October 19, 2024

Odia Express

Leading Odia News Portal of Odisha

କେହି ଥିଲେ ବ୍ୟାଚ୍ ମେଟ୍ ତ କିଏ Hotel ବାହାରେ ରାତି କଟାଇଥିଲେ, ନିଜ କଡା ପରିଶ୍ରମ ବଳରେ ଏହି ପରି Zero ରୁ ହିରୋ ହୋଇଥିଲେ ଏହି ଅଭିନେତାମାନେ

ବଲିଉଡ୍ ଇଣ୍ତଷ୍ଟ୍ରିକୁ ଦେଖି ସମସ୍ତେ ସେଥିରେ କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । ବହୁତ ଲୋକ ଏମିତି ଅଛନ୍ତି ଯିଏକି ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟର୍ ବନାଇବାକୁ ଚାହୁଁଛନ୍ତି, ଲୋକଙ୍କ ମନରେ ସ୍ୱପ୍ନ ନେଇ ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ ଭାଗ୍ୟକୁ ପରଖିବାକୁ ଆସନ୍ତି କିନ୍ତୁ ବହୁତ କମ୍ ଲୋକ ଯାହାଙ୍କୁ ଏହି ଇଣ୍ତଷ୍ଟ୍ରିରେ ସଫଳତା ମିଳିଥାଏ, ସେମିତି କିଛି କଲାକାର ଅଛନ୍ତି ଯିଏକି ଆଜି ଇଣ୍ତଷ୍ଟ୍ରିରେ ରାଜ୍ କରୁଛନ୍ତି । ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଆଜିକାଲି ଇଣ୍ତଷ୍ଟ୍ରିରେ ଷ୍ଟାର୍ କିଡସ୍ ଙ୍କ ବେଶୀ ଚଳଣି ଦେଖିବାକୁ ମିଳିଯାଉଛି, ଆଜି ନୁହେଁ ପୁରୁଣା ସମୟରୁ ବଲିଉଡ୍ ରେ ଷ୍ଟାର୍ କିଡସ୍ ଲଞ୍ଚ ହୋଇଥାନ୍ତି, ସେମିତି ଷ୍ଟାର୍ କିଡସ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ସଫଳତା ପାଆନ୍ତୁ କି ନାହିଁ କିନ୍ତୁ ତାଙ୍କୁ କେବେ ବି ଗୋଟେ ଟଙ୍କାର କମି ଦେଖିବାକୁ ମିଳିନଥାଏ, ସେମିତି ଆଜି ଆମେ ଆପଣଙ୍କୁ ଏମିତି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ଇଣ୍ତଷ୍ଟ୍ରିରେ ନିଜ ପାଦ ଦେଇଥିଲେ, ଓ ଯେବେ ପକେଟରେ କିଛି ଟଙ୍କା ଥିଲା ତେବେ ଆଜି ସେ କୋଟିଏ ସଂମ୍ପତ୍ତିର ମାଲିକ ଅଟନ୍ତି, ସେ ନିଜ ପରିଶ୍ରମ ଓ ଲଗନରୁ ଫିଲ୍ମ ଇଣ୍ତଷ୍ଟ୍ରିରେ ଭଲ ନାଁ କମାଇଥିଲେ, ତେବେ ଚାଲନ୍ତୁ ଜାଣିବା କିପରି ତଳୁ ଉପରକୁ ଆସିକରି ଏହି କଳାକାର ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇପାରିଛନ୍ତି ।

୧) ଶାହାରୁଖ୍ ଖାନ୍- ବଲିଉଡ୍ ଇଣ୍ତଷ୍ଟ୍ରିରେ କିଙ୍ଗ୍ ଖାନ୍ ମାନେ ସାହାରୁଖ୍ ଖାନ୍ ଏହି ଲିଷ୍ଟରେ ସାମିଲ୍ ଅଛନ୍ତି  ।ସାହାରୁଖ୍ ଖାନ୍ ଏମିତି ଏକ ଅଭିନେତା ଅଟନ୍ତି ଯିଏକି ନିଜ ଅଭିନୟ ଦ୍ୱାରା କୋଟିଏ ଲୋକଙ୍କର ହୃଦୟ ଜିତିଥିଲେ, ଓ ଆଜି ସେ କୋଟିଏ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି, ସାହାରୁଖ୍ ଖାନ୍ ଫିଲ୍ମ ବ୍ୟାକଗ୍ରାଉଣ୍ତରୁ ସଂବନ୍ଧ ରଖିନଥିଲେ, ଓ ନା ହିଁ ତାଙ୍କ ବାପା ମା ପଇସା ବାଲା ଥିଲେ, ଯେବେ ଶାହାରୁଖ୍ ଖାନ୍ ଥିଏଟର୍ କରିଥିଲେ ତେବେ ତାଙ୍କ ପାଖର୍ ପଇସା ନଥିଲା

ଫିଲ୍ମରେ ପାଦ ରଖିବାପରେ ଶାହାରୁଖ୍ ଖାନ୍ ଗୋଟେ ପରେ ଗୋଟେ ଶାନଦାର୍ ଫିଲ୍ମରେ କାମ କରିଥିଲେ, ଓ ଆଜି ସେ ଦୁନିଆଁର ସବୁଠାରୁ ବଡ କଳାକାରଙ୍କ ଭିତରୁ ଜଣେ ଅଟନ୍ତି, ଶାହାରୁଖ୍ ଖାନ୍ ଏହି ସଫଳତା ହାସିଲ୍ କରିବାପାଇଁ ନିଜ ଜୀବନରେ ବହୁତ ସଂଘର୍ଷ କରିଥିଲେ, ଏମିତି କୁହାଯାଏ କି ସଂଘର୍ଷର ଦିନରେ ଶାହାରୁଖ୍ ଖାନ୍ ରାସ୍ତାରେ ଶୋଇଯାଇଥିଲେ, ସେ ଓବରୋୟ ହୋଟେଲ୍ ର ରାସ୍ତାରେ ଶୋଇଥିଲେ, ଓ ସକାଳୁ ଉଠିକରି ତାଙ୍କୁ ଲାଗୁଥିଲା କି ସେ ହୋଟେଲ୍ ଭିତରେ ଅଛନ୍ତି, ଆଜି ଶାହାରୁଖ୍ ଖାନ୍ ସେହି ହୋଟେଲ୍ କୁ କିଣିପାରନ୍ତି ।

୨) ଅମିତାଭ ବଚ୍ଚନ- ବଲିଉଡ୍ ଇଣ୍ତଷ୍ଟ୍ରିର ଦିଗଜ୍ କଳାକାର ଅମିତାଭ ବଚ୍ଚନ ଆଜି ସଂମ୍ପତ୍ତି ମାମଲାରେ କାହାଠାରୁ କମ୍ ନାହାନ୍ତି, ସେ ନିଜ ପରିଶ୍ରମ ବଳରେ ଆଜି ଇଣ୍ତଷ୍ଟ୍ରିରେ ଏକ ସଫଳ ଓ ଦିଗଜ୍ ଅଭିନେତା ଭାବେ ଜଣା, କ୍ୟାରିୟର୍ ଆରମ୍ଭରୁ ଦିନରୁ ଅମିତାଭ ବଚ୍ଚନଙ୍କ ପାଖରେ ପଇସା ନଥିଲା, ସେ ମରିନ୍ ଡ୍ରାଇଭ୍ ରେ ରାତି କଟାଉଥିଲେ କିନ୍ତୁ ଆଜି ସେ ହିନ୍ଦୀ ଫିଲ୍ମ ଜଗତରୁ ବଡ କଳାକାରଙ୍କ ଭିତରୁ ଜଣେ ଅଟନ୍ତି, ସେ ସଦିର ମହାନାୟକ ଭାବେ ଜଣାଯାଆନ୍ତି ।

୩) ଅକ୍ଷୟ କୁମାର- ବଲିଉଡ୍ ଇଣ୍ତଷ୍ଟ୍ରିର ଖିଲାଡି ମାନେ ଅକ୍ଷୟ କୁମାର ଆଜି ହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିର ସବୁଠାରୁ ବଡ କଳାକାରଭାବେ ଜଣାଯାଆନ୍ତି,  ଅକ୍ଷୟ କୁମାରଙ୍କ ଅସଲି ନାଁ ରାଜୀବ ଭାଟ୍ଟିଆ ଅଟେ, ଯେବେ ଅକ୍ଷୟ କୁମାର ଫିଲ୍ମ ଇଣ୍ତଷ୍ଟ୍ରିରେ ପାଦ ରଖିଥିଲେ ତେବେ ତାଙ୍କ ପାଖରେ ପଇସା ନଥିଲା, ଫିଲ୍ମରେ ଆସିବା ପୁର୍ବରୁ ଅକ୍ଷୟ କୁମାର ସେଫ୍ କାମ କରୁଥିଲେ, ତାହାପରେ ସେ ଫିଲ୍ମରେ ନିଜ ଆକ୍ସନ୍ ଓ କମେଡି ଦ୍ୱାରା ନିଜକୁ ସ୍ଥାପନା କରାଇଲେ, ଅକ୍ଷୟ କୁମାର ନିଜ ଟ୍ୟାଲେଣ୍ଟ ଓ ଅଭିନୟ ଦମ୍ ରେ ଫିଲ୍ମ ଇଣ୍ତଷ୍ଟ୍ରିରେ ନିଜକୁ ସ୍ଥାପିତ କରିଥିଲେ, ଓ ଆଜି ପ୍ରାୟ ସବୁ ଲୋକେ ଏହି ଅଭିନେତାଙ୍କୁ ଜାଣନ୍ତି ।

