October 19, 2024

Odia Express

Leading Odia News Portal of Odisha

ବଲିଉଡ୍ ର ଏହି ୭ ଜଣ ଦିଗଜ୍ଜ କଳାକାର ଫିଲ୍ମର ଛଡା Advertisment ଜରିଆରେ କରିଥାନ୍ତି ବହୁତ ଆୟ, ଜାଣନ୍ତୁ କିଏ ଅଛନ୍ତି ସବୁଠାରୁ Top ରେ

ଆମର ବଲିଉଡ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯିଏକି ନିଜ ଦମଦାର୍ ଅଭିନୟ ବଳରେ ଆଜି ଇଣ୍ତଷ୍ଟ୍ରିରେ ବହୁତ ନାଁ କମାଇଛନ୍ତି ଓ ବଲିଉଡ୍ ରେ ଏହି କଳାକାର ଫିଲ୍ମରେ କାମ କରିବା ପାଇଁ କୋଟି କୋଟି ଟଙ୍କା ଫିସ୍ ବି ନିଅନ୍ତି, ଏହା ଛଡା ଏହି କଳାକାରମାନେ ଅଲଗା ଅଲଗା ତରିକାରେ ବି ମୋଟା ଇନକମ୍ କରନ୍ତି, ଯେଉଁଥିରେ ବିଜ୍ଞାପନ ଜରିଆରେ ଏମାନଙ୍କ ଇନକମ୍ ହୋଇଥାଏ, ଆଜି ଆମେ ଆପଣଙ୍କୁ ବଲିଉଡ୍ ର କିଛି ଏମିତି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି କମ୍ପାନୀର ବିଜ୍ଞାପନ କରିବାପାଇଁ ଇଚ୍ଛାମୁତାବିକ ଫିସ୍ ନିଅନ୍ତି, ଆସନ୍ତୁ ଜାଣିବା ତାଙ୍କ ମାନଙ୍କ ବିଷୟରେ ।

୧) ଅମିତାଭ ବଚ୍ଚନ- ବଲିଉଡ୍ ର ମହାନାୟକ କୁହାଯାଉଥିବା ଅମିତାଭ ବଚ୍ଚନ ଏବେ କାର ସମୟରେ ଦେଶରେ ନୁହେଁ ବରଂ ପୁରା ଦୁନିଆଁରେ ବହୁତ ଅଧିକା ଲୋକପ୍ରିୟ ହୋଇସାରିଛନ୍ତି, ଅମିତାଭ ବଚ୍ଚନ ଫିଲ୍ମର ସହ୍ ବିଜ୍ଞାପନରେ ବି ଭଲ ଆୟ କରିଛନ୍ତି, ଅମିତାଭ ବଚ୍ଚନ ପ୍ରତି ବିଜ୍ଞାପନ ପିଛା ୩ ରୁ ୮ କୋଟି ଟଙ୍କାର ଫିସ୍ ଚାର୍ଜ କରନ୍ତି, ଓ ଅମିତାଭ ବଚ୍ଚନ ଏବେକାର ସମୟରେ ବଲିଉଡ୍ ରେ ସବୁଠାରୁ ମହଙ୍ଗା ସେଲିବ୍ରେଟି ଭାବେ ଖ୍ୟାତି ଅଛି ।

୨) ଅମୀର୍ ଖାନ୍- ବଲିଉଡ୍ ର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଅମୀରଙ୍କ ନାଁ ବି ଏହିଥିରେ ଆସିଥାଏ, ଅମୀର୍ ଖାନ୍ ପ୍ରତି ବିଜ୍ଞାପନ ପାଇଁ ୨ ରୁ ୭ କୋଟି ଟଙ୍କାର ଫିସ୍ ନିଅନ୍ତି, ଓ ମହଜୁଦା ସମୟରେ ଅମୀର୍ ଖାନ୍ ଭିଭୋ, କୋକାକୋଲା, ଓ ବେଦାନ୍ତୁ ଟିଭି ବିଜ୍ଞାପନ କରିଛନ୍ତି ।

