October 19, 2024

Odia Express

Leading Odia News Portal of Odisha

ଦୁଇଟି କନ୍ୟା କରିବାକୁ ଲାଗିଲେ ବର ସହ ବାହାହେବା ପାଇଁ ଜିଦ୍, ତାପରେ Toss ପକାଇ କଲେ ଘର ଲୋକ କରିଲେ ବୋହୂର ଚୟନ

ଗୋଟେ ପୁଅ ନିଜ ପ୍ରେମରେ ଜାଲରେ ଦୁଇଟି ଝିଅଙ୍କୁ ଫସାଇଲେ ଓ ତାଙ୍କୁ ବିବାହ କରିବା କଥା ଦେଇଥିଲା । ପୁଅ ପରେ ନିଜ କଥାରୁ ଓହରିଗଲା ଓ ପରିବାରର ପସନ୍ଦର ଝିଅକୁ ବିବାହ କରିବାର ରାଜି ହୋଇଗଲା, ଯାହାପରେ ପୁଅର ଘର ଲୋକ ତାହାପାଇଁ ଝିଅ ଖୋଜିବାପାଇଁ ଲାଗିଗଲେ, ସେମିତି ଏହି କଥା ଯେବେ ଦୁହେଁ ପ୍ରେମୀ ଯୋଡାଙ୍କୁ ଜଣାପଡିଲା ତେବେ ସେ ତାଙ୍କ ଘରେ ପହଞ୍ଚିଗଲା, ଯେଉଁଠି ସେ ବହୁତ ହଙ୍ଗାମା କଲା, ଏମିତି ପରିବାର ଲୋକେ ଏକ ଟସ୍ କରି ଏହି ସମସ୍ୟାର ସମାଧାନ କରିନେଲେ, ଏହି ଘଟଣା କର୍ଣ୍ଣାଟକର ବ୍ୟାଙ୍ଗାଲୋର୍ ର ଅଟେ ।

ସୁଚନା ଅନୁସାରେ ପୁଅ ଘର ଲୋକେ ତାର ବାହାଘର ପାଇଁ ପ୍ରସ୍ତୁତି କରିବାକୁ ଲାଗିଲେ ତେବେ ଅଚାନକ ଦୁଇ ବର ତାଙ୍କ ଘରେ ପହଞ୍ଚିଗଲେ, ଓ ବାହାହେବାପାଇଁ ଜିଦ୍ କରିବାକୁ ଲାଗିଲେ ପୁଅ ବାଙ୍ଗାଲୋର୍ ର ସକଲେଶପୁରର ବାସିନ୍ଦା ଅଟେ, ତାକୁ ତାର ପଡୋଶୀର ଏକ ଝିଅକୁ ପ୍ରେମ ହୋଇଗଲା, କିନ୍ତୁ କିଛି ମାସ ପରେ ତାକୁ ଆଉଗୋଟେ ଝିଅ ପସନ୍ଦ ଆସିଗଲା, ଏମିତିରେ ସେ ଦ୍ୱିତୀୟ ଝିଅକୁ ଚକ୍କର ଚଲାଇବା ଆରମ୍ଭ କରିଦେଲା

ସେମିତି ଯେବେ ଘର ଲୋକେ ଏହି କଥାକୁ ଜାଣିପାରିଲେ ତେବେ ସେ ନିଜ ପୁଅର ବାହାଘର କରାଇବାର ଫଇସଲା କଲେ, ଓ ତାହାପାଇଁ କନ୍ୟା ଖୋଜିବା ଆରମ୍ଭ କରିଦେଲେ। ଏହି ମଧ୍ୟରେ ପ୍ରଥମ ଝିଅକୁ ଜଣାପଡିଲା କି ପୁଅ ଘର ଲୋକେ କେଉଁଠି ତାର ବାହାଘର୍ କରାଉଛନ୍ତି, ଦ୍ୱିତୀୟ ଝିଅକୁ ବି ଏହି ବିଷୟରେ ଜଣାପଡିଲା ଦୁହେଁ ଝିଅ ନିଜ ପ୍ରେମୀର ଘରେ ପହଞ୍ଚିଲେ, ଓ ବହୁତ ହଙ୍ଗାମା କଲେ

ମାମଲା ବଢିବାର ଦେଖି ପଞ୍ଚାୟତ ଡକାଇବାକୁ ପଡିଲା । ପଞ୍ଚାୟତ ଲୋକଙ୍କୁ ପୁରା କାହାଣୀ ଶୁଣାଗଲା, ଓ ପୁଅ ଏହି କଥାକୁ ରାଜି ହୋଇଗଲା କି ତାର ଚକ୍କର ଦୁହେଁ ଙ୍କ ସହ ଚାଲୁଛି, ଏମିତିରେ ପଞ୍ଚାୟତ ଟସ୍ କରିବାର ଫଇସଲା ନେଲେ, ଓ କହିଲେ କି ଯେଉଁ ଝିଅ ଟସ୍ ଜିତିବ ତାର ବାହାଘର୍ ସେହି ପୁଅ ସହ କରିଦିଆଯିବ, ଯାହାପରେ ଟସ୍ ହେଲା, ଜିତିବାବାଲା ପ୍ରେମିକା ସହ ପୁଅର ବାହାଘର କରିଦିଆଗଲା

ଦ୍ୱିତୀୟ ଝିଅକୁ ଏହି କଥା ପସନ୍ଦ ଆସିଲା ନାହିଁ, ଓ ସେ ଏହାର ବିରୋଧ କରିଲା, ଓ ବାହାହେବାପାଇଁ ଜିଦ୍ କଲା, ଏତିକି ନୁହେଁ ଟସ୍ ହାରିବାପରେ ସେ ସୁସାଇଡ୍ କରିବାକୁ ବାହାରିଥିଲା, ନିଜ ଜୀବନ ଶେଷ କରିବାକୁ ଚେଷ୍ଟା କରିଥିଲା, ଗାଁ ଲୋକେ ତୁରନ୍ତ ତାକୁ ମେଡିକାଲ୍ ନେଇଗଲେ, ଯେଉଁଠିତାର ଚିକିତ୍ସା କରାଗଲା, ଓ ଏବେ ଝିଅ ବିପଦମୁକ୍ତ ଅଛି, ସେମିତି ଦ୍ୱିତୀୟ ଓ ପୁଅ ଟସ୍ ଜିତିଥିବା ଝିଅକୁ ବାହାହେବାପାଇଁ ରାଜି ହୋଇଗଲା, ଓ ଦୁହେଁ ଙ୍କ ବହୁତ ଜଲଦି ବାହାଘର କରିଦିଆଯିବ  ।

Leave a Reply

Your email address will not be published. Required fields are marked *