October 19, 2024

Odia Express

Leading Odia News Portal of Odisha

କେବେ ରାସ୍ତା ମଝିରେ ଗୁଣ୍ତାମାନେ ଘେରେଇ ନେଇଥିଲେ Ajay Devgan ଙ୍କୁ, ପୁଅକୁ ବଞ୍ଚାଇବା ପାଇଁ ବିରୁ ଦେବଗନ ଆଣିଥିଲେ ୨୦୦ ଫାଇଟର୍ସ

ବଲିଉଡ୍ ଅଭିନେତା ଅଜୟ ଦେବଗନ ଫିଲ୍ମ ଇଣ୍ତଷ୍ଟ୍ରିରେ ଏକ ବଢିଆ ଅଭିନେତା ଅଟନ୍ତି, ଅଜୟ ୧୯୯୧ ରେ ଫିଲ୍ମ ଫୁଲ୍ ୱର୍ କାଣ୍ତେ ରୁ ବଲିଉଡ୍ ରେ ପାଦ ଦେଇଥିଲେ, ଗତ ୩୦ ବର୍ଷରୁ ଦର୍ଶକଙ୍କ ମନୋରଞ୍ଜନ କରିଥିବା ଅଜୟ ଦେବଗନ ଏବେ ଫିଲ୍ମ ଭୁଜରେ ନଜର ଆସିଥିଲେ, ଯେଉଁଥିରେ ସେ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ଓ ଏମି ୱିଗ୍ ସାଙ୍ଗରେ ମୁଖ୍ୟ ଭୁମିକାରେ ନଜର ଆସିଥିଲେ, ଅଜୟ ଦେବଗନ ନିଜ ଫିଲ୍ମରୁ ଗୁଣ୍ତା ଓ ଭିଲେନ୍ ଙ୍କୁ ପିଟୁଥିବାର ନଜର ଆସନ୍ତି, କ୍ୟାରିୟର ସମୟରେ ଅଜୟ ଦେବଗନ ବହୁତ ଆକ୍ସନ୍ ଫିଲ୍ମ କରିଛନ୍ତି, କିନ୍ତୁ କଣ ଆପଣ ଜାଣନ୍ତି ଥରେ ତାଙ୍କୁ ରାସ୍ତା ମଝିରେ ପିଟିଥିଲେ, ଯେଉଁଠି ତାଙ୍କ ବାପା ଭିରୁ ଦେବଗନ ୧୫୦-୨୦୦ ଫାଇଟର୍ସଙ୍କ ଦ୍ୱାରା ତାଙ୍କୁ ବଞ୍ଚାଇଥିଲେ ।

ଆକ୍ସନ୍ ଡାଇରେକ୍ଟର ଭିରୁ ଦେବଗନଙ୍କ ନିଧନ ପରେ ସୋସିଆଲ୍ ମିଡିଆରେ ଅଜୟ ଦେବଗନ ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ୍ ହୋଇଥିଲା, ଏହି ଇଣ୍ଟରଭ୍ୟୁରେ ତାଙ୍କ ସହ ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, ରିତେଶ ଦେଶମୁଖ ଓ ସାଜିଦ୍ ବି ନଜର ଆସିଥିଲେ, ଏହି ସମୟରେ ଅଜୟ କହନ୍ତି କି ରିୟଲ୍ ଲାଇଫ୍ ରେ ସେ ବହୁତ ଲୋକଙ୍କୁ ମାରିଛନ୍ତି, ଓ ବହୁତଥର ମାଡ ବି ଖାଈଛନ୍ତି, ଥରେ ସେ ୨୦-୨୫ ଜଣ ଲୋକେ ତାଙ୍କୁ ମିଶିକରି ମାରିଥିଲେ ।

ଏହାପରେ ସେଠାରେ ମହଜୁଦ୍ ଡାଇରେକ୍ଟର ସାଜିଦ୍ ଖାନ୍ କହନ୍ତି କି ଅଜୟଙ୍କ ପାଖରେ ଗୋଟେ ଜିପ୍ ଥିଲା, ଯେଉଁଥିରେ ସମସ୍ତେ ବୁଲୁଥିଲେ, ହଲିଡେ ହୋଟେଲ୍ ପାଖରେ ଗୋଟେ ଛୋଟ ଗଳିଥିଲା, ସେଠାରେ ଜିପ୍ ସାମ୍ନାରେ ଗୁଡି ପଛରେ ପିଛା କରି ଏକ ଛୁଆ ଆସିଲା, ଅଜୟ ତୁରନ୍ତ ବ୍ରେକ୍ ମାରିଲେ, ଛୁଆକୁ ଲାଗିନଥିଲା କିନ୍ତୁ ସେ ଡରରେ କାନ୍ଦିବାକୁ ଲାଗିଲା, ଯାହାପରେ ପାଖରେ ଲୋକେ ଏକାଠି ହୋଇଗଲେ, ଓ ଆମକୁ ଘେରେଇନେଲେ, ଆମେ ବୁଝାଇଲୁ କି ଛୁଆ ସାମ୍ନାକୁ ଚାଲି ଆସିଥିଲା, କିନ୍ତୁ ତାଙ୍କୁ କିଛି ବି ବୁଝାପଡିଲା ନାହିଁ, କିନ୍ତୁସେ ଚିଲ୍ଲାଇଲେ ଓହ୍ଲାଅ ଧନୀ ଘର ଲୋକ, ତୁମେ ଗାଡି ସ୍ପିଡ୍ ଚଲାଉଛ, ଓ ଆମକୁ ବୁଝାପଡୁନି କି ଆମର ଲୋକ ମରୁଛନ୍ତି ।

ସାଜିଦ୍ କହିଲେ ୧୦ ମିନିଟ୍ ଏହି କଥା ଅଜୟଙ୍କ ବାପା ଭିରୁ ଦେବଗନଙ୍କ ଯାଏଁ ପହଞ୍ଚିଗଲା, ଓ ସେ ୧୫୦-୨୦୦ ଫାଇଟର୍ସ ନେଇକରି ଆସି ପହଞ୍ଚିଲେ, ସାଜିଦ୍ କହିଲେ ହିନ୍ଦୀ ଫିଲ୍ମ ପରି ସିନ୍ ହୋଇଗଲା, ଓ ଭିରୁ ଜୀ କହିଲେ କିଏ ସିଏ ମୋର ପୁଅକୁ ହାତ ଲଗାଉଛି, ଏମିତି ଦେଖି ପୁରା ଏରିଆ ଶାନ୍ତ ହୋଇଗଲା, ଯେବେ ସେ ଫାଇଟର୍ ନେଇକରି ଆସିଲେ ତେବେ ଆମେ ଚାରି ପାଞ୍ଚଜଣ ଆଉ ଭୟ କଲୁ ନାହିଁ, ମାଲୁମ ଥିବ କି ଅଜୟ ଦେବଗନ ନିଜ ବାପାଙ୍କର ବହୁତ କ୍ଲୋଜ୍ ଥିଲେ, ଭିରୁ, ଅଭିନେତା, ଡାଇରେକ୍ଟର ଓ ଆକ୍ସନ୍ କୋରିଓ ଗ୍ରାଫର୍ ଥିଲେ, ଗତ ୨୭ ମେ କୁ କାର୍ଡିଆକ୍ ଆରେଷ୍ଟକୁ ନେଇ ୮୫ ବର୍ଷରେ ତାଙ୍କ ନିଧନ ହୋଇଗଲା ।

Leave a Reply

Your email address will not be published. Required fields are marked *