ପପୁ- ବାର୍ଡ ଫ୍ଲୁ ହୋଇଥିଲା, ଶିକ୍ଷକ- ଏଇ ବାର୍ଡ ଫ୍ଲୁ କଣ ? ପପୁ- ରାଗିକି ମଣିଷ ସାର୍ ଭାବୁଛନ୍ତି କେଉଁଠି ସବୁଦିନ ତ ମୁର୍ଗା ବନାଇଦେଉଛନ୍ତି ।

୭) ପପୁ- ବଣ୍ଟୁ-କୁ- ତୋତେ କେବେ କାହା ସହ ପ୍ରେମ ହେଇଛି ? ବଣ୍ଟୁ- ହଁ ହେଇଛି ସାଙ୍ଗ, କିନ୍ତୁ ସେ ରାଜି ହେଉନି, ପପୁ- କଣ ହେଲାକି କଣ କହୁଛି ସେ ? ମୋତେ ସେ ଝଣ୍ତୁ କହୁଛି ଆଇ ଲଭ୍ ୟୁ ଠୁ, ଜଣା ନାହିଁ ଏଇ ଦ୍ୱିତୀୟ ଲୋକଟା କିଏ ?

୮) ଗୋଟେ ମହିଳା କାଚର ଦୋକାନରୁ କିଛି ଗିଫ୍ଟ କିଣିବାକୁ ଗଲା, ସେ ଏକ ଘଣ୍ଟା ପର୍ଯ୍ୟନ୍ତ ୧୦୦ ଟି ଜିନିଷ ନା ପସନ୍ଦ କରିବା ପରେ କହିଲା ଭାଇ କିଛି ଏମିତି ଜିନିଷ ଦେଖାଅ, ଯାହାକୁ ଚାହିଁଲେ ବି କିଏ ଭାଙ୍ଗିପାରିବ ନାହିଁ ଦୋକାନୀ- ଭଉଣୀ ସେ ଜିନିଷ ତୁମର ମୁହଁ ଅଟେ ।

୯) ଶିକ୍ଷକ ଛାତ୍ରକୁ- ନାଲାୟକ କ୍ଲାସରେ ଦିନ ସାରା ଝିଅମାନଙ୍କ ସହ ଏତେ କଥାବାର୍ତ୍ତା କଣପାଈଁ କରୁଛୁ ? ଛାତ୍ର- ସାର୍ ମୁଁ ଗରିବ, ମୋର ମୋବାଇଲ୍ ରେ ହ୍ୱାଟସ୍ ଆପ୍ ନାହିଁ, ଶିକ୍ଷକ- ଙ୍କ ଆଖିରେ ଲୁହ ଚାଲି ଆସିଲା ।

୧୦) ପପୁ ଲିଫ୍ଟରେ ଥିଲା ତେବେ ଏକ ସୁନ୍ଦର ଝିଅ ଆସିଲା ମହଙ୍ଗା ପରଫ୍ୟୁମ୍ ଲଗାଇକରି ଓ ପପୁକୁ ଦେଖିକରି କହିଲା, କୋବ୍ରା ପରଫ୍ୟୁମ୍ ୬ ହଜାର ଟଙ୍କା ଏତିକିରେ ଆଉ ଏକ ଝିଅ ସେଣ୍ଟ ମାରିକି ଲିଫ୍ଟରେ ଆସିଲା ଓ ସେ ବି ପପୁକୁ ଦେଖିକରି କହିଲା- ବ୍ରୁଟ୍ ପରଫ୍ୟୁମ୍ ୭ ହଜାର ଟଙ୍କା, ଅଚାନକ ଲିଫ୍ଟ ରହିଗଲା, ଓ ଏକ ଅଜବ ଗନ୍ଧ ଆସିଲା ଦୁହେଁ ଝିଅ ନାକରେ ପପୁକୁ ଅନାଇଲେ, ପପୁ ହସିକରି କହିଲା- ଆରେ ବାଦାମ ୧୦ ଟଙ୍କା କିଲୋ ।

Leave a Reply

Your email address will not be published. Required fields are marked *