୩) ଐଶ୍ୱର୍ଯ୍ୟା ରାୟ- ବଲିଉଡ୍ ର ସବୁଠାରୁ ସୁନ୍ଦର ଅଭିନେତ୍ରୀ ଓ ପୁର୍ବ ମିସ୍ ୱାର୍ଲଡ୍ ରହିସାରିଥିବା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଫିଲ୍ମ ଛଡା ବିଜ୍ଞାପନରେ ବି ଭଲ ଆୟ କରନ୍ତି, ଓ ଐଶ୍ୱର୍ଯ୍ୟା ରାୟ ପ୍ରତି ବିଜ୍ଞାପନ ପିଛା ୨ ରୁ ୬କୋଟି ଟଙ୍କା ଫିସ୍ ଚାର୍ଜ କରନ୍ତି, ଓ ଐଶ୍ୱର୍ଯ୍ୟା ଲୋରିଏଲ୍, କଲ୍ୟାଣ ଜ୍ୱେଲର୍ସ, କୋକାକୋଲା, ଓ ଲକ୍ସ ସହ ଭଲ କମ୍ପାନୀର ବିଜ୍ଞାପନ କରିଛନ୍ତି ।

୪) ସାହାରୁଖ୍ ଖାନ୍- ବଲିଉଡ୍ ର କିଙ୍ଗ୍ କୁହାଯାଉଥିବା ସାହାରୁଖ୍ ଖାନ୍ ବଲିଉଡ୍ ର ସବୁଠାରୁ ମହଙ୍ଗା ସେଲିବ୍ରେଟି ଭାବେ ଜଣାଯାଆନ୍ତି, ଓ ସାହାରୁଖ୍ ଖାନ୍ ଫିଲ୍ମର ଛଡା ବିଜ୍ଞାପନରେ ଭଲ ଆୟ କରନ୍ତି, ଓ ମହଜୁଦା ସମୟରେ ସାହାରୁଖ୍ ଖାନ୍ ଗୋଟେ ବିଜ୍ଞାପନ ପାଇଁ ୪ ରୁ ୧୦ କୋଟି ଟଙ୍କା ଫିସ୍ ଚାର୍ଜ କରନ୍ତି ।

୫) ସଲମାନ୍ ଖାନ୍- ବଲିଉଡ୍ ର ଭାଇଜାନ୍ କୁହାଯାଉଥିବା ସଲମାନ୍ ଖାନ୍ ଏହି ସମୟରେ ଇଣ୍ତଷ୍ଟ୍ରିରେ ସୁପରଷ୍ଟାର୍ ଭାବେ ଜଣାଯାଆନ୍ତି, ସଲମାନ୍ ଖାନ୍ ନିଜ୍ ଫିଲ୍ମ ପରି ବିଜ୍ଞାପନରୁ ବି ଭଲ ଆୟ କରିଥାନ୍ତି, ସେ ଗୋଟେ ବିଜ୍ଞାପନ କରିବାପାଇଁ ୪ ରୁ ୧୦ କୋଟି ଟଙ୍କାର ଫିସ୍ ଚାର୍ଜ କରନ୍ତି ।

୬) କରିନା କାପୁର୍ ଖାନ୍- ବଲିଉଡ୍ ର ବେବୋ କୁହାଯାଉଥିବା କରିନା କାପୁର୍ ଖାନ୍ ଙ୍କ ନାଁ ଏହି ଲିଷ୍ଟରେ ଆସିଥାଏ, କରିନା କାପୁର୍ ପ୍ରତି ବିଜ୍ଞାପନ ପାଇଁ ୩ ରୁ ୪ କୋଟି ଟଙ୍କା ଫିସ୍ ଚାର୍ଜ କରନ୍ତି ।

୭) ଅକ୍ଷୟ କୁମାର- ବଲିଉଡ୍ ଖିଲାଡି କୁହାଯାଉଥିବା ଅକ୍ଷୟ କୁମାର ଆଜିର ସମୟରେ ଇଣ୍ତଷ୍ଟ୍ରିର ସବୁଠାରୁ ମହଙ୍ଗା କଳାକାରଙ୍କ ସୁଚିରେ ଆସନ୍ତି, ଅକ୍ଷୟ କୁମାର ଫିଲ୍ମ ଛଡା ବିଜ୍ଞାପନରେ ଭଲ ଆୟ କରିଥାନ୍ତି, ଅକ୍ଷୟ କୁମାର ପ୍ରତି ବିଜ୍ଞାପନ ପାଇଁ ୫ ରୁ ୧୦ କୋଟି ଟଙ୍କା ପ୍ରତିଦିନ ହିସାବରେ ଫିସ୍ ଚାର୍ଜ କରନ୍ତି ।

Leave a Reply

Your email address will not be published. Required fields are marked *