October 19, 2024

Odia Express

Leading Odia News Portal of Odisha

ନିଜ ଲୋକଙ୍କୁ ମରୁଥିବାର ଦେଖିଲେ କିନ୍ତୁ ଛାଡିନଥିଲେ ନିଜ ପାଠପଢା, ପ୍ରଥମେ ଆଇପିଏସ୍ ତାପରେ ଆଇଏଏସ୍ ହେଲେ Namrata, ଏମିତି ତାଙ୍କର ସଫଳତା କାହାଣୀ

ସବୁ ମଣିଷ ନିଜ ଜୀବନରେ ଏକ ସଫଳ ବ୍ୟକ୍ତି ହେବାର ସ୍ୱପ୍ନ ଦେଖିଥାଏ, କିନ୍ତୁ ସବୁ ଲୋକଙ୍କ ଏହି ସ୍ୱପ୍ନ ପୁରା ହୋଇପାରେ ନାହିଁ । ଯଦି ଆପଣଙ୍କୁ ନିଜ ସ୍ୱପ୍ନ ପୁରା କରିବାର ଅଛି ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ, ବହୁତଥର ଦେଖାଯାଇଛି କି ଲୋକ ନିଜ ଜୀବନରେ ସଫଳତା ପାଇବା ପାଇଁ ଲୋକେ ବହୁତ ପରିଶ୍ରମ କରିଥାନ୍ତି । କିନ୍ତୁ ସଫଳତା ମାର୍ଗ ବହୁତ କଠିନତା ଦେଖାଦିଏ, ଯାହାକୁ ଆଗରେ ଅଧିକାଂଶ ଲୋକ ହାର୍ ମାନିବସନ୍ତି, କିନ୍ତୁ ସଚ୍ଚା ଲଗନ ସହ ଖରାପ ପରିସ୍ଥିତିକୁ ପାର୍ କରିନେଇଥାଏ, ସେ ଦିନେ ନା ଦିନେ ସଫଳତା ପାଇବାରେ ସଫଳ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ରହୁଥିବା ନମ୍ରତା ଜୈନଙ୍କ ବିଷୟରେ ଜଣାଈବୁ, ଯେତେ ମୁସକିଲ୍ ହାଲତରେ ସାମ୍ନା କରି ନିଜ ସ୍ୱପ୍ନକୁ ସେ ପୁରା କରିଦେଖାଇଛନ୍ତି, ଆପଣଙ୍କୁ କହିଦେବୁ କି ଛତିଶଗଡର ଦନ୍ତେ ୱାଡା ଜିଲ୍ଲା ସବୁଠାରୁ ଅଧିକା ନକ୍ସଲି ପ୍ରଭାବିତ କ୍ଷେତ୍ରରୁ ଗୋଟେ ଅଟେ, ଏଠାରେ ଆସିବା ଦିନରୁ ନକ୍ସଲିଙ୍କ ଦ୍ୱାରା ବହୁତ ଘଟଣା ଘଟିଥାଏ, ଯାହାର କାରଣରୁ ଏଠାକାର ଲୋକଙ୍କ ପାଠପଢିବା ବହୁତ ଅଧିକା କଠିନ ହୋଇଯାଏ, ଏହାପରେ ବି ବିପରିତ ପରିସ୍ଥିତିରେ ରହିକରି ନମ୍ରତା ଜୈନ ପାଠପଢା ଓ ଆଇଏଏସ ହେବାର ସ୍ୱପ୍ନକୁ ସାକାର କରିଥିଲେ ।

ଆପଣଙ୍କୁ କହିଦେବୁ କି ୨୦୧୯ ର ବ୍ୟାଚର ନମ୍ରତା ଜୈନ ର ଦ୍ୱିତୀୟ ଫେଜ୍ ଟ୍ରେନିଙ୍ଗ୍ ପୁରା ହେବାପରେ ଏବେ ତାଙ୍କୁ ଛତିଶଗଡର ମହାସମୁଦ ଏସଡିଏମ୍ ହୋଇଯାଇଛନ୍ତି, ଆଜି ସେମିତି ନମ୍ରତା ଆଇଏଏସ ଅଧିକାରୀ ହୋଇସାରିଛନ୍ତି କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା, ନମ୍ରତା ଜୈନ ଛୁଆବେଳରୁ ଏହି ସ୍ୱପ୍ନକୁ ପୁରା କରିବାପାଇଁ ଗୋଟେ ପରେ ଗୋଟେ ଚ୍ୟାଲେଞ୍ଜକୁ ନ କରିବାକୁ ପଡେ କେଉଁ ବି ପରିସ୍ଥିତିର ଆଗରେ ସେ ହାରିନଥିଲେ

