October 19, 2024

Odia Express

Leading Odia News Portal of Odisha

ଦେଖନ୍ତୁ ବଲିଉଡ୍ ର Shoking ମା ଛୁଆଙ୍କ ଯୋଡି ,ଏଥିରୁ ଜଣେ ଝିଅ ଅଟନ୍ତି ମାଙ୍କ ଠାରୁ ୫ ବର୍ଷ ବଡ

ବଲିଉଡ୍ କଳାକାର ନିଜ ବ୍ରେକ୍ ଅଫ୍ ଓ ପ୍ରେମକୁ ନେଇ ଆସିବା ଦିନରୁ ଚର୍ଚ୍ଚାରେ ରୁହନ୍ତି, ଏଠାରେ ବାହା ହେବା ପାଇଁ ବୟସ କିମ୍ବା ଜାତିର ବାଛବିଚାର କରାଯାଏ ନାହିଁ, ବହୁତ ଏମିତି ଦିଗଜ୍ କଳାକାର ଅଛନ୍ତି ଯିଏକି ଗୋଟେରୁ ଅଧିକା ଥର ବିବାହ କରିଛନ୍ତି , ଏମିତିରେ ଯେବେ ସେ ବିବାହ କରିଲେ ତେବେ ତାଙ୍କ ଛୁଆ ତାଙ୍କ ସଉତୁଣି ମାଙ୍କ ବୟସର ଥିଲେ, ଆଜି ସ୍ପେଶାଲ୍ ପୋଷ୍ଟରେ ଆମେ ଆପଣଙ୍କୁ ଆମେ ଆପଣଙ୍କୁ ବଲିଉଡ୍ କିଛି ଏମିତି ମା ଛୁଆଙ୍କ ଯୋଡି ବିଷୟରେ କହିବୁ ଯାହା ନିଜ ସଉତୁଣି ମା  କିମ୍ବା ତ ବଡ ଅଟନ୍ତି ତାପରେ କିଛି ବର୍ଷର ଅନ୍ତର ରଖନ୍ତି, ଆସନ୍ତୁ ଜାଣିବା ଏହି ଲିଷ୍ଟରେ କିଏ କିଏ ସାମିଲ୍ ଅଛନ୍ତି ।

୧) କରିନା କାପୁର ଓ ସାରା ଅଲ୍ଲୀ ଖାନ୍- ମା ଝିଅଙ୍କ ଏହି ଅଜବଗଜବ ଲିଷ୍ଟରେ ପ୍ରଥମ ନାଁ କରିନା କାପୁର ଓ ସାରା ଅଲ୍ଲୀ ଖାନ୍ ଙ୍କ ଆସେ, କହିଦେବୁ କି ସୈଫ୍ ଅଲ୍ଲୀ ଖାନ୍ ଦୁଇଥର ବିବାହ କରିଛନ୍ତି, ସେ ୧୯୯୧ ରେ ଅମୃତା ସିଂ ଙ୍କୁ କରିଥିଲେ, ଯିଏକି ଦୁଇଟି ଛୁଆ ଇବ୍ରାହିମ୍ ଅଲ୍ଲୀ ଖାନ୍ ଓ ସାରା ଅଲ୍ଲି ଖାନ୍ ଜନ୍ମ ନେଇଥିଲେ, ସେମିତି ଅମୃତାଙ୍କ ସହ ଛାଡପତ୍ର କରି ସୈଫ ଅଲ୍ଲୀ ଖାନ୍ ୨୦୧୨ ରେ କରିନା କାପୁରଙ୍କୁ ବିବାହ କରିଥିଲେ, ଏମିତିରେ ସାରା ଅଲ୍ଲୀ ଖାନ୍ ଓ ନିଜ ସଉତୁଣି ମା ମାନେ କରିନା କାପୁର ଖାନ୍ କେବଲ ୧୫ ବର୍ଷ ସାନ ଅଟନ୍ତି ମା ଝିଅଙ୍କ ଏହି ଯୋଡି ଜଣେ ଅନ୍ୟଙ୍କ ସହ ବନ୍ଧୁତା ଓ ବଣ୍ତ ସେୟାର୍ କରନ୍ତି ।