୪) ନବାଜୁଦ୍ଧିନ୍ ସିଦ୍ଧିକି- ବଲିଉଡ୍ ଇଣ୍ତଷ୍ଟ୍ରିର ପ୍ରତିଭାଶାଳୀ ଅଭିନେତା ନବାଜୁଦ୍ଧିନ୍ ସିଦ୍ଧିକି ନିଜ ଅଭିନୟରୁ ସମସ୍ତଙ୍କ ନିଜ ଦିୱାନା ବନାଇନେଇଥିଲେ, ଗ୍ୟାଙ୍ଗଷ୍ଟର୍ ପରି ଫିଲ୍ମରେନବାଜୁଦ୍ଧିନ୍ ସିଦ୍ଧିକିଙ୍କ ରାଜ୍ ଚାଲୁଥିଲା, ଏହା ଛଡା ସେ କମେଡି ଓ ସପୋର୍ଟିଙ୍ଗ୍ ରୋଲ୍ ରେ ଦମଦାର୍ ରୋଲ କରିସାରିଛନ୍ତି,  ଆପଣଙ୍କୁ କହିଦେବୁ କି ନବାଜୁଦ୍ଧିନ୍ ସିଦ୍ଧିକି ଫିଲ୍ମରେ ଆସିବା ପୁର୍ବରୁ ୱାଚ୍ ମ୍ୟାନ୍ ଚାକିରି କରୁଥିଲେ, ସେ ଫିଲ୍ମ ଇଣ୍ତଷ୍ଟ୍ରିରେ ନାଁ କମାଇବା ବହୁତ ଲମ୍ବା ସମୟ ଲାଗିଯାଇଥିଲା, ଆଜି ସେ ନିଜ ଫିଲ୍ମ ଇଣ୍ତଷ୍ଟ୍ରିରେ ସଫଳ ଅଭିନେତାଙ୍କ ଲିଷ୍ଟରେ ସାମିଲ୍ ଅଛନ୍ତି ।

୫) ମନୋଜ ବାଜପେୟୀ- ମନୋଜ ବାଜପେୟୀ ଏମିତି ଏକ କଳାକାର୍ ଅଟନ୍ତି ଯିଏକି ନିଜ ପ୍ରତିଭା ଦ୍ୱାରା ଲକ୍ଷାଧିକ ଲୋକଙ୍କର ହୃଦୟ ଜିଣିଛନ୍ତି, ସେ ନିଜ ଭୁମିକାକୁ ଭଲ ଭାବରେ ଗଢିତୋଳିଛନ୍ତି, ଆପଣଙ୍କୁ କହିଦେବୁ କି ମନୋଜ ବାଜପେୟୀ ବହୁତ ଗରିବ ଥିଲେ, ସେ ନିଜ ଜୀବନରେ ବହୁତ ସଂଘର୍ଷ କରିଥିଲେ, ମନୋଜ ବାଜପେୟୀ ଯେବେ ନିଜ ଜୀବନରେ ସଂଘର୍ଷ କରୁଥିଲେ ତେବେ ବହୁତ କମ୍ ପଇସାରେ ନିଜ ଖର୍ଚ୍ଚ ଚଳାଉଥିଲେ, ସେ ନିଜ ସାଙ୍ଗଙ୍କ ପାଇଁ ଖାଇବା ତିଆରି କରୁଥିଲେ କିନ୍ତୁ ଆଜି ତାଙ୍କ ପାଖରେ ପଇସାର କିଛି ବି କମି ନାହିଁ ।

Leave a Reply

Your email address will not be published. Required fields are marked *