ଲଗାତାର ସବୁ ଉତଥାନପତନ ସାମ୍ନା କରୁଥିଲେ, ଯାହାର ଫଳାଫଳ ଆଜି ସେ ସମସ୍ତ ଲୋକଙ୍କ ସାମ୍ନାରେ ଆସିସାରିଛି । ନମ୍ରତା ନିଜ ପ୍ରାରମ୍ଭିକ ଶିକ୍ଷା ଦନ୍ତେୱାଡାପରି ନକ୍ସଲି କ୍ଷେତ୍ରରେ ପୁରା କରିଥିଲେ, ନମ୍ରତା କହନ୍ତି କି ଏଠାରେ ଆସିବା ଦିନରୁ କିଛି ନା କିଛି ଘଟଣା ହୋଇଥାଏ, ଯାହାର କାରଣରୁ ଅଧିକାଂଶ ସମୟ ସ୍କୁଲ ବନ୍ଦ ରହୁଥିଲା, ଏହି କାରଣରୁ ନମ୍ରତା ପାଠପଢାରେ ବାଧା ହେଉଥିଲା, କିନ୍ତୁତାଙ୍କ ଭିତରେ କିଛି କରିବାର ଇଚ୍ଛାଶକ୍ତି ଥିଲା, ଏହି କାରଣରୁ ସେ ନିଜ ସ୍ୱପ୍ନର ମଧ୍ୟରେ କଠିନତାରେ ବାଧା ଆଣିବାକୁ ଦେଲେ ନାହିଁ, ନମ୍ରତା ଏଠାରେ ଦଶମ ପାଠପଢିଥିଲେ ।

ଯେବେ ନମ୍ରତା ଜୈନ ଦଶମ ପାସ୍ କଲେ ତେବେ ଏକ ନୁଆସମସ୍ୟା ଆସିଲା, ଆଗକୁ ପଢିବାପାଇଁ ଦନ୍ତେୱାଡାରୁ ବାହାରକୁ ଯିବାର ଥିଲା, କିନ୍ତୁ ପରିବାର ଲୋକ ସିଧା ମନାକରିଥିଲେ, ଏହି ଅସୁବିଧାର ପରିସ୍ଥିତିରେ ନମ୍ରତାଙ୍କ ମା କିରଣ ସାଥ୍ ଦେଲେ, ନମ୍ରତା ଙ୍କୁ ସମର୍ଥନ କରି ସେ ଅନ୍ୟ ପରିବାର ସଦସ୍ୟଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଓ ପରିବାର ଲୋକ ଏହାଅରେ ମାନିବି ଗଲେ, ଏହାପରେ ଆଇଏଏସ ଅଧିକାରୀ ହେବା ପର୍ଯନ୍ତ ନମ୍ରତାଙ୍କ ଅଧିକାଂଶ ସମୟ ଦୁରରେ କଟିଥିଲା, ସେ ଭିଲାଇରେ ୫ ବର୍ଷ ଓ ଦିଲ୍ଲୀରେ ତିନି ବର୍ଷ ପର୍ଯ୍ୟନ୍ତ ରହିଲେ ।

ଆପଣଙ୍କୁ କହିଦେବୁ କି ନମ୍ରତା ଜୈନ ଭିଲାଇ ଇନଷ୍ଟିଟ୍ୟୁଡ୍ ଅଫ୍ ଟେକ୍ନୋଲୋଜି ରୁ ଇଲେକ୍ଟ୍ରୋନିକ୍ସ ଆଣ୍ତ ଟେଲିକମ୍ ଇଞ୍ଜିନିୟରିଙ୍ଗ୍ ଡିଗ୍ରୀ ହାସିଲ୍ କରିଲେ, ଏହାପରେ ସେ ଏକ ପବ୍ଲିକ ସେକ୍ଟର୍ କମ୍ପାନୀରେ ଚାକିରି ପାଇଥିଲେ, କିନ୍ତୁ ଚାକିରି କରିବାପୁର୍ବରୁ ନମ୍ରତା ନିଜ ଦାଦା ଓ ମାମୁଙ୍କ ପ୍ରତ୍ସୋହନରେ ଦିଲ୍ଲୀରେ ଯାଇକରି ୟୁପିଏସସି ପରିକ୍ଷା ଦେଇଥିଲେ, ଏହି କାରାଣରୁ ସେ ନିଜ ଚାକିରି ଛାଡିଦେଲେ, ଓ ଦିଲ୍ଲୀ ଆସିକରି ପ୍ରସ୍ତୁତି କରିଥିଲେ । ୨୦୧୫ ରେ ନମ୍ରତା ପ୍ରଥମଥର ୟୁପିଏସସି ପରୀକ୍ଷାଦେଇଥିଲେ, କିନ୍ତୁ ପ୍ରଥମଥର ତାଙ୍କୁ ସଫଳତା ମିଳିପାରିନଥିଲା