୨) ହେମା ମାଳିନୀ ଓ ସନିଦେଓଲ- ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ସିଂ ହେମା ମାଳିନୀ ପୁର୍ବରୁ ପ୍ରକାଶଙ୍କୁ ବିବାହ କରିଥିଲେ, ଯିଏକି ଚାରୋଟି ପୁଅ ସନିଦେଓଲ, ବବି ଦେଓଲ, ଅଜୟ ଓ ବିଜେତା ଦେଓଲ୍ ହୋଇଥିଲେ, ସେମିତି ହେମା ମାଳିନୀଙ୍କୁ ବିବାହ କରିବାପରେ ସେ ଦୁଇଟି ଝିଅ ହୋଇଥିଲେ ଇଶା ଦେଓଲ ଓ ଆହାନା ଦେଓଲ, କହିଦେବୁ କି ସନି ଦେଓଲ ଓ ହେମା ମାଳିନୀଙ୍କ ବୟସରେ କେବଳ ୮ ବର୍ଷର ଅନ୍ତର ଅଛି ।

୩) ମାନ୍ୟତା ଦତ୍ତ ଓ ତ୍ରିଶଲା ଦତ୍ତ- ସଞ୍ଜୟ ଦତ୍ତଙ୍କ ଏବେ ପର୍ଯ୍ୟନ୍ତ ୩ ଥର୍ ବାହାଘର ହୋଇସାରିଛି, ବର୍ତ୍ତମାନ ତାଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ଅଟନ୍ତି, ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ତ୍ରିଶା ଶର୍ମା ଥିଲେ ଯାହାଙ୍କ ଗୋଟେ ଝିଅ ଥିଲେ ଯାହାଙ୍କ ନାଁ ତ୍ରିଶଳା ସତ୍ତ ଅଟେ, ଆଶ୍ଚର୍ଯ୍ୟ କଥା ଏହା କି ତ୍ରିଶା ନିଜ ସଉତୁଣି ମା ମାନେ ମାନ୍ୟତାଙ୍କ ଠାରୁ ୧୦ ବର୍ଷର ସାନ ଅଟନ୍ତି, ଏହି ଦୁହେଁ ମା ଝିଅ ଜଣେ ଅନ୍ୟଙ୍କ ସହ ଭଲ ବନ୍ଧୁତା ରଖନ୍ତି, ଓ ଜଣେ ଅନ୍ୟଙ୍କୁ ବହୁତ ଭଲ ପାଆନ୍ତି ।

୪) ସୋନି ରାଜଦାନ୍ ଓ ପୁଜା ଭଟ୍ଟ- କଣ୍ଟ୍ରୋଭର୍ସି କିଙ୍ଗ୍ ମହେଶ ଭଟ୍ଟ ଦୁଇଟି ବିବାହ କରିଛନ୍ତି, ତାଙ୍କର ପ୍ରଥମ ସ୍ତ୍ରୀଙ୍କ ଦୁଇଟି ଛୁଆ ଥିଲେ ଯେଉଁଥିରେ ପୁଜା ଭଟ୍ଟ ଜଣେ ଅଟନ୍ତି ସେମିତି ଦ୍ୱିତୀୟ ବିବାହ ସୋନି ରାଜଦାନଙ୍କ ସହ କରିଥିଲେ, ଏମିତିରେ ପୁଜା ନିଜ ସଉତୁଣି ମା ଙ୍କ ଠାରୁ କେବଳ ୧୬ ବର୍ଷ ଛୋଟ ଥିଲେ ।

୫) ପରବିନ୍ ଦୋସାଞ୍ଜ ପୁଜା ବେଦୀ- କବିର୍ ବେଦୀ କିଛି ସମୟ ପୁର୍ବରୁ ପରବିନ୍ ଦୋସାଞ୍ଜଙ୍କୁ ବିବାହ କରିଥିଲେ, ତାଙ୍କ ପ୍ରଥମ ସ୍ତ୍ରୀ ଝିଅ ପୁଜା ବେଦୀ ନିଜ ସଉତୁଣୀ ମା ମାନେ ପରବିନ୍ ଙ୍କଠାରୁ ୫ ବର୍ଷ ବଡ ଅଟନ୍ତି, କହିଦେବୁ କି ପରବିନ୍ ଦୋସାଞ୍ଜ କବିର୍ ବେଦୀଙ୍କୁ ଚତୁର୍ଥ ସ୍ତ୍ରୀ ଅଟନ୍ତି, ଏହା ପୁର୍ବରୁ ତିନ୍ ଟି ବିବାହ କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *