October 19, 2024

Odia Express

Leading Odia News Portal of Odisha

ମୁକେଶ ଅମ୍ବାନୀ ଓ Ratan Tata ଙ୍କ ମଧ୍ୟରୁ କିଏ ଅଟେ ଅଧିକା ପଇସା ବାଲା ? ଏଠାରେ ଜାଣନ୍ତୁ ସମୁଦାୟ ସଂମ୍ପତ୍ତି ବିଷୟରେ

ଭାରତରେ ସେମିତି ବହୁତ ବିଜନେସ୍ ମ୍ୟାନ୍ ଅଛନ୍ତି, କିନ୍ତୁ ମୁକେଶ ଅମ୍ବାନୀଙ୍କ ନାଁ ଏହି ଲିଷ୍ଟରେ ସବୁଠାରୁ ଟପ୍ ରେ ଆସେ, ଏହା ଛଡା ରତନ ଟାଟା ବି ଏହି ଲିଷ୍ଟରେ କାହାଠାରୁ ପଛରେ ନାହାନ୍ତି, ଏମିତି କହିନିଅନ୍ତୁ କି ଦୁହେଁ ବହୁତ ବଡ ଲେବୁଲ୍ ର ଉଦ୍ୟୋଗପତି ଅଟନ୍ତି, ଓ ସବୁ ମାମଲାରେ କଡା ଟକ୍କର ଦିଅନ୍ତି, କିନ୍ତୁ ଅଧିକାଂଶ ଲୋକଙ୍କ ଦିମାଗରେ ଏହି ପ୍ରଶ୍ନ ଆସେ କି ମୁକେଶ ଅମ୍ବାନୀ ଓ ରତନ ଟାଟାଙ୍କ ମଧ୍ୟରୁ କିଏ ଅଧିକା ଧନୀ ଅଟନ୍ତି ,ଅର୍ଥାତ୍ କାହାପାଖରେ ସବୁଠାରୁ ଅଧିକା ସଂମ୍ପତ୍ତି ଅଛି, ସବୁଦେଖିବାକୁ ଗଲେ ଦୁହେଁ ଜଣେ ଅନ୍ୟଙ୍କ ଠାରୁ ସଂପୁର୍ଣ୍ଣ ଅଲଗା ଅଟନ୍ତି, ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ମୁକେଶ ଅମ୍ବାନୀ ଓ ରତନ ଟାଟାଙ୍କ ପ୍ରୋପଟିର ନେଟ୍ ୱର୍ଥ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ।

କଣ ଆପଣ ଜାଣିଛନ୍ତି କି ଯେଉଁ ରିଲାୟନ୍ସ ଇଣ୍ତଷ୍ଟ୍ରି ଆଜି ସମସ୍ତେ ଜାଣିଛନ୍ତି ତାହାର ଆରମ୍ଭ ମୁକେଶ ଅମ୍ବାନୀ ନୁହେଁ ବରଂ ତାଙ୍କ ବାପା ଧୀରୁଭାଇ ଅମ୍ବାନୀ କରିଥିଲେ, ହଁ ଆଜ୍ଞା, ଧିରୁ ଭାଇ ଅମ୍ବାନୀ ପେଟ୍ରୋଲ୍ ପମ୍ପରେ କାମ କରି କମାଇଥିଲେ, ଓ ତାପରେ ଏହି କମ୍ପାନୀକୁ ଗଢିଥିଲେ, ୨୦୦୨ ରେ ତାଙ୍କର ଦେହାନ୍ତ ପୁର୍ବରୁ ତାଙ୍କର କମ୍ପାନୀ ଟର୍ଣ୍ଣ ଓଭର ଲକ୍ଷାଧିକ ଓ କୋଟିଏ ଉପରେ ପହଞ୍ଚିସାରିଥିଲା, କହିଦେବୁକି ଧିରୁ ଭାଇ ଅମ୍ବାନୀ ଚାଲିଯିବାପରେ ତାଙ୍କ ସବୁ ସଂମ୍ପତ୍ତି ଓ କମ୍ପାନୀ ପୁଅଙ୍କୁ ଅଧା ଅଧା ବାଣ୍ଟିଦେଲେ

ଯେଉଁଠି ଗୋଟେ ପଟେ ଅନିଲ୍ ଅମ୍ବାନୀ ଏବେ ଦେବାଳିଆ ହୋଇକରି କୋର୍ଟର୍ ଚକ୍କର୍ କାଟିବାକୁ ବାଧ୍ୟ ହୋଇଛନ୍ତି, ସେମିତି ମୁକେଶ ଅମ୍ବାନୀ ଆଜି ନିଜ ବୁଦ୍ଧିମତାରୁ ଭାରତର ସବୁଠାରୁ ଧନୀକ ବ୍ୟକ୍ତି ଟ୍ୟାଗ୍ ହାସିଲ୍ କରିଛନ୍ତି । ଟେକ୍ସଟାଇଲ୍ ମିଲ୍ସରୁ ଆରମ୍ଭ କରିଥିବା ଜମସେଦ ଟାଟା ୨୧୦୦୦ ଟଙ୍କାରେ ନିଜର ବିଜନେସ୍ ଆରମ୍ଭ କରିଥିଲେ, ଓ ତାପରେ ନିଜ ପରିଶ୍ରମ ଓ ଲଗନ୍ ଦ୍ୱାରା ଆଗକୁ ବଢିବାକୁ ଲାଗିଲେ, ଦୋରାବଜୀ ଟାଟା ଚାଲିଯିବାପରେ କାରୋବାର ଦ୍ୱାୟିତ୍ୱ ଜାହାଙ୍ଗୀର ଟାଟାଙ୍କ କାନ୍ଧରେ ଆସିଗଲା, ୧୯୩୦ ରେ ଜେବେ ଟାଟା କେବଳ ୧୩ ଟି କମ୍ପାନୀ ଥିଲା, ତାହାକୁ ବଢାଇକରି ୯୫ ଟି କରିଦେଇଥିଲେ, ଓ ତାହାପରେ ବିଜନେସ୍ ସଂମ୍ଭାଳିବାକୁ ରତନ ଟାଟାଙ୍କ ଦାୟିତ୍ୱ ଥିଲା

ଯିଏକି ପୁରା ବୟସ ଇମାନଦାରୀରେ କାମ କଲେ ଓ ଆଜି ସେ ୧୩୫ ଟି କମ୍ପାନୀର ମାଲିକ ହୋଇଛନ୍ତି । ରିପୋର୍ଟ ର ମୁତାବିକ ମୁକେଶ ଅମ୍ବାନୀ ରତନ ଟାଟାଙ୍କ ଠାରୁ ଅଧିକା ଧନୀ ଜଣାଯାଆନ୍ତି, ଏବେ ଭାବିବାର କଥା ଏହା କି ଏତେ ସବୁ କମ୍ପାନୀ ଥିବା ସତ୍ତ୍ୱେ ରତନ ଟାଟା ମୁକେଶ ଅମ୍ବାନୀଙ୍କ ପଛରେ କଣପାଇଁ, ଏହାର ବଡ କାରଣ ହେଲା ଭାଗ ହେବା, ଯେଉଁଠି ଗୋଟେ ପଟେ ମୁକେଶ ଅମ୍ବାନୀଙ୍କ ରିଲାୟନ୍ସରେ ୪୮ ପ୍ରତିଶତ ସେୟାର୍ ହୋଇଥାଏ, ସେମିତି ରତନ ଟାଟାଙ୍କର କମ୍ପାନୀରେ ୧ ପ୍ରତିଶତ ସେୟାର୍ ଅଛି, କାରଣ ସେ ଅଲଗା ଅଲଗା କାର୍ଯ୍ୟ କ୍ଷେତ୍ର ଓ ସଂସ୍ଥାରେ ଭାଗ ନେଇଛନ୍ତି ,

କହିଦେବୁ କି ଯେଉଁଠି ଗୋଟେ ପଟେ ମୁକେଶ ଅମ୍ବାନୀ ନିଜ ପାଇଁ ଓ ନିଜ ପରିବାର୍ ପାଇଁ କମାଇଥାନ୍ତି, ତେବେ ରତନ ଟାଟା ସବୁବେଳେ ଲୋକଙ୍କର ମଙ୍ଗଳ ପାଇଁ କାର୍ଯ୍ୟ କରନ୍ତି, ମୁକେଶ ଅମ୍ବାନୀଙ୍କ ନେଟ୍ ୱର୍ଥ ୮୪ ବିଲିୟନ୍ ଡଲାର୍ ଅଟେ ସେମିତି ରତନ୍ ଟାଟାଙ୍କର ୬୪ ବିଲିୟନ୍ ଡଲାର୍ ଅଛି, ଓ ତାଙ୍କର ଟାଟା ଗ୍ରୁପ୍ ଅଫ୍ କମ୍ପାନୀଜ୍ ନେଟ୍ ୱର୍ଥ ୧୨୩ ବିଲିୟନ୍ ରୁ ଅଧିକା ଅଛି, ଏମିତି କହିବା ଭୁଲ୍ ହେବ ନାହିଁ କି ରତନ ଟାଟା ମୁକେଶ ଅମ୍ବାନୀଙ୍କ ଠାରୁ ଅଧିକା ଧନୀ ଅଛନ୍ତି ।

Leave a Reply

Your email address will not be published. Required fields are marked *