ସେମିତି ପ୍ରିଲିମ୍ସ ବି ପାସ୍ କରିପାରିନଥିଲେ ଏହାପରେ ସେ ପରିଶ୍ରମରୁ ଅଧିକା କରିଲେ, ଦିନ ରାତି ବହୁତ ପରିଶ୍ରମ କରିବାପରେ ୨୦୧୬ ରେ ସେ ଆଉଥର ପରିକ୍ଷା ଦେଲେ, , ଏହିଥର୍ ତାଙ୍କୁ ୟୁପିଏସସି ପରିକ୍ଷାରେ ୯୯ ତମ୍ ରାଙ୍କ୍ ମିଳିଲା, କିନ୍ତୁ ଶାନଦାର୍ ରାଙ୍କ ପରେ ଆଇଏଏସ୍ ହେବାର ସ୍ୱପ୍ନ ମିଳିପାରିଲା ନାହିଁ, ଏହି ରାଙ୍କ ସହ ତାଙ୍କୁ ଆଇପିଏସ୍ ପାଇଁ ଦନ୍ତେୱାଡା ଚୟନିତ ହେଉଥିବା ପ୍ରଥମ କ୍ୟାଣ୍ତିଡେଟ୍ ହୋଇଗଲେ, ଓ ସେ ମଧ୍ୟପ୍ରଦେଶର କ୍ୟାଡର୍ ଆଇପିଏସ୍ ଅଫିସର୍ ନିଯୁକ୍ତ୍ କରାଗଲା ।

ନମ୍ରତା ଜୈନଙ୍କ ସ୍ୱପ୍ନ ଆଇଏଏସ୍ ଅଫିସର୍ ହେବାର ଥିଲା ଓ ସେ ଏହି ସ୍ୱପ୍ନକୁ କେଉଁ ବି ଭାବରେ ପୁରା କରିବାକୁ ଚାହୁଁଥିଲେ ଏହି କାରଣରୁ ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ନ୍ୟାଶାନାଲ୍ ପୋଲିସ୍ ଏକାଡେମୀ, ହାଇଦ୍ରାବାଦରେ ଟ୍ରେନିଙ୍ଗ୍ ନେବା ସମୟରେ ସେ ୟୁପିଏସସି ପ୍ରସ୍ତୁତି କରିଥିଲେ ପ୍ରସ୍ତୁତି ପାଇଁ ୧ ବର୍ଷ ଅବକାଶ ବି ନେଇଥିଲେ, ସେ ନିଜ ସ୍ୱପ୍ନକୁ ପୁରା କରିବାପାଇଁ ଆଉଥରେ ୟୁପିଏସସି ପରୀକ୍ଷା ଦେବାର ବିଚାର କଲେ, କିନ୍ତୁ ଏହି ସମୟରେ ତାଙ୍କୁ ଏହି ଖବର ମିଳିଲା କି ତାଙ୍କ ବଡ ଦାଦା ଅମୃତ ଜୈନଙ୍କୁ ହୃଦଘାତ ପଡିବାରୁ ନିଧନ ହୋଇଯାଇଛି, ଯାହାର କାରଣରୁ ନମ୍ରତାଙ୍କୁ ଗଭୀର ସଦମା ଲାଗିଲା

ଯେବେ ନମ୍ରତା ଏହି ସଦମାରୁ ବାହାରକୁ ଆସିଲେ ତେବେ ୬ ମାସ ପରେ ତାଙ୍କ ଛୋଟ ଦାଦା ସନ୍ତୋଷ୍ ଜୈନ ବି ହୃଦଘାତରୁ ନିଧନ ହେଇଗଲା, ଏହି ଦୁହେଁ ଘଟଣାରୁ ସେ ପୁରା ଭାଙ୍ଗିପଡୀଯାଇଥିଲେ, ଓ ତାଙ୍କ ପ୍ରସ୍ତୁତି ଉପରେ ଏହାପ୍ରଭାବ ପକାଇଲ୍, ସେ ନିଜେ ପରୀକ୍ଷାରୁ କିଛି ଦିନପୁର୍ବରୁ ପ୍ରଥମ ମାସରେ ରୋଗାଗ୍ରସ୍ତ ହୋଇଥିଲେ, କିନ୍ତୁ ପରେ ସେ ହାର୍ ମାନିନଥିଲେ, ଓ ୟୁପିଏସସି ପରୀକ୍ଷାର୍ ପ୍ରସ୍ତୁତିରେ ଲାଗିପଡିଲେ, ୨୦୧୮ ରେ ସେ ନିଜ ଭାଗ୍ୟ ଆପଣାଇଲେ ଓ ଏହିଥର ତାଙ୍କ ଭାଗ୍ୟ ଓ ପରିଶ୍ରମ କାମରେ ଲାଗିଲା, ନମ୍ରତା ଅଲଇଣ୍ତିଆ ରେ ୧୨ ତମ ରାଙ୍କ୍ ହାସିଲ୍ କଲେ, ଏହି ପରି ତାଙ୍କର ଆଇଏସଏସ୍ ହେବାର ସ୍ୱପ୍ନକୁ ସାକାର କଲେ ।

Leave a Reply

Your email address will not be published. Required fields are marked *